Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବାଲି ଟ୍ରକ ଧକ୍କାରେ ଯୁବକଙ୍କ ମୃତ୍ୟୁ ,ଉତ୍ୟକ୍ତ ଲୋକେ ଜାଳିଦେଲେ ଘର
କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ବସପୁର ନିକଟସ୍ଥ ଲୁଣା ନଦୀ କୂଳରେ ଘଟିଛି ଅଘଟଣ । ବାଲି ଉଠାଇବାକୁ ଯାଇଥିବା ଏକ ଟ୍ରକ ଧକ୍କାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଟ୍ରକଟି ବାଲି ଉଠାଇବାକୁ ଯାଉଥିବା ବେଳେ ସେହି ବାଲି ଖାଦାନରେ କାମ କରୁଥିବା, ସ୍ଥାନୀୟ ବସପୁରର ଲକ୍ଷ୍ମଣ ମଲିକଙ୍କ!-->…
ଆସନ୍ତାକାଲିଠୁ ବିଧାନସଭା ବଜେଟ ଅଧିବେଶନ, ସୁରକ୍ଷା ବ୍ୟବସ୍ଥାରେ ୩୦ ପ୍ଲାଟୁନ ପୋଲିସ…
ଭୁବନେଶ୍ୱର : ଆସନ୍ତାକାଲିଠୁ ବିଧାନସଭା ବଜେଟ ଅଧିବେଶନ । ବିଧାନସଭା ସୁରକ୍ଷା ପାଇଁ ୩୦ ପ୍ଲାଟୁନ ପୋଲିସ ମୁତୟନ ରହିବେ । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ୨ ପ୍ଲାଟୁନ୍ SOG ମଧ୍ୟ ରହିବେ । ରୁଫ୍ ଟପ୍ ସିକ୍ୟୁରିଟି ରହିବ । କ୍ୱିକ୍ ରିଆକ୍ସନ ଟିମ ମୁତୟନ!-->…
ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାପାଳ, ସରିଲା ନିର୍ବନ୍ଧ…
ସମ୍ବଲପୁର: ସରିଲା ନିର୍ବନ୍ଧ। ସମ୍ବଲପୁର ଜିଲ୍ଲାପାଳଙ୍କ ହାତ ଧରିବେ ବଲାଙ୍ଗିର ଜିଲ୍ଲାପାଳ। ବିିବାହ କରିବେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଓ ବଲାଙ୍ଗୀର ଜ଼ିଲ୍ଲାପାଳ ଚଞ୍ଚଳ ରଣା। ରବିବାର ଏହି ଦୁଇ ଆଇଏସଙ୍କ ନିରାଡ଼ମ୍ବର ଭାବେ ନିର୍ବନ୍ଧ ସରିଛି । ସମ୍ବଲପୁର ଜିଲ୍ଲାପାଳଙ୍କ!-->…
ରାଜଧାନୀରେ ଆଦିବାସୀ ମେଳା ଆରମ୍ଭ…
ଭୁବନେଶ୍ୱର : ଆଜିଠୁ ରାଜଧାନୀରେ ଆରମ୍ଭ ହେବାକୁ ଯାଉଛି ଆଦିବାସୀ ମେଳା। ଭୁବନେଶ୍ୱର ୟୁନିଟ-୧ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହେବ ଯାଉଛି ଆଦିବାସୀ ମେଳା । ଆଦିବାସୀ ମେଳା ଓ ସାଂସ୍କୃତିକ ଉତ୍ସବ-୨୦୨୩କୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ରାଜ୍ୟର ବିଭିନ୍ନ!-->!-->!-->…
ଗାନ୍ଧୀ ସେବା ସଂଘ ପୁରୁବlଇ କନ୍ୟାଶ୍ରମରେ ୫ ଛାତ୍ରୀ ମସ୍ତିଷ୍କ ଜ୍ୱରରେ ପିଡୀତ…
ସୋର: ଆସିଲା ୫ ଛାତ୍ରୀଙ୍କ ରକ୍ତ ପରୀକ୍ଷା ରିପୋର୍ଟ। ୫ ଛାତ୍ରୀ ମସ୍ତିଷ୍କ ଜ୍ୱରରେ ପିଡୀତ। ସେମାନଙ୍କୁ ସୋରରୁ ବାଲେଶ୍ୱର ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଦୁଇଦିନ ତଳେ ଗାନ୍ଧୀ ସେବା ସଂଘ ପୁରୁବlଇ କନ୍ୟାଶ୍ରମର ୨୬ ଜଣ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ।!-->…
