Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଘୋଷଯାତ୍ରା ପ୍ରସ୍ତୁତି: ଶେଷ ପର୍ଯ୍ୟାୟରେ ତିନି ରଥର ଚକ ନିର୍ମାଣ ସହ ଯୋଜା ଓ ମୁହାଁଟ ଚଉପଟ କାମ
ପୁରୀ : ମହାପ୍ରଭୁଙ୍କ ଘୋଷଯାତ୍ରା ଲାଗି ଜୋରସୋରରେ ଚାଲିଛି ରଥନିର୍ମାଣ କାମ । ତିନି ରଥର ଚକ ନିର୍ମାଣ ସହ ତିନି ରଥର ଯୋଜା ଓ ମୁହାଁଟ ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ବରେ ତିନି ରଥର ଭୋଇ ସେବକମାନେ ନିର୍ମାଣ ଶେଷ ହୋଇଥିବା ଚକ!-->…
ଯୁବକଙ୍କୁ ଅଧ କିଲୋମିଟର ଘୋଷାଡ଼ି ନେବା ପରେ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼
ସୁନ୍ଦରଗଡ଼: ସୁନ୍ଦରଗଡ଼ ଭଷ୍ମା ଥାନା ଅଞ୍ଚଳରେ ବର୍ବରତା ! । ଯୁବକଙ୍କୁ ଘୋଷାଡ଼ି ନେଇ ଖୁଣ୍ଟରେ ବାନ୍ଧି ନିର୍ଧୁମ ଛେଚିଲେ । ସୁନ୍ଦରଗଡ଼ ଜିଲ୍ଲା ଭଷ୍ମା ଥାନା ଅଞ୍ଚଳରେ ବର୍ବର ଘଟଣା ଘଟିଛି। ମୃତ୍ୟୁ ମୁଖରୁ ଫେରି ଆସିଛନ୍ତି ମଣ୍ଟୁ ଶତନାମୀ । କୌଣସି କଥାକୁ ନେଇ ୨ ତାରିଖ ରାତି!-->…
ସକାଳ ୯ଟା ପୂର୍ବରୁ ଥାନାରେ ହେବ ବ୍ରିଫିଂ ପରେଡ୍, ନିର୍ଦ୍ଦେଶ ଦେଲେ ଡିଜିପି
ଭୁବନେଶ୍ବର: ଡିଜିପିଙ୍କ ନିର୍ଦ୍ଦେଶ ସମସ୍ତ ଥାନାରେ ସକାଳ ୯ଟା ପୂର୍ବରୁ ଦୈନିକ “ବ୍ରିଫିଂ ପରେଡ୍” ବାଧ୍ୟତାମୂଳକ । ଏଣିକି ପ୍ରତିଦିନ ସକାଳ ୯ଟା ପୂର୍ବରୁ ସମସ୍ତ ଥାନାରେ ବ୍ରିଫିଂ ପରେଡ୍ ଅନୁଷ୍ଠିତ ହେବ । ଅପରାଧ ନିୟନ୍ତ୍ରଣ, ସାଧାରଣ ଲୋକଙ୍କ ସହ ପୋଲିସର ସମନ୍ୱୟ ଏବଂ ପୋଲିସିଂ!-->…
ଜମି ବିବାଦକୁ ନେଇ ମହିଳାଙ୍କୁ ହତ୍ୟା
ବାଲେଶ୍ଵର: ଜମିବାଡ଼ି ବିବାଦକୁ ନେଇ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ବାଲେଶ୍ଵର ଜିଲ୍ଲା ଖଇରା ଥାନା ହରିପୁର ଗ୍ରାମରେ ଘର ଛାତ କାମକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ଗୋଟିଏ ଗୋଷ୍ଠୀର କୋଦାଳ ଆକ୍ରମଣରେ ମହିଳା କମଳା ସେଠୀଙ୍କ!-->…
ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୪୮ ଘଣ୍ଟାରେ ଘନୀଭୂତ ହୋଇ ଅବପାତ ରୂପ ନେବ
ଭୁବନେଶ୍ୱର : ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଶ୍ରୀଲଙ୍କା ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହି ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ!-->…
ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ: ଅବସ୍ଥା ସଙ୍କାଟପନ୍ନ
ସମ୍ବଲପୁର: ସମ୍ବଲପୁରରେ ଆତଙ୍କରାଜ । ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ । ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରି ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି । ଗୁରୁତର ଯୁବକ ବିକି ରଏ । ସଙ୍କାଟପର୍ଣ୍ଣ ଅବସ୍ଥାରେ ଉଦ୍ଧାର କରାଯାଇ ଭୀମସାରରେ ଭର୍ତ୍ତି କରାଯାଇଛି । ଖବର ପାଇ ବୁର୍ଲା!-->…
ଚୋରା ମାଙ୍କଡ଼ା ପଥର ଖଣିକୁ ବିରୋଧ କରିବାରୁ ହତ୍ୟା
ନୟାଗଡ଼: ଚୋରା ମାଙ୍କଡ଼ା ପଥର ଖଣିକୁ ବିରୋଧ କରିବାରୁ ମୁଣ୍ଡ ଗଡ଼ିଲା । ଓଡ଼ଗାଁ ଥାନା ଅଞ୍ଚଳ ରେ ବିଭିନ୍ନ ସ୍ଥାନରେ ଚୋରା ମାଙ୍କଡ଼ା ପଥର ଖଣି ଚାଲି ଥିବା ବେଳେ, ଏହାକୁ ସ୍ଥାନୀୟ ଲୋକ ମାନେ ବିରୋଧ କରି ଆସୁଥିଲେ । କଦଳୀ ବନ୍ଧ ଠାର ମାଙ୍କଡ଼ା ପଥର ନୋଝେଇ ଗାଡ଼ିକୁ ଅଟକାଇ ପୋଲିସକୁ!-->…
ରାଜଧାନୀରେ ‘ନାଇଟ୍ ଅପରେସନ’, ଆକ୍ସନ ମୋଡରେ କମିଶନରେଟ ପୋଲିସ
ଭୁବନେଶ୍ବର: ରାଜଧାନୀରେ ପୋଲିସର ‘ନାଇଟ୍ ଅପରେସନ’ ଆକ୍ସନ ମୋଡରେ କମିଶନରେଟ ପୋଲିସ । ଡିଜିପିଙ୍କ ସହ ଆଲୋଚନା ପରେ ଜୋରଦାର ହେଲା ନାଇଟ୍ ପେଟ୍ରୋଲିଂ ଓ ବ୍ଲକିଂ ଚେକିଂ । ବାଲିଅନ୍ତା ଘଟଣାକୁ ନେଇ ସମାଲୋଚନା ପରେ ଏବେ ସକ୍ରିୟ ହୋଇଛି କମିଶନରେଟ ପୋଲିସ । ରାଜଧାନୀରେ ଅପରାଧ ନିୟନ୍ତ୍ରଣ!-->…
ଜାଲ ଦସ୍ତଖତ କରି ୮କୋଟି ଠକେଇ; ୫ ଗିରଫ
ଧାମରା : ଭଦ୍ରକ ଜିଲ୍ଲା ଚାନ୍ଦବାଲି ସବଟ୍ରେଜେରୀରେ ଅର୍ଥ ତୋଷାରପାତ ଅଭିଯୋଗରେ ଆଜି ବାଲେଶ୍ୱର ଭିଜିଲାନ୍ସ ଟିମ ଚାନ୍ଦବାଲି ସବଟ୍ରେଜେରୀ ଅଫିସର ସହକାରୀ ଅଧିକାରୀଙ୍କ ସମେତ ୫ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି।
ପ୍ରାପ୍ତ ଖବର ଅନୁଯାଇ ଚାନ୍ଦବାଲି ସବଟ୍ରେଜେରୀ ଅଧିକାରୀ ସନ୍ତୋଷ କୁମାର!-->!-->!-->…
ଆଇଆଇଟି କ୍ୟାମ୍ପସରେ ହଷ୍ଟେଲ ବାଲକୋନୀରୁ ପଡ଼ି ପିଏଚଡି ଛାତ୍ର ମୃତ
ଭୁବନେଶ୍ୱର : ଆଇଆଇଟି କ୍ୟାମ୍ପସରେ ଅଘଟଣ। ବଏଜ୍ ହଷ୍ଟେଲର ବାଲକୋନୀରୁ ପଡ଼ି ଛାତ୍ର ମୃତ। ଘଟଣା ଘଟିଛି ଗତକାଲି ମଧ୍ୟରାତି ସମୟରେ। ମୃତ ଛାତ୍ର ଜଣକ ହେଉଛନ୍ତି ଆନ୍ଦ୍ରପ୍ରଦେଶର ତନିକୋଣ୍ଡା ନିଶାନ୍ତ କୁମାର। ନିଶାନ୍ତ ସେହି କଲେଜର ପିଏଚଡିର ଛାତ୍ର ଥିଲେ। ସେ ରହୁଥିବା ବ୍ରହ୍ମପୁତ୍ର ହଲର A!-->…