Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଉପାନ୍ତ ଅଞ୍ଚଳରେ ଶ୍ରମିକ ବଦଳେ ମେସିନ୍ କରୁଛି କାମ : ପ୍ରଶାସନ ଏଠି ଧୃତରାଷ୍ଟ୍ର, ଶ୍ରମିକ ଏଠାରେ ଜଳକା…!
ଧର୍ମକୁ ଆଖିଠାର ନୀତି ରେ ମନରେଗା ଯୋଜନା...
ଭୁବନେଶ୍ବରରେ ପହଞ୍ଚିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ…
ଭୁବନେଶ୍ବର/ପୁରୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ଗସ୍ତ କାଳରେ ସେ ଶ୍ରୀକ୍ଷେତ୍ରରେ ପ୍ରାୟ ୪୮ ଘଣ୍ଟା ବିତାଇବେ। ସେ ୨୨ ତାରିଖ ଅପରାହ୍ ୪ଟାରେ ମହାପ୍ରଭୁଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବେ। ପରେ ସେ ବଙ୍ଗାଳି!-->…
୨୦୨୫ ମସିହା ସୁଦ୍ଧା ଓଡ଼ିଶା ଯକ୍ଷ୍ମା ମୁକ୍ତ ରାଜ୍ୟ ହେବ: ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ…
ଭୁବନେଶ୍ବର: ୨୦୨୫ ମସିହା ସୁଦ୍ଧା ଓଡ଼ିଶା ଯକ୍ଷ୍ମା ମୁକ୍ତ ରାଜ୍ୟ ହେବ। ଖୁବ ଶୀଘ୍ର ରାଜ୍ୟର ସବୁ ବ୍ଲକରେ ଯକ୍ଷ୍ମା ଚିହ୍ନଟ ପାଇଁ ମଡ୍ୟୁଲାର ଡାଇଗୋନୋସିସ୍ ମେସିନ ଉପଲବ୍ଧ ହେବ। ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା!-->…
ଓଡ଼ିଶା-ଆନ୍ଧ୍ର ସୀମାରେ ବ୍ୟାପକ ମାଓ ସାମଗ୍ରୀ ଜବତ…
କୋରାପୁଟ: ବ୍ୟାପକ ମାତ୍ରାରେ ମାଓ ସାମଗ୍ରୀ ଜବତ କରିଛି କୋରାପୁଟ ପୁଲିସ। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନାକୁ ଆଧାର କରି କୋରାପୁଟ ଏସ୍ପିଙ୍କ ନିର୍ଦେଶ କ୍ରମେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସୀମାନ୍ତ ଅଞ୍ଚଳରୁ ଏହି ମାଓ ସାମଗ୍ରୀ ଜବତ ହୋଇଛି।
ସର୍ଚ୍ଚ ଅପରେସନରେ ଡିଭିଏଫ୍ ଯବାନ ଓ!-->!-->!-->…
ବାଲେଶ୍ୱରରେ ବଡ଼ ଧରଣର ସେକ୍ସ ରାକେଟର ପର୍ଦ୍ଧାଫାଶ
ବାଲେଶ୍ୱର : ବାଲେଶ୍ୱର ପୋଲିସ ଏକ ବଡ଼ ଧରଣର ସେକ୍ସ ରାକେଟର ପର୍ଦ୍ଧାଫାଶ କରିଛି । ସେକ୍ସ ରାକେଟ ସହ ରହିଛି ବାଂଲାଦେଶ ଲିଙ୍କ୍ । ସେକ୍ସ୍ ରାକେଟ ଅଭିଯୋଗ ରେ ବାଲେଶ୍ର ପୋଲିସ ଦ୍ଵାରା ୧୩ ଗିରଫ ହୋଇଥିବା ବେଳେ ବାଲେଶ୍ର ଜିଲ୍ଲା ପୋଲିସ ମୁଖ୍ଯାଳୟରେ ବାଲେଶ୍ର ଏସ ପି!-->…
ବିଜେପିର ପ୍ରଶ୍ନ ୫-ଟି କେମିତି ସିଏମଓ ହେଲେ, ବିଜେଡି ଉଠାଇଲା କେନ୍ଦ୍ରର ୫ କେଜି ଚାଉଳ କାଟିବା ପ୍ରସଙ୍ଗ…
