Browsing Category

ଓଡିଶା

ରାଜ୍ୟର ସବୁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା Wifi ସହ ୧ ଜିବି ଡାଟା…

ଭୁବନେଶ୍ବର: ଆସନ୍ତା ଶିକ୍ଷାବର୍ଷରୁ ରାଜ୍ୟର ସବୁ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା wifi ଓ 1 GB ଡାଟା । ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗର ସମୀକ୍ଷା ବୈଠକ ପରେ ଏହି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ । ମାଗଣା 1 GB ଡାଟା ଯୋଗାଇଦେବା

୩ କଲରା ପତରିଆ ବାଘ ଛାଲ ଜବତ କଲା STF

କୋରାପୁଟ //ରାୟଗଡା : ବନ୍ୟଜନ୍ତୁ ଅପରାଧୀଙ୍କ ବିରୋଧରେ ଜିରୋ ଟଲରାନ୍ସ । STF କବ୍ଜାରେ ବାଘ ଛାଲ ବେପାରୀ । ରାୟଗଡ଼ା-କୋରାପୁଟ ୩୨୬ ଜାତୀୟ ରାଜପଥ ନିକଟ ଶିରିଗୁଡ଼ା ସ୍ୱର୍ଗଧାମ୍ ନିକଟର ବାଘ ଛାଲ ଡିଲ ବେଳେ ମାଡ଼ିବସିଲା STF । ୩ କଲରା ପତରିଆ ବାଘ ଛାଲ ଜବତ । ଅଭିଯୁକ୍ତର ନାଁ ଡମ୍ବରୁଧର

ଶିମିଳିପାଳରେ ବନ କର୍ମଚାରୀଙ୍କୁ ଆବଶ୍ୟକ ପଡିଲେ ବନ୍ଧୁକ ଦିଆଯିବ: ପିସିସିଏଫ୍‌

ମୟୁରଭଞ : ଶିମିଳିପାଳରେ ମୁତୟନ ହେବେ ଏପିଆର୍‌ ଫୋର୍ସ । ଆବଶ୍ୟକ ପଡିଲେ ବନ କର୍ମଚାରୀଙ୍କୁ ବନ୍ଧୁକ ପ୍ରଦାନ କରାଯିବ। ମୟୂରଭଞ୍ଜ ଗସ୍ତରେ ଆସି ଏହି ସୂଚନା ଦେଇଛନ୍ତି ଓ୍ଵାଇଲ୍ଡ ଲାଇଫ୍‌ ପିସିସିଏଫ୍‌ ସୁଶୀଲ କୁମାର ପୋପ୍‌ଲି। ଏହାସହ ଶିକାରୀଙ୍କ ଗୁଳିରେ ମୃତ୍ୟୁବରଣ କରିଥିବା ଫରେଷ୍ଟ

ଯୁବତୀଙ୍କ ସହ ପ୍ରେମ, ପରେ ଶାରୀରିକ ସମ୍ପର୍କ ତାପରେ ଧୋକା

ଆନନ୍ଦପୁର: ଯୁବତୀଙ୍କ ସହ ୭ ବର୍ଷର ପ୍ରେମ ସମ୍ପର୍କ, ତା ପରେ ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ଧୋକା। ଏବେ ବିବାହ ପାଇଁ କହିବାରୁ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା କାଠକଟା ଅଞ୍ଚଳରେ ।

ଝାରପଡା ଜେଲରେ ଜୀବନ ହାରିଲେ ଅନ୍ତେବାସିନୀ

ଭୁବନେଶ୍ୱର: ଆଜିକାଲି ଜୀବନ ହାରିବାର ବହୁତ ଘଟଣା ସାମ୍ନାକୁ ଆସୁଛି । ହେଲେ ଆଜି ଏମିତି ଏକ କାହାଣୀ ଆପଣମାନଙ୍କୁ ଜଣାଉଛୁ ତାହା ଯେତିକି କୌତୁହଳପୂର୍ଣ୍ଣ ସେତିକି ଦୁଃଖଦ ମଧ୍ୟ । ଭୁବନେଶ୍ୱର ଝାରପଡା ଜେଲ ଭିତରେ ସଜା କାଟୁଥିବା ଜଣେ ଅନ୍ତେବାସିନୀ ସୁକାନ୍ତି ଦାସ ମଙ୍ଗଳବାର ସକାଳେ

