Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଆସନ୍ତା ୧୨ ତାରିଖରୁ ବାରବାଟୀ ଫେଷ୍ଟିଭାଲ…
କଟକ: ଚିକମିକ୍ ଆଲୁଅରେ ପୁଣି ଝଲସିବ ସିଲଭର ସିଟି କଟକ ସହର। ଆସନ୍ତା ୧୨ ତାରିଖରୁ କଟକ ଉପର ବାଲିଯାତ୍ରା ପଡିଆରେ ଆରମ୍ଭ ହେବ ୨୨ତମ ବାରବାଟୀ ଫେଷ୍ଟିଭାଲ। ଭଳିକି ଭଳି ନୃତ୍ୟ ସାଙ୍ଗକୁ ରାଜ୍ୟ ତଥା ରାଜ୍ୟ ବାହାରର ଷ୍ଟଲରୁ ମଜା ନେବେ ଦର୍ଶକ। ଏହି ଫେଷ୍ଟିଭାଲ ୭ ଦିନ ଧରି ଚାଲିବ।
୨୦୦୧!-->!-->!-->…
ଝରକା ଗ୍ରୀଲ ତାଡ଼ି ୨୦ ଲକ୍ଷର ସୁନା ନେଇ ଚମ୍ପଟ…
ନୟାଗଡ଼: ଘରେ କେହି ନ ଥିବା ବେଳେ ଝରକା ଗ୍ରୀଲକୁ ତାଡ଼ିଦେଲେ। ଏହାପରେ ଘରେ ପଶି ବୁଲାଇ ଦେଲେ କଳାକନା । ଦିନ ଦିପହରରେ ଘରୁ ନେଇଗଲେ ୨୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ୫୦ ହଜାର ଟଙ୍କା । ଏପରି ଲୁଟ୍ ନୟାଗଡ଼ ଜିଲ୍ଲା ଶ୍ରୀରାମ ନଗରରେ ଥିବା ସୁଦାମ ଚରଣ ଜେନାଙ୍କ ଘରେ ହୋଇଛି।
ସୁଦାମ!-->!-->!-->…
୫ ଜିଲାକୁ ଘନ କୁହୁଡ଼ି ସତର୍କତା, ୩ ଡିଗ୍ରୀ ଖସିବ ପାରଦ
ଭୁବନେଶ୍ବର: ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇଛି। କୁହୁଡ଼ି ଯୋଗୁଁ ମୁହଁକୁ ମୁହଁ ଦେଖାଯାଇ ନଥିଲା। ଭୋର୍ ସମୟରୁ ସକାଳ ୭ଟା ପର୍ଯ୍ୟନ୍ତ ଗାଡ଼ିମଟର ଗମନାଗମନରେ ସମସ୍ୟା ଉପୁଜିଥିଲା। ଚାନ୍ଦବାଲି, କଟକ ଏବଂ ଗୋପାଳପୁରରେ ଘନ କୁହୁଡ଼ି ପ୍ରଭାବରେ ଜନଜୀବନ!-->…
ଇଣ୍ଡିଆନ ରାଇସ କଂଗ୍ରେସର ଉଦ୍ଘାଟନ କଲେ ରାଷ୍ଟ୍ରପତି
କଟକ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କଟକରେ ପହଞ୍ଚି ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଦ୍ୱିତୀୟ ଇଣ୍ଡିଆନ ରାଇସ କଂଗ୍ରେସର ଉଦ୍ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଓ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର, ରାଜ୍ୟ କୃଷି ମନ୍ତ୍ରୀ ରଣେନ୍ଦ୍ର!-->…
ଆନ୍ତରାଜ୍ୟ ବସ ଟର୍ମିନସ୍ ନିର୍ମାଣ କାର୍ଯ୍ୟର ଯାଞ୍ଚ : ନଗର ଉନ୍ନୟନ ଓ ବିଡିଏ ଅଧିକାରୀଙ୍କର ସମୀକ୍ଷା…
ଭୁବନେଶ୍ୱର: ନଗର ଉନ୍ନୟନ ବିଭାଗ ସଚିବ ଜି.ମାଥୀ ଭାଥନନଙ୍କ ସମେତ ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂହ ଓ ବିଡିଏର ଅନ୍ୟ ବରିଷ୍ଠ ଅଧିକାରୀ ବରମୁଣ୍ଡା ସ୍ଥିତ ଆଇଏସବିଟି ଆନ୍ତରାଜ୍ୟ ବସ ଟର୍ମିନସ୍ର ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି । ସର୍ବସାଧାରଙ୍କ ସ୍ୱାର୍ଥକୁ ଦୃଷ୍ଟିରେ!-->…
