Browsing Category

ଓଡିଶା

ଟୁଇଟ୍ କରି ଧର୍ମେନ୍ଦ୍ରଙ୍କ ବକ୍ତବ୍ୟର ଜବାବ ରଖିଲେ ପ୍ରଣବ

ଭୁବେନଶ୍ୱର: ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜଧାନୀରେ ହୋଇଥିବା ବିଜେପିର ବିକ୍ଷୋଭ ବେଳେ ପୁଲିସ କାର୍ଯ୍ୟାନୁଷ୍ଠାନକୁ ସମାଲୋଚନା କରିବାରୁ ଏହାର ଜବାବ ରଖିଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଟୁଇଟ୍ କରି ଶ୍ରୀ ଦାସ

ହୋଲି ପର୍ବରେ ଅଘଟଣ ଏଡ଼ାଇବା ପାଇଁ ୩୪୨ ଟି ଅଗ୍ନିଶମ କେନ୍ଦ୍ରକୁ ଆଲର୍ଟ : ଅଗ୍ନିଶମ ଡିଜି

କଟକ: ଦିନକ ପରେ ସାରା ରାଜ୍ୟରେ ପାଳିତ ହେବ ପବିତ୍ର ହୋଲି ପର୍ବ। କୋଭିଡ କଟକଣା ପାଇଁ ଗତ ତିନି ବର୍ଷ ହେବ ସେଭଳି ହୋଲି ଖେଳ ହୋଇ ପାରି ନାହିଁ। ତେଣୁ ଚଳିତ ବର୍ଷ ବେଶ ଧୁମଧାମରେ ହୋଲିଖେଳ ହେବ ବୋଲି ଆଶା କରାଯାଉଛି। ହୋଲି ଖେଳି ସାରିବା ପରେ ବିଭିନ୍ନ ନଦୀ ପୋଖରୀରେ ଲୋକମାନେ ଗାଧୋଇବା

ସରକାର ଡାହାଣୀ ଗୁଣିଆ କାହାଣୀ କହୁଛନ୍ତି: ଜୟନାରାୟଣ

ଭୁବନେଶ୍ୱର: କୋର୍ଟଙ୍କ ରାୟ ନେଇ ବିରୋଧି ଦଳ ନେତା ଜୟନାରାୟଣ ମନ୍ତବ୍ୟ ଦେଇଛନ୍ତି । ସରକାର ଡାହାଣୀ ହୋଇ ଲାଗୁଛନ୍ତି ଏବଂ ଗୁଣିଆ ହୋଇ ଝାଡୁଛନ୍ତି । ସରକାରଙ୍କ ଦ୍ୱାରା ଘଟଣା ପୂରା ଡାହାଣୀ ଗୁଣିଆ କହାଣୀ ଲାଗୁଛି । ଷଡଯନ୍ତ୍ର ଥିବା ମୂଳରୁ କହିଛୁ, କୋର୍ଟ ରାୟ ପୂରା ସ୍ପଷ୍ଟହେଲା ।

ମୋହନାର ଦାଦନ ଶ୍ରମିକଙ୍କୁ ତାମିଲନାଡୁରେ ହତ୍ୟା

ମୋହାନ: ଗଜପତି ମୋହନା ଅଞ୍ଚଳରେ ଥମୁନି ଦାଦନ ଦୁଃଖ । ଘଟୁଛି ଗୋଟିଏ ପରେ ଗୋଟିଏ ଘଟଣା ।କେବେ ହାତ ପାପୁଲି କଟାଯାଉଛି ତ କେବେ ଦିଆଯାଇଛି ଶାରୀରିକ ମାନସିକ ନିର୍ଯ୍ୟାତନା । ଆଉ ଏବେ ଆସିଛି ତାଠୁ ବଡ଼ ସାଂଘାତିକ ଅଭିଯୋଗ । ମାଡ଼ ମାରିବା ସମୟରେ ସଂପର୍କିୟଙ୍କୁ ଭିଡିଓ କଲ୍ କରି

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ଶତାଧିକ…

ଭୁବନେଶ୍ୱର: ବିଜେପି ରାଜ୍ୟ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ଆଜି ବିଭିନ୍ନ ଦଳର ଶତାଧିକ କର୍ମୀ ବିଜେପିରେ ଯୋଗ ଦେଇଛନ୍ତି | ଢେଙ୍କାନାଳ ଜିଲ୍ଲା ସହ କଟକ ଜିଲ୍ଲା ନିଆଳି ଅଞ୍ଚଳର ଅନେକ କାର୍ଯ୍ୟକର୍ତ୍ତା କଂଗ୍ରେସ

