Browsing Category

ଓଡିଶା

ଶ୍ରୀ ମନ୍ଦିର ପ୍ରଶାସନର ହସ୍ତକ୍ଷେପ ପରେ ପଞ୍ଜାବରେ ଅଦିନିଆ ରଥଯାତ୍ରା ସ୍ଥଗିତ

ଭୁବନେଶ୍ବର: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଆପତ୍ତି ପରେ ପଞ୍ଜାବର ଫିରୋଜପୁରରେ ଆୟୋଜନ ହେବାକୁ ଥିବା ଅଦିନିଆ ରଥଯାତ୍ରାକୁ ସ୍ଥଗିତ ରଖାଯାଇଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ବୁଧବାର ଦିନ ଏହି ସୂଚନା ଦିଆଯାଇଛି। ସ୍ଥାନୀୟ ଜଗନ୍ନାଥ ମନ୍ଦିର କର୍ତ୍ତୃପକ୍ଷ ଏବଂ କମିଟି ସଦସ୍ୟମାନଙ୍କ…

ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସହ କାଳବୈଶାଖୀ ପାଇଁ ଆଲର୍ଟ ଜାରି

ଭୁବନେଶ୍ୱର : ପାଣିପାଗର ଡବଲ ୱାର୍ଣ୍ଣିଂ। ରାଜ୍ୟରେ ଖରା ସହ ଦେଖିବାକୁ ମିଳିବ କାଳବୈଶାଖୀ । ପ୍ରବଳ ଗ୍ରୀଷ୍ମ ପ୍ରବାହ ସହ କାଳବୈଶାଖୀ ପାଇଁ ଆଲର୍ଟ ଜାରି। ଆସନ୍ତାକାଲି ଠାରୁ ତାପମାତ୍ରାରେ ବୃଦ୍ଧି ଘଟିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଲଗାତାର ୫ଦିନ ପ୍ରବଳ ଗୁଳୁଗୁଳି ସହ…

ଉତ୍ତରପ୍ରଦେଶରେ ଅଦିନିଆ ରଥଯାତ୍ରା, ପ୍ରତିବାଦ କଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ : ଉତ୍ତରପ୍ରଦେଶରେ ଅଦିନିଆ ରଥଯାତ୍ରା । ହାପୁର ଜିଲ୍ଲାର ଶ୍ରୀଜଗନ୍ନାଥ ସେବା ସମିତି ଏହି ଅଦିନିଆ ରଥଯାତ୍ରା ପାଳନ କରିବାକୁ ଯାଉଛି । ଏହାକୁ ନେଇ ଦୃଢ ପ୍ରତିବାଦ କରିଛି ପୁରୀ ଶ୍ରୀମନ୍ଦିର ପ୍ରଶାସନ । ଏହା ଜାଣିବା ପରେ ହାପୁର ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଏକ ଚିଠି ଲେଖିଛନ୍ତି…

ଆମ ବସରେ ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଭୁବନେଶ୍ୱର : ଆମ ବସ୍ ରେ ନିଆଁ ।  ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ପୁରୀ ମଙ୍ଗଳାଘାଟ ଛକରେ ଅଘଟଣ ଘଟିଛି ।  ବସଟି ଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ମଙ୍ଗଳାଘାଟ ଛକରେ ଧୂଆଁ ବାହାରିଥିଲା ।  ଖବରପାଇ ବାସେଳିସାହି ଥାନା ଅଧିକାରୀ ପହଂଚିଥିଲେ ।  ତୁରନ୍ତ ସମସ୍ତ ଯାତ୍ରୀଙ୍କୁ ବାହାର…

ଅଙ୍ଗନୱାଡ଼ି ‘ବାଦାମ ଲଡ଼ୁ’ ଖାଇ ଗର୍ଭବତୀ ଗୁରୁତର: ସିଡିପିଓ ଅଫିସ ଘେରାଉ କଲେ ଜନପ୍ରତିନିଧି

ବନ୍ତ : ଭଦ୍ରକ ଜିଲା ବନ୍ତ ବ୍ଲକ୍ ଅଧୀନସ୍ଥ ସଖୀପାଟଣା ଅଙ୍ଗନୱାଡ଼ି କେନ୍ଦ୍ରରୁ ମିଳିଥିବା ଅସ୍ୱାସ୍ଥ୍ୟକର ପୃଷ୍ଟିକର ଖାଦ୍ୟ ଖାଇ ଜଣେ ଗର୍ଭବତୀ ମହିଳା ଗୁରୁତର ଅସୁସ୍ଥ ହୋଇଛନ୍ତି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ନିମ୍ନମାନର ଖାଦ୍ୟ ଯୋଗାଣ ପ୍ରତିବାଦରେ…

