Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
HSRP ନଥିଲେ ୧୫ରୁ ଗଣିବେ ଫାଇନ୍…
ଭୁବନେଶ୍ୱର: ଆପଣଙ୍କ ଗାଡ଼ିରେ ଲଗାଇଛନ୍ତି ତ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ । ଯଦି ଲଗାଇ ନାହାନ୍ତି ତାହେଲେ ଫାଇନ୍ ଦେବେ । ଆସନ୍ତା ୧୫ ତାରିଖରୁ ଗାଡ଼ିରେ HSRP ଲାଗି ନଥିଲେ ଫାଇନ୍ ଗଣିବାକୁ ପଡ଼ିବ । ଗାଡ଼ି ପଞ୍ଜିକରଣ ନମ୍ବର ଶେଷ ଅଙ୍କ ୧, ୨, ୩, ୪, ୫ ଓ ୬ ଲାଗି!-->…
ବିଶ୍ୱ ଦେଖିବ ବିଶ୍ୱର ସବୁଠୁ ବଡ଼ ହକି ଷ୍ଟିକ, କଟକ ବାଲିଯାତ୍ରା ପଡିଆରେ ସୁଦର୍ଶନ ପଟ୍ଟନାୟକଙ୍କ କଳାକୃତି…
କଟକ : ବିଶ୍ୱ ଦେଖିବ ବିଶ୍ୱର ସବୁଠୁ ବଡ଼ ହକି ଷ୍ଟିକ। କଟକ ବାଲିଯାତ୍ରା ପଡିଆରେ ଏହି ଷ୍ଟିକ ର ର୍ନିମାଣ କରୁଛନ୍ତି ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ହକି ବିଶ୍ୱକପର ଉଦ୍ଘାଟନୀ ଉତ୍ସବ ଉପଲକ୍ଷେ ହକିର ପ୍ରଚାର ଓ ପ୍ରସାର କରିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି!-->…
ବିର୍ସା ମୁଣ୍ଡା ହକି ଷ୍ଟାଡିୟମ : ବିଦ୍ୟୁତ୍ ଆଘାତରେ ଶ୍ରମିକଙ୍କ ମୃତ୍ୟୁ…
ରାଉରକେଲା: ହକି ବିଶ୍ୱ କପକୁ ନେଇ ସବୁଠି ଚାଲିଛି ସାଜସଜ୍ଜା । ଏହି ସମୟରେ ରାଉରକେଲା ହକି ଷ୍ଟାଡିୟମରେ ମଧ୍ୟ ଚାଲିଛି ସାଜସଜ୍ଜା କାର୍ଯ୍ୟ । ଏହି ପରିପ୍ରେକ୍ଷୀରେ ବିଦ୍ୟୁତ କାମ ଚାଲିଥିବା ବେଳେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଘଟିଯାଇଛି ଏକ ଅଘଟଣ। ବିଦ୍ୟୁତ ସଂସ୍ପର୍ଷରେ ଆସି!-->…
କଲେଜ ସମ୍ମୁଖରୁ ଛାତ୍ରଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ୩ ଘଣ୍ଟା ପରେ ଉଦ୍ଧାର…
ଭୁବନେଶ୍ୱର : କଲେଜ ସମ୍ମୁଖରୁ ଛାତ୍ରଙ୍କୁ ଉଠାଇନେଲେ ଦୁର୍ବୃତ୍ତ । ପ୍ରଥମ ବର୍ଷର ଇଞ୍ଜନିୟରିଂ ଛାତ୍ରଙ୍କୁ ଖଣ୍ଡଗିରିରୁ ଅପହରଣ କରି ଜଟଣୀ ନେଇଯାଇଥିଲେ ଅଭିଯୁକ୍ତ । ପ୍ରୀତମ ଷଡ଼ଙ୍ଗୀ ନାମକ ଛାତ୍ରଙ୍କୁ ଏକ ବୁଲେଟରେ ଉଠାଇନେଇଥିଲେ । ଅଭିଯୋଗ ପରେ ଖଣ୍ଡିଗରି ଥାନା ପୋଲିସ ଛାତ୍ରଙ୍କୁ!-->…
ଭିନ୍ନକ୍ଷମ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର…
ବ୍ରହ୍ମପୁର : କେ.ନୂଆଗାଁ ଥାନା ଚୌଧୁରୀ ଟିକରପଡା ଗାଁରେ ଆଜି ଏକ ଭିନ୍ନକ୍ଷମ ଯୁବତୀଙ୍କ ମୃତଦେହକୁ ଉଦ୍ଧାର କରିଛି ପୋଲିସ।
ସୂଚନା ଅନୁଯାୟୀ ଏହି ଗାଁର ବାସୁ ସାହୁଙ୍କ ଭିନ୍ନକ୍ଷମ ଝିଅ ବିଷ୍ଣୁପ୍ରିୟା ୮ ତାରିଖରେ ନିଖୋଜ ଥିଲେ। ବହୁ ଖୋଜାଖୋଜି ପରେ ମଧ୍ୟ ନ ମିଳିବାରୁ ଥାନାରେ!-->!-->!-->…
