Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଅର୍ଚ୍ଚନା ନାଗ ହନିଟ୍ରାପ୍ ମାମଲାରେ ନୟାଗଡ଼ର କେଉଁ ରାଜନେତା ଫସିଥିଲେ…?
ଭୁବନେଶ୍ବର: ଅର୍ଚ୍ଚନା ନାଗ ହନିଟ୍ରାପ୍ ମାମଲାରେ କେନ୍ୟୁଜ୍ ହାତରେ EXCLUSIVE ତଥ୍ୟ । ୪ ଅଭିଯୁକ୍ତଙ୍କ କ’ଣ ଥିଲା ଭୂମିକା? ଏନେଇ ଚାର୍ଜସିଟରେ ଉଲ୍ଲେଖ ରହିଛି । ୪ ଅଭିଯୁକ୍ତ ହେଲେ ଅର୍ଚ୍ଚନା ନାଗ, ସ୍ୱାମୀ ଜଗବନ୍ଧୁ, ସହଯୋଗୀ ଖଗେଶ୍ୱର ଓ ଶ୍ରଦ୍ଧାଞ୍ଜଳି ବେହେରା । ପୂରା ଘଟଣାରେ କାହାର!-->…
ଡାକ୍ତରଙ୍କ ଅବହେଳାରୁ ଚାଲିଗଲା ନବଜାତର ଜୀବନ, ବ୍ୟାଗରେ ମୃତଦେହ ଧରି ବୁଲିଲା ବାପା…
ସୋର: ସୋରୋ ଡାକ୍ତରଖାନାରେ ଅଭାବନୀୟ ପରିସ୍ଥିତି। ଶିଶୁପୁତ୍ରର ମୃତଦେହକୁ ବ୍ୟାଗରେ ଧରି ଅଢ଼େଇ ଘଣ୍ଟା ବୁଲିଲା ବାପା । ଖବରପାଇ ଘଟଣାସ୍ଥଳରେ ପୋଲିସ, ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ଉତ୍ତେଜିତ ଲୋକେ ଡାକ୍ତରଖାନାରେ ପ୍ରସୂତି ଡାକ୍ତର ସାଗର ମହାପାତ୍ରଙ୍କୁ!-->…
୬୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼ିଲେ ବରିଷ୍ଠ କିରାଣି…
ଭୁବନେଶ୍ୱର: କଳାହାଣ୍ଡି ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ବରିଷ୍ଠ କିରାଣି ଭାବେ କାର୍ଯ୍ୟ କରୁଥିବା ଶ୍ୟାମସୁନ୍ଦର ବଳ ଗୁରୁବାର ୬୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।
କିଛି ପୁରୁଣା ବିଲ୍ ପାସ୍ କରାଇ ଦେବା ପାଇଁ!-->!-->!-->…
ଓଟିଇଟି ମୂଲ୍ୟାଙ୍କନକୁ ନେଇ ଗର୍ଜିଲେ ଶିକ୍ଷକ…
କଟକ : ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ସ୍ପେଶାଲ ଓଡ଼ିଶା ଟିଚର୍ସ ଇଲିଜିବିଲିଟି ଟେଷ୍ଟ (ଓଟିଇଟି) ପରୀକ୍ଷା ଫଳକୁ ପ୍ରତିବାଦ। ମୂଲ୍ୟାଙ୍କନରେ ତ୍ରୁଟି ଥିବା ଅଭିଯୋଗ ଆଣି କଟକ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଗର୍ଜିଛନ୍ତି ଶହ ଶହ ଶିକ୍ଷକ । ଗ୍ରେସ ମାର୍କ!-->…
ବିଜୁ କେବିକେ ଯୋଜନା ପାଣ୍ଠି କାଟିବାକୁ ନେଇ ବିଧାୟକ-ଜିଲ୍ଲାପାଳ ମୁହାଁମୁହିଁ…!
ବଲାଙ୍ଗିର : ବିଜୁ କେବିକେ ଯୋଜନା ପାଣ୍ଠି କାଟିବାକୁ ନେଇ ବଲାଙ୍ଗିର ଜିଲ୍ଲା ପରିଷଦ ବୈଠକରେ ମୁହାଁମୁହିଁ ହୋଇଛନ୍ତି କଣ୍ଟାବାଂଜି ବିଧାୟକ ସନ୍ତୋଷ ସିଂହ ସାଲୁଜା ଓ ଜିଲ୍ଲାପାଳ ଚଞ୍ଚଳ ରାଣା। ଏହି ଯୋଜନାରେ କଣ୍ଟାବାଂଜି ନିର୍ବାଚନ ମଣ୍ଡଳୀର ବ୍ଲକ ଗୁଡ଼ିକୁ ଆସୁଥିବା ଅନୁଦାନ କଟାଯାଉଥିବା!-->…
୬ ବର୍ଷୀୟ ରୁଦ୍ର ସେଠି ବିନା ବିଶ୍ରାମରେ ଦୌଡ଼ୁଛନ୍ତି ୧୭ କି.ମି.