ପଶ୍ଚିମା ଝଡ଼ ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା…

ଭୁବନେଶ୍ବର: ତାତି କମିବ ଓ ବର୍ଷାରେ ଭିଜିବ ହୋଲି। ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତା ମଙ୍ଗଳବାରଠାରୁ ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ଏନେଇ ସୂଚନା ମିଳିଛି। ଆସନ୍ତା ୭, ୮ ଏବଂ ୯ ତାରିଖ ପର୍ଯ୍ୟନ୍ତ ଆକାଶ ମେଘାଚ୍ଛନ୍ନ ରହିବା ସହ ଗୋଟିଏ ଦୁଇଟି ସ୍ଥାନରେ ହାଲୁକା

ଶ୍ରୀମନ୍ଦିରରେ ଡ୍ରୋନ ଉଡିବା ଘଟଣାର ଅଭିଯୁକ୍ତ ୟୁବଟ୍ୟୁବରଙ୍କୁ ସର୍ତ୍ତମୂଳକ ଜାମିନ

କଟକ: ପୁରୀ ଶ୍ରୀମନ୍ଦିରରେ ଡ୍ରୋନ ଉଡିବା ଘଟଣାରେ ଅଭିଯୁକ୍ତ ୟୁବଟ୍ୟୁବର ପଶ୍ଚିମବଙ୍ଗର ଅନିମେଶ ଚକ୍ରବର୍ତ୍ତୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଓଡିଶା ହାଇକୋର୍ଟ। ଜଷ୍ଟିସ ଭି ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଅନିମେଶଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରି ସର୍ତ୍ତମୂଳକ

ଶିକ୍ଷକ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ, ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ବ୍ରହ୍ମପୁର: ବ୍ରହ୍ମପୁରରେ ଶିକ୍ଷକ ଦମ୍ପତି ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାଯାଇଛି। ବ୍ରହ୍ମପୁର ପାଟପୁର ଥାନା ଡେଙ୍ଗାଡ଼ିରେ ଘଟିଛି ଏହି ଆତ୍ମହତ୍ୟା ଉଦ୍ୟମ। ଏଥିରେ ସ୍ତ୍ରୀଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ସ୍ୱାମୀ ଗୁରୁତର ହୋଇପଡିଛନ୍ତି। ଗୁରୁତର ଅବସ୍ଥାରେ ସ୍ୱାମୀଙ୍କୁ

ସ୍ୱତନ୍ତ୍ର ସ୍କ୍ୱାଡ୍ ଓ ସିସିଟିଭି ଜଗିବ ମାଟ୍ରିକ୍ ପରୀକ୍ଷା କପି

ମାଟ୍ରିକ ପରୀକ୍ଷାରେ କପି ରୋକିବାକୁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ପରୀକ୍ଷା ସେଣ୍ଟର ଗୁଡ଼ିକୁ ସ୍କ୍ୱାଡ୍ ଅଚାନକ ଗସ୍ତ କରିବେ। ଯାହାର ଗାତିବିଧି ସମ୍ପର୍କରେ କେହି ପୂର୍ବ ସୂଚନା ପାଇବେନି। ସେହିପରି ପରୀକ୍ଷାରେ ସ୍ୱଚ୍ଛତା ରକ୍ଷା

ଅଚେତ ଅବସ୍ଥାରେ ଯୁବତୀ ଉଦ୍ଧାର…

ଗୁଣପୁର: ଅଚେତ ଅବସ୍ଥାରେ ଯୁବତୀ ଉଦ୍ଧାର। ନାଳ ପାଖରୁ ଉଦ୍ଧାର ହେଲେ ଯୁବତୀ। ରାୟଗଡା ଜିଲ୍ଲା ଗୁଣପୁର ଥାନା ବନ୍ଧୁଗୁଡା ନୀଳକଣ୍ଠ ନଗର ନାଳ ପାଖରେ ଜଣେ ଯୁବତୀ ଅଚେତ ହୋଇ ପଡିଥିବା ଅବସ୍ଥାରେ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