Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଶେଷ ରାତିରେ ଜମିଲା ଖଣ୍ଡଗିରି ଯାତ୍ରା…
ଭୁବନେଶ୍ୱର: ସରିଲା ଖଣ୍ଡଗିରି ମେଳା । ପୁଣି ଆରବର୍ଷକୁ ଅପେକ୍ଷା । ଆଜିଠୁ ମଞ୍ଚ ଅନ୍ଧାର । ଶୂନଶାନ ଖଣ୍ଡଗିରି । ଆଉ ଝଲସିବନି ଚିକିମିକି ଲାଇଟ୍। ରଙ୍ଗୀନ୍ ହେବନି ମଞ୍ଚ କି ମତୁଆଲା ହେବେନି ଦର୍ଶକ। ଦୀର୍ଘ ୧୦ଦିନ ଧରି ଚାଲିଥିଲା ଖଣ୍ଡଗିରି ଯାତ୍ରା । ଚଳିତ ବର୍ଷ ରେକର୍ଡ!-->…
ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ମୃତ, ଜଣେ ଗୁରୁତର…
କେନ୍ଦୁଝର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା । ଚାଲିଗଲା ୩ ଜୀବନ, ଜଣେ ଗୁରୁତର । କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ରୁଟିଶିଳା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଚିକିତ୍ସିତ ଅବସ୍ଥାରେ ଜଣଙ୍କ ମୃତ୍ୟୁ ହୋଇଛି ।
ରୁଟିଶିଳା!-->!-->!-->…
କଲିକତାରୁ ପୁରୀ ଯାଉଥିବା ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ; ୧୦ ଆହତ,୨ ଗୁରୁତର…
ଭଦ୍ରକ: ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ କଲିକତାରୁ ପୁରୀ ଅଭିମୁଖେ ଯାଉଥିବା ଏକ ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ୧୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିବା ବେଳେ ୨ ଜଣ ଗୁରୁତର ଅଛନ୍ତି। ଗୁରୁତର ମାନଙ୍କୁ ଚିକିତ୍ସା ନିମନ୍ତେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି।
!-->!-->!-->…
ଘଣ୍ଟାକରେ ୟୁକ୍ରେନ୍ ଉପରେ ରୁଷ୍ର ୧୭ ମିସାଇଲ୍ ମାଡ଼
କିଏଭ: ଶୁକ୍ରବାର ରୁଷ୍ ଏକ ଘଣ୍ଟା ମଧ୍ୟରେ ୟୁକ୍ରେନ୍ ଉପରେ ୧୭ ମିସାଇଲ୍ ମାଡ଼ କରିଛି । ଏହି ଆକ୍ରମଣ ସକାଳ ୪ଟା ବେଳେ ୟୁକ୍ରେନ୍ର ଜପୋରିଜିୟା ଅଞ୍ଚଳରେ କରାଯାଇଛି । ଦ କିଏଭ୍ ଇଣ୍ଡିପେଣ୍ଡେଣ୍ଟ୍ ରିପୋର୍ଟ ଅନୁସାରେ ଯୁଦ୍ଧ ଆରମ୍ଭ ପରେ ଏକସଙ୍ଗେ ଏତେ ସଂଖ୍ୟକ ମିସାଇଲ୍ ମାଡ଼ କରାଯିବା ଏହା!-->…
ଓଡ଼ିଶା ପୁଲିସ୍ SI ନିଯୁକ୍ତି ବିଜ୍ଞପ୍ତି ଉପରେ ରହିତାଦେଶ
ଭୁବନେଶ୍ୱର :୨୦୨୧ ମସିହାରେ ଓଡ଼ିଶା ପୁଲିସ୍ ସବ-ଇନ୍ସପେକ୍ଟର ପଦବୀ ପୂରଣ ସମ୍ପର୍କିତ ବିଜ୍ଞପ୍ତି ଉପରେ ହାଇକୋର୍ଟ ଅଙ୍କୁଶ ଲଗାଇଛନ୍ତି। ଅନ୍ୟାଦେଶ ପର୍ଯ୍ୟନ୍ତ ସମ୍ପୃକ୍ତ ବିଜ୍ଞପ୍ତି ଉପରେ କୌଣସି ପଦକ୍ଷେପ ଗ୍ରହଣ ନକରିବାକୁ କୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ସରକାରୀ!-->…
