Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବ୍ୟକ୍ତିଗତ ଶତ୍ରୁତାରୁ ନବ ଦାସଙ୍କୁ ହତ୍ୟା: ୫୪୩ ପୃଷ୍ଠାର ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ
ଝାରସୁଗୁଡ଼ା: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ କ୍ରାଇମବ୍ରାଞ୍ଚ ପ୍ରିଲିମନାରି ଚାର୍ଜସିଟ ଦାଖଲ କରିଥିବା ଜଣାଯାଇଛି। ଏହା ୫୪୩ ପୃଷ୍ଠା ସମ୍ବଳିତ ବୋଲି ଜଣାଯାଇଛି। ଏଥିରେ ପୁଲିସ ଏଏସ୍ଆଇ ଗୋପାଳକୃଷ୍ଣ ଦାସଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ସେ!-->…
ଗରମ ଖିରି ହଣ୍ଡାରେ ପଡି ୪ ବର୍ଷର ଶିଶୁ ଗୁରୁତର
ନୂଆପଡା ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ରାନିମୁଣ୍ଡା ଗାଁରେ ଏକ ଅଭାବନୀୟ ଘଟଣା । ଭୋଜି ରନ୍ଧା ଚାଲିଥିବା ବେଳେ ଗରମ ଖିରି ହଣ୍ଡାରେ ପଡି ଶିଶୁ ଗୁରୁତର ।
ସୂଚନା ଅନୁଯାୟୀ ଗାଁର ହୁତେଶ କୁମାର ହେର୍ଣ୍ଣାଙ୍କ ଚାରି ବର୍ଷର ପୁଅ ବିକାଶ ହେର୍ଣ୍ଣା ରୋଷେଇ ଚାଲିଥିବା ବେଳେ!-->!-->!-->…
ଜମି କିଣାବିକା ପାଇଁ ବଦଳିଲା ନିୟମ: ରେଜିଷ୍ଟ୍ରେସନ ପୂର୍ବରୁ ଅନଲାଇନରେ କରିବାକୁ ହେବ ସ୍ଲଟ ବୁକିଂ
ଭୁବନେଶ୍ୱର: ଜମି କିଣାବିକା ପାଇଁ ବଦଳିଲା ନିୟମ । ଭିଡ଼ ସମସ୍ୟା ଦୂର କରିବା ପାଇଁ ଏଣିକି ଅନ୍ ଲାଇନ୍ ସ୍ଲଟ୍ ବୁକିଂ କରିବାକୁ ହେବ । ମିଳିଥିବା ସମୟ ଅନୁଯାୟୀ ଜମି ପଞ୍ଜିକରଣ କରାଯିବ । ଆଇଜିଆଇ ବା ଇନ୍ସପେକ୍ଟର ଜେନେରାଲ ଅଫ୍ ରେଜିଷ୍ଟ୍ରେସନ ପକ୍ଷରୁ ଏନେଇ ଘୋଷଣା ହୋଇଛି । ଏହା!-->…
ପେଟ୍ରୋଲ ପମ୍ପରେ ଭଙ୍ଗାରୁଜା କରି ଧରାପଡ଼ିଲେ ୪ ଛାତ୍ର
ଭୁବନେଶ୍ବର: ଲାଇନ୍ରେ ନ ଆସି ବେଲାଇନ୍ରେ ଆସିଲେ। ପେଟ୍ରୋଲ ଦେବାକୁ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ କହିଲେ। ଲାଇନ୍ରେ ନଆସିଲେ ପେଟ୍ରୋଲ ଦେଇହେବନି ବୋଲି କହିବାରୁ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଦଳବଳ ସହ ଆସି ଆକ୍ରମଣ କଲେ। ଗତ ୨୩ ରାତିରେ ଭୁବନେଶ୍ୱର ଲକ୍ଷ୍ମୀସାଗର ପେଟ୍ରୋଲ ଟାଙ୍କିରେ!-->…
ଶିମିଳିପାଳରେ ଫରେଷ୍ଟ ଗାର୍ଡଙ୍କୁ ହତ୍ୟା ଘଟଣାରେ ୩ ଗିରଫ…
ମୟୁରଭଞ୍ଜ :ଶିମିଳିପାଳ ଅଭୟାରଣ୍ୟରେ ଫରେଷ୍ଟ ଗାର୍ଡ ବିମଳ କୁମାର ଜେନାଙ୍କୁ ଗୁଳି କରି ହତ୍ୟା ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ମୟୂରଭଞ୍ଜ ପୁଲିସର ସ୍ଵତନ୍ତ୍ର ଟିମ୍ ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ଚଢାଉ କରି ଆଜି ଏହି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି।
