Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ସ୍ୱାଭିମାନ ଅଞ୍ଚଳରେ ଆରମ୍ଭ ହେଲା ପୁଷ୍ପା-୨ ସୁଟିଂ…
ମାଲକାନଗିରି : ସ୍ୱାଭିମାନ ଅଞ୍ଚଳର ପାଦଦେଶକୁ ଲାଗିଥିବା ତଥା ଅନ୍ଧ୍ରପ୍ରଦେଶ ସୀମାରେ ଥିବା ତରାବୁରେ ପୁଷ୍ପାର ପାର୍ଟ-୨ ସୁଟିଂ ଆରମ୍ଭ ହୋଇଛି। ଗତକାଲି ପୁଷ୍ପା ଫିଲ୍ମ ନିର୍ମାତା ସଂସ୍ଥାର ପୂରା ଟିମ୍ ତରାବୁ ଜଳ ପ୍ରପାତରେ ପହଞ୍ଚି ସୁଟିଂ କରିଛନ୍ତି।
ସୁଟିଂ ପାଇଁ ପୂର୍ବରୁ ଅସ୍ଥାୟୀ!-->!-->!-->…
ଆମ ମୁଣ୍ଡରେ ଅଠା ବୋଳାଯାଇଛି : ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ସ୍ବାମୀ ଜଗବନ୍ଧୁ ଚାନ୍ଦ ବୁଧବାର ବିସ୍ଫୋରକ ବୟାନ ଦେଇଛନ୍ତି। ସ୍ବାସ୍ଥ୍ୟ ଅବସ୍ଥା ଭଲ ନାହିଁ। ଡାକ୍ତରୀ ଚିକିତ୍ସା ପାଇଁ ହସ୍ପିଟାଲ୍ ଆସିଛି ବୋଲି କହିଛନ୍ତି। ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଏସବୁ!-->…
ସମ୍ବଲପୁର ସ୍ଥିତି ନେଇ ସରକାରଙ୍କୁ ଟାର୍ଗେଟ କଲା ବିଜେପି…
ଝାରସୁଗୁଡା: ଗତ ୧୨ ତାରିଖ ପରଠାରୁ ସମ୍ବଲପୁରରେ ଦେଖାଦେଇଥିବା ଅପ୍ରୀତିକର ସ୍ଥିତିକୁ ନେଇ ଆଜି ଝାରସୁଗୁଡାରେ ବିଜେପିର ରାଜ୍ୟସ୍ତରୀୟ ଟିମ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ଉପରେ ବର୍ଷିଛି। ସରକାର ଓ ପ୍ରଶାସନର ଦାୟିତ୍ବହୀନତା, ଅପାରଗତା ପାଇଁ ଏହି ଘଟଣା ଘଟିଥିବା ବେଳେ ଭୋଟ ବ୍ୟାଙ୍କ!-->…
ବୁଢାବଳଙ୍ଗ ନଦୀରେ ବୁଡ଼ି ୨ ମୃତ
ବାଲେଶ୍ବର: ବାଲେଶ୍ୱର ଜିଲା ରେମୁଣା ବ୍ଲକ ପତୁକାଶାସନ ଗାଁରେ ବୁଧବାର ଘଟିଛି ଏକ ଅଭାବନୀୟ ଘଟଣା। ବୁଢାବଳଙ୍ଗ ନଦୀରେ ବୁଡ଼ି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି।
ପତୁକାଶାସନ ଗାଁ ଘାଟରେ ଗାଧୋଇବା ବେଳେ ନଦୀରେ ବୁଡ଼ି ଯାଇଥିବା ସୂଚନା। ମୃତକ ଦୁହେଁ ଦାଦା, ପୁତୁରା ବୋଲି ଜଣାପଡ଼ିଛି।
ମେ’ ୨୧ରେ ଓଜେଏସ୍ ପ୍ରିଲିମିନାରୀ ପରୀକ୍ଷା…
କଟକ: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ଦ୍ୱାରା ପରିଚାଳିତ ଓଡ଼ିଶା ବିଚାର ବିଭାଗୀୟ ସେବା (ଜୁଡିସିଆଲ ସର୍ଭିସ) (ଓଜେଏସ୍)- ୨୦୨୨ର ପ୍ରିଲିମିନାରୀ (ପ୍ରାଥମିକ) ପରୀକ୍ଷା ମେ ୨୧ରେ ଅନୁଷ୍ଠିତ ହେବ। ପୂର୍ବାହ୍ଣ ୧୦ଟାରୁ ୧୧. ୩୦ ପର୍ଯ୍ୟନ୍ତ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବେ।!-->…
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କଟରା ଗ୍ୟାଙ୍ଗର ମୁଖ୍ୟ ମଣ୍ଟୁ ବାରିକଙ୍କୁ ହତ୍ୟା
