Browsing Category

ଓଡିଶା

ଟ୍ରଲର ଧକ୍କାରେ ମହିଳା ମୃତ

ଯାଜପୁର : ରାସ୍ତା ପାର ହେଉଥିବା ବେଳେ ଅଘଟଣ । ସୁକିନ୍ଦା ଥାନା ଅନ୍ତର୍ଗତ ମଙ୍ଗଳପୁର ପୁବଳ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ୫୩ ନଂ ଜାତୀୟ ରାଜପଥରେ ଟ୍ରଲର ଦୁର୍ଘଟଣାରେ ମହିଳାଙ୍କ ମୃତ୍ୟୁ । ମହିଳା ଜଣକ ରାସ୍ତା ପାର ହେଉଥିବା ସମୟରେ ୧୮ଚକିଆ ଟ୍ରଲର ଗାଡି ମହିଳାଙ୍କ ଉପରେ ଓଲଟି ଥିଲା…

ସ୍କୁଟିକୁ ଧକ୍କା ଦେଲା ଆମ ବସ: ଚାଳକ ଗୁରୁତର

ବୁର୍ଲା: ସମ୍ବଲପୁର ବୁର୍ଲା ଅଞ୍ଚଳରେ ଶୁକ୍ରବାର ଦିନ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି । ଏକ ଦ୍ରୁତଗାମୀ ‘ଆମ ବସ୍’ (Ama Bus) ଜଣେ ସ୍କୁଟର ଚାଳକଙ୍କୁ ଧକ୍କା ଦେବା ଫଳରେ ସେ ଗୁରୁତର ଭାବେ ଆହତ ହୋଇଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ବୁର୍ଲା ପି.ସି. ବ୍ରିଜ୍ ଉପରେ ଏହି…

ବାଲିଅନ୍ତା ହତ୍ୟାକାଣ୍ଡ ନେଇ ଡିଜିଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ, କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ଭୁବନେଶ୍ୱର: ବାଲିଅନ୍ତା ବର୍ବରକାଣ୍ଡକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ । ଯୁବକଙ୍କୁ ପିଟିପିଟି ହତ୍ୟା ମାମଲାରେ ୫ ଜଣଙ୍କୁ ଗିରଫ କରିଛିି ପୋଲିସ ଭାଇରାଲ ଭିଡିଓ ଆଧାରରେ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ସ୍ପେସିଆଲ ଟିମ୍। ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଥାନା ବାହାରେ ହୋହାଲ୍ଲା…

ବାଲିଅନ୍ତା ହତ୍ୟାକାଣ୍ଡ : ମୃତଦେହ ରଖି ରାସ୍ତା ଅବରୋଧ

ଭୁବନେଶ୍ୱର : ତେଜୁଛି ବାଲିଅନ୍ତା ହିଂସା ଘଟଣା । ଅଡଶପୁର ଯାଏ ପହଁଚିଲା ତାତି। ଚାରି ଛକ ଓ ନଖରା ରାସ୍ତା ଅବରୋଧ। ଅଡଶପୁର ନିକଟରେ ରାସ୍ତା ଅବରୋଧ କରିଛନ୍ତି ମୃତ ସୋମ୍ୟଙ୍କ ପରିବାର। ରାସ୍ତା ଉପରେ ମୃତଦେହ ରଖି କାର୍ଯାନୁଷ୍ଠାନ ଦାବି କରିଛନ୍ତି। ମଉଜପୁର ଗାଁରେ ଉତ୍ତେଜନା…

ପୋଖରୀରେ ବୁଡି ଗଲେ ୨ ଛାତ୍ର

ବାଲେଶ୍ଵର : ବାଲେଶ୍ଵର ଟାଉନ୍ ଥାନା ଅନ୍ତର୍ଗତ ମାନସିଂ ବଜାର ଅଞ୍ଚଳରେ ଅଘଟଣ । ସମର କୋର୍ସ ପାଇଁ ଭଦ୍ରକ ଜିଲ୍ଲାରୁ ଆସି ଏକ ଘରୋଇ ଶିକ୍ଷାନୁଷ୍ଠାନ ରହିଥିବା ଦୁଇ ଛାତ୍ରଙ୍କ ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଛି । ତେବେ ଦୁଇ ଛାତ୍ରଙ୍କ ମୃତ୍ୟୁକୁ ନେଇ ବାଲେଶ୍ଵର ଜିଲ୍ଲା ମେଡିକାଲରେ ଗତ…

