Browsing Category

ଓଡିଶା

ପରିତ୍ୟକ୍ତ ଅଖାରୁ ନର କଙ୍କାଳ ଉଦ୍ଧାର…

କୋରାପୁଟ: କୋରାପୁଟ ଜିଲ୍ଲା ପାଡୁଆ ଥାନା ଅନ୍ତର୍ଗତ ମୁକ୍ତିଆମ୍ବ ନିକଟରୁ ଏକ ନର ଙ୍କାଳ ଉଦ୍ଧାର କରାଯାଇଛି । ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ଏକ ବସ୍ତାରେ ନର କଙ୍କାଳ ଉଦ୍ଧାର କରାଯାଇଛି । ନର କଙ୍କାଳଟି ସମ୍ପୂର୍ଣ୍ଣ ଶରୀରର ହୋଇଥିବାରୁ ମୃତ ଦେହକୁ ବସ୍ତାରେ ଭର୍ତ୍ତି କରି ୩/୪ ମାସ

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ପାଇଁ ବଢିଲା ଅଡୁଆ: ବାନ୍ଧବୀ ସୋମାଲିକାଙ୍କ ଏତଲା ପଞ୍ଜିକୃତ କରିବାକୁ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ବାନ୍ଧବୀ ସୋମାଲିକା ଦାଶଙ୍କ ବିବାଦ ଘଟଣାରେ ବିଜୟଶଙ୍କରଙ୍କ ପାଇଁ ବଢ଼ିଲା ଅଡୁଆ। ହାଇକୋର୍ଟରେ ସୋମାଲିକା କରିଥିବା ଆବେଦନର ଶୁଣାଣି କରି ଏତଲା ପଞ୍ଜିକରଣ ପାଇଁ ଜଗତସିଂହପୁର ଥାନା ଆଇଆଇସିଙ୍କୁ ନିର୍ଦ୍ଦେଶ

ଆଶାକର୍ମୀଙ୍କ ନିକଟରୁ ୨ ଶିଶୁ ପୁତ୍ର ଉଦ୍ଧାର…

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ମଦନପୁରରୁ ଆଜି ୨ ଶିଶୁ ପୁତ୍ରଙ୍କୁ ନୟାଗଡ଼ ଜିଲ୍ଲା ଚାଇଲ୍ଡ ଲାଇନ୍ କର୍ତ୍ତୃପକ୍ଷ ଉଦ୍ଧାର କରିଛନ୍ତି। ଜଣେ ଶିଶୁର ବୟସ ୨ ବର୍ଷ ହୋଇଥିବା ବେଳେ, ଅନ୍ୟ ଜଣେ ଶିଶୁର ବୟସ ୧ ବର୍ଷ ବୋଲି ଜଣାପଡ଼ିଛି। ଏହି ଦୁଇ ପିଲାଙ୍କୁ ମଦନୁପରର ଆଶାକର୍ମୀ ସସ୍ମିତା

ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅର ଜାମିନ ନାମଞ୍ଜୁର…

ପାଟଣାଗଡ଼: କଣ୍ଟାବାଞ୍ଜି ଆଲିସାନ ସିନେମା ହଲ୍‌ ଭିତରେ ଗଣ୍ଡଗୋଳ ଘଟଣାରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜି ସିଂଙ୍କୁ ଗିରଫ ପରେ ଜେଲକୁ ପଠାଯାଇଛି । ପାଟଣାଗଡ଼ କୋର୍ଟରେ ଜାମିନ ନାମଞ୍ଜୁର ପରେ ସେଜିଙ୍କ ସହ ୫ ସହଯୋଗୀଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଯାଇଛି

ବଦଳିଲା ଓଡ଼ିଶା ଅଗ୍ନିଶମ ସେବା ନାମ, ବିଧିବଦ୍ଧ ଭାବେ ପ୍ରକାଶ ପାଇଲା ଗେଜେଟ୍‌ ବିଜ୍ଞପ୍ତି…

ଭୁବନେଶ୍ବର: ରାଜ୍ୟ ସରକାର ‘ଓଡ଼ିଶା ଅଗ୍ନିଶମ ସେବା’ର ନାମ ପରିବର୍ତ୍ତନ କରିଛନ୍ତି। ଏହାର ନୂଆ ନାମ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ନାଁରେ ନାମିତ ହୋଇଛି। ଏନେଇ ବିଧିବଦ୍ଧ ଭାବେ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ‘ଓଡ଼ିଶା ଅଗ୍ନିଶମ ସେବା’ ବିଭାଗ ଅତୀତରେ

