Browsing Category

ଓଡିଶା

ଶାଗ ଖାଇ ପରିବାରର ଜଣେ ମୃତ, ଦୁଇ ଗୁରୁତର

ସୁନ୍ଦରଗଡ଼ //ବଣାଇ: ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ବ୍ଲକର ସାଲେଇ ପାଲି ଗାଁରେ ଘଟିଛି ଅଘଟଣ। ଭାତ ସହିତ ବାଡ଼ି ଶାଗ ଖାଇବା ପରେ ଅସୁସ୍ଥ ହୋଇ ଜଣେ ଯୁବତୀଙ୍କ ଜୀବନ ଚାଲିଯାଇଥିବା ଅଭିଯୋଗ ହୋଇଥିବା ବେଳେ ତାଙ୍କ ମାମୁ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ମୃତ ଯୁବତୀଙ୍କ ନାଁ ଅନୁ

ରାଜଧାନୀରେ ପୁଣି ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର…

ଭୁଅନେଶ୍ୱର: ରାଜଧାନୀରେ ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା। ଝୁଲନ୍ତା ଅବସ୍ଥାରେ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ। ମୃତୁର କାରଣ ଅସ୍ପଷ୍ଟ ରହିଛି । ମୃତକ ଜଣକ ମଞ୍ଚେଶ୍ୱରର ଏକ ଘରୋଇ କଲେଜର ITI ଇଲେକଟ୍ରିକାଲ ଛାତ୍ର ଥିଲେ । ତାଙ୍କ ଘର କେଉଁଝର ଅଞ୍ଚଳର ବୋଲି କୁହାଯାଉଛି ।

ରାଜଧାନୀରେ ATM ଲୁଟ୍ କୁ ପଣ୍ଡ କଲା ପୋଲିସ

ଭୁବନେଶ୍ୱର : ରାଜଧାନୀରେ ATM ଲୁଟ୍ କୁ ପଣ୍ଡ କଲା ପୋଲିସ। ଗତକାଲି ବିଲମ୍ବିତ ରାତିରେ ସୈନିକ ସ୍କୁଲ ପଛପଟେ ଥିବା sbi ATM ଲୁଟ ପାଇଁ ଉଦ୍ୟମ କରୁଥିଲେ ଦୁର୍ବୃତ୍ତ। ଲୁଟେରାଙ୍କୁ ୩ଘଣ୍ଟା ଧରି ପିଛା କଲା କମିଶନରେଟ୍ ପୋଲିସର ୭ଟି ପିସିଆର ଭ୍ୟାନ୍ । ଶେଷରେ ଚନ୍ଦ୍ରଶେଖରପୁର ଅଞ୍ଚଳର

ବିଦ୍ୟୁତ୍‌ ଆଘାତରେ ୪ ହାତୀଙ୍କ ମୃତ୍ୟୁ

ଗଜପତି : ବିପତ୍ତି ହଟୁ ନାହିଁ ଗଜରାଜଙ୍କ ଉପରୁ । ବିଦ୍ୟୁତ୍‌ ଆଘାତରେ ୪ ହାତୀଙ୍କ ମୃତ୍ୟୁ ଅନୁମାନ। ସୀମାନ୍ତ ଆନ୍ଧ୍ର ଶ୍ରୀକାକୁଲମ ଜିଲ୍ଲା ବାମିନି ମଣ୍ଡଳମ କାଟ୍ରାଗଡ଼ ଗାଁ ନିକଟରେ ଏହି ଅଘଟଣ ଘଟିଛି। ଟ୍ରାନ୍ସଫର୍ମର ନିକଟରେ ପଡିଛି ହାତୀଙ୍କ ମୃତଦେହ। ଆଉ ୨ଟି ହାତୀ ଆହତ ହୋଇଥିବା

ଆସନ୍ତାକାଲି ଆସିବ ଝାରସୁଗୁଡ଼ା ଉପ ନିର୍ବାଚନର ଫଳାଫଳ, ସକାଳ ୮ ଟାରୁ ଭୋଟ ଗଣତି…

ଝାରସୁଗୁଡ଼ା: ଉତ୍କଣ୍ଠାରେ ନେତା, ଉତ୍କଣ୍ଠାରେ ଜନତା । ଆସନ୍ତାକାଲି ଆସିବ ଝାରସୁଗୁଡ଼ା ଉପ ନିର୍ବାଚନର ଫଳାଫଳ । ସକାଳ ୮ ଟାରୁ ଆରମ୍ଭ ହେବ ଭୋଟ ଗଣତି । ଏହାପୂର୍ବରୁ ଭୋଟ୍‌ ଗଣନା କରିବାକୁ ଥିବା କର୍ମଚାରୀଙ୍କୁ ଆଜି ଟ୍ରେନିଂ ଦିଆଯିବ। ବିଜେଡିର ଦୀପାଳି ଦାସ, ବିଜେପିର ଟଙ୍କଧର

