Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବସ-ଟ୍ରକ୍ ମୁହାଁମୁହିଁ : ଜଣେ ମୃତ, ୧୫ରୁ ଊର୍ଦ୍ଧ୍ବ ଆହତ
ବ୍ରହ୍ମପୁର: ବସ ଓ ଟ୍ରକ୍ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବାଲିଡାବା ନିକଟରେ ଏପରି ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ ପୋଲସରାରୁ ପୁରୀ ଅଭିମୁଖେ!-->…
୧୬ ଲକ୍ଷ ଟଙ୍କା ଲାଞ୍ଚ ନେଇ ସିବିଆଇ ଜାଲରେ CGST ସୁପରିଣ୍ଟେଣ୍ଡେଣ୍ଟ
ବାଲେଶ୍ଵର: ସିବିଆଇ ଜାଲରେ ବାଲେଶ୍ଵର CGST ସୁପରିଣ୍ଟେଣ୍ଡେଣ୍ଟ । ବାଲେଶ୍ୱର କେନ୍ଦ୍ରୀୟ ଜିଏସଟି (CGST) କାର୍ଯ୍ୟାଳୟରେ ଶୁକ୍ରବାର ସିବିଆଇ (CBI) ପକ୍ଷରୁ ଏକ ବଡ଼ଧରଣର ଚଢ଼ାଉ କରାଯାଇଛି । ୧୬ ଲକ୍ଷ ଟଙ୍କାର GST ରିଫଣ୍ଡ ମୁକ୍ତ କରିବା ପାଇଁ ଜଣେ ବ୍ୟବସାୟୀଙ୍କଠାରୁ ୫୦ ହଜାର!-->…
ମେ’ ୧୦ ବା ୧୧ ବେଳକୁ ଲଘୁଚାପ !
ଭୁବନେଶ୍ୱର : ବାତ୍ୟା ଦ୍ବନ୍ଦ୍ବ ଭିତରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ମେ ୧୦ ବା ୧୧ ବେଳକୁ ହୋଇପାରେ ଲଘୁଚାପ । ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଆଖପାଖରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ସମୁଦ୍ର ପତ୍ତନରୁ ଦେଢ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି ଏହି ଘୂର୍ଣ୍ଣିବଳୟ । ଏନେଇ ବିଶ୍ବ!-->…
ବର୍ଷାଦିନେ ବନ୍ଦ ହେବ ଖୋଳାତଡା, ନମାନିଲେ ଦୁଇଗୁଣା ଜରିମାନା
ଭୁବନେଶ୍ୱର: ବର୍ଷା ଦିନ ଆସିଲେ ରାସ୍ତାରେ ପାଣି ଜମିବା ଆରମ୍ଭ ହୁଏ। ଏହାସାଙ୍ଗକୁ ରାସ୍ତା କିମ୍ବା ଡ୍ରେନ ଖୋଳତାଡ ଆରମ୍ଭ ହୋଇଯାଏ। ଏହାକୁ ନେଇ ବିଏମସି ପକ୍ଷକୁ ଏବେ ନୂଆ ନିୟମ ଜାରି କରାଯାଇଛି। ବର୍ଷା ଦିନେ ଖୋଳାତଡା ବନ୍ଦ ରହିବ। ଯଦି କୌଣସି ସଂସ୍ଥା ଏହାକୁ ଅଣଦେଖା କରନ୍ତି ତାହାଲେ!-->…
ନିଶାସକ୍ତ ଅବସ୍ଥାରେ ନାରକୀୟ କାଣ୍ଡ, ଯୁବକଙ୍କୁ ପିଟିପିଟି ହତ୍ୟା
ବାଲିପାଟଣା : ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତାରେ ଘଟିଥିବା ବର୍ବର ହତ୍ୟାକାଣ୍ଡକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ଜାରି ଥିବା ବେଳେ କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ବେଙ୍ଗବତୀ ଗ୍ରାମରେ ଆଜି ଏକ ସମାନ ପ୍ରକାରର ଘଟଣା ଘଟିଛି। ଅଠାନ୍ତର ଛକରେ ଶୁକ୍ରବାର ଏହି ଜଘନ୍ୟ ହତ୍ୟାକାଣ୍ଡ!-->…
