Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଆସନ୍ତାକାଲି ଠୁ ରାଜ୍ୟରେ ବର୍ଷା: ୭ ଜିଲ୍ଲାରେ ପ୍ରଭାବ ପଡ଼ିପାରେ…
ଭୁବନେଶ୍ବର: ପଶ୍ଚିମା ଝଡ ପ୍ରଭାବରେ ଆସନ୍ତାକାଲି ଠୁ ରାଜ୍ୟରେ ବର୍ଷା। ୨ଦିନ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ମୟୁରଭଞ୍ଜ, ବାଲେଶ୍ବର, କେଉଁଝର, ଭଦ୍ରକ, ଯାଜପୁର,କେନ୍ଦ୍ରାପଡ଼ା , ଜଗତସିଂପୁର ରେ ବର୍ଷା ହେବାର ଆଶଙ୍କା!-->…
ଏଟିଏମ ଚୋର ଗ୍ୟାଙ୍ଗ ଗିରଫ
ଭୁବନେଶ୍ବର: ଏଟିଏମ କାଉଣ୍ଟରକୁ ଭଦ୍ର ବେଶରେ ଆସନ୍ତି, ଆଉ ପିନ ନମ୍ବର ଓ କାର୍ଡ ନେଇ ଲୋକଙ୍କୁ କଳାକନା ବୁଲାନ୍ତି। ଏଭଳି ଗୋଟିଏ ଗ୍ୟାଙ୍ଗକୁ ଧରିଛି ଲକ୍ଷ୍ମୀସାଗର ପୋଲିସ। ଦୁଇ ଅଭିଯୁକ୍ତ ହେଲେ ଗଂଜାମ ପୋଲସରାର ମନୋଜ କୁମାର ସାହୁ ଓ ଭଞ୍ଜନଗର ର ଗୋବର୍ଦ୍ଧନ ପାତ୍ର । ଏମାନଙ୍କ ନାଁରେ!-->…
ମଦ ଟ୍ରକ୍ ହାଇଜାକ୍ ବେଳେ ଧରିଲା ପୋଲିସ, ୩ ଗିରଫ…
ଭୁବନେଶ୍ୱର: ମଦ ଟ୍ରକ୍ ହାଇଜାକ୍ ବେଳେ ଧରିଲା ପୋଲିସ । ପାତ୍ରପଡ଼ା ଭଗବାନପୁରରୁ ହାଇଜାକ୍ କରି ସମ୍ବଲପୁର ନେଇଯାଉଥିଲେ ଦୁର୍ବୃତ୍ତ । ଟ୍ରକ୍ରେ ଥିଲା ୫୬ ଲକ୍ଷ ଟଙ୍କାର ମଦ । ମଦ ଟ୍ରକ୍ ଉଦ୍ଧାର କରି ୩ ଜଣଙ୍କୁ ଗିରଫ କରିଛି ତମାଣ୍ଡୋ ଥାନା ପୋଲିସ । ମାମଲାର ମାଷ୍ଟରମାଇଣ୍ଡ!-->…
ମିଳିଲା ୨ଟି ନିଖୋଜ ବୋଟ୍ ର ସନ୍ଧାନ, ସମସ୍ତ ୧୩ ମତ୍ସ୍ୟଜୀବୀ ସୁରକ୍ଷିତ…
ପାରାଦୀପ: ମିଳିଲା ୨ଟି ନିଖୋଜ ବୋଟ୍ର ସନ୍ଧାନ। ୪ ଦିନ ହେବ ପାରାଦୀପ ନିକଟ ସମୁଦ୍ରରେ ନିଖୋଜ ଥିଲା ଦେବୀ ଲକ୍ଷ୍ମୀ ଓ କିନ୍ନରା ବୋଟ୍ । ସମସ୍ତ ୧୩ ମତ୍ସ୍ୟଜୀବୀ ମଧ୍ୟ ସୁରକ୍ଷିତ ଅଛନ୍ତି। ଏନେଇ ସୂଚନା ଦେଇଛନ୍ତି ଓମଫାର ସଭାପତି।
୪ ଦିନ ତଳେ ପାରାଦୀପ ମାଛଧରା ବନ୍ଦରରୁ ଦେବୀ!-->!-->!-->…
ଦୁଇ ବର୍ଷ ପୁଅର ତଣ୍ଟି କାଟି ଆତ୍ମହତ୍ୟା କଲା ମା…
କଟକ: ଛୁଆକୁ ମାରି ମା’ର ଆତ୍ମହତ୍ୟା। କଟକ ଶ୍ରୀରାମ ନଗର ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ସାବତ ପୁଅକୁ ମାରି ମା’ କରିଛି ଆତ୍ମହତ୍ୟା, ଏମିତି ହୋଇଛି ଅଭିଯୋଗ। ଗୋଟିଏ ରୁମ୍ରୁ ମାଆ ଓ ଛୁଆଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୁଅର ମୃତଦେହ ତଳେ ପଡିଥିବାବେଳେ ଝୁଲନ୍ତା ଅବସ୍ଥାରେ ମା’ର!-->…