ରବିଚାଷ ପଞ୍ଜିକରଣରୁ ବଞ୍ଚିତ ଚାଷୀ: ଶୁଣିଲାନି ପ୍ରସାଶନ, ରାସ୍ତାକୁ ଓହ୍ଲାଇଲେ ଚାଷୀ…

କଳାହାଣ୍ଡି : ପୁଣି ଗର୍ଜିଲେ ଚାଷୀ । କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପରୁ ଚଳିତ ରବି ଚାଷ ଧାନ ବିକ୍ରି ପଞ୍ଜୀକରଣରୁ ବଞ୍ଚିତ ଚାଷୀ। ଶୁଣିଲାନି ସ୍ଥାନିୟ ପ୍ରସାଶନ କି ସରକାର ବାଧ୍ୟ ହୋଇ ରାଜ ରାସ୍ତାକୁ ଓହ୍ଲାଇଲେ ଚାଷୀ l ଆଜି ଜାତୀୟ ରାଜପଥ ୨୬ ଅବରୋଧ…

ଯୁବକଙ୍କୁ ପିଟି ପିଟି ହତ୍ୟା ମାମଲା : ୫ ଗିରଫ

ଭୁବନେଶ୍ୱର : ରାଜଧାନୀରେ କଙ୍ଗାରୁ କୋର୍ଟ । ମବ ଜଷ୍ଟିସର ଶିକାର ହେଲେ ଜିଆରପି କନଷ୍ଟେବଳ। ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଭିଙ୍ଗାରପୁର ଅଞ୍ଚଳରେ ଦୁର୍ଘଟଣାରୁ ଲଙ୍କାକାଣ୍ଡ। କଟକରେ ପ୍ରାୟ ୧୨ ବର୍ଷ ଧରି ଜିଆରପି କନଷ୍ଟେବଳ ଭାବେ କାର୍ଯ୍ୟରତ ଅଡ଼ଶପୁର ଅଞ୍ଚଳର ସୌମ୍ୟରଞ୍ଜନ…

ଖଇରମାଲ ଗାଁରେ ବ୍ୟାପୁଛି ଜଣ୍ଡିସ୍‌, ଚାଲିଛି ନମୁନା ସଂଗ୍ରହ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ୍ ଅନ୍ତର୍ଗତ ଖଇରମାଲ ଗାଁରେ ଜଣ୍ଡିସ ବ୍ୟାପିଥିବା ସୂଚନା ମିଳିଛି। ଗତ ୨ ଦିନ ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଏବଂ ଖାଦ୍ୟ ନିରୀକ୍ଷକ ଗାଁରେ ନମୁନା ସଂଗ୍ରହ କରିଥିଲେ। ସଂଗ୍ରହ ହୋଇଥିବା ପ୍ରାୟ ୧୭ ଟି ନମୁନା ମଧ୍ୟରୁ ୯ ଜଣ…

ଘର ପଛ ପଟୁ ଯୁବକଙ୍କ ମୃତଦେହ ଉଦ୍ଧାର , ହତ୍ୟା ସନ୍ଦେହ

ଜଳେଶ୍ବର : ଘର ପଛ ପଟୁ ଯୁବକଙ୍କ ମୃତଦେହ ଉଦ୍ଧାର । ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ କୁଣ୍ତୁଳୀ ଗାଁର ଯୁବକ ସୁରେଶ ମଲ୍ଲିକଙ୍କ ସନ୍ଦେହଜନକ ମୃତ୍ଯୁ । ତେବେ ମୃତ୍ଯୁର କାରଣ ଅସ୍ପଷ୍ଟ ଥିବା ବେଳେ ଗ୍ରାମବାସୀ ଏହା ଏକ ହତ୍ଯାକାଣ୍ତ ବୋଲି ଅଭିଯୋଗ କରିଛନ୍ତି…

ଚୌଦ୍ୱାର ଜେଲ ଅଧିକ୍ଷକଙ୍କୁ ହାଇକୋର୍ଟଙ୍କ କଡ଼ା ଚେତାବନୀ: ତଦନ୍ତରେ ସହଯୋଗ ନକଲେ ପ୍ରତ୍ୟାହୃତ ହେବ ଅନ୍ତରୀଣ ସୁରକ୍ଷା

କଟକ (୬/୫): ଚୌଦ୍ୱାର ସର୍କଲ ଜେଲ ଅଧିକ୍ଷକଙ୍କୁ ଓଡ଼ିଶା ହାଇକୋର୍ଟଙ୍କ ପକ୍ଷରୁ ଏକ ବଡ଼ ଝଟକା ଲାଗିଛି। ପୋଲିସ ତଦନ୍ତରେ ଆବଶ୍ୟକ ସହଯୋଗ ନକଲେ ଏବଂ ପ୍ରାସଙ୍ଗିକ ଦସ୍ତାବେଜ ଯୋଗାଇ ନଦେଲେ, ପୂର୍ବରୁ ପ୍ରଦାନ କରାଯାଇଥିବା ଅନ୍ତରୀଣ ସୁରକ୍ଷାକୁ ପ୍ରତ୍ୟାହାର କରି ନିଆଯିବ ବୋଲି…