Browsing Category

ଓଡିଶା

ସୁଧାର ଗୃହରେ ନାବାଳିକା ଗର୍ଭବତୀ, ଦୁଷ୍କର୍ମ ଅଭିଯୋଗରେ ସୁରକ୍ଷାକର୍ମୀ ଓ ନାବାଳକ ଅନ୍ତେବାସୀ ଗିରଫ

କେନ୍ଦ୍ରାପଡା : ସୁଧାର ଗୃହରେ ନାବାଳିକା ଗର୍ଭବତୀ, ସୁରକ୍ଷାକର୍ମୀ ଓ ନାବାଳକ ଅନ୍ତେବାସୀ ଗିରଫ । ସୁଧାର ଗୃହରେ ନାବାଳିକା ଛାତ୍ରୀ ଅନ୍ତସତ୍ତ୍ବା ଅଭିଯୋଗ । କେନ୍ଦ୍ରାପଡା ସଦର ଥାନା ଗରାପୁର ଅଞ୍ଚଳରେ ଥିବା ଏକ ସୁଧାର ଗୃହରେ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା । ସେଠାରେ

ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଳ ଟ୍ରାକ୍‌କୁ ମଞ୍ଜୁରୀ, ରାଜ୍ୟରେ ଆହୁରି ସୁଦୃଢ଼ ହେବ ରେଳ ଭିତ୍ତିଭୂମି

ଭୁବନେଶ୍ବର: ଓଡ଼ିଶା ସମେତ ୫ଟି ରାଜ୍ୟର ରେଳ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ଦିଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଳ ଟ୍ରାକ୍‌ ସମ୍ପ୍ରସାରଣ ପ୍ରକଳ୍ପକୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟି ପକ୍ଷରୁ ଅନୁମୋଦନ

ହୁମ୍ମାରେ ‘ଉଲ୍ଲାସ’ର ମହକ : ଶିକ୍ଷାର ଆଲୋକରେ ଉଜ୍ଜ୍ୱଳ ହେଲା କେଉଟ ସାହି

ହୁମ୍ମା, ୦୯/୦୯: ଶିକ୍ଷା ହେଉଛି ସମାଜର ମେରୁଦଣ୍ଡ। ଶିକ୍ଷାର ଆଲୋକ ଅଜ୍ଞାନତାର ଅନ୍ଧକାରକୁ ଦୂର କରି ଜୀବନକୁ ଜ୍ଞାନର ଦୀପ୍ତିରେ ଆଲୋକିତ କରେ। ଏହି ମହତ୍ ଉଦ୍ଦେଶ୍ୟକୁ ନେଇ ‘ଉଲ୍ଲାସ–ନବ ଭାରତର ଏକ ପ୍ରୟାସ’ ଶୀର୍ଷକରେ ହୁମ୍ମା କେଉଟ ସାହିରେ ଏକ ଶିକ୍ଷାମୂଳକ ଓ ସଚେତନତାଧର୍ମୀ

ସ୍କ୍ରବଟାଇଫସ୍ ନିୟନ୍ତ୍ରଣ ପାଇଁ ପ୍ରତିଷେଧମୂଳକ ବ୍ୟବସ୍ଥାକୁ ଗୁରୁତ୍ବ, ଆତଙ୍କିତ ନହେବାକୁ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କ…

ଭୁବନେଶ୍ଵର: ସ୍କ୍ରବ୍ ଟାଇଫସ୍‌କୁ ନେଇ ତତ୍ପର ହୋଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ଯେଉଁ ଅଞ୍ଚଳରେ ସ୍କ୍ରବ୍ ଟାଇଫସ୍ ରୋଗୀ ଚିହ୍ନଟ ହେବେ, ସେଠାକୁ ଡାକ୍ତରୀ ଟିମ୍ ପଠାଯିବ। ରୋଗ ଯେପରି ଅନ୍ୟ ଅଞ୍ଚଳକୁ ନ ବ୍ୟାପେ, ସେଥିପାଇଁ ସଚେତନତା ସହ ନିୟନ୍ତ୍ରଣମୂଳକ ପଦକ୍ଷେପ ନିଆଯିବ ବୋଲି

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା, ମୋବାଇଲ ଟର୍ଚ୍ଚରେ ଚାଲିଛି ରୋଗୀ ସେବା

ପିପିଲି: ମୋବାଇଲ ଟର୍ଚ୍ଚରେ ରୋଗୀସେବା । ଜାତୀୟ ରାଜପଥ ୩୧୬ ପାର୍ଶ୍ବରେ ଥିବା ପୁରୀର ସାକ୍ଷୀଗୋପାଳ ଡାକ୍ତରଖାନାରୁ ଆସିଛି ଏଭଳି ଅଭିଯୋଗ। ସନ୍ଧ୍ୟାରେ ବିଦ୍ୟୁତ ସରବରାହ ବନ୍ଦ ହୋଇଯିବାରୁ ଡ୍ରେସିଂ ରୁମ, ମେଲ୍ ୱାର୍ଡ ଓ ଡାଇରିଆ ୱାର୍ଡ ପ୍ରାୟ ଏକ ଘଣ୍ଟା ଧରି ଅନ୍ଧାରରେ ରହିଥିଲା । ଫଳରେ

ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ୫ ଦିନିଆ ଦୁବାଇ ଗସ୍ତ, ସୁଦୃଢ଼ ହେବ ୟୁଏଇ ସହିତ ଓଡ଼ିଶାର ଆର୍ଥିକ ସମ୍ପର୍କ

ଭୁବନେଶ୍ବର: ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଆବୁଧାବିରେ ପହଞ୍ଚିଛନ୍ତି। ଏହାସହ ସଂଯୁକ୍ତ ଅରବ ଏମିରେଟ୍ସ (ୟୁଏଇ)ରେ ଓଡ଼ିଶାର ଉଚ୍ଚସ୍ତରୀୟ ନିବେଶ ଅଭିଯାନର ଶୁଭାରମ୍ଭ ହୋଇଛି। ସେପ୍ଟେମ୍ବର ୯ ରୁ ୧୧ ପର୍ଯ୍ୟନ୍ତ ପ୍ରମୁଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏବଂ ସେପ୍ଟେମ୍ବର ୧୨ରେ

ନନ୍ଦନକାନନ ଆସିଲେ ଭୋଗରାଇ ଜଙ୍ଗଲରୁ ଉଦ୍ଧାର ୫ ଓରାଙ୍ଗଉଟାନ

ଭୁବନେଶ୍ୱର : ବାଲେଶ୍ୱର ଜିଲ୍ଲା ଭୋଗରାଇ ଜଙ୍ଗଲରୁ ଉଦ୍ଧାର ୫ ଓରାଙ୍ଗଉଟାନଙ୍କୁ ନନ୍ଦନକାନନ ଅଣାଯାଇଛି । ସେମାନଙ୍କୁ ନନ୍ଦନକାନନରେ ସ୍ବତନ୍ତ୍ର ବ୍ୟବସ୍ଥାରେ ରଖାଯିବା ସହ ଗତିବିଧି ଉପରେ ରହିଛି ନଜର। ବାଲେଶ୍ୱର ଜିଲ୍ଲା ଭୋଗରାଇ ରାଣାକାଠା ସଂରକ୍ଷିତ ଜଙ୍ଗଲରେ ୫ ବିରଳ

ଓଡ଼ିଶା ଜନବିଶ୍ୱାସ ବିଲ୍‌କୁ କ୍ୟାବିନେଟ୍‌ ମୋହର

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱାସଭିତ୍ତିକ ଶାସନକୁ ସୁଦୃଢ଼ କରିବା ପାଇଁ ନିୟାମକ ସଂସ୍କାରର ଦ୍ୱିତୀୟ ତଥା ବ୍ୟାପକ ପର୍ଯ୍ୟାୟକୁ ତର୍ଜମା କରି ‘ଓଡ଼ିଶା ଜନବିଶ୍ୱାସ ବିଲ୍, ୨୦୨୬’କୁ ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ ଦେଇଛନ୍ତି। ସେହିପରି, ଜଳସମ୍ପଦ ବିଭାଗର ନୂତନ ଐତିହ୍ୟ ଓ ପର୍ଯ୍ୟଟନଭିତ୍ତିକ

ଦିନ ଦିପହରେ ବ୍ୟାଙ୍କରୁ ଲୁଟି ନେଲେ ୧୦ ଲକ୍ଷରୁ ଅଧିକ ଟଙ୍କା, ମ୍ୟାନେଜର ଗୁରୁତର

ଜଳେଶ୍ୱର : ଦିନ ଦ୍ବିପହରରେ ବ୍ୟାଙ୍କ  ଭିତରେ ପଶି ୧୦ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ ।  ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଖପରାପଦା ଓଡିଶା ଗ୍ରାମ୍ଯ ବ୍ୟାଙ୍କ ଶାଖାରୁ ଲୁଟ ଅଭିଯୋଗ ହୋଇଛି। ବନ୍ଧୁକ ଏବଂ ବିଭିନ୍ନ ମାରଣାସ୍ତ୍ର ଦେଖାଇବା ସହ ବ୍ଯାଙ୍କର ମ୍ଯାନେଜର ଏବଂ

୧୬ ଲକ୍ଷରୁ ଊର୍ଦ୍ଧ୍ବ ସରକାରୀ ଅର୍ଥ ହଡ଼ପ, ୩ ଗିରଫ

କଟକ : ୧୬ ଲକ୍ଷରୁ ଊର୍ଦ୍ଧ୍ବ ସରକାରୀ ଟଙ୍କା ହଡ଼ପ, ୩ ଜଣଙ୍କୁ ବାନ୍ଧିଲା ଭିଜିଲାନ୍ସ। ବୃଦ୍ଧବୃଦ୍ଧାଙ୍କ ପାଇଁ ଉଦ୍ଦିଷ୍ଟ ସାମାଜିକ ସୁରକ୍ଷା ପେନସନ୍ ଟଙ୍କା ହଡ଼ପ ଅଭିଯୋଗରେ ଭୋଗରାଇ ବ୍ଲକର ୩ ପଞ୍ଚାୟତସ୍ତରୀୟ ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ । ଅଭିଯୁକ୍ତମାନେ ହେଲେ