ସ୍କୁଲ ପରିସରରୁ ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର
ପାରଳାଖେମୁଣ୍ଡି : ଗଜପତି ପାରଳାଖେମୁଣ୍ଡି ନିକଟସ୍ଥ ବେତାଗୁଡା ସ୍ଥିତ ନବୋଦୟ ସ୍କୁଲରେ ଘଟିଛି ଅଘଟଣ। ନବମ ଶ୍ରେଣୀର ଛାତ୍ରୀଙ୍କ ଘଟିଛି ସଂନ୍ଦେହଜନକ ମୁତ୍ଯୁ। ଅଲଡା ଗ୍ରାମର ସୁଧାମଣି ରଇତ ହଷ୍ଟେଲ ରହି ପାଠ ପଡୁଥିଲେ।
ସକାଳୁ ସ୍କୁଲ କର୍ତ୍ତୃପକ୍ଷ ଦେଖିଥିଲେ ଝୁଲନ୍ତା ଅବସ୍ଥାରେ!-->!-->!-->…
ରାଜଧାନୀରୁ ହାତୀ ଦାନ୍ତ ଜବତ…
ଭୁବନେଶ୍ବର: ରାଜଧାନୀରୁ ଜବତ ହେଲା ହାତୀ ଦାନ୍ତ । ପୋଲିସ ଏଥିରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତ ଦ୍ୱୟ କନ୍ଧମାଳର ବୋଲି ଜଣାଯାଇଛି ।
ବାଇକରେ ହାତୀ ଦାନ୍ତ ନେଇ ଯାଉଥିବା ବେଲେ ମୈତ୍ରୀ ବିହାର ପୋଲିସ ଅଭିଯୁକ୍ତଙ୍କୁ ମାଡି ବସିଛି । ସେମାନଙ୍କ ଠାରୁ ଦୁଇଟି ହାତୀ ଦାନ୍ତ!-->!-->!-->…
୨୭ରେ ଭବିଷ୍ୟନିଧି କାର୍ଯ୍ୟାଳୟ ଘେରିବ ଅଲ ଓଡିଶା ଇପିଏଫ ପେନସନର ଏସୋସିଏସନ
ବ୍ରହ୍ମପୁର : ବିଭିନ୍ନ ଦାବି ନେଇ ଆଗାମୀ ୨୭ ତାରିଖରେ ଭାବିଷ୍ୟନିଧି କାର୍ଯ୍ୟଳୟ ଘେରିବ ଆଲ ଓଡିଶା ଇପିଏଫ ପେନସନର ଏସୋସିଏସନ। ଏନେଇ ଗଞ୍ଜାମ ଜିଲ୍ଲା ଇପିଏଫ ପେନ୍ସନର ଧାରୀଙ୍କ ଏକ ଜରୁରୀ ବୈଠକ ହିଂଜିଲି କାଟୁ ନିକଟସ୍ଥ ମାଁ ସାଉଁଳୟି ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଇପିଏଫ!-->…
ପ୍ରତି ପଞ୍ଚାୟତରେ ଖୋଲିବ ସ୍ଥାୟୀ ବ୍ୟାଙ୍କ ଶାଖା
ଭୁବନେଶ୍ୱର : ରାଜ୍ୟର ୬୭୯୪ ଗ୍ରାମ ପଞ୍ଚାୟତ ମଧ୍ୟରୁ ଅଦ୍ୟାବଧି ୪୧୬୦ ଗ୍ରାମ ପଞ୍ଚାୟତରେ କୌଣସି ସ୍ଥାୟୀ ବ୍ୟାଙ୍କ ସେବା ନାହିଁ ଆଉ ୪ଟି ଗ୍ରାମ ପଞ୍ଚାୟତରେ ଆର୍ଥିକ ସେବାରେ କୌଣସି ପ୍ରାବଧାନ ନାହିଁ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରତି ଗ୍ରାମ ପଞ୍ଚାୟତରେ ବ୍ୟାଙ୍କ ସେବା!-->…
ବର୍ଷକ ମଧ୍ୟରେ ପଦ୍ମପୁର ହେବ ଜିଲ୍ଲା: ମୁଖ୍ୟମନ୍ତ୍ରୀ
ବରଗଡ଼: ବର୍ଷକ ଭିତରେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ମିଳିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଝାରବନ୍ଧରେ ଆୟୋଜିତ ସାଧାରଣ ସଭାକୁ ଉଦବୋଧନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଁ ପୁଣି ଝାରବନ୍ଧକୁ ଆସି ବହୁତ ଖୁସି। ଲୋକଙ୍କ ସ୍ନେହଶ୍ରଦ୍ଧା ମୋତେ ଅଭିଭୂତ କରିଛି।!-->…