Browsing Category

ଓଡିଶା

ବାହାଘର ଭାଙ୍ଗିବାରୁ ଯୁବତୀଙ୍କୁ ଅପହରଣ କରି ଦୁଷ୍କର୍ମ କଲା ଯୁବକ…

କଟକ : ବାହାଘର ଭାଙ୍ଗିବାରୁ ଯୁବକର ନାରକୀୟ କାଣ୍ଡ। ବାଟରୁ ଅପହରଣରୁ କରି ହୋଟେଲରେ ଦୁଷ୍କର୍ମ। ନଗ୍ନ ଭିଡିଓ ଦେଖାଇ ଜବରଦସ୍ତ ବିବାହ କଲା ଯୁବକ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି କଟକ ମର୍କତନଗର ଥାନା ଅଞ୍ଚଳରେ। ଅଭିଯୋଗ ଅନୁଯାୟୀ, ଜଣେ ଯୁବତୀଙ୍କ ସହିତ ଲାଗିଥିବା ବାହାଘର

ଫେୟାରଓ୍ବେଲ୍‌ ଭୋଜି ଖାଇ ୨୪ ଛାତ୍ର ଛାତ୍ରୀ ଅସୁସ୍ଥ…

ବଲାଙ୍ଗୀର: ବଲାଙ୍ଗୀର ସଦର ବ୍ଲକ ଅନ୍ତର୍ଗତ ପଥରଚେପାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୨୪ ଜଣ ଛାତ୍ରୀଛାତ୍ର ଫେୟାରଓ୍ବେଲ୍‌(ବିଦାୟକାଳୀନ ସମ୍ବର୍ଦ୍ଧନା) ଭୋଜି ଖାଇ ଅସୁସ୍ଥ ହୋଇଛନ୍ତି। ଶନିବାର ସକାଳେ ଏହି ଖବର ଜଣାପଡ଼ିବା ପରେ ଆଦର୍ଶ ସ୍କୁଲକୁ ଚୂଡ଼ାପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର

5ଟି ଏକ ଚିନ୍ତାଧାରା ବୋଲି ବିଜେଡି କହୁଛି, ଚିନ୍ତାଧାରାଟି ଲୋକଙ୍କ ସମସ୍ୟାର ସମାଧାନ କରିବ କେମିତି ? : ଗୋଲକ…

ଭୁବନେଶ୍ୱର: ବ୍ରିଟିଶ ଶାସନ ସମୟର ଘୃଣ୍ୟପ୍ରଥା ଥିବା କ୍ରୀତଦାସ ପ୍ରଥାକୁ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓରଫ ବବି ବାବୁ ଦୋହରାଇ ପ୍ରଶାସନିକ ଅଧିକାରୀଙ୍କ କ୍ରୀତଦାସ ହେବାକୁ ଚାହୁଁଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର । ଶ୍ରୀ

ଡିଜେ ଆଜେକ୍ସଙ୍କ ସନ୍ଦେହଜନକ ମୃତ୍ୟୁ…

ଭୁବନେଶ୍ୱର : ଲୋକପ୍ରିୟ ଓଡ଼ିଆ ଡିଜେଙ୍କ ପରଲୋକ । ଡିଜେ ଆଜେକ୍ସଙ୍କ ସନ୍ଦେହଜନକ ମୃତ୍ୟୁ। ଭୁବନେଶ୍ୱର ସ୍ଥିତ ନିଜ ଘରେ ଆଜେକ୍ସ ଆତ୍ମହତ୍ୟା କରିଥିବା କୁହାଯାଉଛି । ଖାରବେଳନଗର ସ୍ଥିତ ନିଜ ଘରେ ବେଡ଼ସିଟ୍‌ ଲଗାଇ ଆତ୍ମହତ୍ୟା କରିଥିବା ସୂଚନା। କବାଟ ଭାଙ୍ଗି ଝୁଲନ୍ତା ଅବସ୍ଥାରେ

ନନ୍ଦନକାନନରେ ଜନ୍ମ କଲା ଜଳ ହସ୍ତୀ, ସଂଖ୍ୟା ୧୨କୁ ବୃଦ୍ଧି…

ବାରଙ୍ଗ: ଶନିବାର ସକାଳେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୨ ନମ୍ବର ଖୁଆଡ଼ରେ ଥିବା ଜଳହସ୍ତୀ ଏକ ଶାବକ ଜନ୍ମ ଦେଇଛି । ଏହି ଶାବକ ଜନ୍ମ ପରେ ନନ୍ଦନକାନନରେ ଜଳ ହସ୍ତୀ ସଂଖ୍ୟା ବୃଦ୍ଧି ପାଇ ୧୨ରେ ପହଞ୍ôଚଛି । ସେଥି ମଧ୍ୟରେ ୬ଟି ମାଈ ଓ ୫ଟି ଅଣ୍ଡିରା ଥିବାବେଳେ ଜନ୍ମିତ ଶାବକର ଲଙ୍ଗ ନିରୂପଣ

