Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଉଚ୍ଚଶିକ୍ଷା ବିଭାଗର କଡ଼ା କାର୍ଯ୍ୟାନୁଷ୍ଠାନ; ୨୨୩ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ଦରମା ବନ୍ଦ
ଭୁବନେଶ୍ବର: ସରକାରୀ କାର୍ଯ୍ୟରେ ଅବହେଳା ଯୋଗୁଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏଣୁ ୨୨୩ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ଦରମା ବନ୍ଦ କରିବା ଲାଗି ନିଷ୍ପତ୍ତି ନିଆଯାଇଛି।
ସୂଚନା ଅନୁଯାୟୀ, ବିଭାଗ ପକ୍ଷରୁ ବାରମ୍ବାର ଜଣାଇବା ସତ୍ତ୍ବେ ୨୨୩!-->!-->!-->…
ବାଇକକୁ ଧକ୍କା ଦେଲା ଟ୍ରକ: ସ୍ୱାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ
ଯାଜପୁର: ୧୬ନଂ ଜାତୀୟ ରାଜପଥରେ ଥମୁନି ଦୁର୍ଘଟଣା। ବିଶେଷ କରି ଚଣ୍ଡିଖୋଲରୁ ଜାରକା ମଧ୍ୟରେ ବାରମ୍ବାର ଦୁର୍ଘଟଣା ଘଟି ବହୁ ଧନ ଜୀବନ ହାନି ହେଉଛି। ଗତକାଲି ରାତିରେ ୧୬ନଂ ଜାତୀୟ ରାଜପଥର ସାରୋଇ ଛକ ନିକଟରେ ଆଉ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକକୁ ଟ୍ରକ ଧକ୍କା ଦେବା!-->…
ଦନ୍ତା ଆକ୍ରମଣରେ ଜଣେ ଶ୍ରମିକ ମୃତ
ଟାଙ୍ଗୀ : ଦଳିଦେଲା ଦନ୍ତା, ଶ୍ରମିକଙ୍କ ମୃତ୍ୟୁ । ଖୋର୍ଦ୍ଧା ଜିଲ୍ଲା କମାଗୁରୁ ଗାଁରେ ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ସତ୍ୟ ବେହେରା । ରଣପୁର ବ୍ଲକ ନାଟିନୀ ଗାଁର ୩ଜଣ ବ୍ୟକ୍ତି କମାଗୁରୁ ଗାଁକୁ ସାଇକେଲରେ କୂଅ ଖୋଳିବାକୁ ଆସୁଥିବା ବେଳେ ଗାଁ ନିକଟ ଜଙ୍ଗଲ ରାସ୍ତାରେ ଏକ ହାତୀ!-->…
ଘରେ ପଶିଗଲା ଟ୍ରାକ୍ଟର, ୪ ଆହତ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ବଡ଼ ଡୁମ୍ବୁଳା ଗାଁରେ ଘଟିଛି ଅଭାବନୀୟ ଘଟଣା। ଚଳନ୍ତା ଟ୍ରାକ୍ଟର ଘର ଭିତରକୁ ପଶିଯିବା ଫଳରେ ଚାରିଜଣ ଆହତ ହୋଇଛନ୍ତି ।ଦୃତ ଗତିରେ ଆସୁଥିବା ଟ୍ରାକ୍ଟର ବାଙ୍କେଶ୍ୱରୀ ମନ୍ଦିର ଟର୍ଣ୍ଣିଙ୍ଗ କାଟୁଥିବା ବେଳେ ଭାରସାମ୍ୟ ହରାଇ ବାବୁଲା!-->…
ନାବାଳିକାର ଗଳା କାଟି ହତ୍ୟା ଘଟଣା, ଛତିଶଗଡ଼ରୁ ଅଭିଯୁକ୍ତ ଗିରଫ
ଅନୁଗୁଳ : ବହୁ ଚର୍ଚ୍ଚିତ ଅନୁଗୁଳ ଜିଲ୍ଲା କୁଇଓ ଗାଁର ନାବାଳିକା ହତ୍ୟା ଘଟଣାରେ ଅଭିଯୁକ୍ତ ଗିରଫ । ଗତ ମେ’ ୮ ତାରିଖରେ ଘଟିଥିଲା ଜଘନ୍ୟ ହତ୍ୟାକାଣ୍ଡ । ନାବାଳିକାର ଗଳାକାଟି ହତ୍ୟା କରାଯାଇଥିଲା ।
