Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବାହାନଗା ଟ୍ରେନ ଦୁର୍ଘଟଣା: ମୃତକଙ୍କ ପରିବାରକୁ ଦିଆଯିବ ୫ ଲକ୍ଷ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ବାହାନଗା ଟ୍ରେନ ଦୁର୍ଘଟଣାରେ ରାଜ୍ୟର ମୃତକ ଓ ଆହତଙ୍କ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି। ଏହି ସହାୟତା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରଦାନ କରାଯିବ।ବାହାନଗା ଟ୍ରେନ୍ ଦୁର୍ଘଟଣାର ଶିକାର ହୋଇପ୍ରାଣ ହରାଇଥିବା ବ୍ୟକ୍ତିଙ୍କ!-->…
ଆଇସକ୍ରିମ ଖାଇ ୪୩ ଜଣ ଅସୁସ୍ଥ, ସୁନାବେଡା ମେଡିକାଲରେ ଭର୍ତ୍ତି
କୋରାପୁଟ: ଆଇସକ୍ରିମ ଖାଇ ୪୩ ଜଣ ଅସୁସ୍ଥ । ୩୨ ଜଣ ସୁନାବେଡା ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେଥିମଧ୍ୟରୁ ୩୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।୨ଜଣକ ଚିକିତ୍ସା ଜାରି ରହିଛି ।୧୧ ଜଣ ଦାମନଯୋଡ଼ି ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ସ୍ଥିର ରହିଥିବା!-->…
ଦୁର୍ଘଟଣା ପରେ ବାହାନଗା ଷ୍ଟେସନ ASM ଫେରାର, ଜିଆରପି ଥାନାରେ ମାମଲା ରୁଜୁ…
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ବାହାନଗା ଷ୍ଟେସନରେ ଦୁର୍ଘଟଣା ପରେ ASM ଫେରାର। ASM ଏସବି ମହାନ୍ତି ଫେରାର। ଗତକାଲି ଏସବି ମହାନ୍ତି ଷ୍ଟେସନ ଦାୟିତ୍ୱରେ ଥିଲେ।
ଗତକାଲି ସଂଧ୍ୟାରେ ବାହାନଗା ଷ୍ଟେସନରେ କରମଣ୍ଡଳ ଏକ୍ସପ୍ରେସ ସମେତ ୩ଟି ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା!-->!-->!-->…
ବାହାନଗା ଟ୍ରେନ ଟ୍ରାଜେଡି: ବଗିରୁ ଆଉ ୧୩ ମୃତଦେହ ଉଦ୍ଧାର, ମୃତ ସଂଖ୍ୟା ୩୦୦ ଟପିଲା..!
ବାଲେଶ୍ଵର: ବାଲେଶ୍ଵରର ବାହାନଗାରେ ଘଟିଥିବା ଛାତିଥରା ରେଳ ଦୁର୍ଘଟଣାରେ ମୃତକ ସଂଖ୍ୟା ୩୦୦ ଟପିଛି। ଏହା ପୂର୍ବରୁ ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି ଘଟିଥିବା ମୁଖ୍ୟ ସଚିବ ପ୍ରଦୀପ ଜେନା କହିଥିଲେ। ତେବେ ସଦ୍ୟତମ ଖବର ଅନୁଯାୟୀ ଏନଡିଆରଏଫ ଦୁର୍ଘଟଣା ବଗିରୁ ଆଉ ୧୩ ମୃତଦେହ ଉଦ୍ଧାର!-->…
ମୃତ ଯାତ୍ରୀଙ୍କ ପରିଚୟ ସଂଗ୍ରହ ବଡ ଚ୍ୟାଲେଞ୍ଜ: ମୁଖ୍ୟ ଶାସନ ସଚିବ
ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ବାହାନଗା ନିକଟରେ ଶୁକ୍ରବାର ସନ୍ଧ୍ୟାରେ କରମଣ୍ଡଳ ଏକ୍ସପ୍ରେସ୍ (୧୨୮୪୧) ଓ ବେଙ୍ଗାଲୁରୁ-ହାୱଡା ଏକ୍ସପ୍ରେସ୍ (୧୨୮୬୪) ଧକ୍କା ହୋଇ ଭୟାବହ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି | ଗତକାଲି ରାତି ସାଢ଼େ ୮ଟାରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇ!-->…