ଗିରଫ!-->!-->!-->…
ଭୁବନେଶ୍ବର ଏମ୍ସରେ ଦଲାଲି କରୁଥିବା ପଶ୍ଚିମବଙ୍ଗର ୨ ବ୍ୟକ୍ତି ଗିରଫ
ଭୁବନେଶ୍ବର: ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ଭୁବନେଶ୍ବରରେ ଦଲାଲି କରୁଥିବା ପଶ୍ଚିମବଙ୍ଗର ଦୁଇ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଏହି ୨ ଅଭିଯୁକ୍ତ ଖଣ୍ଡଗିରି ଅଞ୍ଚଳରେ ଘର ଭଡ଼ା ନେଇ ରୋଗୀଙ୍କୁ ଟାର୍ଗେଟ କରୁଥିଲେ। ସାହାଯ୍ୟ କରିବା ଆଳରେ ରୋଗୀଙ୍କ ସଂପର୍କୀୟଙ୍କ!-->…
୨୦୨୩ ଶେଷ ପୂର୍ବରୁ ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ କାମ ଆରମ୍ଭ ହେବ
ଭୁବନେଶ୍ବର: ୨୦୨୩ ଶେଷ ପୂର୍ବରୁ ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ କାମ ଆରମ୍ଭ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଉଷା ଦେବୀ। ସେ କହିଛନ୍ତି, ଦିଲ୍ଲୀ ମେଟ୍ରୋ ରେଳ ନିଗମ ପରାମର୍ଶରେ ଡିପିଆର୍ ପ୍ରସ୍ତୁତି ଚାଲିଛି।!-->…
ବେଡ୍ ଅଭାବରୁ ଖରାରେ ଘଣ୍ଟାଘଣ୍ଟା ଠିଆ ହେଲେ ଥାଲାସେମିଆ ରୋଗୀ
କେନ୍ଦୁଝର: କେନ୍ଦୁଝର ଆନନ୍ଦପୁର ମେଡ଼ିକାଲରେ ବିକଳ ଚିତ୍ର । ଥାଲାସେମିଆ ରୋଗରେ ପୀଡିତ ୪୦ରୁ ଊର୍ଦ୍ଧ୍ଵ ଶିଶୁ ରକ୍ତ ପ୍ୟାକେଟ ଧରି ଠିଆ ହୋଇଥିଲେ ଘଣ୍ଟା ଘଣ୍ଟା । ଖରାରେ ଶିଝୁଥିଲେ ପିଲା ଓ ତାଙ୍କ ମାଆ ବାପା। କାରଣ ରକ୍ତ ନେବା ପାଇଁ ସେମାନଙ୍କୁ ଡାକ୍ତଖାନାରେ ବେଡ୍୍ଟିଏ ମିଳି!-->…
ଗ୍ରହ ରିଷ୍ଟ ଖଣ୍ଡନ ନାଁରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ
ଜଗତସିଂହପୁର: ପୂଜକଙ୍କ ପାପକର୍ମ । ଗ୍ରହ ରିଷ୍ଟ ଖଣ୍ଡନ ନାଁରେ ମହିଳାଙ୍କୁ ଅସଦାଚରଣ । ପୂଜକଙ୍କ ନାଁରେ ମହିଳା ଆଣିଲେ ସଙ୍ଗୀନ ଅଭିଯୋଗ । ଜଗତସିଂହପୁର ଜିଲ୍ଲାର ମା’ ସାରଳାଙ୍କ ମନ୍ଦିର ପୂଜକ ସମରେନ୍ଦ୍ର ରାଉଳଙ୍କ ନାଁରେ ଅସଦାଚରଣ ଅଭିଯୋଗ ହୋଇଛି । ରିଷ୍ଟ ଖଣ୍ଡନ ପାଇଁ ଜଗତସିଂହପୁର!-->…
ମେ ୨୮ରେ ଘୋଷଣା ହେବ ଯୁକ୍ତ ଦୁଇ ପରୀକ୍ଷା ଫଳ ତାରିଖ
ଭୁବନେଶ୍ୱର: ଆସନ୍ତା ୩୦ କିମ୍ବା ୩୧ରେ ପ୍ରକାଶ ପାଇପାରେ ଯୁକ୍ତ ୨ ପରୀକ୍ଷାଫଳ। ୨୮ ତାରିଖରେ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବାର ତାରିଖ ଘୋଷଣା କରାଯିବ । ତେବେ ୩୦ କିମ୍ବା ୩୧ ତାରିଖରେ ପରୀକ୍ଷା ଫଳ ପ୍ରକାଶ ପାଇପାରେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା!-->…