Browsing Category

ଓଡିଶା

ଓଡିଶା ରେ ବଢ଼ିଚାଲିଛି ଦୁର୍ଘଟଣା ହାର : ପାଟ୍ରୋଲିଂ ନିୟମ କୁ ଅଧିକ ସୁଦୃଢ଼ କରିବାକୁ ଯୋଜନା…

ଭୁବନେଶ୍ୱର : ଦିନକୁ ଦିନ ରାଜ୍ୟର ଜାତୀୟ ରାଜପଥରେ ଦୁର୍ଘଟଣା ହାର ବଢ଼ିବାରେ ଲାଗିଛି। ବିଶେଷ କରି ଖୋର୍ଦ୍ଧାରୁ ଚଣ୍ଡିଖୋଲ ମଧ୍ୟରେ ଥିବା ଜାତୀୟ ରାଜପଥ-୧୬ରେ ସର୍ବାଧିକ ୧୨ ପ୍ରତିଶତ ଦୁର୍ଘଟଣା ଜନିତ ମୃତ୍ୟୁ ଘଟିଛି। ଜାତୀୟ ରାଜପଥରେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ସ୍ଥିତି ବି ଉଦ୍‌ବେଗଜନକ

ମହାନଦୀ ଟ୍ରିବ୍ୟୁନାଲ ସଦସ୍ୟଙ୍କ ଓଡ଼ିଶା ଗସ୍ତ: ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ହେଲା କ୍ଷେତ୍ର ପରିଦର୍ଶନ…

ଭୁବନେଶ୍ୱର // ସୁନ୍ଦରଗଡ଼ : ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ସଦସ୍ୟଙ୍କ ଓଡ଼ିଶା ଗସ୍ତ ମଙ୍ଗଳବାର ଚତୁର୍ଥ ଦିନରେ ପହଞ୍ଚିଛି। ଟ୍ରିବ୍ୟୁନାଲର ସଦସ୍ୟମାନେ ଓଡ଼ିଶାରେ ମହାନଦୀର ବିଭିନ୍ନ ଅଞ୍ଚଳରେ କ୍ଷେତ୍ର ପରଦର୍ଶନ ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ସୋମବାର ଦିନ ସେମାନେ

ପେନ୍‌ ହସପିଟାଲରେ ଅଗ୍ନିକାଣ୍ଡ

ଭୁବନେଶ୍ବର: ରାଜଧାନୀର ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ପେନ ହସପିଟାଲରେ ଅଗ୍ନିକାଣ୍ଡ ଘଟିଛି। ଅଫିସ ଷ୍ଟେସନାରୀ ଓ ବିଭିନ୍ନ କଲମ ମିଳୁଥିବା ଦୋକାନ ପେନ ହସପିଟାଲରେ ଭିତରୁ ଧୁଅଁା ବାହାରୁଥିବା ଦେଖିବାକୁ ମିଳିଥିଲା। ପରବର୍ତ୍ତି ସମୟରେ ସେଠାରେ ନିଆଁ ଲାଗି ଯାଇଥିଲା। ସାରା ଅଞ୍ଚଳ ଧୁଆଁମୟ

ଅନ୍‌ଲାଇନରେ ହେବ ଯୁକ୍ତ ୨ ସ୍ପଟ ଆଡମିଶନ୍

ଭୁବନେଶ୍ୱର :ଚଳିତବର୍ଷ ଠାରୁ ଅନ୍‌ଲାଇନ ଜରିଆରେ ହେବ ଯୁକ୍ତ ୨ ସ୍ପଟ ଆଡମିଶନ୍। ମେରିଟ୍ ଲିଷ୍ଟ ହିସାବରେ ଛାତ୍ରଛାତ୍ରୀ ପାଇବେ ସିଟ୍। ସ୍ପଟ୍ ଆଡମିଶନ ପାଇଁ ସିଲେକ୍ସନ୍ ହେଲେ ହ୍ୱାଟ୍ସଆପ୍‌ କିମ୍ବା ଏସ୍‌ଏମ୍‌ଏସ୍‌ରେ ବାର୍ତ୍ତା ପଠାଯିବ। କାଗଜପତ୍ରରେ ଦୁର୍ନୀତି ରୋକିବାକୁ ସାମ୍‌ସ ପକ୍ଷରୁ

ସରକାରୀ କ୍ୱାର୍ଟର୍ସରେ ଚାଲିଛି ବିଭିନ୍ନ ବ୍ୟବସାୟ

ଭୁବନେଶ୍ୱର: ସରକାରୀ କ୍ୱାର୍ଟର୍ସରେ ଚାଲିଛି ବିଭିନ୍ନ ପ୍ରକାରର ବ୍ୟବସାୟ । ଭିତରେ ଅବାଧ ପ୍ରବେଶ କରି କ୍ୱାର୍ଟର୍ସ ଭିତରେ ବ୍ୟବସାୟ କରୁଛନ୍ତି ନା ଭଡାରେ ନେଇ ବ୍ୟବସାୟ କରୁଛନ୍ତି । ସେନେଇ ତ ପ୍ରଶ୍ନ ଉଠୁଛି । ଏସବୁର ପୋଲିସ ତଦନ୍ତ କରିବାର ଆବଶ୍ୟକତା ରହିଛି । ରାଜମହଲ ଛକରେ