ଗିରଫ ହେଲେ ବ୍ରହ୍ମପୁର TPSODL କର୍ପୋରେଟ ଅଫିସର…

ବ୍ରହ୍ମପୁର: ଗିରଫ ହେଲେ ବ୍ରହ୍ମପୁର TPSODL କର୍ପୋରେଟ ଅଫିସର ବରିଷ୍ଠ ଜେନେରାଲ ମ୍ୟାନେଜର ପ୍ରମୋଦ ଚୌଧୁରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ନିଜ ରୋଜଗାରଠାରୁ ୧୧୧% ଅଧିକ ସମ୍ପତ୍ତି ଠାବ କଲା ଭିଜିଲାନ୍ସ । ତାଙ୍କର ରହିଛି ତିନୋଟି ବହୁତଳ ଘର।

ତପସ୍ୱିନୀ ରହୁଥିବା ଘରେ ବିଦ୍ୟୁତ୍ କାଟ୍ ନେଇ ଏସ୍‌ପିଙ୍କୁ ଗୁହାରି; ସମସ୍ୟା ସମାଧାନ ନ ହେଲେ ପୁଣି ଧାରଣା : ତପସ୍ୱିନୀ

ବ୍ରହ୍ମପୁର: ସ୍ତ୍ରୀର ମାନ୍ୟତା ପାଇ ସୁଦ୍ଧା ଶ୍ୱଶୁର ଘରଙ୍କ ବାରଣ ହେତୁ ନିଜର ସାମାଜିକ ହକ୍ ପାଇଁ ଶ୍ୱଶୁର ଘର ସାମ୍ନାରେ ଦୀର୍ଘ ଏକ ମାସ ଧରି ଧାରଣା ଦେଇ ରାଜ୍ୟ ତଥା ରାଜ୍ୟବାହାରେ ଚର୍ଚ୍ଚାରେ ରହିଥିବା ତପସ୍ୱିନୀ ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ତାଙ୍କ ଶ୍ୱଶୁର ଘର ଲୋକ

ବିକ୍ରମଦେବ କଲେଜକୁ ବିଶ୍ଵବିଦ୍ୟାଳୟ ମାନ୍ୟତା: ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ…

କୋରାପୁଟ :ଜୟପୁରର ବିକ୍ରମଦେବ ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟ ମାନ୍ୟତା। ଏ ସଂକ୍ରାନ୍ତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଅବିଭକ୍ତ କୋରାପୁଟ ଜିଲ୍ଲାର ବୁଦ୍ଧିଜୀବୀ ତଥା ଛାତ୍ରଛାତ୍ରୀଙ୍କର ବହୁ ଦିନର ଦାବି ଆଜି ପୂରଣ ହୋଇଛି ବୋଲି ପ୍ରକାଶ କରି

ଅର୍ଚ୍ଚନା ନାଗ ଗିରଫ ମାମଲା: ୨୪ ଶହ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କଲା ଖଣ୍ଡଗିରି ପୋଲିସ…

ଭୁବନେଶ୍ୱର : ଅର୍ଚ୍ଚନା ନାଗ ଗିରଫ ମାମଲାରେ ଅର୍ଚ୍ଚନା-ଜଗବନ୍ଧୁଙ୍କ ବିରୋଧରେ ଦାଖଲ ହେଲା ଚାର୍ଜସିଟ । ୨୪ଶହ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କରିଛି ଖଣ୍ଡଗିରି ଥାନା ପୋଲିସ । ପୂର୍ବରୁ ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ । ଚାର୍ଜସିଟରେ ଘଟଣାସ୍ଥଳର

୨୧ରୁ ବିଧାନସଭା ବଜେଟ ଅଧିବେଶନ : ଫେବ୍ରୁଆରୀ ୨୪ରେ ବଜେଟ୍

ଭୁବନେଶ୍ୱର: ଫେବ୍ରୁଆରି ୨୧ରୁ ବିଧାନସଭା ବଜେଟ୍‌ ଅଧିବେଶନ । ୨୪ ତାରିଖରେ ଉପସ୍ଥାପନ ହେବ ୨୦୨୩-୨୪ ପାଇଁ ରାଜ୍ୟ ବଜେଟ୍‌ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ୍‌ ଉପସ୍ଥାପନ କରିବେ । ବଜେଟ୍‌ ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅଭିଭାଷଣ ରଖିବେ । ଖବର