Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ମାଲକାନଗିରିରେ ଓଲଟିଲା ଟ୍ରାକ୍ଟର, ୩ ଜଣଙ୍କର ମୃତ୍ୟୁ
ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ବଡପୁଟ ଘାଟିରେ ଗତକାଲି ରାତିରେ ମର୍ମନ୍ତୁଦ ସଡ଼କ ଘଟିଛି। ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ଘାଟିରେ ଓଲଟି ପଡ଼ିବାରୁ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିତ୍ରକୋଣ୍ଡା ଉପଖଣ୍ଡ!-->…
ମନୁଷ୍ୟ-ବନ୍ୟପ୍ରାଣୀ ସଂଘର୍ଷରେ ମୃତାହତ ବ୍ୟକ୍ତିଙ୍କ ପାଇଁ ଅନୁକମ୍ପା ରାଶିରେ ବୃଦ୍ଧି, ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ମନୁଷ୍ୟ ଓ ବନ୍ୟପ୍ରାଣୀ ମଧ୍ୟରେ ସଂଘର୍ଷରେ ପ୍ରତିବର୍ଷ ରାଜ୍ୟରେ ବହୁ ଲୋକ ମୃତାହତ ହେଉଛନ୍ତି । ଏହା ସହିତ ଘରଦ୍ବାରା ଭାଙ୍ଗିବା ଓ ଫସଲ ନଷ୍ଟ ହେବା ସହିତ ଗୃହପାଳିତ ପ୍ରାଣୀମାନେ ମଧ୍ୟ ମୃତ୍ୟୁବରଣ କରୁଛନ୍ତି । ଏହି କ୍ଷତିଗ୍ରସ୍ତ ଲୋକଙ୍କ ପରିବାର ପାଇଁ କେବଳ ଏକ!-->…
ସମ୍ଭାବ୍ୟ ବାତ୍ୟାକୁ ନେଇ ଭୁବନେଶ୍ବର ମହାନଗରର ପ୍ରସ୍ତୁତି
ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟାକୁ ନେଇ ଭୁବନେଶ୍ବର ମହାନଗରର ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ ଆଜି ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ। ଏହି ବୈଠକରେ ଯୋଗ ଦେବେ ବିଦ୍ୟୁତ ବିଭାଗ, ଅଗ୍ନିଶମ ବିଭାଗ, ଜଳଯୋଗାଣ ବିଭାଗ ସମେତ ବିଏମ୍ସିର ଉଚ୍ଚ ପଦାଧିକାରୀ।
ସମ୍ଭାବ୍ୟ ବାତ୍ୟାକୁ ନେଇ ମହାନଗର!-->!-->!-->…
୧୦ରେ ଭୁବନେଶ୍ବରରେ ପହଞ୍ଚିବେ ମହାନଦୀ ଟ୍ରିବ୍ୟୁନାଲ୍
ନୂଆଦିଲ୍ଲୀ: ଆସନ୍ତାକାଲି ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲଙ୍କ ଛତିଶଗଡ଼ରେ ମହାନଦୀ ଅବବାହିକାର ଦ୍ବିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ଶେଷ ହେବ। ଏହାପରେ ଟ୍ରିବ୍ୟୁନାଲ ଓଡ଼ିଶାରେ ମହାନଦୀ ଅବବାହିକା ଅଞ୍ଚଳକୁ ଦୁଇଟି ପର୍ଯ୍ୟାୟରେ ଗସ୍ତକରିବେ। କାର୍ଯ୍ୟସୂଚୀ ଅନୁସାରେ ପ୍ରଥମ!-->…
ସ୍କୁଟି ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ରକ୍
ବ୍ରହ୍ମପୁର :ସ୍କୁଟି ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ରକ୍। ଘଟଣାସ୍ଥଳରେ ସ୍କୁଟି ଆରୋହୀଙ୍କର ମୃତ୍ୟୁ ଘଟିଛି। ଏପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଆସିକା ରୋଡର ନୂଆ କାଳୁ ପାତ୍ର ସାହି ନିକଟରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ତୁଳସୀ ନଗର ଅଞ୍ଚଳର ମୋହନ ରାଓ।
ଆଜି ସକାଳେ ମୋହନ!-->!-->!-->…
ମୋ ବସ-ADMଙ୍କ ଗାଡି ଦୁର୍ଘଟଣା ଘଟଣା: ସିସିଟିଭି ଫୁଟେଜ ସହ ସ୍ପଷ୍ଟୀକରଣ ରଖିଲା କ୍ରୁଟ୍
କଟକ ଅତିରିକ୍ତ ଜିଲ୍ଲାପାଳଙ୍କ ଗାଡି ଓ ମୋ ବସ ଦୁର୍ଘଟଣା ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିବା ସହ ସିସିଟିଭି ଫୁଟେଜ ଜାରି କରିଛନ୍ତି ମୋ ବସ କର୍ତ୍ତୃପକ୍ଷ(କ୍ରୁଟ) । ଦୁର୍ଘଟଣାରେ ମୋ ବସ ଡ୍ରାଇଭରଙ୍କର କୌଣସି ତ୍ରୁଟି ନଥିବା ଦର୍ଶାଇ କ୍ରୁଟ ଦୁର୍ଘଟଣା ସମୟର ସିସିଟିଭି ଭିଜୁଆଲ ଜାରି!-->…
ଓଡ଼ିଶା ଆସିବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ..!