ପ୍ରାୟ ୨୦ ଦିନ ପରେ ଅଭିଯୁକ୍ତ ରଞ୍ଜନ ବେହେରାକୁ ପୋଲିସ୍ ଛତିଶଗଡ଼ରୁ ଗିରଫ!-->!-->!-->…
୬ବର୍ଷର ଶିଶୁ କନ୍ୟାକୁ ଦଳିଦେଲା ହାତୀ
ସୋର: ଦଦଳିଦେଲା ହାତୀ । ୬ବର୍ଷର ଶିଶୁକନ୍ୟା ମୃତ। ଅଳ୍ପକେ ବର୍ତ୍ତିଲେ ପରିବାରର ଅନ୍ୟ ୪ ସଦସ୍ୟ । ସୋର ବ୍ଳକ ସିଙ୍ଗାଖୁଣ୍ଟା ପଞ୍ଚାୟତ ସରଳିଆ ଗାଁର ଘଟିଛି ଏଭଳି ଘଟଣା । ଗାଁର ନିଶିକାନ୍ତି ଦେଉରୀ ଘରେ ଖାଇପିଇ ଶୋଇଥିବା ବେଳେ ଘର ଭିତରକୁ ହାତୀ ପଶି ଆସିଥିଲା ।
ହାତୀକୁ ଦେଖି!-->!-->!-->…
ନବୀକରଣ ହେବ ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଜି ଭୁବନେଶ୍ବରର ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର ପରିଦର୍ଶନରେ ଯାଇଥିଲେ। ସେଠାରେ ସେ ଛାତ୍ରଛାତ୍ରୀ ମାନଙ୍କ ସହିତ ସେମାନଙ୍କର ସୁବିଧା ଅସୁବିଧା ସଂପର୍କରେ ଆଲୋଚନା!-->…
ମାଓବାଦୀଙ୍କଠାରୁ ୨୦୦୦ ଟଙ୍କିଆ ନୋଟ ବିଡ଼ା ଜବତ, ୨ ଗିରଫ
ମାଲକାନଗିରି: ମାଓବାଦୀଙ୍କଠାରୁ ୩ଟି ୨୦୦୦ ଟଙ୍କିଆ ନୋଟ ବିଡ଼ା ଜବତ ହୋଇଛି। ଏଥିରେ ମୋଟ ୬ ଲକ୍ଷ ଟଙ୍କା ଥିଲା। ବ୍ୟାଙ୍କରେ ଜମା ହେବାକୁ ଯାଉଥିବା ବେଳେ ୬ ଲଷ ଟଙ୍କା ନଗଦ ଜବତ ହୋଇଛି। ଏଥି ସହିତ ମାଓବାଦୀଙ୍କ ନାଁରେ ଥିବା ବିଭିନ୍ନ ବ୍ୟାଙ୍କର ୧୧ଟି ପାସ୍ବୁକ୍ ଜବତ ହୋଇଛି। ଏହି ଘଟଣାରେ!-->…
ପର୍ଜଙ୍ଗ ତହସିଲଦାରଙ୍କୁ ମରଣାନ୍ତକ ଆକ୍ରମଣ, ଜେସିବି ଚଢାଇ ଦେବାକୁ ଉଦ୍ୟମ
କାମାକ୍ଷାନଗର: ପର୍ଜଙ୍ଗ ତହସିଲଦାରଙ୍କୁ ମରଣାନ୍ତକ ଆକ୍ରମଣ।ଜେସିବି ଚଢାଇ ଦେବାକୁ ଉଦ୍ୟମ।ପଥରଖମ୍ବ ଗ୍ରାମ ନିକଟରେ ସରକାରୀ ଜମିରୁ ଜେସିବି ମାଧ୍ୟମରେ ବେଆଇନ ଭାବେ ମାଟି ଖୋଳା ଯାଉଥିବା ଖବର ପାଇ ତହସିଲଦାର ଶୁଭ୍ର ପଟେଲ ଚଢାଉ ପାଇଁ ଯାଇଥିଲେ। ବେଆଇନ ଭାବେ ମାଟି ଉଠାଉଥିବା ବେଳେ!-->…
ନବ ଦାସ ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ ପରେ ବିରୋଧୀ-ଶାସକ ମୁହାଁମୁହିଁ
ଭୁବନେଶ୍ବର:ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଜେଏମଏଫସି କୋର୍ଟରେ କ୍ରାଇମବ୍ରାଞ୍ଚ ୫୪୩ ପୃଷ୍ଠାର ପ୍ରିଲିମନାରି ଚାର୍ଜସିଟ ଦାଖଲ କରିବା ପରେ ଏହାକୁ ନେଇ ବିରୋଧୀ ଓ ବିଜେଡି ପକ୍ଷରୁ ପ୍ରତିକ୍ରିୟା ପକାଶ ପାଇଛି। କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ଏହା ଖାଲି ପ୍ରହସନ। ଏଣେ!-->…