Browsing Category

ଓଡିଶା

ବିଜେପି ଯୁବମୋର୍ଚ୍ଚା ଓ ପୋଲିସ କର୍ମୀ ମୁହାଁମୁହିଁ, ଫାଟିଲା DSPଙ୍କ ମୁଣ୍ଡ…

ଭୁବନେଶ୍ୱର : ରଣକ୍ଷେତ୍ର ପାଲଟିଲା ଭୁବନେଶ୍ୱର ଲୋୟର ପିଏମଜି ଅଞ୍ଚଳ । ବିଜେପି ଯୁବ ମୋର୍ଚ୍ଚା ଓ ପୋଲିସ ମଧ୍ୟରେ ଖଣ୍ଡଯୁଦ୍ଧ । ଧସ୍ତାଧସ୍ତି ବେଳେ ଢେଲାମାଡ଼ରେ ଜଣେ ଡିଏସପିଙ୍କ ସମେତ ୬ ପୋଲିସ କର୍ମଚାରୀ ଆହତ । ଗୁରୁତର ଅବସ୍ଥାରେ DSPଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

୩ ବର୍ଷରେ ୨୪୫ ହାତୀ ମୃତ

ଭୁବନେଶ୍ୱର: ଗତ ୩ ବର୍ଷରେ ରାଜ୍ୟରେ ମୃତ୍ୟୁବରଣ କରିଛନ୍ତି ୨୪୫ ହାତୀ । ସୌମ୍ୟ ପଟ୍ଟନାୟକଙ୍କ ପ୍ରଶ୍ନରେ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ସୂଚନା । ୨୦୧୯-୨୦ରୁ ୨୧-୨୨ ମଧ୍ୟରେ ରାଜ୍ୟରେ ୨୪୫ ଜଣ ହାତୀ ମରିଛନ୍ତି । ୨୪୫ ମଧ୍ୟରୁ ୬ଟି ହତୀ ଶିକାର ଦ୍ୱାରା ମୃତ୍ୟୁବରଣ କରିଛନ୍ତି । ତେବେ ଏହି ୩

ନବ ଦାସ ପ୍ରସଙ୍ଗରୁ ନଜର ହଟାଇବାକୁ ବିଜେଡିର ଆନ୍ଦୋଳନ: ଲେଖାଶ୍ରୀ

ଭୁବନେଶ୍ୱର: ପିମେ ପାଇଁ ବିଜେଡି ବିକ୍ଷୋଭ ପ୍ରସଙ୍ଗରେ ବିଜେପିର ପ୍ରେସମିଟ । ନବ ଦାସ ପ୍ରସଙ୍ଗରୁ ନଜର ହଟାଇବାକୁ ଆନ୍ଦୋଳନ ହେଉଛି ବୋଲି କହିଛନ୍ତି ଲେଖାଶ୍ରୀ । ଯଦି ଅବହେଳା କଥା ଉଠୁଛି ତେବେ ୨୦୧୯ ସୁଦ୍ଧା ସର୍ଭେ ସରିଲାନାହିଁ କାହିଁକି ? ବସୁନ୍ଧରା ଯୋଜନାରେ କେତେ ଲୋକଙ୍କୁ ଘର

କଟକରେ ୨ ଲକ୍ଷ ଟଙ୍କାର ନକଲି ମେଡିସିନ୍ ଠାବ, ଜଣେ ଅଟକ…

କଟକ: ଥମୁନି ନକଲି ଜିନିଷ କାରବାର । ପୂର୍ବରୁ ଅନେକ ନକଲି ଦ୍ରବ୍ୟ ଚିହ୍ନଟ କରାଯାଇଥିବା ବେଳେ ବର୍ତ୍ତମାନ ପୁଣି ନକଲି ମେଡିସିନ୍ ଜବତ ହୋଇଛି । ଏ ମାମଲାରେ ଜଣକୁ ଅଟକ ରଖି ପୁରୀଘାଟ ଥାନା ପୋଲିସ ପଚରାଉଚରା କରିଛି । କଟକ ପୁରୀଘାଟ ଥାନା ଟାଉନ ହଲ୍ ରୋଡ୍ ସ୍ଥିତ ଶ୍ରୀ ଡିଷ୍ଟ୍ରିବ୍ୟୁଟର

