Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଛୁଆର ମୃତଦେହ ଛାଡ଼ି ଯାଉନି ମା’ ହାତୀ
ବଣାଇ: ଆଖି ଆଗରେ ଛୁଆର ମୃତଦେହ ପଡ଼ିଥିବା ବେଳେ ଏହାକୁ ସହଜେ ଗ୍ରହଣ କରିପାରୁନି ମା’ ହାତୀ। ଛୁଆଟି ଉଠିଯିବ ଭାବି ତା’ ପାଖ ଛାଡ଼ି ଯାଉନି।ଛୁଆର ମୃତଦେହ ପାଖେପାଖେ ମା’ଟି ଘୁରି ବୁଲୁଛି। ସନ୍ତାନକୁ ହରାଇ ପାଗଳ ପ୍ରାୟ ହୋଇ ଯାଇଥିବା ମା’ କେତେବେଳେ ଜଙ୍ଗଲକୁ ପଳାଉଛି ତ ପୁଣି!-->…
ଝାରସୁଗୁଡାରେ ପୁଣି ନାବାଳକଙ୍କୁ ଅପହରଣ
ଝାରସୁଗୁଡା: ଝାରସୁଗୁଡାରେ ପୁଣି ନାବାଳକଙ୍କୁ ଅପହରଣ ଅଭିଯୋଗ । ବୁରୋମାଲରୁ ନାବାଳକ ନିଖୋଜ ନେଇ ଟାଉନ ଥାନାରେ ଅପହରଣ ମାମଲା ରୁଜୁ ହୋଇଛି । ଏ ନେଇ ଝାରସୁଗୁଡା ଏସପି ସୂଚନା ଦେଇଛନ୍ତି ।
ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଅଭିଯୋଗ ପରେ ଅପହରଣ ମାମଲା ରୁଜୁ ହୋଇଛି । ଘଟଣାର ତଦନ୍ତ!-->!-->!-->…
ଆଜିଠୁ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ଖାତାଦେଖା ଆରମ୍ଭ
ଭୁବନେଶ୍ୱର :ଆଜିଠୁ ଯୁକ୍ତ ଦୁଇ ଖାତାଦେଖା। ଆଜିଠୁ ପ୍ରଥମ ପର୍ଯ୍ୟାୟ ଖାତାଦେଖା ଆରମ୍ଭ ହୋଇ ଏପ୍ରିଲ ୨୩ରେ ସରିବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଖାତାଦେଖା ମେ’ ୭ ରେ ସରିବ। ଚଳିତ ଥର ୬୫ ଟି ଅଫଲାଇନ ସେଣ୍ଟର ଓ ୩୯ ଟି ଅନଲାଇନ ସେଣ୍ଟରରେ ଖାତା ଦେଖା ହେବ।
ଖାତା ଦେଖାରେ ପାଖାପାଖି ୧୫!-->!-->!-->…
ଆସନ୍ତାକାଲି ଜାପାନରୁ ଫେରିବେ ମୁଖ୍ୟମନ୍ତ୍ରୀ…
ଭୁବନେଶ୍ୱର : ଆସନ୍ତାକାଲି ଜାପାନରୁ ଫେରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜାପାନ କ୍ୟୋଟୋରେ ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ରରେ ବହୁ ସୁଯୋଗ ଥିବା ନେଇ ଅବଗତ କରାଇଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶାର ସମୃଦ୍ଧ ବୌଦ୍ଧ ପରମ୍ପରା ବହନ କରୁଛି। ତେଣୁ ଓଡ଼ିଶା-ଜାପାନ ମଧ୍ୟରେ ବୌଦ୍ଧ ସଂସ୍କୃତିର!-->…
ଫୁଲ ତୋଳୁଥିବା ବେଳେ ଦଳିଦେଲା ଦନ୍ତା: ଜଣେ ମୃତ, ଜଣେ ଗୁରୁତର
ଖୋର୍ଦ୍ଧା: ଫୁଲ ତୋଳୁଥିବା ବେଳେ ଦଳିଦେଲା ଦନ୍ତା । ଜଣେ ମୃତ, ଜଣେ ଗୁରୁତର। ଖୋର୍ଦ୍ଧା ଟାଉନ୍ ପାନବରଜ ଗାଁରେ ଅଭାବନୀୟ ଘଟଣା । ମୃତ ମହିଳା ହେଲେ କିରଣବାଳା ମାନଧାତା । କିରଣବାଳା ଆଜି ସକାଳେ ଫୁଲ ତୋଳୁଥିବା ବେଳେ ହାତୀ ହାବୁଡରେ ପଡିଯାଇଥିଲେ ।