୨୩ ତାରିଖରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପୁନଃବିକଶିତ ଜନ୍ମ ପୀଠର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଆଜି ପୁରୀ ଜିଲ୍ଲାର ସୁଆଣ୍ଡୋସ୍ଥିତ ଗୋପବନ୍ଧୁଙ୍କ ଜନ୍ମପୀଠର ପରିଦର୍ଶନ କରି ଏହାର ପୁନଃବିକାଶ କାର୍ଯ୍ୟ ତଦାରଖ କରିଥିଲେ । ଉତ୍କଳମଣିଙ୍କ ଗାଁ ଶିବ ମନ୍ଦିର ଲୋକେଶ୍ୱର!-->…
ଯେଉଁ ମହାବିଦ୍ୟାଳୟର ଛାତ୍ରୀ ଥିଲେ ଆଜି ସେଠି ମୁଖ୍ୟଅତିଥି ଭାବେ ଯୋଗ ଦେଲି, ଭାବବିହ୍ବଳ ହେଲେ ରାଷ୍ଟ୍ରପତି…
ଭୁବନେଶ୍ବର: ରମାଦେବୀ ବିଶ୍ୱବିଦ୍ୟାଳୟରେ ଭାବବିହ୍ଵଳ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ ବେଳେ ୪୦/ ୪୨ ବର୍ଷ ତଳର ରମାଦେବୀର କାନ୍ଥ ମୁକସାକ୍ଷୀ ହୋଇ ମୋତେ ସ୍ୱାଗତ କରୁଥିବା ଅନୁଭବ ହେଉଛି ବୋଲି କହିଛନ୍ତି!-->…
କଂଗ୍ରେସରେ ଯୋଗଦେଲେ ପୂର୍ବତନ ମୁଖ୍ୟ ସଚିବ ବିଜୟ ପଟ୍ଟନାୟକ…
ଭୁବନେଶ୍ୱର :କଂଗ୍ରେସରେ ଯୋଗଦେଲେ ପୂର୍ବତନ ମୁଖ୍ୟ ସଚିବ ବିଜୟ ପଟ୍ଟନାୟକ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେଙ୍କ ଉପସ୍ଥିତିରେ ଯୋଗଦେଇଛନ୍ତି ବିଜୟ । ଦିଲ୍ଲୀ ଏଆଇସିସି କାର୍ଯ୍ୟାଳୟରେ ମିଶ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କଂଗ୍ରେସରେ ଯୋଗ ଦେବା ପରେ ବିଜୟ କହିଛନ୍ତି!-->…
ମାଫିଆଙ୍କ ଗୁଣ୍ଡାରାଜ : ପଥର ଗାଡ଼ିକୁ ଅଟକାଇବା ବେଳେ ଆର୍ଆଇଙ୍କୁ ଆକ୍ରମଣ ଉଦ୍ୟମ…
ପିପିଲି: ପଥର ଗାଡ଼ିକୁ ଅଟକାଇବା ବେଳେ ଆର୍ଆଇଙ୍କୁ ଆକ୍ରମଣ ଉଦ୍ୟମ । ଆଜି ପିପିଲିରେ ପଥର ଚୋରା ମାଫିଆ ମାନେ ମହିଳା ରାଜସ୍ୱ ନିରୀକ୍ଷକଙ୍କୁ ଆକ୍ରମଣ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଆର୍ଆଇ ଅଭିଲିପ୍ସା ପାଣ୍ଡେ ଆଜି ପିପିଲି ଜଟଣୀ ରାସ୍ତାର ଅନନ୍ତପୁର ଛକ୍ ନିକଟରେ ଏକ ପଥର ବୋଝେଇ!-->…
ପୁଣି ବିବାଦରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର : ଅନ୍ୟ ଝିଅଙ୍କ ସହ ଶାରୀରିକ ସମ୍ପର୍କ ଥିବା ଅଭିଯୋଗ ଆଣିଲେ…
ଜଗତସିଂହପୁର: ତିର୍ତ୍ତୋଲ ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ବିବାଦ ମାମଲା। ବିଧାୟକ ବିଜୟ ଶଙ୍କର ଦାସଙ୍କ ସେକ୍ସ ରାକେଟ, ବହୁ ବିବାହିତ ନାରୀ ମାନଙ୍କ ସମ୍ପର୍କ ଥିବା ଭଳି ଅନେକ ଅଭିଯୋଗ ଆଣିଛନ୍ତି ତାଙ୍କ ବାନ୍ଧବୀ ସୋମାଲିକା। ଏ ନେଇ ଥାନାରେ ସାନି ଏତଲା ପରେ ପୋଲିସ!-->…