Browsing Category

ଓଡିଶା

ଗାତରେ ପଡ଼ି ଦୁଇ ଶିଶୁ କନ୍ୟା ମୃତ…

ଚିତ୍ରକୋଣ୍ଡା: ରାସ୍ତା କାମ ପାଇଁ ଖୋଳା ଯାଇଥିବା ଗାତରେ ଖସି ପଡ଼ି ଦୁଇଟି ଶିଶୁ କନ୍ୟା ମୃତ। ଏଭଳି ଅଭାନୀୟ ଘଟଣା ଘଟିଛି ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଢେପ ସାହିରେ। ସୁଭଦ୍ରା କମାର(୪ବର୍ଷ) ଏବଂ ସୁମୀ ଜାନମ(୩ ବର୍ଷ) ଏହି ଦୁହେଁ ଖେଳୁଥିବା ସମୟରେ ଗାତରେ ଖସି ପଡିଥିବା ଆଶଙ୍କା

କେନ୍ଦ୍ରର ଆୟୁଷ୍ମାନ ଯୋଜନା ଠାରୁ ରାଜ୍ୟର BSKY ଭଲ : ବିଜେଡି

ଭୁବନେଶ୍ୱର : ଆୟୁଷ୍ମାନ ଯୋଜନାଠାରୁ BSKY ଭଲ। ସ୍ୱାସ୍ଥ୍ୟସେବାର ନୂଆ ମଡେଲ ସାରା ଭାରତବର୍ଷକୁ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବଜେଟ୍‌ରେ ଓଡ଼ିଶା ବିଜେପିର ମିଛ ପ୍ରଚାର ପଦାରେ ପଡ଼ିଛି ବୋଲି କହିଛି ବିଜେଡି। କେନ୍ଦ୍ର ଆୟୁଷ୍ମାନ ଯୋଜନାରେ ରାଜ୍ୟ ପାଇଁ ବ୍ୟୟବରାଦ କମିଛି । ତେବେ

ଯୁବକକୁ ପିଟି ପିଟି ମାରି ଦେବା ପରେ ପୋଡିଦେଲେ, ଅଭିଯୁକ୍ତ ଫେରାର…

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ସାନଗୋଛା ଗାଁ ନିକଟ ମୁକିଡ଼ାମ ଘାଟି ନିକଟରେ ଯୁବକଙ୍କୁ ପିଟି ପାଟି ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲରେ ପୋଡି ଦେଇ ଥିଲେ ଅଭିଯୁକ୍ତ। ମୃତ ଯୁବକ ଜଣକ ହେଉଛନ୍ତି ସୋରଡ଼ା ଗ୍ରାମର ସନ୍ତୋଷ ବେହେରା (ବେଣା)। ସୂଚନା ମୁତାବକ ସନ୍ତୋଷ

ଗୁଳି ବିଦ୍ଧ ଦନ୍ତାର ମୃତଦେହ ଠାବ, ଦୁଇଟି ଦାନ୍ତ ଚୋରି…

ବଡମ୍ବା : ହତ୍ୟା କରି ହାତୀର ଦାନ୍ତ କାଟିନେଲେ ଦୁର୍ବୃତ୍ତ। ବଡମ୍ବା ରେଞ୍ଜ ମାଣିଆବନ୍ଧ ବିଟ ହିପିଣ୍ଡା ସଂରକ୍ଷିତ ଜଙ୍ଗଲରେ ପୁଣି ଗୁଳି ବିଦ୍ଧ ଦନ୍ତା ହାତୀର ମୃତ ଦେହ ଠାବ ହୋଇଛି। ଏନେଇ ସୂଚନା ଦେଇଛନ୍ତି ବଡ଼ମ୍ବା ରେଞ୍ଜର ସୁବ୍ରତ କୁମାର ବେହେରା। ଗାଁ ଲୋକେ କାଠ ଆଣିବାକୁ

ନବ ଦାସଙ୍କ ହତ୍ୟା ଘଟଣା: ପାଇଖାନା ଟାଙ୍କିରୁ ମିଳିଲା ୧୨ଖଣ୍ଡ କାଗଜ… !