୨୮୮କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା
ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ବାହାନଗା ନିକଟରେ ଶୁକ୍ରବାର ସନ୍ଧ୍ୟାରେ କରମଣ୍ଡଳ ଏକ୍ସପ୍ରେସ୍ (୧୨୮୪୧) ଓ ବେଙ୍ଗାଲୁରୁ-ହାୱଡା ଏକ୍ସପ୍ରେସ୍ (୧୨୮୬୪) ଧକ୍କା ହୋଇ ଭୟାବହ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି | ଗତକାଲି ରାତି ସାଢ଼େ ୮ଟାରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇ!-->…
ବାହାନଗା ରେଳ ଦୁର୍ଘଟଣାକୁ ନେଇ ବିମାନ କମ୍ପାନୀଙ୍କୁ ତାଗିଦ, ମନ ଇଛା ଭଡା ବଢାଅ ନାହିଁ
ନୂଆଦିଲ୍ଲୀ: ବାହାନଗା ରେଳ ଦୁର୍ଘଟଣାକୁ ନେଇ ସମ୍ପୂର୍ଣ୍ଣ ଆକ୍ସନ ମୁଡ଼ରେ ଅଛନ୍ତି କେନ୍ଦ୍ର ସରକାର | ଆଜି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ଯେ ଭୁବନେଶ୍ୱର ବିମାନବନ୍ଦରରୁ ଅନ୍ୟ ରାଜ୍ୟକୁ ଯାଉଥିବା ବିମାନ ବା ଅନ୍ୟ ରାଜ୍ୟରୁ ଆସୁଥିବା ବିମାନର!-->…
ଦୋଷୀଙ୍କ ବିରୋଧରେ ଦୃଢ଼ କଡ଼ାକାର୍ଯ୍ୟାନୁଷ୍ଠାନ ନିଆଯିବ: ପ୍ରଧାନମନ୍ତ୍ରୀ
ବାଲେଶ୍ବର: ବାହାନଗାରେ ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ୨ଟି ଏକ୍ସପ୍ରେସ୍ ଟ୍ରେନ୍ ଦୁର୍ଘଟଣାରେ ଆମେ ଯେଉଁମାନଙ୍କୁ ହରାଇଛେ, ସେମାନଙ୍କୁ ଆଉ ପାଇପାରିବା ନାହିଁ। ସରକାରଙ୍କ ପାଇଁ ଏହି ଘଟଣା ଗମ୍ଭୀର ତଥା ସମ୍ବେଦନଶୀଳ। ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏହି ଭୟଙ୍କର ଦୁର୍ଘଟଣା ପାଇଁ!-->…
ଦୁର୍ଘଟଣା ପ୍ରଭାବିତ ଯାତ୍ରୀଙ୍କ ପରିବାର ସଦସ୍ୟଙ୍କୁ ଧରି ଚେନ୍ନାଇରୁ ଆସୁଛି ସ୍ୱତନ୍ତ୍ର ଟ୍ରେନ
ଭୁବନେଶ୍ୱର : ଓଡ଼ିଶା ଇତିହାସରେ ସର୍ବବୃହତ୍ ତଥା ଭୟାବହ ଟ୍ରେନ ଦୁର୍ଘଟଣାକୁ ନେଇ ସମଗ୍ର ବିଶ୍ୱ ସମବେଦନା ବ୍ୟକ୍ତ କରିଛି । ଗତକାଲି ସନ୍ଧ୍ୟା ୭ଟାରେ ଟ୍ରେନ ଦୁର୍ଘଟଣା ପରଠୁ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜୋରସୋରରେ ଜାରି ରହିଥିବାବେଳେ ଆଜି ଦୁର୍ଘଟଣାରେ ପ୍ରଭାବିତ ଯାତ୍ରୀଙ୍କ ପରିବାର!-->…
ରେଳ ଦୁର୍ଘଟଣା: ଦୁର୍ଘଟଣାସ୍ଥଳରେ ମମତା-ଅଶ୍ବିନୀ କଥା କଟାକଟି
ଭୁବନେଶ୍ବର : ବାଲେଶ୍ବରର ବାହାନଗାରେ ଶୁକ୍ରବାର ସଂଧ୍ୟାରେ ହୋଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ଭାରତର ଅନ୍ୟତମ ବଡ଼ ରେଳ ଦୁର୍ଘଟଣା ଭାବେ ଗଣାଯାଉଛି । ଏହାକୁ ନେଇ ସାରା ବିଶ୍ବରୁ ଶୋକ ସମ୍ବାଦ ପହଞ୍ଚିବାରେ ଲାଗିଛି । କିନ୍ତୁ ଏହି ବିପଦ ସମୟରେ ବି ରାଜନେତାମାନେ ନିଜ ନିଜର ମତଭେଦକୁ!-->…