Browsing Category

ଓଡିଶା

ଡାକ୍ତରଖାନା ତାଜାରୁ ଉଦ୍ଧାର ହେଲେ ରୋଗୀ

ଝାରସୁଗୁଡ଼ା : ଡାକ୍ତରଖାନା ତାଜାରୁ ଉଦ୍ଧାର ହେଲେ ରୋଗୀ। ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟର ପଞ୍ଚମ ମହଲାକୁ ଚଢିଯାଇଥିଲେ ଜଣେ ମାନସିକ ରୋଗୀ । କେତେବେଳେ ବି ଜୀବନ ଚାଲିଯିବାର ଭୟ ଥିଲା । ତେବେ ଖବର ପାଇ ଅଗ୍ନିଶମ ବାହିନୀ ଡାକ୍ତରଖାନାରେ ପହଞ୍ଚି ରୋଗୀ ଜଣକୁ ଉଦ୍ଧାର କରିଛନ୍ତି ।

ମହାନଦୀ ପ୍ରସଙ୍ଗ: ମୋସନ ଆକାରରେ ଆଲୋଚନା ପାଇଁ ଦାବି କଲେ ବିରୋଧୀ ଦଳ ନେତା

ଭୁବନେଶ୍ବର: ଆଜି ବିଧାନସଭାରେ ଶୂନ୍ୟକାଳରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ମହାନଦୀ ପ୍ରସଙ୍ଗ ଉଠାଇଛନ୍ତି। ମହାନଦୀ ପ୍ରସଙ୍ଗ ଉପରେ ମୋସନ ଆକାରରେ ଆଲୋଚନା ହେଉ ଓ ବିଭାଗୀୟ ମନ୍ତ୍ରୀ ଉତ୍ତର ରଖନ୍ତୁ ବୋଲି ସେ ଦାବି କରିଛନ୍ତି। ବିରୋଧୀ ଦଳ ନେତା କହିଛନ୍ତି, ଗତ ୨୦୧୭ ମସିହା

ହଷ୍ଟେଲରେ ଇଞ୍ଜିନିୟରିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର…

ଯାଜପୁର : ଜୀବନ ହାରିଲେ ପଲିଟେକନିକ୍‌ ଛାତ୍ରୀ । ହଷ୍ଟେଲ ରୁମ୍‌ରେ ଝୁଲି ପଡ଼ିଲେ । ଯାଜପୁର ସରକାରୀ ପଲିଟେକନିକ୍‌ର ବିରଜା ହଷ୍ଟେଲରେ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ହଷ୍ଟେଲ ରୁମରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ମୃତଦେହ । ତାଙ୍କ ନାଁ ରୋଜାଲିନ୍‌ ପାତ୍ର ଓ

ଧରାପଡିଲେ ନାବାଳକ ବାଇକ ଆରୋହୀ, କଟିଲା ୫୦ ହଜାର ଫାଇନ…

ରାୟଗଡା: ନାବାଳକ ବାଇକ ଚାଳକଙ୍କୁ ୫୦ ହଜାର ଫାଇନ୍‌। ଦୁଇ ଜଣ ନାବାଳକ ଚାଳକଙ୍କୁ ଧରି ଫାଇନ ଆଦାୟ କରିଛି RTO। ରାୟଗଡ଼ା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଚେକିଂ ଜୋରଦାର ଚାଲିଥିବାବେଳେ ଏହି ଫାଇନ୍‌ ଆଦାୟ କରାଯାଇଛି। ରାୟଗଡ଼ା କଲେଜ ରୋଡ଼ ନିକଟରେ ଉଭୟଙ୍କଠାରୁ ଜରିମାନା ଆଦାୟ

ସିଆରପିଏଫ ଜବାନଙ୍କ ଆତ୍ମହତ୍ୟା…

ପଦ୍ମପୁର : ସିଆରପିଏଫ ଜବାନଙ୍କ ଆତ୍ମହତ୍ୟା। ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ସିଆରପିଏଫ କ୍ୟାମ୍ପରେ କାର୍ଯ୍ୟରତ ଜବାନ ପ୍ରଶନ୍ନଜିତ ପାଳ ଡ୍ୟୁଟିରେ ଥିବା ସମୟରେ ନିଜ ବନ୍ଧୁକରେ ନିଜେ ଗୁଲିକରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ସିଆରପିଏଫ ଜବାନ ଜଣକଙ୍କ ଡ୍ୟୁଟି ରାତି ୧୦ ଟା

