Browsing Category

ଓଡିଶା

ଜାତୀୟ ଜଳପଥ-୫ ଏବଂ ୬୪ ର ବିକାଶ ତଥା କାର୍ଯ୍ୟକ୍ଷମ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ବର: ଭାରତୀୟ ଆଭ୍ୟନ୍ତରୀଣ ଜଳପଥ ପ୍ରାଧିକରଣ (IWAI), ଓଡ଼ିଶା ସରକାର, ପାରାଦୀପ ବନ୍ଦର ପ୍ରାଧିକରଣ (PPA) ଏବଂ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (MCL) ମଧ୍ୟରେ ମୁମ୍ବାଇର NESCO ଗ୍ରାଉଣ୍ଡରେ ଅନୁଷ୍ଠିତ ଇଣ୍ଡିଆ ମେରିଟାଇମ୍ ୨୦୨୫ ସମୟରେ ଜାତୀୟ ଜଳପଥ-୫ (NW–୫) ଏବଂ ଜାତୀୟ

ବିଦ୍ୟୁତ ଖୁଣ୍ଟ ପଡି ଛାତ୍ର ଗୁରୁତର

ସୋର : ସୋର ବ୍ଲକ ସରଶଙ୍ଖ ଗାଁରେ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ ଖୁଣ୍ଟ ପଡି ଜଣେ ନବମ ଶ୍ରେଣୀ ଛାତ୍ର ଗୁରୁତର ହୋଇଛନ୍ତି। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ସୋର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ଆଜି ସକାଳେ ନବମ ଶ୍ରେଣୀ ଛାତ୍ର ଦେବାଶିଷ ବେହେରା ଅନ୍ୟ ସହପାଠୀଙ୍କ ସହ

ନଭେମ୍ବର ୧ରୁ ତହସିଲ ଅଫିସରେ ଜମି କିଣାବିକା

ଭୁବନେଶ୍ୱର : ନଭେମ୍ବର ୧ରୁ ତହସିଲ ଅଫିସରେ ହୋଇପାରିବ ଜମି କିଣାବିକା  । ପ୍ରଥମେ ୪୪ଟି ତହସିଲ ଅଫିସରେ ଜମି କିଣାବିକା ଆରମ୍ଭ ହେବ। ପରେ ଡିସେମ୍ବରରେ ବାକି ୨୭୩ ତହସିଲରେ ସମସ୍ତ ସେବା ଆରମ୍ଭ ହେବ । ନଭେମ୍ବର ୧ ରେ ମୁଖ୍ୟମନ୍ତ୍ରୀ ଏହାର ଶୁଭରମ୍ଭ କରିବେ। ଏଣିକି ଅନଲାଇନରେ ସ୍ଲଟ ବୁକ୍

ନିଶାମୁକ୍ତ ହେବ କଲେଜ କ୍ୟାମ୍ପସ, ମାର୍ଗଦର୍ଶିକା ଜାରି କଲା UGC

ଭୁବନେଶ୍ୱର : କଲେଜ କ୍ୟାମ୍ପସ ହେବ ନିଶାମୁକ୍ତ । ପ୍ରତି କ୍ୟାମ୍ପସରେ ରହିବେ Anti – drugs inspector । ଏନେଇ ମାର୍ଗଦର୍ଶିକା ଜାରି କରିଛି UGC । ସେହି ଆଧାରରେ ରାଜ୍ୟ ସରକାର ସପ୍ତାହ ବ୍ୟାପୀ ବିଭିନ୍ନ କଲେଜ ଓ ବିଶ୍ବ ବିଦ୍ୟାଳୟମାନଙ୍କରେ ଆଲୋଚନା ସହିତ

କାଦୁଆ ନଦୀକୁ ଖସି ପଡିଲା ଲକ୍ଷ୍ମୀ ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଗୋପ: ଭାରସାମ୍ୟ ହରାଇ ଓଲଟିଲା ଲକ୍ଷ୍ମୀ ବସ୍ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । କାକଟପୁର କୋଣାର୍କ ଅଭିମୁଖେ ଯାଉଥିବା କାଦୁଆ ନଦୀ ଭିତରକୁ ଖସି ପଡିଛି ଲଷ୍ମୀବସ । ଭାରସାମ୍ୟ ହରାଇ ଲକ୍ଷ୍ମୀ ବସ୍‌ ନଦୀକୁ ଖସି ପଡ଼ିଛି। ଷ୍ଟିୟରିଙ୍ଗ ଫେଲ ହେବା ଯୋଗୁଁ ଏଭଳି ଦୁର୍ଘଟଣା ହୋଇଥିବା ନେଇ