ଝାରସୁଗୁଡା: ପାଇଖାନା ଟାଙ୍କିରେ ଲୁଚିଥିଲା ପ୍ରମାଣ! ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାର ସମସ୍ତ ପ୍ରମାଣ ନଷ୍ଟ କରିଦେବାକୁ ସବୁ ଉଦ୍ୟମ କରିଥିଲା ଗୋପାଳ । ପାଇଖାନା ଟାଙ୍କିରେ ଲୁଚାଇ ରଖିଥିଲା ତଥ୍ୟ । କ୍ରାଇମବ୍ରାଞ୍ଚ ଟିମ୍‌ ହାତରେ ଲାଗିଛି ବଡ଼ ସୁରାକ । ପାଇଖାନା

ଭଦ୍ରକରେ ଯୁବକଙ୍କୁ ବୀଭତ୍ସ ହତ୍ୟା…

ଭଦ୍ରକ: ଯୁବକଙ୍କୁ ବୀଭତ୍ସ ହତ୍ୟା। ଧାରୁଆ ମାରଣାସ୍ତ୍ରରେ ମୁହଁକୁ ହାଣିଲେ ଦୁର୍ବୃତ୍ତ। ମୃତ ଯୁବକଙ୍କ ପରିଚୟ ଅସ୍ପଷ୍ଟ ରହିଛି। ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ ଚରମ୍ପା ଧାମରା ରେଳ ଓଭରବ୍ରିଜ୍‌ ନିକଟ ଏକ ଜମିରେ ଯୁବକଙ୍କ ମୃତଦେହ ପଡି ରହିଥିବା ଦେଖିବାକୁ ମିଳିଛି। ମୃତ ଶରୀର

MKCG ମେଡିକାଲ ମୁଖ୍ୟ ଫାଟକ ସମ୍ମୁଖରେ ଦୁର୍ଘଟଣା: ସ୍କୁଟି-କାର୍ ମୁହାଁମୁହିଁ ଧକ୍କା, ମାଆ-ପୁଅ ମୃତ

ବ୍ରହ୍ମପୁର: ସ୍କୁଟିକୁ ଧକ୍କା ଦେଲା କାର, ମାଆ-ପୁଅ ମୃତ । ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ସମ୍ମୁଖରେ ବିଳମ୍ବିତ ରାତିରେ ଏକ ସ୍କୁଟି ଓ କାର ମଧରେ ଧକ୍କା ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଯାଇଛି । ମୃତକ ହେଲେ ମା ସୀତା ଆମ୍ମା ଓ ପୁଅ ରାମଚନ୍ଦ୍ର ପାତ୍ର । ମୃତକଙ୍କ ଘର ବ୍ରହ୍ମପୁର

ନିଶା ନିବାରଣ କେନ୍ଦ୍ରରେ ନିିର୍ଦ୍ଧୁମ ମାଡ଼: ଯୁବକ ମୃତ, ମାଲିକ ଓ ୨ କର୍ମଚାରୀ ଗିରଫ…

ଭୁବନେଶ୍ୱର: ନିଶା ନିବାରଣ କେନ୍ଦ୍ରରେ ଅକଥନୀୟ ଅତ୍ୟାଚାର ଘଟଣା । ଅନ୍ତେବାସୀ ସର୍ବେଶ୍ୱର ବେହେରାଙ୍କ ମୃତ୍ୟୁ ଘଟିଥିବା ସୂଚନା । ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ସର୍ବେଶ୍ୱର । ଘଟଣାରେ ୩ ଜଣଙ୍କୁ ଗିରଫ କରିଥିଲା ମଞ୍ଚେଶ୍ୱର ଥାନା ପୋଲିସ । ସାଇକୃପା ଡି-ଆଡିକ୍ସନନ୍‌ ସେଣ୍ଟର

ନବ ଦାସଙ୍କ ସହ ସବୁଠି ଥିଲେ ହତ୍ୟାକାରୀ ଗୋପାଳ ଦାସ; ଭାଇରାଲ ହେଲା ପୁରୁଣା ଫଟୋ…

ଝାରସୁଗୁଡା : ନବ ଦାସଙ୍କ ସହ ସବୁଠି ଥିଲେ ହତ୍ୟାକାରୀ ଗୋପାଳ ଦାସ । ଝାରସୁଗୁଡ଼ା ଜିଲ୍ଲାରେ କାର୍ଯ୍ୟକାଳ ସମୟରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ନିକଟତର ହେବାର ଅନେକ ସୁଯୋଗ ପାଇଥିଲେ ଗୋପାଳ । ବ୍ରଜରାଜନଗର ବିଧାନସଭା କ୍ଷେତ୍ରକୁ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ

କେନ୍ଦ୍ର ବଜେଟ୍ ନେଇ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ବର: ସଂସଦରେ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିଛନ୍ତି। କେନ୍ଦ୍ର ସରକାରଙ୍କ ତରଫରୁ ବଜେଟ୍ ଉପସ୍ଥାପିତ ହେଲା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିବୃତ୍ତି ଜାରି କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ନିର୍ମଳା ସୀତାରମଣଙ୍କ ଦ୍ବାରା