ରାତି ଅଧରେ ରାଜଧୀନୀର ବିଭିନ୍ନ ଡ୍ୟାନ୍ସ ବାର, କ୍ଳବ ଓ ହୋଟେଲ ଉପରେ ରେଡ୍‌

ଭୁବନେଶ୍ୱର : ରାତି ଅଧରେ ଡ୍ୟାନ୍‌ସ ବାର୍‌ରେ ଚଢାଉ। ରାଜଧୀନୀର ବିଭିନ୍ନ ଡ୍ୟାନ୍ସ ବାର, କ୍ଳବ ଓ ହୋଟେଲ ଉପରେ ରେଡ୍‌ କରିଛି କମିସନରେଟ ପୋଲିସ। ଅବକାରୀ ନିୟମ ଉଲଙ୍ଘନ କରି ବିଳମ୍ବିତ ରାତି ଯାଏ ଖୋଲା ରଖୁଥିବା ନେଇ ଚଢ଼ାଉ ହୋଇଛି। ୩ଟି ହୋଟେଲକୁ କାରଣ ଦର୍ଶାଅ ନୋଟିସ ଜାରି

ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସାଙ୍ଗକୁ କୁଆପଥର ମାଡ଼…

ଭୁବନେଶ୍ୱର : ମୟୂରଭଞ୍ଜ ଜିଲ୍ଲାରେ ପଶ୍ଚିମା ଝଡ଼ର ପ୍ରଭାବ । ଗତକାଲି ଜିଲ୍ଲାର ବିଭିନ୍ନ ସ୍ଥାନରେ ଘଡ଼ ଘଡି ସହ ବର୍ଷା ଲାଗିରହିଥିଲା । ବର୍ଷା ପବନ ଯୋଗୁଁ କରଞ୍ଜିଆ ଏବଂ ରାଇରଙ୍ଗପୁର ଉପଖଣ୍ଡର ୭ ଟି ବ୍ଲକରେ ବିଦ୍ୟୁତ୍‌ ସରବରାହ ଠପ୍‌ ହେଇଯାଇଥିଲା । ରାୟଗଡ଼ାରେ ମଧ୍ୟ କାଶ୍ମୀର ଭଳି

ପ୍ରେମିକାକୁୁ ହତ୍ୟାକରି କୂଅରେ ଫିଙ୍ଗିଲା ପ୍ରେମିକ

ବରଗଡ: ତୁ ମୋର ନୁହେଁ ତ କାହାର ନୁହେଁ। ପ୍ରେମିକାକୁ ହତ୍ୟା କରି ଫିଙ୍ଗିଲା ପ୍ରେମିକ। ୪ ଦିନ ପରେ ଗୋଡ଼, ହାତ ବନ୍ଧା ଅବସ୍ଥାରେ କୂଅରୁ ମିଳିଲା ମୃତଦେହ। ଏଭଳି ଏକ ନୃସଂଶ ଘଟଣା ଘଟିଛି ବରଗଡ ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ସାଇପାଲି ଗ୍ରାମରେ ।ଏହି ଘଟଣା ଅଞ୍ଚଳର ଚାଞ୍ଚଲ୍ୟ

ବିଦ୍ୟୁତ୍‌ ତାର ଲାଗି ଦନ୍ତା ମୃତ…

କେନ୍ଦୁଝର: ବିଦ୍ୟୁତ୍‌ ତାର ଲାଗି ଦନ୍ତା ମୃତ। ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଦନ୍ତା ହାତୀର ମୃତ୍ୟୁ ହୋଇଛି। କେନ୍ଦୁଝର ଚମ୍ପୁଆ ରେଞ୍ଜ ବାମବୋରି ବିଟ୍‌ ବସନ୍ତପୁର ଜଡିପଦା ସାହିରୁ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ବିଦ୍ୟୁତ୍‌ ତାର ଝୁଲନ୍ତା ଅବସ୍ଥାରେ ଥିବାରୁ

ଝାରସୁଗୁଡାର ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ଡେଙ୍କ ପରଲୋକ…

ଝାରସୁଗୁଡ଼ା: ଝାରସୁଗୁଡ଼ାର ପୂର୍ବତନ ବିଧାୟକ ବୀରେନ୍ଦ୍ର ଚନ୍ଦ୍ର ପାଣ୍ଡେଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ଆଜି ଭୋର ସମୟରେ ତାଙ୍କର ପରଲୋକ ହୋଇଥିବା ଜଣାପଡିଛି। ସେ ଯକୃତ ରୋଗରେ ପୀଡିତ ଥିଲେ। ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ରବିବାର ଭୋର