Browsing Category

ଓଡିଶା

ହାଓଡ଼ାରୁ ପୁରୀ ଆସି ପୁଣି ପ୍ରତ୍ୟାବର୍ତ୍ତନ କରିଛି ବନ୍ଦେ ଭାରତ ଏକ୍ସପ୍ରେସ

ଭୁବନେଶ୍ୱର :ଓଡ଼ିଶାରେ ବନ୍ଦେଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍‌ । ହାଓଡ଼ାରୁ ପୁରୀ ଆସି ପୁଣି ପ୍ରତ୍ୟାବର୍ତ୍ତନ କରିଛି ବନ୍ଦେ ଭାରତ ଏକ୍ସପ୍ରେସ। ମାତ୍ର ୬ଘଣ୍ଟା ୨୫ ମିନିଟରେ ହାଓଡ଼ା ଓ ପୁରୀ ମଧ୍ୟରେ ଦୂରତାକୁ ଅତିକ୍ରମ କରିଛି। ପୁରୀରେ ପହଞ୍ଚିବା ପରେ ଅପରାହ୍ନ ଗୋଟାଏ ୫୦ରେ ପୁଣି ହାୱଡା

ପାଞ୍ଚଦିନ ଯାଏ ରାଜ୍ୟରେ ଜାରି ରହିବ କାଳ ବୈଶାଖୀ ପ୍ରଭାବରେ ବର୍ଷା, ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର :ରାଜ୍ୟରେ ଜାରି ରହିଛି କାଳବୈଶାଖୀର ପ୍ରଭାବ। ବିଜୁଳି, ଘଡ଼ଘଡ଼ି ଓ ବର୍ଷା ଫଳରେ ତାପମାତ୍ରାରେ ସାମାନ୍ୟ ହ୍ରାସ ପାଇଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରା ସ୍ୱାଭାବିକ ଠାରୁ ୨ରୁ ୪ ଡିଗ୍ରୀ କମ ରହିଥିବା ବେଳେ ଉପକୂଳ ଓଡ଼ିଶାରେ ଦିନ ତାପମାତ୍ରା ସ୍ୱାଭାବିକ ରହିଛି।

ଗୋଳାବାରୁଦ କାରଖାନାରେ ବିସ୍ଫୋରଣ, ୨ ଗୁରୁତର

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ବଡ଼ମାଳ ଗୋଳାବାରୁଦ କାରଖାନାରେ ବିସ୍ଫୋରଣ ହୋଇଛି। ବୋମା ତିଆରି ସମୟରେ ବିସ୍ପୋରଣ ଘଟି ଦୁଇ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଆହତ ଦ୍ୱୟ କାରଖାନାର ୨ ବରିଷ୍ଠ ଟେକ୍ନିସିଆନ ବୋଲି ଜଣାପଡ଼ିଛି। ସେମାନଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି। ସେମାନେ ହେଲେ

ବଜ୍ରପାତରେ ଚାଷୀ ମୃତ

ପିପିଲି : ବଜ୍ରପାତରେ ଚାଷୀ ମୃତ। ମୃତକ ହେଲେ ପିପିଲି ତେଇଶିପୁର ପଞ୍ଚାୟତର ପୋଡଙ୍ଗ ଗ୍ରାମର ଜାପାନୀ ଗୁରୁ। ବ୍ୟକ୍ତି ଜଣଙ୍କ ଗୁହାଳରୁ ଗୋରୁଙ୍କ କାମ ସାରି ଘରକୁ ଫେରୁଥିବା ବେଳେ ବଜ୍ରପାତ ଘଟିଥିଲା। ଫଳରେ ସେଠାରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା।

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାର ଯାଞ୍ଚ କରାଯିବାର ଆବଶ୍ୟକତା ରହିଛି: ସୌମ୍ୟରଂଜନ

କଟକ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ। ସେ କହିଛନ୍ତି, ଚାବି ହଜିବା ଘଟଣାକୁ ମୁଁ ଗ୍ରହଣ କରି ପାରିନାହିଁ। କିନ୍ତୁ ଏହାକୁ ଗୁରୁତର ସହ ବିଚାର କରିବାର ଆବଶ୍ୟକତା ରହିଛି। ସବୁ ଘଟଣାରେ ରାଜନୀତି କାହିଁକି