ରେଙ୍ଗାଳି କେନାଲରୁ ସନ୍ଦିଗ୍ଧ ଡ୍ରୋନ୍‌ ଜବତ

ଢେଙ୍କାନାଳ : କେନାଲ ହୁଡ଼ାରୁ ଉଦ୍ଧାର ହେଲା ଡ୍ରୋନ୍‌। ଢେଙ୍କାନାଳ ଜିଲ୍ଲା ସଦର ଥାନା ଇନ୍ଦିପୁର ଗାଁର ରେଙ୍ଗାଳି କେନାଲ ହୁଡ଼ା ନିକଟରୁ ଉଦ୍ଧାର ହୋଇଛି ମିନି ପ୍ଳେନ ଭଳି ଦିଶୁଥିବା ଡ୍ରୋନ୍‌ । ଗାଁର କିଛି ଯୁବକ ପ୍ରଥମେ ଏହି ମିନି ପ୍ଳେନ ଭଳି ଦିଶୁଥିବା ଡ୍ରୋନଟି ପଡିଥିବା ଦେଖିଥିଲେ ।

ଆଜି ୪୦ ଡିଗ୍ରି ଉପରେ ରାଜ୍ୟର ୧୬ ସହର, ୪୩ ଡିଗ୍ରି ଟପିଲା ଝାରସୁଗୁଡା ଓ ବୌଦ୍ଧ

ଭୁବନେଶ୍ବର: ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଛି । ଦେହରୁ ଝାଳ ଶୁଖୁନି କି ଘରେ କିମ୍ବା ବାହାରେ କେଉଁଠି ବି ଶାନ୍ତି ନାହିଁ। ତଣ୍ଟି ବାରମ୍ବାର ଶୁଖିଯାଉଛି। ଖରାରେ ୫ ମିନିଟ୍‌ ରହିଲେ, ଅଚେତ ହେବା ଭଳି ଲାଗୁଛି। ୪ଦିନ ହେଲା ଏହିଭଳି ପାଗ ଉପକୂଳ ଓଡ଼ିଶାବାସୀଙ୍କୁ ସନ୍ତୁଳି

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ, ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ନେଇ ଆଲୋଚନା

ଭୁବନେଶ୍ୱର/ନୂଆଦିଲ୍ଲୀ : ୪ଦିନିଆ ଦିଲ୍ଲୀ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି | ତେବେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ନବୀନ କହିଛନ୍ତି ଯେ ଓଡ଼ିଶାର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି | ବିଶେଷ କରି

ନିଲମ୍ବିତ ପୁଲିସ୍ କନେଷ୍ଟବଲଙ୍କ ମାଡ଼ରେ ଯୁବକ ଗୁରୁତର

ଝାରସୁଗୁଡା : ନିଲମ୍ବିତ ପୁଲିସ୍ କନେଷ୍ଟବଲଙ୍କ ବାଟୁଳି ମାଡରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଏପରି ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲା କୋଲାବିରାଥାନା ଅନ୍ତର୍ଗତ ଖଡ଼ିଆପଡ଼ାରେ। ଯୁବକଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ଜଟଣୀରେ ହେବ କ୍ୟାନ୍ସର ହସ୍ପିଟାଲ୍‌, ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ଜଟଣୀରେ ହେବ କ୍ୟାନ୍ସର ହସ୍ପିଟାଲ୍‌। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନସିଂରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତିା ଏଠି କ୍ୟାନ୍ସର ରୋଗୀଙ୍କ ଉତ୍ତମ ଚିକିତ୍ସା ଓ ନିରାକରଣ ଦିଗରେ କାର୍ଯ୍ୟ ହେବ। ୨୦୦ ଶହ ବେଡ୍ ବିଶିଷ୍ଠ ଏହି ହସ୍ପିଟାଲ ମୋଟ ୬୫୦ କୋଟି ଟଙ୍କା