Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଶନିବାର ପୂର୍ବାହ୍ନରେ ରାଜ୍ୟ କ୍ୟାବିନେଟ…
ଭୁବନେଶ୍ୱର:ଆସନ୍ତା ଶନିବାର ପୂର୍ବାହ୍ନ ୧୧ଟା ୩୦ ମିନିଟ୍ରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ପ୍ରାୟ ୧୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିବା ସମ୍ଭାବନା ରହିଛି। ମିଳିଥିବା!-->…
ଦୁଇ ନାବାଳିକାଙ୍କୁ ଲଜରେ ରଖି ୨ ରାତି ବଳାତ୍କାର…
ସୋର : ରାଜଧାନୀ ଭୁବନେଶ୍ଵରରେ ଦୁଇଜଣ ନାବାଳିକାଙ୍କୁ ବଳାତ୍କାର କରିବା ନେଇ ଚାଞ୍ଚଲ୍ୟ ଖେଳିଯାଇ ଥିବା ବେଳେ ଏବେ ବାଲେଶ୍ଵର ଜିଲ୍ଲା ସୋର ଥାନା ଅଞ୍ଚଳରେ ସମାନ ଘଟଣା ସାମ୍ନାକୁ ଆସିଛି। ଦୁଇଜଣ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ଦୁର୍ବୃତ୍ତ ମାନେ ସ୍କୁଲ ଯିବା ବାଟରୁ ଉଠାଇ ନେଇ ଦୁଇଦିନ ଧରି!-->…
ଗଞ୍ଜେଇ କାରବାରରେ ଖାକି ଲିଙ୍କ, ଫାଣ୍ଡି ଅଧିକାରୀ ସମେତ ୨ କନେଷ୍ଟବଳ ନିଲମ୍ବିତ…
ବୌଦ୍ଧ : ଗଞ୍ଜେଇ କାରବାରରେ ଖାକି ଲିଙ୍କ୍। ଫାଣ୍ଡି ଅଧିକାରୀଙ୍କ ସମେତ ୨ କନେଷ୍ଟବଳ ନିଲମ୍ବିତ। ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରହ୍ଲାଦ ସହାଇ ମୀନା ନିଲମ୍ବିତ କରିଛନ୍ତି। ଫାଣ୍ଡି ଅଧିକାରୀ ସନାତନ ପ୍ରଧାନ, କନେଷ୍ଟବଳ ସଂଜୀବ ପ୍ରଧାନ ଓ କେଶବ ପ୍ରଧାନ ନିଲମ୍ବିତ ହୋଇଛନ୍ତି। ସୂଚନା!-->…
ରାଜ୍ୟରେ କମୁଛି ଶୀତ, ୫ଦିନ ଯାଏ ପାଗ ଶୁଖିଲା
ଭୁବନେଶ୍ୱର: ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକ ଠାରୁ ସାମାନ୍ୟ ଉପରେ ରହିଛି। ସ୍ୱାଭାବିକ ତାପମାତ୍ରା ଠାରୁ ୨ରୁ ୫ ଡିଗ୍ରୀ ସେଲସିୟସ ଅଧିକ ରହିଛି ତାପମାତ୍ରା। ଆଗାମୀ ୫ଦିନ ଯାଏ ରାଜ୍ୟରେ ପାଗ ଶୁଖିଲା ରହିବ। ୨-୩ ଦିନ ସକାଳ ସମୟରେ ସାମାନ୍ୟରୁ ମଧ୍ୟମ ଧରଣର କୁହୁଡିର!-->…
ରାଉରକେଲାରେ ପଞ୍ଚମ ଦିନରେ ସରସ ମେଳା: ଗୁଜରାଟର ସିଦ୍ଧି ଧମାଲ ଏବଂ ଆସାମର ବିହୁ ନୃତ୍ୟରେ ଝୁମିଲେ ଦର୍ଶକ
ସୁନ୍ଦରଗଡ଼/ରାଉରକେଲା,: ରାଉରକେଲା ସହରରେ ଚାଲିଥିବା ‘ସରସ ମେଳା’ ଗୁରୁବାର ପଞ୍ଚମ ଦିନରେ ପହଞ୍ଚିଛି। ହକି ବିଶ୍ୱକପ୍ ଅବସରରେ ଏହି ମେଳା ଆୟୋଜନ କରାଯାଇଥିବାରୁ ପ୍ରତିଦିନ ଏଠାରେ ଲୋକଙ୍କ ଭିଡ଼ ଲାଗୁଛି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ହାତ ତିଆରି ବିଭିନ୍ନ ସାମଗ୍ରୀ ଏବଂ!-->!-->!-->…
