Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଅଟୋକୁ ଧକ୍କା ଦେଲା ବସ୍, ୬ ମୃତ, ୪ ଗୁରୁତର
ବ୍ରହ୍ମପୁର: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଟୋକୁ ଧକ୍କା ଦେଇ ଘୋଷାଡ଼ି ନେଲା ବସ୍ । ଦୁର୍ଘଟଣାରେ ୬ ମୃତ, ୪ ଗୁରୁତର । ଗଞ୍ଜାମ ପୁରୁଷତ୍ତମପୁର ଥାନା ଲଡ଼କପଲ୍ଲା ଛକରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସମସ୍ତ ଗୁରୁତରଙ୍କୁ ବ୍ରହ୍ମପୁର MKCGକୁ ସ୍ଥାନାନ୍ତର କରାଯାଇଛି । ଅଟୋଟି!-->…
ଅଘୋଷିତ ବିଦ୍ୟୁତ୍ କାଟକୁ ନେଇ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରେ ତାଲା ପକାଇଲେ ଲୋକେ
ବଲାଙ୍ଗିର : ଗୋଟେ ପଟେ ଅସହ୍ୟ ତାତି, ଅନ୍ୟପଟେ ବିଦ୍ୟୁତ କାଟ୍ । ଅଘୋଷିତ ବିଦ୍ୟୁତ୍ କାଟକୁ ନେଇ ତାତିଲେ ଲୋକେ । ବଲାଙ୍ଗିର ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରେ ତାଲା ପକାଇଲେ ଆନ୍ଦୋଳନକାରୀ l ପ୍ରାୟ ତିନିଘଣ୍ଟା ଧରି ବିଦ୍ୟୁତ ବିଭାଗ କର୍ମଚାରୀ ଅଟକ ରହିଥିଲେ l !-->…
ବିଚ୍ ରାସ୍ତାରେ ଦୁଇ ଯୁବକଙ୍କୁ ନିର୍ଦ୍ଧୁମ ମାଡ଼
ଉଦଳା: ପୋଲିସକୁ ନାହିଁ ଭୟ । ବାଲିଅନ୍ତା, ବ୍ରହ୍ମପୁର ପରେ ଏବେ ଉଦଳାରେ ସମାନ ଘଟଣା । ରାସ୍ତା ପାଲଟିଲା ରେସଲିଂ ରିଙ୍ଗ । ବିଚ୍ ରାସ୍ତାରେ ଦୁଇ ଯୁବକଙ୍କୁ ନିର୍ଘାତ ମାଡ଼ ହୋଇଛି । ଥାନା ଠାରୁ ମାତ୍ର ୫ ଶହ ମିଟର ଦୂରରେ ସ୍ପଷ୍ଟ ଦିବାଲୋକରେ ଗୁଣ୍ଡାଗିରି । ଉଦଳା ଥାନା ଏନଏସି ୫!-->…
ପ୍ରବଳ ଗ୍ରୀଷ୍ମ ପ୍ରବାହ: ଅଙ୍ଗନବାଡି କେନ୍ଦ୍ର ବନ୍ଦ, ଗର୍ଭବତୀ ଓ ଶିଶୁଙ୍କ ଘରେ ଖାଦ୍ୟ ପହଞ୍ଚାଇବାକୁ ନିର୍ଦ୍ଦେଶ
ଭୁବନେଶ୍ବର: କଟକରେ ଅଙ୍ଗନବାଡି କେନ୍ଦ୍ର ବନ୍ଦ । ଆଜି ଓ କାଲି ବନ୍ଦ ରହିବ ସମସ୍ତ ଅଙ୍ଗନବାଡି କେନ୍ଦ୍ର । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନିର୍ଦ୍ଦେଶନାମା ଜାରି କରାଯାଇଛି । ଦୁଇ ଦିନ ଅଙ୍ଗନବାଡି କେନ୍ଦ୍ର ବନ୍ଦ ନେଇ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଗର୍ଭବତୀ ଓ!-->…
ରଥଯାତ୍ରା ପାଇଁ ଓଡ଼ିଶା ପୋଲିସର ପ୍ରସ୍ତୁତି ବୈଠକ: ସମୀକ୍ଷା କଲେ ଡିଜିପି
ଭୁବନେଶ୍ଵର:ଆସନ୍ତା ଜୁଲାଇ ୧୬ ତାରିଖରେ ପୁରୀରେ ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଏହି ଐତିହାସିକ ମହାପର୍ବକୁ ଶୃଙ୍ଖଳିତ, ସୁରକ୍ଷିତ ଏବଂ ସୁବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ନିମନ୍ତେ ଆଜି କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ରାଜ୍ୟ!-->…