ଡିଭାଇଡରରେ ପିଟି ହେଲା ବାଇକ, ଚାଲିଗଲା ୨ ଜୀବନ

ସୁନ୍ଦରଗଡ : ବାଇକ ଦୁର୍ଘଟଣାରେ ଚାଲିଗଲା ୨ ଜୀବନ । ରାଜଗାଙ୍ଗପୁର ମାଣ୍ଡିଆକୁଦର ବିଜୁ ଏକ୍ସପ୍ରେସ ୱେରେ ବାଇକ୍ ଦୁର୍ଘଟଣା । ଦୁଇ ବାଇକ ଅରୋହୀଙ୍କ ମୃତ୍ୟୁ ଘଟିଛି । ଜଣେ ରାଜଗାଙ୍ଗପୁର ଓ ଅନ୍ୟ ଜଣେ ରାଉରକେଲା ଅଞ୍ଚଳର । ଉଭୟ ରାଜଗାଙ୍ଗପୁରରୁ ବାଇକ ଯୋଗେ ରାଉରକେଲା ଯିବା ବେଳେ…

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍

କଟକ : ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣା ଆର ଆଣ୍ଡ ବି ଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ଭୁବନେଶ୍ୱର ଶବରଙ୍କ ଘରେ ଭିଜିଲାନ୍ସ ରେଡ୍ । ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ ହୋଇଛି । ଭବାନୀପାଟଣା ଗୋଶାଣିମୁଣ୍ଡାରେ…

ଯୁବକଙ୍କୁ ମାରି ପୋଡିଦେଲେ: ୨୩ ଜଣଙ୍କୁ ଉଠାଇଲା ପୋଲିସ

ନରସିଂହପୁର : କଟକ ମାଣିଆବନ୍ଧରେ ଚାଞ୍ଚଲ୍ୟ । ତାଳମୁଣ୍ଡଳୀ ଶବରସାହି ଗାଁରେ ଯୁବକଙ୍କୁ ହତ୍ୟା କରି ପୋଡିଦେଲେ। ୨୩ ଜଣଙ୍କୁ ଉଠାଇନେଲା ପୋଲିସ । ମୃତକ ଉକ୍ତ ଗାଁର ଟିକନ ବେହେରା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଟିକନକୁ ହତ୍ୟା କରାଯାଇଥିବା ଅଭିଯୋଗ ପରିବାର ଲୋକ । ଅଭିଯୋଗ ପରେ…

ଶଶୁର ଘରେ ଜ୍ୱାଇଁଙ୍କୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗ, ଅବସ୍ଥା ଗୁରୁତର

ପଟ୍ଟାମୁଣ୍ଡଇ: ଶଶୁର ଘରେ ଜ୍ୱାଇଁଙ୍କୁ ମାଡ଼ ଅଭିଯୋଗ । ପଟ୍ଟାମୁଣ୍ଡଇ ଆଦର୍ଶ ଥାନା ଅନ୍ତର୍ଗତ ସେକପୁର ବନ୍ଧସାହି ଗାଁରେ ଶଶୁର ଘର ଲୋକଙ୍କ ସଂଘବଦ୍ଧ ଆକ୍ରମଣ । ଜ୍ବାଇଁ ଗୁରୁତର ଆହତ ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଆହତ ଯୁବକ ମହାକାଳପଡ଼ା ଥାନା ଅଳାଇଲେ ଗାଁର…

ବାଲି ମାଫିଆଙ୍କ ବିରୋଧରେ ଅପରେସନ୍ ବୈତରଣୀ, ଏକାକାଳୀନ ୧୨ ଥାନା ଅଞ୍ଚଳରେ ଚଢ଼ଉ

କେନ୍ଦୁଝର: କେନ୍ଦୁଝରରେ ପୋଲିସର ଅପରେସନ୍ ବୈତରଣୀ । ବାଲିମାଫିଆଙ୍କ ବିରୋଧରେ ଜିଲ୍ଲା ପୋଲିସର ଅପରେସନ ବୈତରଣୀ । ବେଆଇନ ବାଲି ଖଣି, ପରିବହନ ଏବଂ ନକଲି ଟ୍ରାଞ୍ଜିଟ୍ ପାସ୍ ବ୍ୟବହାର ନେଇ ସୂଚନା ମିଳିବା ପରେ ଆକ୍ସନ ମୋଡରେ କେନ୍ଦୁଝର ପୋଲିସ। ଆନନ୍ଦପୁର, ଘସିପୁରା, ନନ୍ଦୀପଦା ଏବଂ…