Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବେଲପାହାଡ ରେଳ ଷ୍ଟେସନରେ ଟ୍ରେନ ରହଣି ଦାବି
ଝାରସୁଗୁଡ଼ା : ଝାରସୁଗୁଡ଼ା ରେଳ ରୋକ ଆନ୍ଦୋଳନରେ ଆଜି ବେଲପାହାଡ଼ ବନ୍ଦ। ସକାଳ ୭ଟାରୁ ଆରମ୍ଭ ହୋଇଛି ରେଳ ରୋକ ଆନ୍ଦୋଳନ। ବେଲପାହାଡ ଲଖନପୁର ରେଳ ୟୁଜର ଫୋରମ ଏହି ରେଳ ରୋକ ଆନ୍ଦୋଳନ ଡାକରା ଦେଇଛି।
ବେଲପାହାଡ ରେଳ ଷ୍ଟେସନରେ ୯ଟି ଟ୍ରେନର ରହଣି ଦାବିରେ ଏହି ପ୍ରତିବାଦ!-->!-->!-->…
ମହାପ୍ରଭୁଙ୍କ ଦର୍ଶନ କଲେ ମମତା ବାନାର୍ଜୀ…
ପୁରୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ସେ ନିଜ କୌଳିକ ଗୁରୁ,କୌଳିକ ପଣ୍ଡା,ଦଇତାପତି ଓ ସମସ୍ତଙ୍କୁ ନେଇ ଦର୍ଶନ ପାଇଁ ଯାଇଥିଲେ । ରତ୍ନସିଂହାସନ ସ୍ଥିତ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ ।!-->…
ସୋନପୁର ଦୁର୍ଘଟଣାରେ ୩ ଛାତ୍ରଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ କଲେ ଦୁଃଖ ପ୍ରକାଶ…
ସୋନପୁରର :ସଦର ବ୍ଲକ୍ର ଶରଧାବାଲି ସ୍କୁଲଠାରେ କାର୍ ଦୁର୍ଘଟଣାରେ ୩ ଜଣ ଛାତ୍ର ପ୍ରାଣ ହରାଇବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ଛାତ୍ରମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୩!-->…
ଦୁଇ ବର୍ଷର ପୁଅକୁ ୧୮ ହଜାର ଟଙ୍କାରେ ବିକି ଦେଲା ବାପା…
ଭଦ୍ରକ:ଦୁଇ ବର୍ଷର ପୁଅକୁ ୧୮ ହଜାର ଟଙ୍କାରେ ବିକି ଦେଲା ବାପା! ଏପରି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଞ୍ଚଳରୁ। ଏନେଇ ଅଭିଯୋଗ ହେବା ପରେ ପୁଲିସ୍ ମାମଲା ରୁଜୁ କରି ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରୁ ଛୁଆକୁ ଉଦ୍ଧାର କରିଛି।
ସୀମାରାଣୀ ଦାସଙ୍କୁ ବିବାହ କରିଥିଲେ!-->!-->!-->…
ମୁଖ୍ୟମନ୍ତ୍ରୀଙ୍କ ବିବୃତିକୁ ସମାଲୋଚନା କଲେ ଜୟନାରାୟଣ, ନରସିଂହ
ଭୁବନେଶ୍ବର: ଶୂନ୍ୟକାଳରେ ଗତକାଲି ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତିକୁ ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ସେ କହିଛନ୍ତି, ଓଡିଶାକୁ ପୁଞ୍ଜି ନିବେଶ ଆସିଥିବା ନେଇ ଆଇନଶୃଙ୍ଖଳା ଠିକ ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ କ’ଣ ରାଜ୍ୟ ସରକାରଙ୍କ!-->…