ବାଣୀବିହାର କ୍ୟାମ୍ପସରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଭୁବନେଶ୍ବର: ବାଣୀବିହାର କ୍ୟାମ୍ପସ ପରିସରରୁ ଯୁବକଙ୍କ ମୃତ ଦେହ ଉଦ୍ଧାର।ଝୁଲନ୍ତା ଅବସ୍ଥାରେ ମୃତ ଦେହକୁ ଜବତ କରାଯାଇଛି। ସହିଦନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛି। ମୃତକଙ୍କ ମିଳିଛି ପରିଚୟ। ମୃତକଙ୍କ ନାମ ଉତ୍ତମ ନାୟକ। ବୟସ  ୨୧।  ଘର ଦାଣ୍ଡମକୁନ୍ଦପୁର ପିପିଲି ବୋଲି ଜଣା ପଡ଼ିଛି ।

ଧୂମଧାମରେ ସରିଲା ଆଖଣ୍ଡଳମଣୀଙ୍କ ବିବାହ

ଭଦ୍ରକ: ଭଦ୍ରକର ପ୍ରସିଦ୍ଧ ବାବା ଆଖଣ୍ଡଳମଣୀଙ୍କ ପୀଠରେ ଧୂମଧାମରେ ସରିଲା ଦେବ ଦମ୍ପତିଙ୍କ ବିବାହ । ବ୍ରାହ୍ମ ମୁହୂର୍ତ୍ତରେ ମହାଦେବଙ୍କ ସହ ପଡିଲା ମା ପାର୍ବତୀଙ୍କ ହାତଗଣ୍ଠି । ସମ୍ପୂର୍ଣ୍ଣ ବୈଦିକ ରୀତିନୀତିରେ ହେଲା ବାହାଘର । ହଜାର ହଜାର ଲୋକ ଉପସ୍ଥିତ ରହି ଦେବ ବିବାହ ଦେଖିଥିଲେ ।

ଛତ୍ରପୁର :ମାଲବାହି ଟ୍ରେନ ଲାଇନଚ୍ୟୁତ…

ଛତ୍ରପୁର : ଛତ୍ରପୁର ଓ ଗଂଜାମ ମଧ୍ୟଭାଗରେ ଏକ ମାଲବୋଝେଇ ଟ୍ରେନ ର ଦୁଇ ଇଂଜିନ ଲାଇନଚ୍ୟୁତ ହୋଇଛି । ଫଳରେ ଗୋଟିଏ ଟ୍ରାକ୍ ରେ ଟ୍ରେନ ଯିବା ଆସିବା ସମ୍ପୁର୍ଣ୍ଣ ବନ୍ଦ ରହିଥିଲା । ଆଉ ଏକ ଟ୍ରାକ୍ ରେ ଟ୍ରେନ ଚଳାଚଳ କରୁଥିଲା । ଦୀର୍ଘ ୮ ଘଣ୍ଟାରୁ ଅଧିକ ସମୟ ଧରି ସେହି ଟ୍ରାକ୍ ରେ

ପର୍ଯ୍ୟଟକଙ୍କୁ ଆକ୍ରମଣ ଘଟଣା: ୪ ଅଭିଯୁକ୍ତ ଗିରଫ, ଟୋଲ ଗେଟ୍‌ ସିଲ୍‌

ଆଠଗଡ଼:  କଟକ ଜିଲ୍ଲା ଆଠଗଡ଼ ଉପଖଣ୍ଡ ଅନ୍ତର୍ଗତ ମୁଣ୍ଡଳି ଟୋଲ ଗେଟ୍‌ ଠାରେ ମଙ୍ଗଳବାର ଘଟିଥିବା ଆକ୍ରମଣ ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପାଟେଣିଗାଁର ଦୀପକ ପ୍ରଧାନ (୨୩) ,ପାଟେଣିଗାଁର ବୁବୁ ଓରଫ ଦୀପକ ପ୍ରଧାନ (୨୫), କଦମ୍ବପାଟଣା ର ରାଜୁ ବାରିକ (

ଆଜି ନୂଆପଡ଼ାରେ ସର୍ବାଧିକ ୪୪ ଡିଗ୍ରୀ ରେକର୍ଡ

ଭୁବନେଶ୍ୱର : ଦିନକୁ ଦିନ ଆହୁରି ଅସହ୍ୟ ହେବାରେ ଲାଗିଛି ଖରା ତାତି । ପାରଦ ବଢୁଛି ଉପରକୁ । ଆଜି ନୂଆପଡ଼ାରେ ସର୍ବାଧିକ ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି । ତା ପଛକୁ ଝାରସୁଗୁଡ଼ା ୪୩.୪, ତାଳଚେର ୪୩.୨, ଅନୁଗୁଳ ୪୩.୧ ଡିଗ୍ରୀରେ ଆଜି ସିଝିଛି । ଏହାପରେ ଭୁବନେଶ୍ୱର,