ପୋଲିସ ଏସଆଇ ନିଯୁକ୍ତି ଜାଲିଆତି ଘଟଣା, ଜେଲରୁ ବାହାରିଲେ ୧୧୪ ପରୀକ୍ଷାର୍ଥୀ

ବ୍ରହ୍ମପୁର: ପୋଲିସ ଏସଆଇ ନିଯୁକ୍ତି ଜାଲିଆତି ଘଟଣାରେ ମୁକୁଳିଲେ ପରୀକ୍ଷାର୍ଥୀ । ଦୀର୍ଘ ୧ ମାସ ପରେ ମଣ୍ଡଳ କାରାଗାରରୁ ବାହାରିଲେ ୧୧୪ ପରୀକ୍ଷାର୍ଥୀ ।  ଗତକାଲି ୧୧୪ ଜଣଙ୍କୁ ଜାମିନ ଆବେଦନକୁ ମଞ୍ଜୁର କରିଥିଲେ ବ୍ରହ୍ମପୁର ଭିଜିଲାନ୍ସ କୋର୍ଟ । କ୍ରାଇମବ୍ରାଞ୍ଚ କେସ୍ ଡାଏରୀ ତଥା ସିଡ଼ି

ସ୍କୁଟି ଡିକି ଭାଙ୍ଗି ୧୦ ଲକ୍ଷ ଟଙ୍କା ଲୁଟ୍

ଚୌଦ୍ବାର: ଡିକି ଭାଙ୍ଗି ଲୁଟିନେଲେ । ଘର ଆଗରୁ ଡିକି ଭାଙ୍ଗି ୧୦ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଚୌଦ୍ବାର ନପଙ୍ଗ ପଞ୍ଚାୟତ ଇଟୁଆ ଗାଁ କୋର କୋର ସାହିରୁ ଲୁଟ୍ ହୋଇଛି। ରବିନ୍ଦ୍ର କୁମାର ତ୍ରିପାଠୀ ନାମକ ଜଣେ ବ୍ୟକ୍ତି ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରି ଅଗମାରେ ଗାଡ଼ି ରଖିବା

ବସକୁ ଧକ୍କା ଦେଲା ଟ୍ରକ, ୩ ଯାତ୍ରୀ ଗୁରୁତର

ବାଲେଶ୍ୱର: ପିଛା ଛାଡୁନି ବସ୍‌ ଦୁର୍ଘଟଣା । ଘରୋଇ ଯାତ୍ରୀବାହୀ ବସକୁ ଧକ୍କା ଦେଇଛି ଟ୍ରକ୍‌ । ଏଥିରେ ୩ଯାତ୍ରୀ ଗୁରୁତର ହୋଇଛନ୍ତି । ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ୬୦ନମ୍ବର ଜାତୀୟ ରାଜପଥର ଯୁଣବଳଦା ଛକ ନିକଟରେ ଦୁର୍ଘଟଣା ଘଟିଥିଲା । ଏହେସାନ୍‌ ନାମକ ଘରୋଇ ବସକୁ ଧକ୍କା

ପିନ ଗିଳି ଆଦର୍ଶ ବିଦ୍ୟାଳୟ ଛାତ୍ରଙ୍କ ମୃତ୍ୟୁ

ଫୁଲବାଣୀ : ଫୁଲବାଣୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଜଣେ ୭ମ ଶ୍ରେଣୀ ଛାତ୍ର ନୋଟିସ୍‌ ବୋର୍ଡରେ ଲାଗିଥିବା ପିନ୍‌ ଗିଳି ଦେବାରୁ ତାଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ମୃତକଙ୍କ ବାପା ଦାରିଙ୍ଗବାଡି ଥାନାରେ ଏତଲା ଦେଇଛନ୍ତି। ଛାତ୍ର ଜଣଙ୍କ ତୁଷାର ମିଶ୍ର ବୋଲି ଜଣାପଡିଛି । ପୁଅର ମୃତ୍ୟୁ ପାଇଁ