Browsing Category

ଓଡିଶା

ଢେଙ୍କାନାଳରେ ସେକ୍ସ ରାକେଟ୍‌ ଠାବ, ୩ ଜଣଙ୍କୁ ଅଟକ ରଖିବା ସହ କାର ଜବତ କଲା ପୋଲିସ

ଢେଙ୍କାନାଳ: ସେକ୍ସ ରାକେଟ ଠାବ । ଗତକାଲି ରାତିରେ କାଲଟାକ୍ସ ନିକଟରେ ଢେଙ୍କାନାଳ ଟାଉନ ଥାନା ପୋଲିସ ଚଢ଼ାଉ କରି ଦୁଇ ଯୁବତୀଙ୍କ ସମେତ ଜଣେ ବ୍ୟକ୍ତିକୁ ଅଟକ ରଖିଛି ପୋଲିସ । ଅଟକ ବ୍ୟକ୍ତି ଜଣଙ୍କ ଢେଙ୍କାନାଳର ହୋଇଥିବା ବେଳେ ଦୁଇ ବର୍ଷ ପୂର୍ବେ ତାଙ୍କୁ ଏବଂ ତାଙ୍କ ସ୍ତ୍ରୀଙ୍କୁ

ଧରାପଡିଲା ହାଡିଆ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଦୀପକ ମଲ୍ଲିକ

କଟକ: ବାବା ବେଶରେ ୨ ବର୍ଷ ଧରି ଲୁଚିଥିଲା ସୈତାନ । ଧରାପଡ଼ିଲା ହାଡ଼ିଆ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ । ଦୀପକ ମଲ୍ଲିକକୁ ଢେଙ୍କାନାଳରୁ ଗିରଫ କରିଛି କଟକ ବିଡାନାସୀ ଥାନା ପୋଲିସ । ଆଜି କୋର୍ଟ ଚାଲାଣ କରିବ ପୋଲିସ । ଦୁଇ ବର୍ଷରୁ ଅଧିକ ସମୟ ଧରି ଫେରାର ଥିଲା ଅଭିଯୁକ୍ତ । ବାବା

୩ ଘଣ୍ଟା ପରେ ୩୨ ଫୁଟ କୂଅରୁ ଉଦ୍ଧାର ହେଲେ ବୃଦ୍ଧା

ନୟାଗଡ : ଯାହାକୁ ରଖିବେ ଅନନ୍ତ, କି ମାରିପାରେ ବଳବନ୍ତ । ଏପରି ଏକ ଘଟଣା ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ କଇଁଫୁଲିଆ ମଝିସାହିରେ ଘଟିଛି। ଏକ ୩୨ ଫୁଟର କୂଅ ଭିତରେ ଜଣେ ୭୨ ବର୍ଷୀୟା ମହିଳା ପଡ଼ି ଯାଇଥିବା ବେଳେ ପ୍ରାୟ ୩ ଘଣ୍ଟା ପରେ ତାଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସେ ଏବେ ସୁସ୍ଥ ଥିବା

ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାୟନରେ ସହଯୋଗ କରିବେ ୬୬୨ ବର୍ଗ ଅଧ୍ୟାପକ

ଭୁବନେଶ୍ବର: ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାୟନରେ ସହଯୋଗ କରିବେ ୬୬୨ ବର୍ଗ ଅଧ୍ୟାପକ। ଏନେଇ ନିଷ୍ପତ୍ତି ୬୬୨ ବର୍ଗ କଲେଜ ଅଧ୍ୟାପକ ସଂଘ ପକ୍ଷରୁ ନିଆଯାଇଛି। ସଂଘ ପକ୍ଷରୁ କୁହାଯାଇଛି ଯେ ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାୟନରେ ୬୬୨ ବର୍ଗ ଅଧ୍ୟାପକ ସହଯୋଗ କରିବେ। ମାତ୍ର ପ୍ରତୀକ ଧାରଣା

ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ବୌଦ୍ଧ ବନବିଭାଗରୁ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କାଠ

ପୁରୀ : ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ବୌଦ୍ଧ ବନବିଭାଗରୁ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ l ବୌଦ୍ଧ ଜିଲ୍ଲାରୁ ଏକ ଟ୍ରକ ଯୋଗେ ଶ୍ରୀକ୍ଷେତ୍ରରେ ୪୦ଫୁଟିଆ ୨୮ଖଣ୍ଡ ଧଉରା କାଠ ପହଞ୍ଚିଛି। ଆସିଥିବା ଏହି ଧଉରା କାଠରେ ଚକରେ ଲାଗିବାକୁ ଥିବା ଅଖ ନିର୍ମାଣ ହେବ। ଚଳିତ ବର୍ଷ