ଆଠଗଡ଼ : ଟଳିପଡ଼ିଲା ଗ୍ୟାଙ୍ଗ ଲିଡର। ଆଠଗଡ଼ ନୂଆପାଟଣା କଟରା ଗ୍ୟାଙ୍ଗର ମୁଖ୍ୟ ମଣ୍ଟୁ ବାରିକଙ୍କୁ ହତ୍ୟା। କ୍ରସରରୁ ଉଠାଇ ନେଇ ଗୋକର୍ଣ୍ଣଖାଲ ଡ୍ୟାମ ପାଖରେ କରାଯାଇଛି ହତ୍ୟା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହୋଇଛି ହତ୍ୟାକାଣ୍ଡ।
ଚଳିତବର୍ଷ ହୋଲିରେ ୪ ଜଣଙ୍କୁ ହାଣିଥିଲେ କଟରା!-->!-->!-->…
ସମ୍ବଲପୁର ଘଟଣାର ପ୍ରତିବାଦରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ବନ୍ଦ ପାଳନ…
ଭୁବନେଶ୍ବର/ସମ୍ବଲପୁର: ସମ୍ବଲପୁର ଘଟଣାର ପ୍ରତିବାଦରେ ବିଶ୍ବ ହିନ୍ଦୁ ପରିଷଦ ଓଡ଼ିଶା ପଶ୍ଚିମ ପ୍ରାନ୍ତ ତରଫରୁ ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାର ୧୦ ଓ ଅବିଭକ୍ତ କୋରାପୁଟର ୪ ଜିଲ୍ଲାକୁ ମିଶାଇ ମୋଟ ୧୪ ଜିଲ୍ଲାରେ ବନ୍ଦ ଡାକରା ଦିଆଯାଇଛି।
ଏହି ବନ୍ଦର ଡାକରାର ପ୍ରଭାବରେ ଆଜି!-->!-->!-->…
ସମ୍ବଲପୁର: ପୁଣି ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ବନ୍ଦ
ମ୍ବଲପୁର: ସମ୍ବଲପୁରରେ ଶାନ୍ତି ଫେରାଇ ଆଣିବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ବୁଧବାର ପୁଣି ଜିଲାରେ ୨୪ ଘଣ୍ଟା ପାଇଁ ଇଣ୍ଟର୍ନେଟ୍ ସେବା ବନ୍ଦ ଘୋଷଣା କରାଯାଇଛି। ସାମାଜିକ ଗଣମାଧ୍ୟମର ଅପବ୍ୟବହାର ଆଶଙ୍କାରେ ଏହି କଟକଣାକୁ ବୃଦ୍ଧି କରାଯାଇଛି।
ତେବେ!-->!-->!-->…
ସମ୍ବଲପୁରରେ ଫେରୁଛି ଶାନ୍ତି, ଅଧିକ କୋହଳ ହେଲା କର୍ଫ୍ୟୁ…
ସମ୍ବଲପୁର: ସମ୍ବଲପୁରରେ ଫେରୁଛି ଶାନ୍ତି। ଅଧିକ କୋହଳ ହେଲା କର୍ଫ୍ୟୁ। ଆଜିଠାରୁ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି। ସହରରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ମାର୍କେଟରେ ଗହଳି ଦେଖିବାକୁ ମିଳିଛି ।
ହନୁମାନ!-->!-->!-->…
ଗ୍ରୀଷ୍ମ ପ୍ରବାହ : ୧୯ ଓ ୨୦ରେ ବନ୍ଦ ରହିବ ସ୍କୁଲ ଓ ଅଙ୍ଗନବାଡ଼ି…
ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସକାଳ ୭ଟାରୁ ଖରା ଆରମ୍ଭ ହୋଇଯାଉଛି। ଅପରାହ୍ଣ ୨ଟା ବେଳକୁ ସ୍ଥିତି ଅସମ୍ଭାଳ ହେଉଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପ୍ରିଲ ୧୯ ଓ ୨୦ ତାରିଖ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ଗୁଡ଼ିକ ଛୁଟି ଘୋଷଣା!-->…