କାଲି ବୁଡ଼ିଯାଇଥିଲେ ନାଉରିଆ, ଆଜି ମିଳିଲା ମୃତଦେହ

ଭୁବନେଶ୍ୱର : ନାଉରିଆ ବେଉସାରୁ ବର୍ଷ ବର୍ଷ ଧରି ପରିବାରର ପେଟ ପୋଷୁଥିଲେ। ତେଣୁ ରାତି ପାହିଲେ ଅକାତ କାତ ପାଣିରେ ଆହୁଲା ମାରି ଯାତ୍ରୀଙ୍କୁ ନଦୀ ପାର କରିଥାନ୍ତି। ସବୁ ଦିନ ପରି ଗତକାଲି ବି ସଅଳ ଉଠି ଚାଲି ଯାଇଥିଲେ ନଦୀକୁ । ଭାବିଥିଲେ ଦୁଇ ପଇସା ଧରି ଘରକୁ ଫେରିବେ। ମାତ୍ର ସବୁ ଗଣନା

5T ସଚିବଙ୍କ ସ୍କୁଲ ପରିଦର୍ଶନ, ପାଠପଢା ନେଇ ପିଲାଙ୍କ ସହ କଲେ ଆଲୋଚନା

କେନ୍ଦ୍ରାପଡା : ଦୁଇ ଦିନିଆ କେନ୍ଦ୍ରାପଡା ଗସ୍ତରେ ଅଛନ୍ତି 5T ସଚିବ ଭିକେ ପାଣ୍ଡିଆନ୍‌ । ଆଜି ଦ୍ୱିତୀୟ ଦିନରେ କେନ୍ଦ୍ରାପଡ଼ା ରାଜନଗର ଧାନଦିଆ ଠାରେ ଥିବା ଶକ୍ତି ଡାଏରୀ ଫାର୍ମରେ ପହଞ୍ଚିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ୍‌। ମିଶନ ଶକ୍ତି ଦ୍ୱାରା କରାଯାଇଥିବା ଏହି ଫାର୍ମରେ

କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ପରିବହନ ମନ୍ତ୍ରୀ: ୩ଟି ରୁଟରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ପାଇଁ ଦାବି

ଭୁବନେଶ୍ବର: ବନ୍ଦେ ଭାରତ ଏକ୍ସପ୍ରେସ୍‌ ନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଚିଠି । ୩ଟି ରୁଟରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଚଳାଚଳ ପାଇଁ ଦାବ କରିଛନ୍ତି । ପୁରୀରୁ ହାୱଡା, ପୁରୀରୁ ରାୟପୁର ଓ ଭୁବନେଶ୍ୱରରୁ ହାଇଦ୍ରାବାଦ ବନ୍ଦେ ଭାରତ ଟ୍ରେନ ଚଳାଚଳ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୧୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ଓଡ଼ିଶାରେ ପୁଣି ବଢିଲା କରୋନା ସଂକ୍ରମଣ । ଦିନକରେ ୫୦୦ ଉପରେ ରହିଛି ପଜିଟିଭ୍‌ କେସ୍‌। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୫୧୬ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୪୨୪ । ଏହି ସମୟରେ ମୋଟ୍‌ ୭ହଜାର ୪୬୨ କୋଭିଡ୍‌ ଟେଷ୍ଟ ହୋଇଛି । ଜଣଙ୍କ ଜୀବନ ନେଇଛି

ହାତୀ ଆକ୍ରମଣରେ କାନ୍ଥ ପଡ଼ି ବର୍ଷକର ଶିଶୁକନ୍ୟା ମୃତ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ହାତୀ ଉପଦ୍ରବ। ଘଟଗାଁ ରେଞ୍ଜ ଅନ୍ତର୍ଗତ ସାନ୍ତରାପୁର ମେଣ୍ଢାମୁଣ୍ଡି ସାହିରେ ହାତୀ ଆକ୍ରମଣରେ ଏକ ବର୍ଷର ଶିଶୁକନ୍ୟା ମୃତ ମୃତ୍ୟୁ ଘଟିଥିବା ବେଳେ ମାଆ ଓ ବାପା ସହିତ ଅନ୍ୟ ଜଣେ ଶିଶୁ ଗୁରୁତର ଆହତ ହୋଇଛନ୍ତି। ସୂଚନ ଅନୁଯାୟୀ ଗ୍ରାମର ଡାକ