ଆଉଜଣେ ବୁଦ୍ଧିଆ....
ମାଲକାନଗିରି: ଓଡ଼ିଶା ଦେଖିବ ଆଉ ଏକ ବୁଦ୍ଧିଆ ସିଂ। ଠିକ୍ ବୁଦ୍ଧିଆ ପରି ନିଜକୁ ପ୍ରସ୍ତୁତ କରି ଚାଲିଛନ୍ତି ଜଣେ କୁନି ଆଥଲେଟ୍ । ଏହି ଆଥଲେଟଜଣକ ହେଉଛନ୍ତି ମାଲକାନଗିରିର ୬ ବର୍ଷୀୟ ରୁଦ୍ର ସେଠି। ସେ ଏବେ ମାଲକାନଗିରିର ବୁଦ୍ଧିଆ ସିଂ ଭାବେ ବେଶ୍ ପରିଚିତ ହୋଇ!-->!-->!-->…
ଟ୍ରେଲର ଡ୍ରାଇଭରଙ୍କୁ ଛୁରା ମାଡ଼, ଲୁଟିନେଲେ ୫ ହଜାର
ଚମ୍ପୁଆ: ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିଲା ଟ୍ରେଲର । ଅଚାନକ ମାଡ଼ି ଆସିଲେ ଜଣେ ଦୁର୍ବୃତ୍ତ । ଡ୍ରାଇଭରଙ୍କୁ ଛୁରା ମାଡ଼ କରି ଲୁଟିନେଲେ ୫ ହଜାର ଟଙ୍କା । ଡ୍ରାଇଭରଜଣକ ରକ୍ତାକ୍ତ ଅବସ୍ଥାରେ ପଡ଼ି ଛଟପଟ ହେଉଥିବା ବେଳେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଏପରି!-->!-->!-->…
ଭୁବନେଶ୍ୱରରୁ ରାଉରକେଲାକୁ ନିୟମିତ ବିମାନ ସେବା ଆରମ୍ଭ…
ଭୁବନେଶ୍ୱର: ଆଜିଠୁ ଭୁବନେଶ୍ୱରରୁ ରାଉରକେଲାକୁ ଦୈନିକ ଉଡ଼ାଣ। ହକି ବିଶ୍ୱକପ୍ ପୂର୍ବରୁ ରାଉରକେଲାକୁ ନିୟମିତ ବିମାନସେବା ଆରମ୍ଭ ହୋଇଛି। ରାଉରକେଲାରୁ ଅପରାହ୍ଣ ୨ଟା ୫୫ରେ ବାହାରି ଭୁବେନେଶ୍ୱରରେ ୩ଟା ୫୦ ରେ ପହଞ୍ଚିବ । ଭୁବନେଶ୍ୱରରୁ ୪ଟା ୧୫ରେ ବାହାରି ରାଉରକେଲାରେ ୫ଟା ୧୦ରେ ପଂହଚିବ!-->…
ପ୍ରେମିକାର ଦୁଇ ବର୍ଷ ଝିଅକୁ ମାରିଦେଲା ରାକ୍ଷସ ପ୍ରେମିକ
ସୋର : ପରକୀୟା ପ୍ରୀତିର କରୁଣ ପରିଣତି। ନିଜ ପ୍ରେମକୁ ପାଇବାକୁ ଯୁବକ ସାଜିଲା ହତ୍ୟାକାରୀ। ଏପରିକି ରାସ୍ତାରେ କଣ୍ଟା ସାଜିଥିବା ପ୍ରେମିକାଙ୍କ ୨ ବର୍ଷୀୟ ଝିଅର ତଣ୍ଟି ଚିପିବାକୁ ପଛାଇଲେ ନାହିଁ । ଏପରି ଲୋମଟାଙ୍କୁରା ଘଟଣା ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଭୂଇଁପଡା ଗ୍ରାମରେ ଘଟିଛି।!-->…
ମାଗଣା ଚାଉଳ ହିତାଧିକାରୀଙ୍କୁ ମିଳିବ ସ୍ୱତନ୍ତ୍ର ରସିଦ୍…
ଭୁବନେଶ୍ୱର : ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ମାଗଣା ଚାଉଳ ନେବା ବେଳେ ହିତାଧିକାରୀଙ୍କୁ ମିଳିବ ସ୍ୱତନ୍ତ୍ର ରସିଦ୍। ହିତାଧିକାରୀଙ୍କୁ ରସିଦ ଦେବାକୁ କେନ୍ଦ୍ର ସରକାର ସବୁ ରାଜ୍ୟମାନଙ୍କୁ ଚିଠ ଲେଖି ଅବଗତ କରାଇଛନ୍ତି । ଯଦି ରାଜ୍ୟ ସରକାର ନିଜସ୍ୱ ଯୋଜନାରେ ହିତାଧିକାରୀଙ୍କୁ କୌଣସି!-->…