ଭୁବନେଶ୍ବର: ଆଜି ବିଧାନସଭାର ଶୂନ୍ୟକାଳରେ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି। ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଥିଲେ, ୫-ଟି କେମିତି ସିଏମଓ ହେଲେ। ସେ ମୁଖ୍ୟମନ୍ତ୍ରୀଙ୍କ ସଚିବ ହୋଇପାରନ୍ତି କିନ୍ତୁ ସିଏମଓ କେମିତି ହେବେ। ଜଣେ ବିଧାୟକ ନିଜକୁ ତାଙ୍କର କ୍ରୀତଦାସ ବୋଲି!-->…
ଆସିଲା ଡିଜେ ଆଜେକ୍ସଙ୍କର ପୋଷ୍ଟମର୍ଟମ ରିପୋର୍ଟ, ଶ୍ୱାସରୁଦ୍ଧରୁ ହୋଇଛି ମୃତ୍ୟୁ
ଭୁବନେଶ୍ୱର: ଶ୍ୱାସରୁଦ୍ଧରୁ ଡିଜେ ଆଜେକ୍ସଙ୍କ ମୃତ୍ୟୁ। ପୋଷ୍ଟମୋର୍ଟମ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ଆଜେକ୍ଚଙ୍କ ବେକରେ ରହିଛି ଦୌଡି ଚିହ୍ନ। ପୋଲିସ ଜବତ କରିଥିବା ମୃତଦେହ ବ୍ୟବଛେଦ ରିପୋର୍ଟରୁ ଏହା ଜଣାପଡିଛି।
ସେପଟେ ଗତ ୧୭ ତାରିଖରେ ପ୍ରେମିକାଙ୍କୁ ଏକାଧିକ ଥର କଲ କରିଥିଲେ!-->!-->!-->…
ନିର୍ମାଣଧିନ ସେତୁରେ ପିଟିହେଲା ଆମ୍ବୁଲାନ୍ସ; ରୋଗୀ ମୃତ,୩ ଆହତ
ନୂଆପଡା : ନୂଆପଡା ଜିଲ୍ଲା ବୋଡେ଼ନ ଥାନା ଅନ୍ତର୍ଗତ ବିରେସକେଲା ଗାଁ ନିକଟରେ ରୋଗୀଙ୍କୁ ନେଇ ଫେରୁଥିବା ଆମ୍ବୁଲାନ୍ସ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଛି । ବିଜୁ ଏକ୍ସପ୍ରେସ ୱେ ରାସ୍ତାରେ ନିର୍ମାଣଧୀନ ସେତୁରେ ଆମ୍ବୁଲାନ୍ସ ଗାଡି ପିଟିହୋଇ ଦୁର୍ଘଟଣାଗ୍ରସ୍ତ ଘଟିଛି।ଘଟଣାସ୍ଥଳରେ ଜଣେ!-->…
ବାଲିଗଦାରେ ପାଣି ଢାଳି ଦେବାରୁ ରକ୍ତାକ୍ତ ସଂଘର୍ଷ
ପୁରୀ: ଘର ଆଗରେ ଥିବା ବାଲିଗଦାରେ ପାଣି ପକାଇବାକୁ ନେଇ ଦୁଇ ପଡ଼ୋଶୀଙ୍କ ଭିତରେ ରକ୍ତାକ୍ତ ସଂଘର୍ଷ। ଖଣ୍ଡା ଚୋଟରେ ରକ୍ତାକ୍ତ ହୋଇ ଜଣେ ଯୁବକ ଗୁରୁତର ଅବସ୍ଥାରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ପୁରୀ କଣ୍ଠପୁରର କାଶିପୁର ଗ୍ରାମରେ ଆଜି ଏହି ଘଟଣା ଘଟିଛି।
!-->!-->!-->…
ସବୁ ଜାଗାରେ ୫-ଟିର ଆବଶ୍ୟକତା କଣ? : ବିରୋଧୀ ଦଳ ନେତା
ଭୁବନେଶ୍ବର: ଆଜି ବିଧାନସଭାର ଶୂନ୍ୟକାଳରେ ହଟ୍ଟଗୋଳ ହେବାପରେ ଗୃହ ବାହାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏଥିନେଇ ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ, ୫-ଟି କହିଲାମାନେ ସେମାନେ କୋଉ ଦିଗକୁ ନେଇଯାଉଛନ୍ତି, ମୁଁ ଜାଣି ପାରୁନି। ୫-ଟିର ସବୁ ଜାଗାରେ ଆବଶ୍ୟକତା କଣ? ଜଣେ କହିଲେ ୫-ଟି!-->…