ଆବାସ ତାତି: ରାଜଭବନ ଆଗରେ ଧାରଣା ଦେଲା ବିଜୁ ମହିଳା ଜନତା ଦଳ

ଭୁବନେଶ୍ୱର : ବିଧାନସଭା ଭିତରେ ଓ ବାହାରେ ପିଏମ୍‌ ଆବାସ ତାତି । ଗୃହରେ ବିଜେଡି ବିଧାୟକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ କେନ୍ଦ୍ରକୁ ଘେରିଛନ୍ତି । ଏପଟେ ରାଜଭବନ ଆଗରେ ଧାରଣା ଓ ପ୍ରତିବାଦ ସଭା ଚଳାଇଛି ବିଜୁ ମହିଳା ଜନତା ଦଳ । ଆଜି ବିଧାନସଭା ଶୂନ୍ୟକାଳରେ ଉଠିଥିଲା

କରଞ୍ଜିଆ ବନଖଣ୍ଡରେ ଜଳୁଛି ଜଙ୍ଗଲ

କରଞ୍ଜିଆ: ଜଳୁଛି ଜଙ୍ଗଲ । ଏକର ଏକର ଜଙ୍ଗଲରେ ଲାଗିଛି ନିଆଁ । କରଞ୍ଜିଆ ବନଖଣ୍ଡ ସରଭାଡ଼ି ଜଙ୍ଗଲ ହୁତୁହୁତୁ ହୋଇ ଜଳୁଛି । ବନବିଭାଗ କର୍ମଚାରୀଙ୍କ ଉଦ୍ୟମ ସତ୍ତ୍ୱେ ବି ନିଆଁକୁ ଆୟତ୍ତ କରାଯାପାରିନାହଁ । ଗତ କିଛିଦିନ ହେବ ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ରେଞ୍ଜ ଅଞ୍ଚଳରେ ନିଆଁ

ଆସନ୍ତାକାଲିଠୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା…

ଭୁବନେଶ୍ୱର:ଆସନ୍ତାକାଲିଠୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ପରୀକ୍ଷା । ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି । ଆଜି ସନ୍ଧ୍ୟା ସୁଦ୍ଧା ୨୦୨ଟି ହବ୍ରେ ପ୍ରଶ୍ନପତ୍ର ସହ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ପହଞ୍ଚିବ । ହେଲେ ଏସବୁ ଭିତରେ ଅଧ୍ୟାପକଙ୍କ ଆନ୍ଦୋଳନ ସରକାରଙ୍କୁ ଚିନ୍ତାରେ ପକାଇଦେଇଛି । କାରଣ

ଚିକିତ୍ସା ଅବହେଳାରୁ ଏମ୍‌କେସିଜିରେ ରୋଗୀଙ୍କ ମୃତ୍ୟୁ ଅଭିଯୋଗ…

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ପ୍ରାଣ କେନ୍ଦ୍ର କୁହାଯାଇଥିବା ଏମ୍‌କେସିଜି ମେଡ଼ିକାଲ କଲେଜ ଓ ହସ୍‌ପିଟାଲର ରୋଗୀ ଚିକିତ୍ସା ବ୍ୟବସ୍ଥା ନିମ୍ନଗାମୀ ହୋଇଛି । ଯାହାଫଳରେ ଚିକିତ୍ସା ଅବହେଳାରୁ ସାଧାରଣ ରୋଗୀଟି ଅକାଳରେ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇ ଆସୁଛି । ମେଡକାଲରେ କାର୍ଯ୍ୟ

ସ୍ତ୍ରୀକୁ ପିଟିପିଟି ମାରିବା ପରେ ବିଷ ପିଇ ଜୀବନ ହାରିଲା ସ୍ୱାମୀ…

ସୋର ; ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ମାରି ବିଷ ପିଇଲା ସ୍ୱାମୀ । ବାଲେଶ୍ୱର ଜିଲ୍ଲା ଖଇରା ଥାନା ତିଳଦା ଆଠଘରିଆ ଗାଁରେ ଅଘଟଣ ଘଟିଛି। ମୃତକ ହେଲେ ବାବୁ ଦାସ ଓ ମିନାକ୍ଷୀ ଦାସ। କୌଣସି କାରଣରୁ ଦୁଇଜଣଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା। ପରେ ହାତାହାତି ହୋଇଥିଲେ

ବାହାଘର ପୂର୍ବରୁ ବିଷ ପିଇ ଜୀବନ ହାରିଲେ ଯୁବତୀ…

ଭଞ୍ଜନଗର : ବିଷ ପିଇ ଯୁବତୀଙ୍କ ଆତ୍ମହତ୍ୟା । ଗଂଜାମ ଜିଲ୍ଲା ତାରାସିଙ୍ଗି ଥାନା ଅନ୍ତର୍ଗତ ନୂଆଁଟାଙ୍ଗଣ ଗାଁରେ ଘଟିଛି ଏଭଳି ଘଟଣା । ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।