ସେହିପରି ଟାଙ୍ଗିଆପଡାର!-->!-->!-->…
ସ୍ପିରିଟ ଚୋରା ଚାଲାଣ ଗ୍ରାହକ ସାଜି ଧରିଲେ ଅବକାରୀ ଗୁଇନ୍ଦା ବିଭାଗ ର ମହିଳା ଅଧିକାରୀ
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଅସଲି ବୋତଲରେ ନକଲି ବିଦେଶୀ ମଦ ବିକ୍ରି କରୁଥିବା ବେପାରୀ ଧରାପଡିବା ପରେ ଏହାର ମଦ ପ୍ରସୂତିରେ ବ୍ୟବହାର ହେହୁଥିବା ମୁଖ୍ୟ ଜିନିଷ ସ୍ପିରିଡି ଚୋର କୁ ଧରିବା ଆରମ୍ଭ କରିଥିଲା ଗୁଇନ୍ଦା ବିଭାଗ lଗତ ମାର୍ଚ୍ଚ 31 ତାରିଖ ରେ ଗୁଇନ୍ଦା ଅବକାରୀ ବିଭାଗ!-->…
କମେଣ୍ଟ ମାରିବା ଅଭିଯୋଗରେ ପୁଣି ଜଣେ ଗିରଫ…
ହିଞ୍ଜିଳିକାଟୁ (୯।୪) : ସୋରଡା ଅଞ୍ଚଳର ଜଣେ ଯୁବତୀଙ୍କୁ ହିଞ୍ଜିଳିକାଟୁ କଲେଜ ଯିବା ବାଟରେ ବାରମ୍ବାର ପିଛାକରି ଅସଦାଚରଣ କରିବାସହ କମେଣ୍ଟ ମାରୁଥିବା ଅଭିଯୋଗରେ ହିଞ୍ଜିଳି ଥାନା ପୁଲିସ ଗତ ମାସ ୩୦।୩ ତାରିଖରେ ଦୁଇ ଜଣ ରୋଡ ରୋମିଓକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ରବିବାର!-->…
ଆସନ୍ତା ୨ ଦିନରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା : ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
ଭୁବନେଶ୍ୱର: ରାଜ୍ୟରେ ଲାଗି ରହିଛି କାଳବୈଶାଖୀ ଜନିତ ବର୍ଷା । ସକାଳୁ ଖରା ଗୁଳୁଗୁଳି ଅନୁଭୁତ ହେଉଥିବା ବେଳେ ଅପରାହ୍ନ ସମୟରେ ଘୋଟିଆସୁଛି କଳାହାଣ୍ଡିଆ ମେଘ । ଆସନ୍ତା ୨ ଦିନରେ ରାଜ୍ୟର ଅଧିକାଂଶ ସ୍ଥାନରେ ଏହିଭଳି ବର୍ଷା ହେବ। ୧୦ ତାରିଖ ପାଇଁ କାଳବୈଶାଖୀ ଜନିତ ବର୍ଷାକୁ ଦୃଷ୍ଟିରେ!-->…
ବିଜେଡି ଦେଶର ଦ୍ୱିତୀୟ ଧନୀ ଆଞ୍ଚଳିକ ଦଳ…
ରାଜ୍ୟରେ ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳ ହେଉଛି ଦେଶର ଦ୍ୱିତୀୟ ଧନୀ ଆଞ୍ଚଳିକ ଦଳ। ତା’ସହ ଆୟରେ ସର୍ବାଧିକ ଅଭିବୃଦ୍ଧି ମଧ୍ୟ ବିଜେଡିର ହୋଇଛି। ଏମିତିକି ବିଜେଡିର ଆୟ ୩୬ଟି ଛୋଟ ବଡ଼ ଆଞ୍ଚଳିକ ଦଳଙ୍କ ମୋଟ ଆୟର ୨୫.୩୩ ପ୍ରତିଶତ ବୋଲି ଆସୋସିଏଟ୍ ଅଫ୍ ଡେମୋକ୍ରାଟିକ୍ ରିଫର୍ମ!-->…
ଜିଲ୍ଲା ଦାବି ନେଇ ରାଇରଙ୍ଗପୁର ୧୨ ଘଣ୍ଟା ବନ୍ଦ…
ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁରକୁ ଜିଲ୍ଲା ଗଠନ ଦାବିରେ ୧୦ ଏପ୍ରିଲରେ ବାମନଘାଟୀ ଉପଖଣ୍ଡକୁ ବନ୍ଦ ଡାକରା ଦେଇଛି ରାଇରଙ୍ଗପୁର ଜିଲ୍ଲା କ୍ରୀୟାନୁଷ୍ଠାନ କମିଟି । ଏନେଇ ଉପଖଣ୍ଡର ୭ଟି ବ୍ଲକରେ ପୂର୍ବରୁ ବୈଠକ, ପଥପ୍ରାନ୍ତ ସଭା, ବ୍ୟାନର, ପୋଷ୍ଟର, ଡାକବାଜି ଯନ୍ତ୍ର ଦ୍ୱାରା!-->…