ପ୍ରସୂତୀଙ୍କ ମୁତ୍ୟୁ ଘଟଣାରେ ଡାକ୍ତରଙ୍କ ଗିରଫ ଦାବିରେ ମେଡିକାଲ ଆଗରେ ଧାରଣା
ବାଣପୁର:ଗତକାଲି ବାଣପୁର ଡାକ୍ତରଖାନା ରେ ଜଣେ ଗର୍ଭବତୀ ମହିଳାଙ୍କ ପ୍ରସୂତୀ ପାଇଁ ଚିକିତ୍ସା ଚାଲିଥିଲା।ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଡାକ୍ତର ରମାକାନ୍ତ ନାୟକଙ୍କ ଭୁଲ ଚିକିତ୍ସା ପାଇଁ ମହିଳାଙ୍କ ମୃତ୍ୟୁ ହୋଇଛି|ଏନେଇ ବାଣପୁର ଥାନାରେ ପରିବାର ପକ୍ଷରୁ ଅଭିଯୋଗ ମଧ୍ୟ ହୋଇଛି|ଗତକାଲି!-->…
ଛାତରୁ ପଡ଼ି ଛାତ୍ର ଗୁରୁତର
ନୀଳଗିରି: ନୀଳଗିରି ବ୍ଲକ ଜାମୁଡିହାସ୍ଥିତ ଆଦର୍ଶ ବିଦ୍ୟାଳୟର ଜଣେ ଅଷ୍ଟମଶ୍ରେଣୀ ଛାତ୍ର ଛାତରୁ ଖସିପଡ଼ି ଗୁରୁତର ହୋଇଛନ୍ତି। ଗରଡ଼ିହି ପଞ୍ଚାୟତ ଅଧୀନ ବାଙ୍କିସାହି ଅଞ୍ଚଳର ନିଳାଦ୍ରୀ ଜେନାଙ୍କ ପୁଅ ତନ୍ମୟ(୧୩) ଆଦର୍ଶ ବିଦ୍ୟାଳୟରେ ପାଠ ପଢ଼ୁଥିବା ବେଳେ ସେ ନିକଟସ୍ଥ ଏକ ମେସରେ ରହୁଥିଲେ।!-->…
ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବ: ବଢ଼ିଲା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦର
ଭୁବନେଶ୍ବର : ମଧ୍ୟପ୍ରାଚ୍ୟ ଯୁଦ୍ଧ, ଡଲାର ମୂଲ୍ୟ ବୃଦ୍ଧି ଏବଂ ବର୍ଦ୍ଧିତ ପେଟ୍ରୋଲ ଓ ଡିଜେଲ ଦର ପ୍ରଭାବ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ ପଡ଼ିଛି। ପରିବହନ ମୂଲ୍ୟ ବଢ଼ିବା ଦ୍ବାରା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦରଦାମ ବୃଦ୍ଧି ପାଇଛି। ଖାଇବା ତେଲ, ଡାଲି ଜାତୀୟ ସାମଗ୍ରୀ ଏବଂ ଚିନି!-->…
ତିନି ରଥର ଅଖ ନିର୍ମାଣ ଓ ବିନ୍ଧ ଅନୁକୂଳ କାର୍ଯ୍ୟ ଆରମ୍ଭ
ପୁରୀ : ତିନିରଥର ୪୨ଟି ଚକ ନିର୍ମାଣ ଶେଷ ପରେ ଅଖ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିସହ ରଥର ବିଭିନ୍ନ ଅଂଶର ନିର୍ମାଣ କାର୍ଯ୍ୟ, ସମସ୍ତ ଅଖ ନିର୍ମାଣ ପରେ ପାଞ୍ଚ ଦଣ୍ଡା ଚଉପଟ ହୋଇ ସେଥିରେ ଉଭୟ ପଟରେ ମୁହଁାଟି ସଂଯୋଗ କରାଯାଇ ରଥ ଫ୍ରେମ୍ ପ୍ରସ୍ତୁତ ହେବ। ଏହି ଫ୍ରେମର ଉଭୟ ପାର୍ଶ୍ବରେ କୁଡୁକା!-->…
କେନ୍ଦୁଝରରେ କାଳବୈଶାଖୀ ତାଣ୍ଡବ: ଟେଣ୍ଟ ତଳେ ଚାପି ହୋଇ ୩ ମୃତ
କେନ୍ଦୁଝର : କାଳବୈଶାଖୀ ନେଲା ୩ ଜୀବନ । କେନ୍ଦୁଝର ଟାଉନ ଥାନା ନରଣପୁର ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ । ପ୍ରବଳ ଝଡ଼ପବନରେ ଭାଙ୍ଗିଲା ଟେଣ୍ଟ, ଚାପି ହୋଇ ୩ ମୃତ । ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ସୂଚନା । ଆଜି ଅପରାହ୍ଣ ସମୟରେ ହଠାତ୍ ପ୍ରବଳ ଘୁର୍ଣ୍ଣିଝଡ଼,!-->…