Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଲୋକନାଥଙ୍କର ପଙ୍କୋଦ୍ଧାର ଏକାଦଶୀ ନୀତି…
ପୁରୀ : ଆଜି ପଙ୍କୋଦ୍ଧାର ଏକାଦଶୀ । ପୁରୀର ପ୍ରଭୁ ଲୋକନାଥ ଦେବଙ୍କ ମନ୍ଦିରରେ ପଙ୍କୋଦ୍ଧାର ଏକାଦଶୀ ନୀତି ହେବ । ବର୍ଷର ଆଜି ଗୋଟିଏ ଦିନ ପ୍ରଭୁ ଲୋକନାଥଙ୍କ ଗମ୍ଭୀରା ଭିତରକୁ ଯାଇ ଭକ୍ତ ଓ ଶ୍ରଦ୍ଧାଳୁ ଦର୍ଶନ କରିଥାନ୍ତି । ଶ୍ରୀମନ୍ଦିର ସହ ପ୍ରତ୍ୟକ୍ଷ ସଂପୃକ୍ତ ଥିବା ଲୋକନାଥ!-->…
ଶିମିଳିପାଳ ଜଙ୍ଗଲରେ ଲାଗିଲା ନିଆଁ…
କରଞ୍ଜିଆ: ଶିମିଳିପାଳକୁ ବନାଗ୍ନି ସଙ୍କଟ। ହୁତୁ ହୁତୁ ହୋଇ ଜଳୁଛି ଶିମିଳିପାଳ। ଅଭୟାରଣ୍ୟର ଗୋଟିଏ ରେଞ୍ଜରେ ଲାଗିଛି ନିଆଁ। ନିଆଁ ପୁରା ଜଙ୍ଗଲକୁ ବ୍ୟାପିବାରେ ଲାଗିଛି। ରାତିରେ ଶିମିଳିପାଳ ଜଳିବାର ଚିତ୍ର ସାମ୍ନାକୁ ଆସିଛି। ପୋଡାଡିହା ରେଞ୍ଜ ଅଧିନ ଅନନ୍ତପୁର ବିଟ୍ ଅଞ୍ଚଳର ଉପର!-->…
ଆଫ୍ରିକା ମହାଦେଶର ଉଚ୍ଚତ୍ତମ ଶୃଙ୍ଗରେ ତ୍ରିରଙ୍ଗା ଉଡ଼ାଇଲେ ବ୍ରହ୍ମପୁର ଝିଅ ମଧୁସ୍ମିତା, ଚାରିଆଡ଼ୁ ପ୍ରଶଂସାର…
ବ୍ରହ୍ମପୁର : ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ବ୍ରହ୍ମପୁରର ଝିଅ ମଧୁସ୍ମିତା ପାତ୍ର। ଆଫ୍ରିକା ମହାଦେଶର ଉଚ୍ଚତ୍ତମ ଶୃଙ୍ଗ କିଲିମାଞ୍ଜରୋ ସଫଳତାର ସହ ଆରୋହଣ କରି ସୁନାମ ଅର୍ଜନ କରିଛନ୍ତି। ମଧୁସ୍ମିତା ପାତ୍ର ୧୦ ତାରିଖରେ ମରାଙ୍ଗୁ ଫାଟକ ଦେଇ କିଲିମାଞ୍ଜାରୋ ଆରୋହଣରେ ବାହାରି ଥିଲେ।!-->!-->!-->…
ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବିରୋଧରେ ସଂଗୀନ ଦଫା
ସମ୍ବଲପୁର: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବିରୋଧରେ ସମ୍ବଲପୁର ଟାଉନ ଥାନାରେ ଏତଲା ଦେଇଛନ୍ତି ଆଇଆଇସି ଅନିତା ପ୍ରଧାନ । ଜୟନାରାୟଣଙ୍କ ବିରୋଧରେ ଲାଗିଛି ସଂଗୀନ ଦଫା । ଆଇପିସିର ଧାରା ୩୫୩, ୩୫୪, ୩୩୨, ୨୯୪, ୫୦୦, ୩୪୧ ଓ ୫୦୬ଭଳି ଦଫା ଲାଗିଛି । ମହିଳାଙ୍କୁ ଅଶାଳୀନ!-->…
ଚାଷୀମାନଙ୍କ ଭାଗିଦାରୀ, ନିଷ୍ଠା ଓ ସହଯୋଗ ଯୋଗୁ ପାଣି ପଞ୍ଚାୟତ ଆଜି ଆନ୍ଦୋଳନରେ ପରିଣତ ହୋଇପାରିଛି – ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ-୨୦୨୩ ଉଦଯାପନ ସମାରୋହ ଆଜି ଲୋକସେବା ଭବନ, କନଭେନସନ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉଦଯାପନୀ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି ଯେ ପାଣି ପଞ୍ଚାୟତ ଆଜି ଏକ!-->…
