Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ପୁରୀରେ ଶ୍ରୀଜିଉଙ୍କ ଦର୍ଶନ କଲେ 5T ସଚିବ, ପରିକ୍ରମା ପ୍ରକଳ୍ପ ଅଗ୍ରଗତି ସମ୍ପର୍କରେ କଲେ ଅନୁଧ୍ୟାନ…
ପୁରୀ: ପୁରୀରେ ଫାଇଭ୍ ଟି ସଚିବ ଭି. କେ. ପାଣ୍ଡିଆନ୍ । ଆଜି ସକାଳୁ ସକାଳୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଶ୍ରୀମନ୍ଦିର ଐତିହ୍ୟ ପରିକ୍ରମା ପ୍ରକଳ୍ପ ଅଗ୍ରଗତିର ସରଜମିନ୍ ଅନୁଧ୍ୟାନ କରିଛନ୍ତି । ପ୍ରକଳ୍ପ କାର୍ଯ୍ୟ କେତେ ସରିଛି, ଆଉ କେତେ ବାକି ଅଛି ବୁଲି ଦେଖିଛନ୍ତି!-->…
ଆଇଏଏସ ବଦଳି: ନିକୁଞ୍ଜ ଧଳ ମୁଖ୍ୟ ନିର୍ବାଚନ ଅଧିକାରୀ, ସତ୍ୟବ୍ରତ ସାହୁ ହେଲେ ସ୍ୱତନ୍ତ୍ର ରିଲିଫ କମିଶନର
ଭୁବନେଶ୍ୱର : ୧୯୯୩ ବ୍ୟାଚ୍ ଆଇଏଏସ୍ ତଥା ଶକ୍ତି ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ଭାବେ ନିଯୁକ୍ତି ମିଳିଛି । ଏ ନେଇ ଭାରତର ନିର୍ବାଚନ କମିଶନଙ୍କ ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଜି ରାଜ୍ୟ ସରକାର ଆଇଏଏସସ୍ତରରେ କେତେକ ବଦଳି!-->…
ଆଜି ଓକିଲ ସଂଘ ନିର୍ବାଚନ, ମୋଟ ୩୩, ୪୩୪ ଆଇନଜୀବୀ
ଆଜି ରାଜ୍ୟର ସମସ୍ତ ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହେବ । ୱାନ୍ ବାର ୱାନ ଭୋଟ ନିୟମ ଅନୁଯାୟୀ ରାଜ୍ୟର ମୋଟ ୧୫୩ଟି ବାର୍ ଆସୋସିଏସନରେ ଗୋଟିଏ ଦିନରେ ଭୋଟ ଗ୍ରହଣ ହେଉଛି। ମୋଟ ୩୩, ୪୩୪ ଆଇନଜୀବୀ ନିଜ ନିଜ ବାର୍ ଆସୋସିଏସନ କର୍ମକର୍ତ୍ତାଙ୍କୁ ନିର୍ବାଚିତ କରିବେ।
!-->!-->!-->…
ବାଲୁକାକଳାରେ ‘ଆର୍ଥ ଆଓ୍ଵାର’ର ସଚେତନତା ବାର୍ତ୍ତା ଦେଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ
ପୁରୀ : ବାଲୁକାକଳାରେ ‘ଆର୍ଥ ଆଓ୍ଵାର’ । WWFର ଭାରତ ଆମ୍ବାସଡର ତଥା ଆନ୍ତର୍ଜାତିକ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକାକଳାରେ ସଚେତନତା ବାର୍ତ୍ତା ଦେଇଛନ୍ତି । ଆଜି ରାତି ୮ଟା ୩୦ରୁ ୯ଟା ୩୦ ଯାଏ ଲାଇଟ୍ ବନ୍ଦ ରଖିବାକୁ ବିଶ୍ୱବାସୀଙ୍କୁ ଅନୁରୋଧ କରିଛନ୍ତି ।
!-->!-->!-->…
ବୁଲୁଛନ୍ତି ବାଘ ଓ ବାଘୁଣୀ ! ଡାକବାଜି ଯନ୍ତ୍ର ଦ୍ବାରା ଲୋକଙ୍କୁ ସତର୍କ କରାଇଲା ନୂଆପଡା ବନବିଭାଗ
ନୂଆପଡା: ସାବଧାନ୍! ଗାଁରେ ବୁଲୁଛି ବାଘ। ସଭିଏଁ ରୁହ ସତର୍କ। ଏମିତି କିଛି କହି ମାଇକ୍ ଦ୍ବାରା ଲୋକଙ୍କୁ ସତର୍କ କରାଉଛି ବନ ବିଭାଗ। ଏ ହେଉଛି ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟର ଜଳମଡେଇ ଗାଁ ଏବଂ ଅଭୟାରଣ୍ୟ ସଂଲଗ୍ନ ରହିଥିବା ଜଙ୍ଗଲ ତଳି ଅଂଚଳର ଦ୍ରୁଶ୍ଯ। ଯେଉଁଠି ବାଘ ଓ ବାଘୁଣୀଙ୍କ!-->…