ସୂର୍ଯ୍ୟ ଉଇଁବ, ସୂର୍ଯ୍ୟ ଅସ୍ତ ହେବ କିନ୍ତୁ ତମ କଞ୍ଜୁସ୍ ଓ ତମ ଖଡୁଶ୍ ଆଉ ନଥିବ: ଡିଜେ ଆଜେକ୍ସଙ୍କ ଶେଷ କଥା
ଭୁବନେଶ୍ବର: ମୃତ୍ୟୁ ପୂର୍ବରୁ ଆଜେସ୍କଙ୍କ ଶେଷ ଇମେଲ୍ । ସାମ୍ନାକୁ ଆସିଲା ଡିଜେ ଆଜେକ୍ସଙ୍କ ଆତ୍ମହତ୍ୟା ପୂର୍ବର ପ୍ରେମିକାକୁ ଶେଷ ଇମେଲ୍ । ମୃତ୍ୟୁ ପୂର୍ବରୁ ପ୍ରେମିକା ଜିଜ୍ଞାସାଙ୍କୁ ଶେଷ ଇମେଲ୍ କରିଥିଲେ ଆଜେସ୍କ । ଭାବବିହ୍ଵଳ ହୋଇ କିଛି ଫଟୋ ଓ ଅଡିଓ ପଠାଇଥିଲେ । ଅଡିଓରେ ଥିଲା!-->…
୪ ଛାତ୍ରଙ୍କ ଉପରେ ମାଡ଼ିଗଲା କାର, ୩ ମୃତ
ସୁବର୍ଣ୍ଣପୁର: ସ୍କୁଲ ସାମ୍ନାରେ ୪ ଛାତ୍ରଙ୍କ ଉପରେ ମାଡ଼ିଗଲା କାର୍। ଦୁର୍ଘଟଣାରେ ୩ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛି। ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ସୁବର୍ଣ୍ଣପୁର-ବିନିକା ରାସ୍ତା ଶରଧାପାଲି ଛକରେ ଥିବା ଶରଧାପାଲି ସରକାରୀ ଉଚ୍ଚ ବିଦ୍ୟାଳୟ ସାମ୍ନାରେ ଏହି!-->…
ସରକାରଙ୍କ ଜାଗା ମିଶନ ତାଲିକାରେ ଦୁଇମହଲା କୋଠା, ଦୋକାନ ମାଲିକଙ୍କ ନାମ ରହିଛି : ବିଜୟ ପଟ୍ଟନାୟକ
ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଜାଗା ମିଶନରେ ଦୁର୍ନୀତି ନେଇ ମତ ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ। ସେ ନିଜର ମତ ରଖି କହିଛନ୍ତି, ‘ସାରା ଓଡ଼ିଶାରେ ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ୧୮ ଲକ୍ଷ ଲୋକ ବସ୍ତିରେ ବସବାସ କରନ୍ତି। ରାଜ୍ୟ ସରକାର ବସ୍ତି ଲୋକଙ୍କୁ ଜାଗା ମିଶନରେ!-->…
ଶିକ୍ଷକ ଅଭାବ ନେଇ ଗୃହରେ ଉଦ୍ବେଗ…
ଭୁବନେଶ୍ବର: ସ୍କୁଲ ରୂପାନ୍ତରୀକରଣକୁ ନେଇ ବିଧାନସଭାରେ ଜୋର୍ଦାର ଆଲୋଚନା ହୋଇଛି। ରାଜ୍ୟରେ ଶିକ୍ଷକ ଅଭାବ ନେଇ ଗୃହରେ ଉଦବେଗ ଦେଖାଦେଇଛି। ଉଭୟ ବିରୋଧୀ ଓ ଶାସକ ଦଳର ବିଧାୟକ ଅଭିଯୋଗ ଆଣିଛନ୍ତି ଯେ ସ୍କୁଲ ରୂପାନ୍ତରିତ ହେଉଛି କିନ୍ତୁ ଶିକ୍ଷକ ନାହାନ୍ତି। ଏ ନେଇ ଅଭିଯୋଗ ଆଣି!-->…
ସର୍ବସାଧାରଣ ସ୍ଥାନକୁ ପୋଷା କୁକୁର ମନା…
ଭୁବନେଶ୍ୱର: ଏଣିକି ରାଜଧାନୀ ରାସ୍ତା କଡ଼ରେ ଝାଡ଼ା ଫେରିପାରିବେନି ପୋଷା କୁକୁର। ଯଦି କୌଣସି ମାଲିକ ତାଙ୍କ କୁକୁରଙ୍କୁ ଏଭଳି କାର୍ଯ୍ୟ କରାଉଥିବାର ନଜର ଆସନ୍ତି, ତାଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ। ଖାଲି ସେତିକି ନୁହେଁ ସର୍ବସାଧାରଣ ସ୍ଥାନକୁ ମଧ୍ଯ ପୋଷା କୁକୁର ନେବାକୁ ମନା।!-->…