Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ରୋଗୀଣା ବାପାଙ୍କୁ ଦେଖିବାକୁ ଯାଇ ପୁଅ ନିଖୋଜ…
ରାୟଗଡା //କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମା କଣ୍ଡାସାହିର ରୋଗୀଣା ବାପା କୋଡୁରୁ ଆପାରାଓଙ୍କୁ ଦେଖିବା ପାଇଁ ଯିବା ପୁଅ କୋଡୁରୁ ବିନୋଦ(୨୫) ନିଖୋଜ ହୋଇଥିବା ଥାନାରେ ଲିଖିତ ଅଭିଯୋଗ ହୋଇଛି। ରୋଗୀଣା ବାପା କୋଡୁରୁ ଆପାରାଓ ବହୁ ଦିନ ଧରି କର୍କଟ ରୋଗରେ!-->…
ରାଜଧାନୀରୁ ୧ କେଜି ୧୦୭ ଗ୍ରାମ ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ
ଭୁବନେଶ୍ୱର: ରାଜଧାନୀର ୟୁନିଟ ୮ରେ ଥିବା ଏକ ଘରୁ ଏସଟିଏଫ୍ ୧ କେଜି ୧ ଶହ ୭ ଗ୍ରାମ ବ୍ରାଉନସୁଗାର ଜବତ କରିଥିବାର ସୂଚନା ମିଳିଛି। ଘଟଣାସ୍ଥଳରୁ ଜଣେ ଡ୍ରଗ୍ ମାଫିଆକୁ ବି ଧରିବାରେ ସଫଳ ହୋଇଛି ଏସଟିଏଫ୍।ସୂଚନା ଅନୁଯାୟୀ, ରାଜଧାନୀର ୟୁନିଟ ୮ରେ ଥିବା ଏକ ଘରେ ବ୍ରାଉନସୁଗାର ଡିଲ୍ ଚାଲିଥିବା!-->…
ମହୁମାଛି ଆକ୍ରମଣରେ ସରପଞ୍ଚଙ୍କ ମୃତ୍ୟୁ
ପ୍ରତାପୁର: ମହୁମାଛି ଆକ୍ରମଣରେ ଜଗନ୍ନାଥପ୍ରସାଦ ବ୍ଲକ କୁଡୁତାଇ ପଞ୍ଚାୟତ ସରପଞ୍ଚ ସନତ କୁମାର ପ୍ରଧାନଙ୍କ ମୃତ୍ୟୁ ମିଳିଛି। ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।
ଗତକାଲି ବିଲରେ କାମ କରୁଥିବା ବେଳେ ସନତ କୁମାର ପ୍ରଧାନଙ୍କୁ ମହୁମାଛି ଆକ୍ରମଣ କରିଥିଲା। ଏହି!-->!-->!-->…
ରଥଯାତ୍ରାବେଳେ ଲାଇନ୍ କଟିବନି: ଶକ୍ତି ମନ୍ତ୍ରୀ
ଭୁବନେଶ୍ବର : ରଥଯାତ୍ରାବେଳେ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଜାରି ରଖିବାକୁ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ ଆଜି ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଶନିବାର ଦିନ ଶକ୍ତି ମନ୍ତ୍ରୀ ଶ୍ରୀ ଦେବଙ୍କ ଅଧ୍ୟକ୍ଷତାରେ ରଥଯାତ୍ରାକୁ ନେଇ ବସିଥିବା ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି!-->!-->!-->…
ରାଉରକେଲା ତହସିଲ ଅଧିକାରୀଙ୍କ ଅବହେଳା, ମିଳିଲାନି ୩୦୦ ଉତ୍ତରାଧିକାରୀ ପ୍ରମାଣପତ୍ର…!
ବାଲିମାଫିଆ ଓ ଖଣି ମାଫିଆ ତହସିଲଦାରଙ୍କ ଗେଲ୍ହା ପୁଅ...!!