ହତ୍ୟା କରି ସାବତ ଝିଅକୁ ପୋଡ଼ି ଦେଲା ମା, ପ୍ରମାଣ ଲୁଚାଇବା ପାଇଁ ମଶାଣିକୁ ଧୋଇଦେଲା ବାପା…
ପୁରୀ //ଗୋପ : ପୁରୀ ଜିଲ୍ଲା ଗୋପ ବ୍ଳକ ବିଜିପୁର ଗାଁରେ ଘଟିଛି ଏକ ଲୋମଟାଙ୍କୁରା ଘଟଣା । ସାନ ଝିଅକୁ ମାରି ମଶାଣିରେ ପୋଡିଦେଲେ ସାବତ ମାଆ ଓ ମାମୁଁ । ନିଜ ବାପା, ସାବତ ମାଆ ଓ ମାମୁଁଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତିି ମୃତକଙ୍କ ବଡ ଭଉଣୀ ରଶ୍ମିତା ମହରଣା । ମୃତକ ବିଜିପୁର ଗାଁର!-->…
ବାଲୁଖଣ୍ଡରେ ଟ୍ରାଙ୍କୁଲାଇଜ୍ ହେଲା ଦନ୍ତା, ୩ ଦିନ ହେଲା କରୁଥିଲା ନାକେଦମ…
ପୁରୀ: ଟ୍ରାଙ୍କୁଲାଇଜ୍ ହେଲା ଦନ୍ତା । ପୁରୀ-କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟରେ ଦନ୍ତା ହାତୀକୁ ଟ୍ରାଙ୍କୁଲାଇଜ୍ କରାଯାଇଛି । ବନବିଭାଗର ସ୍ୱତନ୍ତ୍ର ଟିମ୍ ହାତୀକୁ ଟ୍ରାଙ୍କୁଲାଇଜ୍ କରିଛି। ହାତୀକୁ କାବୁ କରି ବାନ୍ଧୁଛି ବନ ବିଭାଗ।
ଗତକାଲି ଠାରୁ ପୁରୀ ସହର ଓ ଆଖପାଖ ଅଞ୍ଚଳରେ!-->!-->!-->…
ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ଅଟୋ, ୭ ଆହତ…
ମୋହନା: ଗଜପତି ଜ଼ିଲ୍ଲା ମୋହନା ସହର ନିକଟରେ ଥିବା ଲେଡବନ୍ଧ ଘାଟିରେ ଏକ ଯାତ୍ରୀବାହୀ ଅଟୋ ଓଲଟି ପଡିଛି । ଫଳରେ ସେଥିରେ ଯାତ୍ରା କରୁଥିବା ୧୦ ଜଣ ଯାତ୍ରୀ ଙ୍କ ମଧ୍ୟରୁ ୭ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୪ ମହିଳା ଏବଂ ୩ ଜଣ ପୁରୁଷ ଅଛନ୍ତି।
ଆହତ ମାନଙ୍କୁ ମୋହନା!-->!-->!-->…
ହକି ପାଇଁ ଦୁଲୁକିବ ବାରବାଟୀ, ଆସନ୍ତାକାଲି ହେବ ଭବ୍ୟ ଉଦ୍ଘାଟନ…
କଟକ : ମୈଦାନ ପ୍ରସ୍ତୁତ। ପହଞ୍ଚି ସାରିଛନ୍ତି ସବୁ ଦେଶର ଖେଳାଳି। ୧୩ ତାରିଖରୁ ଆରମ୍ଭ ହେବ ହକି ମହାକୁମ୍ଭ। ଆସନ୍ତା କାଲି ରହିଛି ଉଦ୍ଘାଟନୀ ଉତ୍ସବ। ଦୁଲୁକିବ ବାରବାଟୀ। ମଞ୍ଚରେ ଜଲଓ୍ଵା ଦେଖାଇବେ ରଣବୀର ସିଂ, ଦିଶା ପଟ୍ଟାନୀ। ଦେଖିବାକୁ ମିଳିବ ଅତ୍ୟାଧୁନିକ ଡ୍ରୋନ୍ ସୋ।!-->…
ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗ ଜୁନିୟର କ୍ଲର୍କ…
ରାଉରକେଲା : ଭିଜିଲାନ୍ସ ଜାଲରେ କିରାଣି। ରାଉରକେଲା ଗ୍ରାମ୍ୟ ପୂର୍ତ୍ତ ବିଭାଗ ଜୁନିୟର କ୍ଲର୍କ ନନ୍ଦୀ କିଶୋର ନାଥଙ୍କ ଘର ସମେତ ଏକକାଳୀନ ୬ଟି ସ୍ଥାନରେ ରେଡ୍। ଭୁବନେଶ୍ୱର, ବରଗଡ଼, ରାଉରକେଲା ଓ ସମ୍ବଲପୁରର ୬ଟି ସ୍ଥାନରେ ଏକକାଳୀନ ଚାଲିଛି ଚଢାଉ। ଚଢାଉରେ ୩ଜଣ DSP,୯ଜଣ!-->…