Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ସୌମ୍ୟା ରାୟ ଭଦ୍ରକ ଜିଲ୍ଲାରେ ଶ୍ରେଷ୍ଠ ସବ୍ଇନ୍ସପେକ୍ଟର…
ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନାରେ କାର୍ଯ୍ୟରତ ମହିଳା ଏସ ଆଇ ସୌମ୍ୟା ରାୟ ଜିଲ୍ଲାରେ ଶ୍ରେଷ୍ଠ ପୋଲିସ ଏସ ଆଇ ରୂପେ ପୁରସ୍କୃତ ହୋଇଛନ୍ତି।ଶନିବାର ଅନୁଷ୍ଠିତ ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ଏସ.ପି ବରୁଣ ଗୁଣ୍ଟୁ ପାଲି ତାଙ୍କୁ ପୁରସ୍କୃତ କରିଥିଲେ।
୨୦୧୭ ମସିହା!-->!-->!-->…
ନାବାଳକ ସମର୍ଥ ଅପହୃତ ଓ ହତ୍ୟା ମାମଲା, ଆଉ ଜଣେ ଅଟକ
ଝାରସୁଗୁଡ଼ା: ସରବାହାଲରୁ ନାବାଳକ ସମର୍ଥ ଅପହୃତ ଓ ହତ୍ୟା ମାମଲାରେ ଆଉ ଜଣେ ଅଟକ। ଝାରସୁଗୁଡ଼ା ପୋଲିସ ବୁର୍ଲାରୁ ଆଉ ଜଣକୁ ଉଠାଇ ନେଇ ଅଟକ ରଖିଛି। ଅପହରଣ ପରେ ସଂପୃକ୍ତ ବ୍ୟକ୍ତିଙ୍କ ଘରେ ସମର୍ଥକୁ ଲୁଚାଇ ରଖାଯାଇଥିବା ସୂଚନା ମିଳିଛି। ପୂର୍ବରୁ ଏହି ଘଟଣାରେ ଅଭିଯୁକ୍ତ ଅମିତ ଶର୍ମା!-->…
ଆସନ୍ତାକାଲି ଠାରୁ ବଦଳିବ ପାଗ, ଫେରିବ ତାତି
ଭୁବନେଶ୍ବର : ଆସନ୍ତାକାଲି ଠାରୁ ବଦଳିବ ପାଗ , ଫେରିବ ତାତି । କାଲି ଠାରୁ କୌଣସି ଜିଲ୍ଲାକୁ ସତର୍କତା ଜାରି କରାଯାଇନଥିବା ବେଳେ ଆଜି ରାତିରେ ପୁଣି ଏକ ପଶ୍ଚିମା ଝଡ ସକ୍ରିୟ ହେବାର ସମ୍ଭାବନା ରହିଛି ।ଗତ ୨୪ ଘଣ୍ଟା ମଧ୍ୟରେ ଟ୍ରପଲାଇନ୍ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା ।!-->…
ଅଟୋରୁ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର…
ଭୁବନେଶ୍ବର: ରମାଦେବୀ କଲେଜ ପରିସରରେ ଚାଞ୍ଚଲ୍ୟ। କ୍ୟାମ୍ପସରେ ମଧ୍ୟରେ ଅଟୋ ଭିତରେ ପଡି ରହିଛି ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ।।କ୍ୟାମ୍ପସ ଭିତରେ ଥିବା ଅଡିଟୋରିୟମ କଡରେ ଏକ ଅଟୋରୁ ଉଦ୍ଧାର ହୋଇଛି ମୃତଦେହ। ମୃତକଙ୍କ ବୟସ ପାଖାପାଖି ୩୦ରୁ ୪୦ବର୍ଷ ହେବ। ହାଫପ୍ୟାଣ୍ଟ ଓ ସାର୍ଟ!-->…
ଅଜଣା ଜନ୍ତୁ ଆକ୍ରମଣରେ ୩୫ ମେଣ୍ଢା ମୃତ…
ମହାକାଳପଡ଼ା: ୩୫ ମେଣ୍ଢା ମାରିଲା ଅଜଣା ଜନ୍ତୁ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଯଦୁପୁର ପଞ୍ଚାୟତ କଳାଗଡ଼ ଗାଁରେ ଅଜଣା ଜନ୍ତୁ ଆତଙ୍କ । କଳାଗଡ ଗାଁର ମହନି ଦାସଙ୍କ ଗୁହାଳରେ ବିଳମ୍ବିତ ରାତିରେ ୩୦ରୁ ଉର୍ଦ୍ଧ୍ଵ ମେଣ୍ଢା ଅଜଣା ଜନ୍ତୁ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି ।
!-->!-->!-->…
ବାପାକୁ ଗୁଳି ମାରିଲା ପୁଅ