ରାଉରକେଲା: ଦୁର୍ନୀତି ରେ ଉବୁଟୁବୁ ରାଉରକେଲା ତହସିଲ ମୌଳିକ କାର୍ଯ୍ୟ ରୁ ବହୁତ ଦୂରରେ ମୌଳିକ ଅଧିକାର ଖଣ୍ଡେ ପାଇଁ ପାରୁନାହାନ୍ତି ଅଞ୍ଚଳ ବାସିନ୍ଦା l ରାଉରକେଲା ତହସିଲରେ ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ଆବେଦନକାରୀଙ୍କୁ!-->!-->!-->…
୬ ଏମ୍ସରେ ନଗଦ ବିହୀନ ଚିକିତ୍ସା ସୁବିଧା
ଭୁବନେଶ୍ବର : ଏମ୍ସ ଭୁବନେଶ୍ବର ସମେତ ଏମ୍ସ ଭୋପାଳ, ପାଟଣା, ଯୋଧପୁର, ରାୟପୁର ଏବଂ ଋଷିକେଶରେ ନଗଦ ବିହୀନ ଚିକିତ୍ସା ସୁବିଧା ମିଳିପାରିବ। ଏଥିପାଇଁ ୬ଟି ଏମ୍ସ ଏବଂ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ଉପସ୍ଥିତିରେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି।
କେନ୍ଦ୍ର ସରକାର!-->!-->!-->…
କାଲି ସକାଳେ ଶପଥ ନେବେ ନୂଆ ମନ୍ତ୍ରୀ…
ଭୁବନେଶ୍ବର: ଆସନ୍ତାକାଲି ଅନୁଷ୍ଠିତ ହେବ ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ। ସକାଳ ୯ଟା ୫୦ରେ ଶପଥ ନେବେ ନୂଆ ମନ୍ତ୍ରୀ। ଲୋକସେବା ଭବନ ସମ୍ମିଳନୀ କକ୍ଷରେ ନୂଆ ମନ୍ତ୍ରୀମାନେ ନେବେ ଶପଥ। ଏନେଇ ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି।
ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ!-->!-->!-->…
୧୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଲେ ପ୍ରାଣୀ ଚିକିତ୍ସାଳୟର କିରାଣି
ସୁବର୍ଣ୍ଣପୁର : ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ସ୍ଥିତ ପ୍ରାଣୀ ଚିକିତ୍ସାଳୟର କିରାଣି ଗୋଲକ ବିହାରୀ ପୋଢ଼। ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଗିରଫ କରାଯାଇଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି।
!-->!-->!-->…
ଚିପଲିମା ଗସ୍ତରେ ମହାନଦୀ ଟ୍ରିବ୍ୟୁନାଲ ଟିମ୍
ଭୁବନେଶ୍ୱର : ମହାନଦୀ ଜଳ ବିବାଦର ସମାଧାନ ପାଇଁ ଚିପଲିମା ଗସ୍ତରେ ଟ୍ରିବ୍ୟୁନାଲ ଟିମ୍ । ଟ୍ରିବ୍ୟୁନାଲ ତାର ତୃତୀୟ ପର୍ଯ୍ୟାୟର ଆଜି ଦ୍ୱିତୀୟ ଦିନ କ୍ଷେତ୍ର ପରିଦର୍ଶନ କରିବ । ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଏହି ଟିମ ହୀରାକୁଦ ବନ୍ଧ ସମେତ ଚିପଲିମା ପାୱାର ହାଉସ ଗସ୍ତ କରିବାର!-->…
ପୋଖରୀରେ ବୁଡ଼ି ଶିକ୍ଷକଙ୍କ ମୃତ୍ୟୁ…
ଟାଙ୍ଗି: ପୋଖରୀରେ ବୁଡ଼ି ଶିକ୍ଷକଙ୍କ ମୃତ୍ୟୁ। ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଟାଙ୍କୁଳ ଗ୍ରାମର ଖେଳ ଶିକ୍ଷକ ଭଵତୋଷ ପରିମାଣିକଙ୍କ ପୋଖରୀରେ ବୁଡି ଅକାଳ ବିୟୋଗ ହୋଇଛି | ସେ ନିଜ ଗ୍ରାମ ଟାଙ୍କୋଳରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଭାରସାମ୍ୟ ହରାଇ!-->…