Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
କଂଗ୍ରେସରେ ଯୋଗଦେବେ ବିଜୟ କୁମାର ପଟ୍ଟନାୟକ..!
କଂଗ୍ରେସରେ ଯୋଗ ଦେଇପାରନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ। କଂଗ୍ରେସ ନେତା ଅମୀୟ ପାଣ୍ଡବ ଆଜି ଏ ନେଇ ସୋଶାଲ ମିଡିଆ ପେଜରେ ସୂଚନା ଦେବା ପରେ ଚର୍ଚ୍ଚା ଜୋର୍ ଧରିଛି। ଅମୀୟ ନିଜ ସୋସିଆଲ୍ ମିଡିଆ ପେଜରେ ଲେଖିଛନ୍ତି, ଆଜି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ!-->…
ନବ ଦାସ ହତ୍ୟା ମାମଲା: ତଦନ୍ତକୁ ସମୟ ଲାଗିବ: ଡିଜିପି…
ଭୁବନେଶ୍ୱର: ନବ ଦାସଙ୍କ ହତ୍ୟା ମାମଲାରେ ତଦନ୍ତ ଅନୁଧ୍ୟାନ ପରେ ଡିଜିପି ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ତଦନ୍ତକୁ ଆଉ ଟିକେ ସମୟ ଲାଗିବ ବୋଲି କହିଛନ୍ତି ଡିଜିପି ସୁନୀଲ ବଂଶଲ ।
ଗୋପାଳର ରିମାଣ୍ଡ ଅବଧି ବଢାଇବାକୁ କୋର୍ଟରେ ଆବେଦନ ହେବ । ତଦନ୍ତ କାଳରେ ସବୁ ଆଙ୍ଗଲକୁ!-->!-->!-->…
ନବ ଦାସ ହତ୍ୟା ମାମଲା : ଟେଷ୍ଟ ରିପୋର୍ଟକୁ ଅପେକ୍ଷା: ଜଷ୍ଟିସ ଜେ.ପି ଦାସ
ଭୁବନେଶ୍ୱର: ଝାରସୁଗୁଡାରେ ତଦନ୍ତ ତଦାରଖ ପରେ ଜଷ୍ଟିସ ଜେପି ଗଣମାଧ୍ୟମ ଆଗରେ ନିଜ ମନ୍ତବ୍ୟ ରଖିଛନ୍ତି । ଗୋପାଳର ସାଇକୋ ଆନାଲିସିସ୍ ଟେଷ୍ଟ ରିପୋର୍ଟକୁ ଅପେକ୍ଷା ।
ଟେଷ୍ଟ ରିପୋର୍ଟ ଆସିଲେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ । ଗୋପଳକୁ ପଚରାଉଚରା କଲେ କି ପ୍ରଶ୍ନରେ ଜଷ୍ଟିସ!-->!-->!-->…
ଚଳନ୍ତା ଟ୍ରକ୍ରେ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଡ୍ରାଇଭର
ସମ୍ବଲପୁର: ଚଳନ୍ତା ଟ୍ରକ୍ରେ ନିଆଁ ଲାଗି ଯିବାରୁ ଜୀବନ ଦଗ୍ଧ ହୋଇଗଲେ ଡ୍ରାଇଭର। ଏପରି ହୃଦୟବିଦାରକ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ତେରବେଡା ନିକଟରେ। ମୃତ ଡ୍ରାଇଭର ଜଣଙ୍କର ପରିଚୟ ମିଳିନାହିଁ।
ଗତକାଲି ବିଳମ୍ବିତ ରାତିରେ ଏକ ଟ୍ରକ୍ ଦ୍ରୁତ ଗତିରେ ଆସି!-->!-->!-->…
ଜମୁଛି ଖଣ୍ଡଗିରିରେ ଯାତ୍ରା: ଅଭିନୟରେ ଦର୍ଶକଙ୍କୁ କନ୍ଦାଉଛନ୍ତି ରାଣୀ
ଭୁବନେଶ୍ବର: ଜମୁଛି ଖଣ୍ଡଗିରିରେ ଯାତ୍ରା। ଜଲଓ୍ଵା ଦେଖାଉଛନ୍ତି ବିଭିନ୍ନ ଅପେରା ପାର୍ଟି । ଧମାଲ କରୁଛନ୍ତି ରାଣୀ ପଣ୍ଡା । ଏଥର ଖଣ୍ଡଗିରିରେ ରାଣୀ ପଣ୍ଡାଙ୍କୁ ଆଇଟମ୍ ଡ୍ୟାନ୍ସର ନୁହେଁ ଲିଡ୍ ଅଭିନେତ୍ରୀ ଭାବରେ ଦେଖିବାକୁ ମିଳିଛି । ହଟିଛି ଆଇଟମ ଗର୍ଲର ଟାଗ୍ । ଅଭିନେତ୍ରୀ ଭାବେ!-->…
ନବ ଦାସ ହତ୍ୟା ମାମଲା : ଗୋପାଳ କେବଳ ସୁଟର କିନ୍ତୁ ହ୍ୟାଣ୍ଡଲର କିଏ ଖୋଜୁନି ପୋଲିସ: ଜୟନାରାୟଣ ମିଶ୍ର
ଭୁବନେଶ୍ୱର: ନବ ଦାସଙ୍କ ହତ୍ୟା ମାମଲାକୁ ନେଇ ଦିନକୁ ଦିନ ଖୋଲିବାରେ ଲାଗିଛି ଅନେକ ତଥ୍ୟ । ଗୋପାଳ ସୁଟର, ହ୍ୟାଣ୍ଡଲରକୁ ଖୋଜୁଛି ପୋଲିସ କହିଲେ ଜୟନାରାୟଣ ମିଶ୍ର । ପୋଲିସ ଉପରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଆରୋପ ।
ହତ୍ୟାର ଗୋପାଳ କେବଳ ସୁଟର କିନ୍ତୁ ହ୍ୟାଣ୍ଡଲର!-->!-->!-->…
ଟ୍ରକ ଟର୍ମିନାଲରେ ମହିଳାଙ୍କୁ ହତ୍ୟା !