ସୁବର୍ଣ୍ଣପୁର: ରକ୍ତ ସମ୍ପର୍କରେ ରକ୍ତ ଛିଟା। ବାପାକୁ ଗୁଳି ମାରିଲା ପୁଅ। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଚିନାଜୁରି ଗାଁରେ ଏହି ଘଟଣା ଘଟିଛି। ଘରୋଇ କଳହକୁ କେନ୍ଦ୍ରକରି ପୁଅ ଗଙ୍ଗାଜଳ ମେହେର ବାପା ବିକ୍ରମ ମେହେରକୁ ଚଢ଼େଇ ମରା ବନ୍ଧୁକରେ ଗୁଳି କରିଥିବା ଅଭିଯୋଗ ହୋଇଛି।
!-->!-->!-->…
ଟ୍ରକକୁ ପଛ ପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ, ୮ ଆହତ…
ଭଦ୍ରକ: ଟ୍ରକକୁ ପଛ ପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ। ୮ ଜଣ ଆହତ। ଏପରି ଘଟଣା ଘଟିଛି ୧୬ ନମ୍ବର ଜାତୀୟ ରାଜପଥ ଭଦ୍ରକ ଟାଉନ ଥାନା ଅଧିନସ୍ଥ କଲ୍ୟାଣୀ ହୋଟେଲ ସମୁଖରେ। ଗତ କାଲି ରାତିରେ ଭୁବନେଶ୍ୱରରୁ କଲିକତା ଅଭିମୁଖେ ଗୋଟିଏ ଯାତ୍ରୀବାହୀ ବସ ପ୍ରାୟ ୧୫/୨୦ ଜଣ ଯାତ୍ରୀଙ୍କୁ ନେଇ!-->…
ଆସନ୍ତାକାଲି ଯାଏଁ ରାଜ୍ୟର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହିତ ବର୍ଷା ଆଶଙ୍କା…!
ଭୁବନେଶ୍ବର: ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତାକାଲି ଯାଏଁ ରାଜ୍ୟର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହିତ ବର୍ଷା ହେବାର ଆଶଙ୍କା ରହିଛି। ଏନେଇ ସ୍ବତନ୍ତ୍ର ରିଲିଫ କମିସନ (ଏସ୍ଆରସି) ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏସ୍ଆରସି ପକ୍ଷରୁ ଏନେଇ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ!-->…
ମେଟ୍ରୋ ରେଳ ପ୍ରକଳ୍ପ ବିଶ୍ବସ୍ତରୀୟ ହେବ, ସଂପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କ ସମ୍ବଳରେ ନିର୍ମାଣ ହେବ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ମହାନ ଜନନାୟକ ବିଜୁବାବୁ ଚାହୁଁଥିଲେ ଏକ ସଶକ୍ତ ଓଡ଼ିଶା। ସେହି ଦିଗରେ ମେଟ୍ରୋ ରେଳ ପ୍ରକଳ୍ପ ଏକ ବହୁତ ବଡ଼ ପଦକ୍ଷେପ ହୋଇପାରିଛି। ଏହା ଏକ ସଶକ୍ତ ଓ ନୂଆ ଓଡ଼ିଶା ପାଇଁ ଭିତ୍ତି ପକାଇଲା। ଓଡ଼ିଶା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ!-->…
ବିଜେଡିରୁ ପ୍ରାର୍ଥୀ ହେଲା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଦୀପାଳି
ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ନାମ ଘୋଷଣା ପରେ ଦୀପାଳି ଦାସ ଶନିବାର ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ଏହି ଅବସରରେ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ପାଇଁ ଆସିଥିଲି। ବିଜେଡି ସବୁବେଳେ ଗୋଟେ ଦକ୍ଷ ଦଳ। ବାପାଙ୍କ ପରେ ଦଳ!-->…