Browsing Category

ଓଡିଶା

ଆଜିଠାରୁ ଟାଙ୍ଗୀ, ଚନ୍ଦକାକୁ ଗଡିବ ‘ମୋ ବସ୍‌’

ଭୁବନେଶ୍ୱର: କଟକ ଟାଙ୍ଗୀ ଓ ଚନ୍ଦକାକୁ ଗଡିବ ‘ମୋ ବସ୍‌’। ଏହି ଅଞ୍ଚଳରେ ମୋ ବସ୍‌ ଚଳାଚଳ ଲାଗି ଦୀର୍ଘଦିନରୁ ଲୋକେ ଦାବି କରି ଆସୁଥିବାବେଳେ କ୍ରୁଟ୍‌ ପକ୍ଷରୁ ଏଥିପାଇଁ ଦୁଇଟି ନୂଆ ରୁଟ୍‌ର ଶୁଭାରମ୍ଭ କରାଯାଇଛି। ମଙ୍ଗଳବାରଠାରୁ ରୁଟ୍‌ ନଂ.୪୧: ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ରୁ ଟାଙ୍ଗୀ(ଭାୟା:

ପୋଲିସ କମିଶନ ନେଉଛି: ମନ୍ତ୍ରୀ…

ଭୁବନେଶ୍ୱର:ରାଜ୍ୟରେ କେତେକ ଘଟଣାରେ ପୋଲିସ ଏବଂ ଓକିଲମାନେ ଏସ୍‌ସି/ଏସ୍‌ଟି ମାମଲାଗୁଡ଼ିକରେ କମିଶନ ନେଉଛନ୍ତି। ସୋମବାର ସ୍ଥାନୀୟ ରୋଟାରୀ ଭବନରେ ଆଇନ ସେବା ସଂସ୍ଥା କ୍ଲାପ୍‌ ପକ୍ଷରୁ ଆୟୋଜିତ ପୀଡ଼ିତାଙ୍କୁ କ୍ଷତିପୂରଣ ପ୍ରଦାନ ସମ୍ପର୍କିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ଗୃହ

ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି, ଗାନ୍ଧୀ ମାର୍ଗରେ ପରେଡ୍ ରିହର୍ସଲ୍…

ଭୁବନେଶ୍ୱର : ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଭୁବନେଶ୍ବର ଗାନ୍ଧୀ ମାର୍ଗରେ ହେଉଛି ପରେଡ୍ ରିହର୍ସଲ୍। କୋଭିଡ କଟକଣା ହଟିବା ପରେ ଚଳିତ ବର୍ଷ ୫୦ କଣ୍ଟିଜେଣ୍ଟ ଭାଗ ନେବେ। ପୋଲିସ, ସଶସ୍ତ୍ର ବାହିନୀ , କମାଣ୍ଡୋ, ଆନ୍ଧ୍ର ପୋଲିସର ଗୋଟିଏ ଟ୍ରୁପ୍, ସିଭିଲିଆନ ଙ୍କୁ ମିଶାଇ ମୋଟ ୫୦ରୁ

ପାରିବାରିକ ବିବାଦ ତୁଟାଇବେ ସିଙ୍ଗର କପଲ୍‌, ପୁଣି ଏକାଠି ହେବେ ହ୍ୟୁମାନ ସାଗର ଓ ଶ୍ରୀୟା ମିଶ୍ର

ଭୁବନେଶ୍ୱର: ପାରିବାରିକ ବିବାଦ ତୁଟାଇବେ ସିଙ୍ଗର କପଲ୍‌ । ପୁଣି ଏକାଠି ହେବେ ହ୍ୟୁମାନ ସାଗର ଓ ଶ୍ରୀୟା ମିଶ୍ର । ଆପୋଷ ସମାଧାନ ମୁଡରେ ଦୁହେଁ ଆଗକୁ ବଢୁଥିବା ସୂଚନା ମିଳିଛି । ପାରିବାରିକ କଳହ ଯୋଗୁ ହ୍ୟୁମାନ ସାଗରଙ୍କ ସମ୍ମାନରେ ଆଞ୍ଚ ଆସିବା ସହ କ୍ୟାରିଅର ପ୍ରଭାବିତ ହୋଇପାରେ ।