ଭୁବନେଶ୍ବର: ଆଗାମୀ ଶୁକ୍ରବାର ଓଡ଼ିଶା ଆସିପାରନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ସେ ତାଙ୍କ ଓଡ଼ିଶା ଗସ୍ତ କାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର ସମ୍ଭାବନା ରହିଛି। ଯଦି ଉଭୟ ନେତାଙ୍କ ମଧ୍ୟରେ ଭେଟଘାଟ ହୁଏ ତେବେ କଣ ଆଲୋଚନା ହେବ ସେ ନେଇ ସମସ୍ତଙ୍କର!-->…
ଜ୍ୱାଇଁର ଭୁଜାଲି ଆକ୍ରମଣରେ ଶାଶୁ-ଶ୍ୱଶୁର ଆହତ
କେନ୍ଦ୍ରାପଡ଼ା: ଶ୍ୱଶୁର ଘରେ ଜ୍ୱାଇଁର ଆତଙ୍କରାଜ୍। ଜ୍ୱାଇଁର ଭୁଜାଲି ଆକ୍ରମଣରେ ଶାଶୁ-ଶ୍ୱଶୁର ଆହତ। କେନ୍ଦ୍ରାପଡ଼ା ଜିଲ୍ଲା କଂସାର ଗାଁରେ ଶ୍ୱଶୁର ଘରେ ପଶି ଜ୍ୱାଇଁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଶାଶୁ ଓ ଶ୍ୱଶୁର ଗୁରୁତର ଆହତ ହୋଇ କଟକ ବଡ଼ ମେଡିକାଲରେ ଭର୍ତ୍ତି!-->…
ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସାଙ୍ଗକୁ ହତ୍ୟା କଲା ସାଙ୍ଗ
ଭୁବନେଶ୍ୱର: ରାଜଧାନୀରେ ହତ୍ୟାକାଣ୍ଡ । ଖଣ୍ଡଗିରି ଥାନା ଅନ୍ତର୍ଗତ ବାହାଦଲପୁର ଠାରେ ଏହି ହତ୍ୟାକାଣ୍ଡ ଘଟିଛି। ପୂର୍ବଶତ୍ରୁତାକୁ କେନ୍ଦ୍ର କରି ସାଙ୍ଗକୁ ହତ୍ୟା କଲା ସାଙ୍ଗ । ମୃତକ ହେଲେ ଅଶୋକ ସେଠୀ ।
ଖବର ଅନୁଯାୟୀ, ଖଣ୍ଡଗିରି ଥାନା ବାହାଦଲପୁରରେ ହତ୍ୟାକାଣ୍ଡ ଘଟିଛି ।!-->!-->!-->…
ଭୁଶୁଡ଼ିଲା ବ୍ରିଟିଶ ଅମଳର ବାହୁଦା ନଦୀ ବ୍ରିଜ୍, ଯାତାୟାତ ଠପ୍
ବ୍ରହ୍ମପୁର: ଭୁଶୁଡ଼ିଲା ବ୍ରିଟିଶ ଅମଳର ବ୍ରିଜ୍ । ଇଚ୍ଛାପୁର ନିକଟରେ ଥିବା ପୁରାତନ ବାହୁଦା ନଦୀ ବ୍ରିଜ ଭୁଶୁଡ଼ି ପଡ଼ିଛି । କେହି ଆହତ ହୋଇନଥିବା ସୂଚନା ମିଳିଛି। ଏହି ବ୍ରିଜ୍ ଦ୍ୱାରା ଗଞ୍ଜାମ ଜିଲ୍ଲାର ପାତ୍ରପୁର ଓ ଆନ୍ଧ୍ରପ୍ରଦେଶକୁ ଯୋଗାଯୋଗ ହେଉଥିଲା ।
ଆନ୍ଧ୍ର ଜିଲ୍ଲା!-->!-->!-->…