ଆଜି ଓକିଲ ସଂଘ ନିର୍ବାଚନ, ମୋଟ ୩୩, ୪୩୪ ଆଇନଜୀବୀ

add-all

ଆଜି ରାଜ୍ୟର ସମସ୍ତ ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହେବ । ୱାନ୍ ବାର ୱାନ ଭୋଟ ନିୟମ ଅନୁଯାୟୀ ରାଜ୍ୟର ମୋଟ ୧୫୩ଟି ବାର୍‌ ଆସୋସିଏସନରେ ଗୋଟିଏ ଦିନରେ ଭୋଟ ଗ୍ରହଣ ହେଉଛି। ମୋଟ ୩୩, ୪୩୪ ଆଇନଜୀବୀ ନିଜ ନିଜ ବାର୍‌ ଆସୋସିଏସନ କର୍ମକର୍ତ୍ତାଙ୍କୁ ନିର୍ବାଚିତ କରିବେ।

ହାଇକୋର୍ଟ ବାର୍‌ ଆସୋସିଏସନର ସଭାପତି, ସମ୍ପାଦକ ଏବଂ ୯ଟି ଏକଜିକ୍ୟୁଟିଭ କମିଟି ସଦସ୍ୟ ପଦ ସମେତ ମୋଟ ୧୫ ଟି ପଦବୀ ପାଇଁ ନିର୍ବାଚନ ହେବ। ହାଇକୋର୍ଟ ବାର୍‌ ଆସୋସିଏସନର ୪, ୨୯୭ ଭୋଟର ନିଜ ମତଦାନ ସାବ୍ୟସ୍ତ କରିବେ।

ad-week
Leave A Reply

Your email address will not be published.