ଅଙ୍ଗନବାଡ଼ି କେନ୍ଦ୍ର ବିକାଶରେ ସହଯୋଗ ପାଇଁ ବିଧାୟକଙ୍କୁ ଚିଠି
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ବିକାଶରେ ସହଯୋଗ କରିବାକୁ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ କଲ୍ୟାଣ ବିଭାଗ ମନ୍ତ୍ରୀ ପ୍ରଭାତୀ ପରିଡ଼ା ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀର ବିଧାୟକଙ୍କୁ ଚିଠି ଲେଖିଛନ୍ତି। ମହିଳା ଓ ଶିଶୁ!-->…
ବସକୁ ପଛପଟୁ ଧକ୍କା ଦେଲା ହାଇୱା, ୧୫ ଯାତ୍ରୀ ଆହତ
କେନ୍ଦୁଝର : ଓଲଟିଲା ଯାତ୍ରୀବାହୀ ବସ । ୧୫ ଯାତ୍ରୀ ଆହତ ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥର ମସିଣାବିଲା ଛକରେ ଏକ ଯାତ୍ରୀବାହୀ ବସକୁ ପଛପଟୁ ଧକ୍କା ଦେଲା ଦ୍ରୁତଗାମୀ ହାଇୱା । ଦୁର୍ଘଟଣାରେ ୧୫ଜଣ ଯାତ୍ରୀ ଆହତ ହୋଇଛନ୍ତି l!-->…
ଅନଲାଇନ ଟ୍ରେଡିଂ ନାଁରେ ୨୦ ଲକ୍ଷ ୫୦ ହଜାର ଟଙ୍କାର ଠକେଇ, ଜଣେ ଗିରଫ
କୋରାପୁଟ : ସାଇବର ଠକେଇ ମାମଲାରେ ଜଣେ ଗିରଫ । ଅନଲାଇନ ଟ୍ରେଡିଂରେ ରୋଜଗାର ଲୋଭ ଦେଖାଇ କୋରାପୁଟ ଜୟପୁରର ଜଣେ ବ୍ୟକ୍ତିଙ୍କୁ ୨୦ ଲକ୍ଷ ୫୦ ହଜାର ଟଙ୍କା ଠକେଇ କରାଯାଇଥିଲା । ଏହି ମାମଲାରେ କୋରାପୁଟ ସାଇବର କ୍ରାଇମ ଓ ଅର୍ଥନୈତିକ ଅପରାଧ ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଅଭିଯୁକ୍ତ!-->…
ଶଳାକୁ ଅପହରଣ ଅଭିଯୋଗରେ ଭିଣୋଇ ସହ ୪ ଗିରଫ
ଜଗତସିଂହପୁର : ଶଳାକୁ ଅପହରଣ, ଭିଣୋଇ ଗିରଫ । ଜଗତସିଂହପୁର ଜିଲ୍ଲା ନାଉଗାଁରେ ସ୍ତ୍ରୀକୁ ହତ୍ୟା କରିବା ପାଇଁ ଶଳାକୁ ଅପହରଣ କରିଥିଲା ସ୍ୱାମୀ ଓ ସହଯୋଗୀ । ଶଳା ମାଧ୍ୟମରେ ସ୍ତ୍ରୀକୁ ଡକାଇ ହତ୍ୟା ଷଡ଼ଯନ୍ତ୍ର ରଚିଥିଲା ସ୍ୱାମୀ । ଜଗତସିଂହପୁର ଜିଲ୍ଲା!-->…
ମୁହଁ ଖୋଲିଲେ ସୌମ୍ୟଙ୍କ ମା’, ମିଛ କହୁଛନ୍ତି ଉଭୟ ଯୁବତୀ
ଭୁବନେଶ୍ୱର : ମୁହଁ ଖୋଲିଲେ ସୌମ୍ୟଙ୍କ ମା’ । ଉଭୟ ଯୁବତୀ ମିଛ କହୁଥିବା କହିଲେ ସୌମ୍ୟଙ୍କ ମାଆ । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲେ । ଘଟଣାକୁ ନେଇ ମୁହଁ ଖୋଲିଲେ ସୌମ୍ୟଙ୍କ ମାଆ । ଯୁବତୀଙ୍କ ବିରୋଧରେ ଆଣିଲେ ପାଲଟା ଅଭିଯୋଗ । ଦୁଇ ଯୁବତୀ!-->…