କଟକ: ଦିନକୁ ଦିନ ମୃତ୍ୟୁର ସଂଖ୍ୟା ବଢିବାରେ ଲାଗିଛି । ସେହିଭଳି ଆଉ ଏକ ସମ୍ବେଦନଶୀଳ ଖବର ସାମ୍ନାକୁ ଆସିଛି । ଜଗତପୁର ଟ୍ରକ ଟର୍ମିନାଲରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ।
ପୋଲିସ ମୃତଦେହକୁ ଉଦ୍ଧାର କରି ଜଗତପୁର ଥାନା ପୋଲିସର ଛାନଭିନ ଜାରି ରହିଛି । ମୃତ ମହିଳା!-->!-->!-->…
ନବ ଦାସ ହତ୍ୟା ମାମଲା: କ୍ରାଇମ ସ୍ପଟରେ ସ୍ଥିତି ଅନୁଧ୍ୟାନ କଲେ ପୋଲିସ ଡିଜି
ଝାରସୁଗୁଡ଼ା: କ୍ରାଇମ୍ ସ୍ପଟ୍ରେ ପୋଲିସ ଡିଜି । ଆଜି ଘଟଣାସ୍ଥଳକୁ ଯାଇଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । କ୍ରାଇମ ସ୍ପଟ୍ ବ୍ରଜରାଜନଗର ଗାନ୍ଧି ଛକକୁ ଯାଇଛନ୍ତି ପୋଲିସ ଡିଜି । ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଗତକାଲି ଝାରସୁଗୁଡ଼ାରେ!-->…
ଆଖି ବୁଜିଲା ଚିକିତ୍ସାଧୀନ ହାତୀ: କିଛିଦିନ ଧରି ଥିଲା ଅସୁସ୍ଥ
ଭଞ୍ଜନଗର: ଚିକିତ୍ସାଧୀନ ଅବସ୍ଥାରେ ମାଈହାତୀ ମୃତ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଗାଲେରୀ ବନାଞ୍ଚଳ ଅନ୍ତର୍ଗତ ଲେଙ୍ଗେଡା ଜଙ୍ଗଲରେ ହାତୀର ମୃତ୍ୟୁ ହୋଇଛି। ଗତ କିଛିଦିନ ଧରି ଅସୁସ୍ଥ ହାତୀଟି କ୍ରିଆଝୋଳ ଗାଁକୁ ଲାଗିରହିଥିବା ଜଙ୍ଗଲରେ ଏକା ହୋଇ ବୁଲୁଥିଲା। ଗାଁ!-->…
ନବ ଦାସଙ୍କ ସ୍ମୃତିସଭାରେ ଯୋଗଦେବେ ମୁଖ୍ୟମନ୍ତ୍ରୀ…
ଭୁବନେଶ୍ୱର: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ପାଇଁ ଗୁରୁବାର ଝାରସୁଗୁଡ଼ାରେ ଆୟୋଜିତ ହେଉଛି ରାଜ୍ୟସ୍ତରୀୟ ସ୍ମୃତିସଭା । ଏଥିରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଶ୍ରଦ୍ଧାସୁମନ ଅର୍ପଣ କରିବେ । ମନ୍ତ୍ରିମଣ୍ଡଳର ପ୍ରାୟ ସମସ୍ତ ସଦସ୍ୟ,!-->…