ଇଞ୍ଜେକ୍ସନ ଦେବା ପରେ ଗ୍ରାମରକ୍ଷୀଙ୍କ ମୃତ୍ୟୁ ଅଭିଯୋଗ

ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା। ବାଣପୁର ମେଡିକାଲରେ ଜଣେ ରୋଗୀଙ୍କୁ ଇଞ୍ଜେକ୍ସନ ଦେବା ପରେ ତାଙ୍କ ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି। ଖବର ମୁତାବକ କୋଳଥଡିହ ଗ୍ରାମର ପାଣ୍ଡବ ନାୟକ (୫୫), ଯିଏ କି ବାଣପୁର ଥାନାରେ ଗ୍ରାମରକ୍ଷୀ ଭାବେ

ଅଷ୍ଟପ୍ରହରୀ ପ୍ରସାଦ ଖାଇ ଶତାଧିକ ଅସୁସ୍ଥ: ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି

ସାଲେପୁର: ଅଷ୍ଟପ୍ରହରୀ ପ୍ରସାଦ ଖାଇ ଶତାଧିକ ଅସୁସ୍ଥ । କଟକ ଜିଲ୍ଲା ସାଲେପୁର ରାଇସୁଙ୍ଗୁଦା ଅଞ୍ଚଳରେ ଏହି ଘଟଣା ଘଟିଛି । ପ୍ରସାଦ ଖାଇବା ପରେ ଶତାଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସମସ୍ତ ଆକ୍ରାନ୍ତଙ୍କୁ ମାହାଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

୨-୩ ଡିଗ୍ରୀ ଯାଏ ବଢ଼ିବ ଦିନର ତାପମାତ୍ରା

ଭୁବନେଶ୍ୱର : ଆଗକୁ ରାଜ୍ୟରେ ପ୍ରବଳ ଖରା । ବଢ଼ିବ ପାରଦ । ସିଝିବ ଓଡ଼ିଶା । ଆହୁରି କଲବଲ କରିବ ତାତି । ଆଗାମୀ ୩-୪ ଦିନ ପରେ ରାଜ୍ୟରେ ତାପମାତ୍ରା ୨-୩ ଡିଗ୍ରୀ ଯାଏ ବଢ଼ିବ । ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଭାଗ । ୩-୪ ଦିନ ଯାଏ ରାଜ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ

OMDC କର୍ମଚାରୀଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର

ଯୋଡ଼ା: OMDC କର୍ମଚାରୀଙ୍କୁ ଗୁଳି । ଯୋଡ଼ା ବଡ଼ବିଲରେ OMDC କର୍ମଚାରୀଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର ହୋଇଛି । ଦାମୁହାଟିଂ ପାଖ ଇଲେକ୍ଟ୍ରିକ୍‌ ଗ୍ରୀଡ଼ ପଛପଟୁ ମିଳିଛି ମୃତଦେହ । ମୃତକ ହେଲେ ଦଲକି ବସ୍ତିର ଦୁଃଶାସନ ବାରିକ । ତାଙ୍କ ମୁଣ୍ଡରେ ଗୁଳି ବାଜିଛି । ମୃତଦେହ ନିକଟରେ

ସ୍କୁଲ ଗେଟ୍ ପଡ଼ି ୭ ବର୍ଷର ଶିଶୁର ମୃତ୍ୟୁ

ଆଠଗଡ଼ : ସ୍କୁଲ ଗେଟ୍ ପଡ଼ି ୭ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ଏପରି ଦୁଃଖଦ ଘଟଣା ଘଟିଛି କଟକ ଜିଲ୍ଲା ଆଠଗଡ଼ ବ୍ଲକ ଆଙ୍କୁଲା ସତ୍ୟବାଦୀ ନୋଡାଲ ୟୁପି ସ୍କୁଲରେ।ମୃତ ଶିଶୁ ଜଣକ ହେଲା ଚିକୁ ନାଏକ। ଗତକାଲି ଗୁଡ଼ ଫ୍ରାଇଡେ ଥିବାରୁ ସ୍କୁଲ୍‌ ବନ୍ଦ ରହିଥିଲା। ଗ୍ରାମର କିଛି ପିଲା