ରାଉରକେଲାରେ ଜିଲ୍ଲାସ୍ତରୀୟ ହକି ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ, ଚାମ୍ପିୟନ ଓ ରନର୍ସଅପ୍ ଟିମକୁ…
ହକି ମ୍ୟାଚରେ ପୁରୁଷ ଓ ମହିଳା ବର୍ଗରେ କୁତ୍ରା ଟିମ୍ ଚାମ୍ପିୟନ
ଫୁଟବଲ ମ୍ୟାଚରେ ପୁରୁଷ ବର୍ଗରେ ସବଡେଗା ଏବଂ ମହିଳା ବର୍ଗରେ ଲାଠିକଟା ଟିମ୍ ଚାମ୍ପିୟନ
ସୁନ୍ଦରଗଡ଼ /ରାଉରକେଲା,: ହକି ବିଶ୍ୱକପ୍ ଅବସରରେ ସୁନ୍ଦରଗଡ଼ ଜିଲ୍ଲାରେ ଚାଲିଥିବା ଜିଲ୍ଲାସ୍ତରୀୟ ହକି ଏବଂ ଫୁଟବଲ!-->!-->!-->!-->!-->!-->!-->…
ବଡ଼ଗାଁ ଏବଂ କୁତ୍ରା ବ୍ଲକରେ ହକି ବିଶ୍ୱକପ୍ ଟ୍ରଫି ଟୁରକୁ ଉତ୍ସାହର ସହ ସ୍ୱାଗତ…
ସୁନ୍ଦରଗଡ଼, ୧୯ ଜାନୁଆରି ୨୦୨୩: ସୁନ୍ଦରଗଡ଼ ଜିଲ୍ଲାରେ ଗାଁ ଗାଁରେ ହକି ବିଶ୍ୱକପ୍ ଟ୍ରଫି ଟୁରକୁ ସ୍ୱାଗତ କରିବା ପାଇଁ ସାଧାରଣ ଲୋକଙ୍କ ଭିତରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ଛାତ୍ରଛାତ୍ରୀ, ଯୁବପିଢ଼ି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଟ୍ରଫିକୁ ଆନନ୍ଦ ଉଲ୍ଲାସର ସହ!-->!-->!-->…
ରାଜଶ୍ରୀଙ୍କ ମୃତ୍ୟୁରେ ଓସିଏ ନିରବ…
କଟକ : କ୍ରିକେଟର ହେବାର ସ୍ବପ୍ନ ନେଇ କଟକ ଆସଥିବା ରାଜଶ୍ରୀ ସବୁଦିନ ପାଇଁ ଆଖି ବୁଜିଦେଲେ। ଓସିଏ ଚୟନ କମିଟି ଦ୍ବାରା ନିରାଶ ହୋଇ ଦଳରେ ସ୍ଥାନ ମିଳିନଥିବାରୁ ସେ ଜୀବନ ହାରିଦେଲେ। ସେପଟେ ରାଜଶ୍ରୀଙ୍କ ଆତ୍ମହତ୍ୟାକୁ ପରିବାର ଲୋକ ସହଜରେ ଗ୍ରହଣ କରି ପାରିନାହାନ୍ତି। ସେମାନେ ଏହାକୁ!-->…
୩ ଦିନ ଘନ କୁହୁଡ଼ି, ଜାରି ହେଲା ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ବର : ବୁଧବାର ଦିନ ଉତ୍ତର ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ହୋଇଛି। ସେହିଭଳି ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। ନୟାଗଡ଼ ଓ କେନ୍ଦୁଝର ଜିଲ୍ଲାରେ ଦୃଶ୍ୟମାନ ଦୂରତା ୫୦ ମିଟର ରହିଥିବା ବେଳେ ଖୋର୍ଧାରେ ୭୦ ମିଟର, କଟକରେ ୯୦ ମିଟର, ଅନୁଗୁଳ ଓ ଫୁଲବାଣୀରେ ୧୦୦ ମିଟର!-->…
ଚର୍ଚ୍ଚାରେ ଆଦିବାସୀ କଲେଜ ଛାତ୍ର ଆଶିଷ, ୟୁଟ୍ୟୁବ୍ରୁ ମାସକୁ ରୋଜଗାର ୫୦ ହଜାର
ବାରିପଦା: ଘରର ଆର୍ଥିକ ସ୍ଥିତି ସେତେଟା ଭଲ ନୁହେଁ। ଦୁଇ ପୁଅଙ୍କୁ ଅଧିକ ପାଠ ପଠାଇବା ବାପା ମା’ଙ୍କ ପକ୍ଷେ କଷ୍ଟକର ବ୍ୟାପାର ଥିଲା। ତେବେ ଘରର ବଡ଼ପୁଅ ହିସାବରେ ଅଳ୍ପ ବହୁତ ରୋଜଗାର କରିବାକୁ ମନସ୍ଥ କଲେ ଆଶିଷ। ମ୍ୟୁଜିକ୍ ଭିଡିଓ ଏଡିଟିଂ ପ୍ରତି ଆଗ୍ରହ ଥିବାରୁ ୟୁଟ୍ୟୁବ୍ରୁ ଏହାର!-->…