ପୁରୀ ଜିଲ୍ଲା ଗୋପ କୁଶୁପୁରରେ ତୈଳ ଖନନ ପ୍ରକ୍ରିୟା ଆରମ୍ଭ
ଗୋପ : ପୁରୀ ଜିଲ୍ଲା ଗୋପ ନିକଟ କୁଶୁପୁରୁରେ ବାହାରିବ ତୈଳ । ପ୍ରାକୃତିକ ଗ୍ୟାସ ଓ ତୈଳ ସନ୍ଧାନ ନେଇ ସେସମିକ ସର୍ଭେ ପରେ ଆରମ୍ଭ ହେଲା ଖନନ ପ୍ରକ୍ରିୟା। ଆଜି ପୂଜାର୍ଚ୍ଚନା କରାଯାଇ ଖନନ ପ୍ରକ୍ରିୟାର ଶୁଭାରମ୍ଭ ହୋଇଛି । ଅଏଲ ଇଣ୍ଡିଆ ପକ୍ଷରୁ ରିଗ ମେସିନ ଦ୍ୱାରା ସମୁଦାୟ ୨୨୭୫!-->…
କଂଗ୍ରେସରେ ସାମିଲ ହେଲେ ପ୍ୟାରିମୋହନ ମହାପାତ୍ରଙ୍କ ଝିଅ ସିକ୍ତା ପତି…
ଭୁବନେଶ୍ବର: ଆଜି କଂଗ୍ରେସ ଦଳରେ ସାମିଲ ହେଲେ ପ୍ୟାରିମୋହନ ମହାପାତ୍ରଙ୍କ ଝିଅ ସିକ୍ତା ପତି। ଏକଦା ଓଡିଶା ରାଜନୀତିରେ ବେଶ ଶକ୍ତିଶାଳୀ ଏବଂ ଚହଳ ପକାଇଥିବା ନେତା ହେଉଛନ୍ତି ପ୍ୟାରୀମୋହନ ମହାପାତ୍ର। ଆଜି ଅପରାହ୍ନରେ କଂଗ୍ରେସ ଭବନରେ ସେ ପ୍ରଭାରୀ ଚେଲ୍ଲା କୁମାର, ସଭାପତି ଶରତ ପଟ୍ଟନାୟକ!-->…
ବିଜେଡି ନେତାଙ୍କୁ ସତର୍କ କଲେ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର…
ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ୧୮ ଦିନ ବିତିସାରିଛି । କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ କାହିଁକି ଗୁଳି ମାରି ହତ୍ୟା କରାଗଲା ତାହା ଜଣାପଡ଼ି ନାହିଁ । କ୍ରାଇମବ୍ରାଂଚ ମାମଲାର ତଦନ୍ତ କରୁଥିବା ବେଳେ ଏପର୍ଯ୍ୟନ୍ତ ମୁହଁ ଖୋଲୁନି । ନବ ଦାସଙ୍କ ହତ୍ୟାକାରୀ!-->…
ହାଇ ସିକ୍ୟୁରିଟି ନମ୍ୱର ଉଲ୍ଲଂଘନ ପାଇଁ ୨୬୭୪ ଗାଡ଼ିକୁ ଜରିମାନା…
ଭୁବନେଶ୍ୱର :କଠୋର ହେଲେ ରାଜ୍ୟ ସରକାର। ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ନମ୍ୱର ପ୍ଲେଟ୍(ଏଚ୍ଏସ୍ଆର୍ପି) ଉଲ୍ଲଂଘନ ଅଭିଯୋଗରେ ଓଡ଼ିଶା ରାଜ୍ୟ ପରିବହନ ପ୍ରାଧିକରଣ(ଏସ୍ଟିଏ) ୨୬୭୪ଟି ଯାନ ବିରୋଧରେ ଚାଲାଣ କାଟିଛି। ଫେବ୍ରୁଆରୀ ୧ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଭିତରେ ଏହି!-->…
ନବ ଦାସ ହତ୍ୟା ଏକ ଆରେଞ୍ଜ ମର୍ଡର : ବିଜୟ ମହାପାତ୍ର
ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ନେଇ ବରିଷ୍ଠ ନେତା ବିଜୟ ମହାପାତ୍ର ବୁଧବାର ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଗଣମାଧ୍ୟମର ପ୍ରତିନିଧିଙ୍କୁ ସେ କହିଛନ୍ତି ଏହା ସମ୍ପୂର୍ଣ୍ଣ ଭାବେ ଆରେଞ୍ଜଡ଼ ମର୍ଡର। ଡିଜିଙ୍କ ନିଦ ବହୁତ ଦିନ ପରେ ଭାଙ୍ଗିଛି। ଡିଜି କେତେ!-->…