ପରକ୍ରୀୟା ପ୍ରୀତିର କରୁଣ ପରିଣତି, ମହିଳାଙ୍କୁ ହାଣିଲା ଯୁବକ…

ବ୍ରହ୍ମପୁର: ପରକ୍ରୀୟା ପ୍ରୀତିର କରୁଣ ପରିଣତି । ମହିଳାଙ୍କୁ ଯୁବକର ମରଣାନ୍ତକ ଆକ୍ରମଣ । ମହିଳାଙ୍କୁ ରକ୍ଷା କରିବାକୁ ଯାଇ ଆଉ ଜଣେ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି । ଘଟଣା ପରେ ରକ୍ତ ଭିଜା କାତି ସହ ଥାନାରେ ଆତ୍ମ ସମର୍ପଣ କଲା ଅଭିଯୁକ୍ତ । ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ

ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣା, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ…

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଅଞ୍ଚଳରେ ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣା। ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ। ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି। ସୂଚନାନୁଯାୟୀ, ଗତ ୧୮ ତାରିଖରେ ଆନନ୍ଦପୁର ଉପଖଣ୍ଡ ସୋସା ଥାନା ଅଞ୍ଚଳର ଜଣେ ମହିଳା

ଗଛରେ ଧକ୍କା ହୋଇ ଜଳିଗଲା ବୋଲେରୋ, ଜଣେ ମୃତ ୩ ଗୁରୁତର…

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା କର୍ଲାଖମନ ନିକଟ ଡୁମେରମୁଣ୍ଡା ଛକ ନିକଟରେ ଗତକାଲି ରାତି ଏକ ବେଲେରୋ ଗଛରେ ପିଟି ହୋଇ ଜଳିଯାଇଛି । ଏଥିରେ ଜଣେ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ଗଡ଼ପୋଷ ଅଞ୍ଚଳର ସୁରେଶ ଲୁଗୁନ (୩୫) ବୋଲି

ବିଜେପିର ଚେତାବନୀ ପତ୍ରରେ ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ ପ୍ରଦୀପ ଅମାତ…

ଭୁବନେଶ୍ୱର: ଆବାସ ଯୋଜନା ତାଲିକା ପ୍ରକାଶକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ପ୍ରଦୀପ ଅମାତ । ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେପି ଏମିତି କରୁ ଥିବା କହିଛନ୍ତି ପ୍ରଦୀପ । ତେବେ ଅନିୟମିତତା କଥା କହୁଥିବା ଲୋକେ କେତେ ଅଭିଯୋଗ କରିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ସେହିପରି

ବରମୁଣ୍ଡା ଟର୍ମିନାଲରେ ହୁ ହୁ ହୋଇ ଜଳାଗଲା ବସ୍‌…

ଭୁବନେଶ୍ବର: ବସରେ ଲାଗିଲା ନିଆଁ । କିଛି ସମୟ ଭିତରେ ହୁ ହୁ ହୋଇ ଜଳାଗଲା ବସ୍‌ । ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଏହି ଘଟଣା ଘଟିଛି । ବସଷ୍ଟାଣ୍ଡରେ ଠିଆ ହୋଇଥିବା ବେଳେ ବସରେ ନିଆଁ ଲାଗିଥିଲା । ଘଟଣାସ୍ଥଳରେ ନିଆଁ ଲିଭା କାମରେ ଲାଗିଥିଲା ଅଗ୍ନିଶମ ବାହିନୀର ୨ଟି ଟିମ୍‌ । ତେବେ

୨୦୨୪ରେ ନିର୍ବାଚନ ଲଢ଼ିବେ ଧର୍ମେନ୍ଦ୍ର ପ୍ରଧାନ…

୨୦୨୪ରେ ନିର୍ବାଚନ ଲଢ଼ିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ପରେ ଚର୍ଚ୍ଚା ଜୋର ଧରିଛି । ଏକ ଜାତୀୟ ଗଣମାଧ୍ୟମକୁ ଧର୍ମେନ୍ଦ୍ର ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି ।ସେ କହିଛନ୍ତି, ଏ ବାବଦରେ ପାର୍ଟିକୁ ଅନୁରୋଧ କରିଛନ୍ତିି । ଏବେ ପ୍ରଶ୍ନ