ରାତିରେ ବୁଦ୍ଧ ପାର୍କ ନିକଟରେ ଜାଳିଦେଲେ ଦୁଇ ଦାମୀ କାର

ଭୁବନେଶ୍ୱର: ଦୁଇ ଦାମୀ କାରରେ ନିଆଁରେ ଲଗେଇଲେ ଦୁର୍ବୃତ୍ତ। ନୀଳାଦ୍ରି ବିହାର ସ୍ଥିତ ବୁଦ୍ଧ ପାର୍କ ନିକଟରେ ଗତକାଲି ବିଳମ୍ବିତ ରାତ୍ରିରେ ଦୁଇଟି ଦାମୀ କାରକୁ ନିଆଁ ଲଗେଇ ଦେଇଛନ୍ତି ଦୁର୍ବୃତ୍ତ। ବିଳମ୍ବିତ ରାତ୍ରୀରେ ନିଆଁ ଲାଗିଥିବା ବେଳେ ଘଟଣା ସ୍ଥଳରେ ପହଞ୍ଚିଥିଲା ପୋଲିସ୍ ଓ

ଆସନ୍ତାକାଲି ସନ୍ଧ୍ୟାରେ ଚନ୍ଦ୍ରର ଅତି ନିକଟରେ ଦେଖାଯିବ ଶୁକ୍ର

ଭୁବନେଶ୍ୱର: ଆସନ୍ତାକାଲି ସନ୍ଧ୍ୟାରେ ଚନ୍ଦ୍ରର ଅତି ନିକଟରେ ଦେଖାଯିବ ଉଜ୍ଜ୍ୱଳ ଗ୍ରହ ଶୁକ୍ର | ୨୩ ତାରିଖ ଦିନ ସେମାନଙ୍କ ଭିତରେ କୋୖଣିକ ଦୂରତା ପ୍ରାୟ ୨ ଡିଗ୍ରୀ ରହିବ | ତା ପରଦିନ ସେମାନଙ୍କ ଭିତରେ କୋୖଣିକ ଦୂରତା ବଢ଼ିଯାଇ ପ୍ରାୟ ୧୫ ଡିଗ୍ରୀ ହେବ | ମେ ମାସ ଶେଷ ସପ୍ତାହ ତଥା ଜୁନ ମାସ

ହୁ ହୁ ହୋଇ ଜଳିଲା ପ୍ଲାଷ୍ଟିକ୍‌ ପାଇପ୍‌ ଗୋଦାମ

ସମ୍ବଲପୁର : ଭୟଙ୍କର ଅଗ୍ନିକାଣ୍ଡ । ହୁ ହୁ ହୋଇ ଜଳିଲା ପାଇପ୍‌ ଗୋଦାମ । ପ୍ରବଳ ନିଆଁ ଓ ଧୂଆଁରେ ସାରା ଅଞ୍ଚଳ ଆଚ୍ଛାଦିତ ହୋଇଯାଇଛି । ଏଦୃଶ୍ୟ ହେଉଛି ସମ୍ବଲପୁର ଜିଲ୍ଲା ଧମା ଥାନା ଗୁଣ୍ଡେଇପୁର ଅଞ୍ଚଳର । ସେଠାରେ ଥିବା ଏକ ପ୍ଲାଷ୍ଟିକ ପାଇପ୍‌ ଗୋଦାମରେ ଏହି ଭୟଙ୍କର ଅଗ୍ନିକାଣ୍ଡ

ବଢ଼ିଲା ରସଗୋଲା ଦାମ୍, ୫ ଟଙ୍କିଆ ମିଠା ୬ ଟଙ୍କା, ୧୦ ଟଙ୍କିଆକୁ ୧୨ ଟଙ୍କା, ୨୦ ଟଙ୍କିଆକୁ ୨୫ ଟଙ୍କା

ଭୁବନେଶ୍ବର: ବଢ଼ିଲା ରସଗୋଲା ଦାମ୍ । କାଲିଠୁ ଲାଗୁ ହେବ ବର୍ଦ୍ଧିତ ଦର । ଦୁଇଦିନ ହେଲା ପାହାଳ ରସଗୋଲା ବଜାର ବନ୍ଦ ରହିଥିବା ବେଳେ କାଲି ଖୋଲିବ ସମସ୍ତ ଦୋକାନ। କାଲିଠୁ ନୂଆ ରେଟରେ ମିଳିବ ରସଗୋଲା ଏବଂ ଛେନାପୋଡ଼ । ଛେନାର ଅହେତୁକ ଦର ବୃଦ୍ଧି ପାଇଁ ବଜାର ବନ୍ଦ ରହିଥିବା ‘ପାହାଳ ମିଠା

ବିକ୍ରମଙ୍କୁ ଅର୍ଥ, ସାରଦାଙ୍କୁ ଶ୍ରମ ଓ ସୁଦାମ ମାରାଣ୍ଡିଙ୍କୁ ମିଳିଲା ଗଣଶିକ୍ଷା ବିଭାଗ

ଭୁବନେଶ୍ୱର : କ୍ୟାବିନେଟ ମନ୍ତ୍ରୀ ଭାବରେ ନୂଆ ଦାୟିତ୍ୱ ନେଇଥିବା ୩ ମନ୍ତ୍ରୀଙ୍କୁ ବଡ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ନବୀନ ସରକାର । ନୂଆ କରି ଶପଥ ଗ୍ରହଣ କରିଥିବା କ୍ୟାବିନେଟ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ରାଜ୍ୟ ସରକାର ସ୍କୁଲ ଏବଂ ଗଣଶିକ୍ଷା ବିଭାଗର ନୂଆ ମନ୍ତ୍ରୀ ଭାବରେ