୩ ଜଣିଆ ଡକାୟତ ଗ୍ୟାଙ୍ଗକୁ ଗିରଫ କଲା କମିଶନରେଟ ପୋଲିସ…
ଭୁବନେଶ୍ୱର : ଆଜି ଏକ ୩ ଜଣିଆ ଡକାୟତ ଦଳକୁ ଭୁବନେଶ୍ୱର-କଟକ କମିଶନରେଟ ପୋଲିସ ଗିରଫ କରିଛି । ଗ୍ୟାଙ୍ଗର ମୁଖ୍ୟ ମନୋଜ ବୋଲି ପୋଲିସ କହିଛି । ମନୋଜର ଘର ଗଂଜାମ ଜିଲ୍ଲାରେ । ତା’ର ଆଉ ଜଣେ ସହଯୋଗୀ ଶ୍ୟାମ ସୁନ୍ଦର ଆଚାରୀକୁ ମଧ୍ୟ ପୋଲିସ ଗିରଫ କରିଛି ।
ଗ୍ୟାଙ୍ଗଙ୍କ ମଧ୍ୟରୁ ଆଚାରୀ!-->!-->!-->…
ଗୁଡ଼ି ଉଡ଼ାଉ ଉଡ଼ାଉ ମୁକୁଳା ଡ୍ରେନରେ ଖସି ପଡ଼ି ନାବାଳକଙ୍କ ମୃତ୍ୟୁ…
କଟକ: ନିଜ ହାତରେ ଗୁଡ଼ି ତିଆରି କରିଥିଲା। ଆଉ ତାକୁ ଉଡ଼ାଇବାକୁ ଘରୁ ଲୁଚି ପଳାଇ ଆସିଥିଲା। ହେଲେ ପିଲାଟିର ଖୁସି ସହିଲାନି ଦଇବ । ଗୁଡ଼ି ଉଡ଼ାଉ ଉଡ଼ାଉ ମୁକୁଳା ଡ୍ରେନରେ ପଡ଼ି ଆଖି ବୁଜିଲା ୯ ବର୍ଷର ଶିଶୁ । ପରିବାର ଲୋକେ ଉଦ୍ଧାର କରି ମେଡିକାଲ ନେବା ବେଳକୁ ଡାକ୍ତର ମୃତ ଘୋଷଣା କଲେ।!-->…
ନୃତ୍ୟରେ ସମସ୍ତଙ୍କ ମନ ମୋହିଲେ ଜିଲ୍ଲାପାଳ…
ସୋନପୁର: ମଞ୍ଚ ଦୁଲୁକାଇଲେ ଜିଲ୍ଲାପାଳ। ଜଣେ ପୋଖତ କଳାକାର ପରି ନିଜ ନୃତ୍ୟରେ ସମସ୍ତଙ୍କ ମନ ମୋହିଲେ। ସୁବର୍ଣ୍ଣପୁର ଜିଲ୍ଲାପାଳ ଆବୋଲି ସୁନିଲ ନରୱାଣେ ଜଣେ ଦକ୍ଷ ପ୍ରଶାସିକା ସାଙ୍ଗକୁ ଜଣେ ଭଲ ନୃତ୍ୟାଙ୍ଗନା ମଧ୍ୟ। ପୂର୍ବରୁ ତାଙ୍କ ପ୍ରଶାସନିକ ଦକ୍ଷତା ଜିଲ୍ଲାବାସୀ ଦେଖି ସାରିଥିବା ବେଳେ!-->…
ମକର ଯାତ୍ରାରେ ସିଂହନାଥ ପୀଠରେ ଦଳାଚକଟା ଘଟଣା, ସମ୍ପନ୍ନ ହେଲା ମୃତ ଅଞ୍ଜନାଙ୍କ ଶେଷକୃତ୍ୟ…
ବାଙ୍କୀ: ସ୍ତବ୍ଧ ପରିବେଶ। କାହା ପାଟିରୁ ଶବ୍ଦ ଟିକେ ବାହାରୁନି। କଣ କହିବେ କିଛି ଭାବିପରୁନାହାନ୍ତି। ସତେ ଯେମିତି କି ସତକୁ କିଏ ସ୍ବିକାର କରିବାକୁ ରାଜି ନୁହଁନ୍ତି। ଗତ ଶନିବାର ମକର ସଂକ୍ରାନ୍ତି ପାଇଁ ଚାରିଆଡ ଥିଲା ଚଳଚଞ୍ଚଳ। ହେଲେ ଏତିକି ବେଳେ କଟକ ଜିଲ୍ଲା ବଡ଼ମ୍ବା ବ୍ଲକ୍ର!-->…
ଧାନ ବସ୍ତା ତଳେ ଚାପି ହୋଇ ଦୁଇ ଶ୍ରମିକ ମୃତ…
ନୟାଗଡ଼: ଧାନ ବସ୍ତା ତଳେ ଚାପି ହୋଇ ଦୁଇ ଶ୍ରମିକ ମୃତ । ନୟାଗଡ଼ ଓଡ଼ଗାଁ ରାଇସ ମିଲ୍ରେ ଅଘଟଣ । ଧାନ ବସ୍ତା ଉପରେ ଲୁହା ବିମ୍ ଖସିପଡିଥିଲା । ରାଇସ୍ ମିଲ୍ ଭିତରେ ଷ୍ଟକ ଦେଖୁଥିବାବେଳେ ଧାନ ବସ୍ତା ୨ ଶ୍ରମିକଙ୍କ ଉପରେ ଖସି ପଡିଥିଲା । ଧାନ ବସ୍ତା ତଳେ ସେମାନେ ଚାପି!-->…