ହୋଡିଂ ଉପରେ କାମ କରୁଥିବା ବେଳେ ମହୁମାଛି ଆକ୍ରମଣ, ତଳେ ପଡି ଜଣେ ମୃତ
ବାରଙ୍ଗ: ବାରଙ୍ଗ ଥାନା ଅନ୍ତର୍ଗତ ବଙ୍ଗାଳି ସାହି ଛକରେ ଥିବା ୫୦ ପୁଟର ହୋଡିଂ ଉପରେ ଚଡି କାମ କରିବା ବେଳେ ମହୁମାଛି ଆକ୍ରମଣରେ ଖସି ପଡ଼ି ଯୁବକ ମୃତ ।ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଟୋରେଣ୍ଟ ଆଡ଼ଭାଇଟାଇଜମେଣ୍ଟ କମ୍ପାନୀ ଅଧୀନରେ କାମ କରୁଥିବା ଦୁଇ ଜଣ ଯୁବକ ବିଳମ୍ବିତ!-->…
ସିସି କ୍ୟାମେରା ନଜରରେ ରହିବ ଶ୍ରୀମନ୍ଦିର..
ପୁରୀ : ଉଚ୍ଚକ୍ଷମତାସମ୍ପନ୍ନ ସିସି କ୍ୟାମେରା ନଜରରେ ରହିବ ଶ୍ରୀମନ୍ଦିର। ଭିଡିଓ ଫୁଟେଜ୍ ଏତେ ସ୍ପଷ୍ଟ ଦୃଶ୍ୟମାନ ହେବ ଯେ ସହଜରେ ଜଣେ ବ୍ୟକ୍ତିଙ୍କୁ ଚିହ୍ନି ହେବ। ଅବଢ଼ା ଯୋଜନାରେ କାମ ହେବାକୁ ଥିବା ଏହି ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ଓବିସିସି ପକ୍ଷରୁ ଏ ନେଇ ଟେଣ୍ଡର!-->…
ସଂଘବଦ୍ଧ ଆକ୍ରମଣରେ ଜଣେ ମୃତ, ୩ ଗୁରୁତର
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ସହଦେଵ ଟିକରପଡା ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଏଥିରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ତୋଫାନ ଗୌଡ଼। ଆହତ ହେଲେ କାଳୁ ଗୌଡ଼, ଜୋହ୍ନl ଗୌଡ଼ ଓ ପ୍ରତିମା ଗୌଡ଼l ଆହତ ମାନଙ୍କୁ ପ୍ରଥମେ!-->…
ଯୁବତୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇ ବନ୍ଧା ହେଲେ ଯୁବକ
ଭୁବନେଶ୍ବର: ଯୁବତୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେବା ମହଙ୍ଗା ପଡ଼ିଲା। କେବଳ ସେତିକି ନୁହେଁ, ସୋଶାଲ ମିଡିଆରେ ସମ୍ପୃକ୍ତା ଯୁବତୀଙ୍କ ଜାଲ୍ ଭିଡିଓ ଅପଲୋଡ୍ କରିବା ପରେ ବନ୍ଧା ହେଲେ ଯୁବକ । ଏପରି ଘଟଣା ରାଜଧାନୀରେ ଘଟିଥିବା ବେଳେ ଗିରଫ ଯୁବକଜଣକ ହେଲେ ପ୍ରୀତି ପ୍ରକାଶ ନାୟକ ନାମକ ।!-->…
ଜିଲ୍ଲା ମାନ୍ୟତା ଦାବିରେ କଣ୍ଟାବାଞ୍ଜି ବନ୍ଦ…
ଭୁବନେଶ୍ୱର : ଜିଲ୍ଲା ମାନ୍ୟତା ଦାବିରେ ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ଡାକରା ଦିଆଯାଇଛି। ଆଜି ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି l ବନ୍ଦ ଫଳରେ ଯାନବାହନ ଚଳାଚଳ ଓ ଦୋକାନ ବଜାର ବନ୍ଦ ରହିଛି। ଆଜି ସକାଳେ !-->…