ଯନ୍ତ୍ରଚାଳିତ ଡଙ୍ଗା ଓ ଆଧୁନିକ ଜ୍ଞାନକୌଶଳ ବ୍ୟବହାର ଉପରେ ମନ୍ତ୍ରୀଙ୍କ ଗୁରୁତ୍ୱାରୋପ…
ଭୁବନେଶ୍ୱର: ମାଛଚାଷ କୃଷକମାନଙ୍କ ଆୟବୃଦ୍ଧିରେ ଏକ ପ୍ରଧାନ ଅଙ୍ଗ ହୋଇଥିବାରୁ ମାଛଚାଷର ବିକାଶ ଓ ମତ୍ସ୍ୟଜୀବୀମାନଙ୍କର କଲ୍ୟାଣ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକଗୁଡ଼ିଏ ସମୟୋପଯୋଗୀ ଯୋଜନା କାର୍ଯ୍ୟକାରୀ କରାଯାଇଛି । ଏହା ଦ୍ୱାରା ବିଗତ ୨୦ ବର୍ଷରେ ମାଛ ଉତ୍ପାଦନ ପ୍ରାୟ ୪ ଗୁଣ!-->…
ବାରବାଟୀ-କଟକ ନିର୍ବାଚନ ଅନିୟମିତତା ମାମଲା; ଅସମ୍ପୂର୍ଣ୍ଣ ରହିଲା ମୋକିମଙ୍କ ସାକ୍ଷ୍ୟଗ୍ରହଣ…
କଟକ: ବାରବାଟୀ-କଟକ ନିର୍ବାଚନ ଅନିୟମିତତା ନେଇ ରୁଜୁ ମାମଲାର ପ୍ରତିପକ୍ଷ ବିଧାୟକ ମହମ୍ମଦ ମୋକିମଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିବା ବେଳେ ତାହା ଅସମ୍ପୂର୍ଣ୍ଣ ରହିଛି । ଆବେଦନକାରୀ ବିଜେଡ଼ିର ପରାଜିତ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କ ଓକିଲ ଗୋପାଳ ଅଗ୍ରୱାଲ ମୋକିମ୍ଙ୍କୁ ଜେରା କରିଥିଲେ!-->…
ଗୋପାଳର ସରିଲା ନାର୍କୋ ଟେଷ୍ଟ : ଡିଜିପିଙ୍କୁ ଏନ୍ଏଚ୍ଆରସି ମାଗିଲେ ଏଟିଆର ରିପୋର୍ଟ…
ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାକୁ ୧୩ ଦିନ ବିତିଗଲାଣି, ହେଲେ ଏହି ହାଇ ପ୍ରୋଫାଇଲ୍ ହତ୍ୟାକାଣ୍ଡର କାରଣ ଜଣାପଡ଼ିଲା ନାହିଁ । ଏଏସ୍ଆଇ ଗୋପାଳ ଦାସଙ୍କୁ ମାରାଥନ୍ ଜେରା କରି କ୍ରାଇମ ବ୍ରାଞ୍ଚ ନିରାଶ ହୋଇଥିଲା । ତେଣୁ ଗୋପାଳର ଗତକାଲି ଗୁଜୁରାଟ ଗାନ୍ଧୀନଗରରେ!-->…
ପ୍ରଭୁ ଲିଙ୍କରାଜଙ୍କୁ ଦର୍ଶନ କଲେ ମହାମହିମ…
ଭୁବନେଶ୍ୱର: ପ୍ରଭୁ ଲିଙ୍କରାଜଙ୍କୁ ଦର୍ଶନ କଲେ ମହାମହିମ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଶ୍ରୀଲିଙ୍ଗରାଜ ମନ୍ଦିର ଯାଇଥିଲେ । ପ୍ରଭୁ ଲିଙ୍ଗରାଜକୁ ଦର୍ଶନ କରିଛନ୍ତି । ସାଙ୍ଗରେ ଥିଲେ ତାଙ୍କ ଝିଅ । ମାଉସୀ ମାଆ ଛକରୁ ରଥ ରୋଡ୍ ହୋଇ ମନ୍ଦିର!-->…
ଭଦ୍ରକ ଜିଲ୍ଲାର ଦ୍ୱିତୀୟ ଅର୍କକ୍ଷେତ୍ର ବିରଞ୍ଚିନାରାୟଣଙ୍କ ପୀଠରେ ପାଳିତ ହୋଇଛି ପ୍ରସିଦ୍ଧ ଗୁଣ୍ଡୁଣୀ ମେଳା…
ଭଦ୍ରକ :ଭଦ୍ରକ ଜିଲ୍ଲାର ତିହିଡି ବ୍ଲକ ଅଧିନସ୍ଥ ପାଳିଆବିନ୍ଧା ପଞ୍ଚାୟତର ଥିବା ପ୍ରାଚୀନ ଅର୍କକ୍ଷେତ୍ର ବିରଞ୍ଚିନାରାୟଣଙ୍କ ପୀଠ । ଏଠାରେ ପ୍ରସିଦ୍ଧ ଗୁଣ୍ଡୁଣୀ ମେଳା ଆରମ୍ଭ ହୋଇ ଯାଇଛି । ଚଳିତ ବର୍ଷ ଏହି ମେଳାରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି । ଏହି ମେଳା ୫ ଦିନ ଧରି ଚାଲିବ।
!-->!-->!-->…