ବିଧାନସଭାରେ ଆଗତ ହେଲା ଆପାର୍ଟମେଣ୍ଟ ବିଧେୟକ

କଟକ : ଆସିଲା ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ବିଧେୟକ । ବିଧାନସଭାରେ ଆଗତ ହେଲା ଆପାର୍ଟମେଣ୍ଟ ବିଧେୟକ । ବିଲ୍‌ରେ ପ୍ରମୋଟର ଓ ଆପାର୍ଟମେଣ୍ଟ ମାଲିକଙ୍କ ପାଇଁ ଦାୟିତ୍ୱ । ଆପାର୍ଟମେଣ୍ଟ ମାଲିକଙ୍କ ଦାୟିତ୍ୱ- ସଂଘର ନିୟମକୁ ମାନି ଚଳିବା । ଆପାର୍ଟମେଣ୍ଟରେ କୌଣସି

ଓଲିଉଡ ହିରୋ ଅଜିତାଭ ମଲ୍ଲିକ ଗିରଫ

ଭୁବନେଶ୍ୱର: ହିରୋ ଚାର୍‌ ସୋ ବିଶ୍‌ । ରିଲ୍‌ରେ ହିରୋ ହେଲେ ରିଅଲ ଲାଇଫରେ ଭିଲେନ୍‌ । ଏଭଳି ଜଣେ ଠକ ହିରୋକୁ ଗିରଫ କରିଛି କମିଶନରେଟ ପୋଲିସ । ଓଲିଉଡ ହିରୋ ଅଜିତାଭ ମଲ୍ଲିକଙ୍କୁ ବାନ୍ଧିଲା ଖଣ୍ଡଗିରି ଥାନା ପୋଲିସ । ଘର ବିକ୍ରି ନାଁରେ ମହିଳା ଅଧ୍ୟାପକଙ୍କ ଠାରୁ ୮୫ ଲକ୍ଷ ଟଙ୍କା

ଅଶୋକାଷ୍ଟମୀ ଅବସରରେ ୨୯ରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସରକାରୀ ଅନୁଷ୍ଠାନ ଛୁଟି…

ଭୁବନେଶ୍ବର: ଆସନ୍ତା ୨୯ ତାରିଖରେ ଅଶୋକାଷ୍ଟମୀ ଅବସରରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସରକାରୀ ଅନୁଷ୍ଠାନ ଛୁଟି ରହିବ। କେନ୍ଦ୍ରାଞ୍ଚଳ ଆରଡିସି ପକ୍ଷରୁ  ସୋମବାର ଏହି ଘୋଷଣା କରାଯାଇଛି। ଲୋକାଲ ହଲିଡେ ପାଇଁ ସେହିଦିନ (ବୁଧବାର) ଖୋର୍ଦ୍ଧା ଜିଲ୍ଲାର ସବୁ ସରକାରୀ କାର୍ଯ୍ୟାଳୟ ଛୁଟି ରହିବ ବୋଲି

ନକଲି ପ୍ରମାଣପତ୍ର ମାମଲା: ମାଷ୍ଟରମାଇଣ୍ଡ ଓ ସହଯୋଗୀଙ୍କ ସମେତ ୧୯ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବଲାଙ୍ଗୀର: ନକଲି ପ୍ରମାଣପତ୍ର ମାମଲାରେ ବଲାଙ୍ଗୀର ପୁଲିସ ମାଷ୍ଟରମାଇଣ୍ଡ ମନୋଜ ମିଶ୍ର ଓ ସହଯୋଗୀ ଆଲୋକ ଉଦଗାତାଙ୍କ ସମେତ ୧୯ ଜଣଙ୍କୁ  ସୋମବାର କୋର୍ଟ ଚାଲାଣ କରିଛି। ମନୋଜ ମିଶ୍ର ଓ ଆଲୋକ ଉଦଗାତାଙ୍କ ସମେତ ନକଲି ସାର୍ଟିଫିକେଟ କିଣି ଯେଉଁମାନେ ଡାକବିଭାଗରେ ପଦବି ଆବେଦନ କରିଥିଲେ

୩୦ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ତାଲିକା ଘୋଷଣା ବିଜେଡି…

ଭୁବନେଶ୍ୱର: ୨୦୨୪ ନିର୍ବାଚନ ପୂର୍ବରୁ ଜିଲ୍ଲାସ୍ତରରେ ସାଂଗଠନିକ ସ୍ଥିତି ସୁଦୃଢ଼ କରୁଛି ବିଜେଡି । ୩୦ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ତାଲିକା ଘୋଷଣା କରିଛି ଦଳ । ଏମାନଙ୍କ ଭିତରେ ଅଛନ୍ତି ୨୦ ଜଣ ମନ୍ତ୍ରୀ ଓ ବିଧାୟକ । ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର ଓ ସମ୍ବଲପୁର ଜିଲ୍ଲା ବିଜେଡି