Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଜାନୁଆରୀ ଶେଷ ସୁଦ୍ଧା ସମ୍ପତ୍ତି ତାଲିକା ଦିଅ, ନଚେତ୍ ଫେବ୍ରୁଆରୀରୁ ଦରମା ବନ୍ଦ : କୃଷି ବିଭାଗ
ଭୁବନେଶ୍ୱର: ବିଭାଗୀୟ କର୍ମଚାରୀଙ୍କୁ କୃଷି ବିଭାଗର ଚରମବାଣୀ । ସମ୍ପତ୍ତି ତାଲିକା ନ ଦେଲେ ଦରମା ବନ୍ଦ । ଜାନୁଆରୀ ୩୧ ତାରିଖ ମଧ୍ୟରେ ସମ୍ପତ୍ତି ତାଲିକା ଦାଖଲ ନ କଲେ ଫେବ୍ରୁଆରୀ ମାସରୁ ଦରମା ବନ୍ଦ ନେଇ ବିଭାଗୀୟ କର୍ମଚାରୀ ଓ ଅଧିକାରୀଙ୍କୁ ଚରମବାଣୀ ଶୁଣାଇଛି କୃଷି ବିଭାଗ । ଯେ!-->…
ଶୋଇଥିବା ବେଳେ କାନ୍ଥକୁ ପେଲି ଦେଲା ହାତୀ, ଚାପି ହୋଇ ଜଣେ ମୃତ…
ଘଟଗାଁ : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ରାଇକୁଦର ଗ୍ରାମରେ କାନ୍ଥକୁ ହାତୀ ପେଲି ଦେବାରୁ କାନ୍ଥ ପଡ଼ି ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଗ୍ରାମର ରବି ମହାନ୍ତ।
ସୂଚନା ଅନୁଯାୟୀ, ରବି ମହାନ୍ତ ଓ ତାଙ୍କ ପତ୍ନୀ ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଏକ ଦନ୍ତା ହାତୀ ଧାନ!-->!-->!-->…
ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗଙ୍କ ସାଢେ ୩ କୋଟିର ଆଲିସାନ୍ କୋଠା ଆଟାଚ୍…
ଭୁବନେଶ୍ୱର : ହାତରୁ ଗଲା ବଙ୍ଗଳା। ଅର୍ଚ୍ଚନା ନାଗଙ୍କ ସତ୍ୟବିହାର ବିଳାସପୂର୍ଣ୍ଣ ଘର ଆଟାଚ୍ କଲା ଇଡି । ଏହି ଘରର ମୂଲ୍ୟ ୩କୋଟି ୪୦ ଲକ୍ଷ ହେବ ବୋଲି ଆକଳନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟା ଏହାସହ ଅର୍ଚ୍ଚନା ନାଗଙ୍କ କଳାଟଙ୍କା ମାମଲାରେ ୨ ହଜାର ୨୪୧ ପୃଷ୍ଠାର ଚାର୍ଜସିଟ୍!-->…
ସୋସିଆଲ ମିଡ଼ିଆରେ ନିଜକୁ ସନ୍ନି ଲିଓନି କହିବା ପରେ ବଢ଼ିଲା ବିବାଦ, ପୋଷ୍ଟ ହଟାଇବାକୁ ଏତଲା
କଟକ : ସୋସିଆଲ ମିଡିଆରେ ଅଶ୍ଳୀଳ ଓ ଯୌନଉଦ୍ଦୀପନା ସମ୍ବଳିତ ମନ୍ତବ୍ୟ ଦେବା ଓ ଅଶାଳୀନ ଭିଡିଓ ଭାଇରାଲ କରିବା ଅଭିଯୋଗରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନାରେ ବିଶ୍ୱାସ ଫାଉଣ୍ଡେସନ ପକ୍ଷରୁ ଜଣେ ମହିଳାଙ୍କ ନାମରେ ଏବଂ ଯେଉଁମାନେ ଏହାକୁ ଭାଇରାଲ କରୁଛନ୍ତି ସେମାନଙ୍କ ନାମରେ ଏକ!-->…
ଶିମିଳିପାଳରେ ପକ୍ଷୀ ଗଣନା ଆରମ୍ଭ…
କରଞ୍ଜିଆ: ଶିମିଳିପାଳ ଅଭୟାରଣ୍ୟରେ କୁମ୍ଭୀର ଗଣନା ଶେଷ ହେବା ପରେ ଆଜି ଠାରୁ ଆରମ୍ଭ ହେଇଛି ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହେଇଛି । ଶିମିଳିପାଳରୁ ବାହାରିଥିବା ନଦୀ,ନାଳ ଏବଂ ଜଳାଶୟ ଗୁଡିକ ରେ ପକ୍ଷୀ ଗଣନା କାର୍ଯ୍ୟ ଚାଲୁ ଅଛି । ଆଜି ଗୋଟିଏ ଦିନ ପାଇଁ ପକ୍ଷୀ ଗଣନା କାର୍ଯ୍ୟ ହେବ ।!-->…
ଯୁବକଙ୍କ ଉପରକୁ ଏସିଡ ପକାଇ ଚମ୍ପଟ ମାରିଲେ ଦୁର୍ବୃତ୍ତ…
ଦେବଗଡ଼: ଏସିଡ ଆକ୍ରମଣରେ ଜଣେ ଯୁବକ ଗୁରୁତର। ଦେବଗଡ଼ ପୌରାଞ୍ଚଳ ମୁଣ୍ଡା ସାହିରେ ଅଘଟଣ। ଚାଲି ଚାଲି ଆସୁଥିବା ବେଳେ ଯୁବକଙ୍କୁ ଏସିଡ ମାଡ ହୋଇଛି। ୩ ଜଣ ଅଜଣା ଯୁବକ ଆସି ଏସିଡ ମାଡ କରିଥିବା ଅଭିଯୋଗ। ୧୦ ନମ୍ବର ୱାର୍ଡ ମୁଣ୍ଡା ସାହିର ସିକନ ପ୍ରଧାନ(୨୨) ଗୁରୁତର। ମୁହଁ ଓ ମୁଣ୍ଡରେ!-->…
ଆଜିଠୁ କମିବ ଶୀତ, ବଢ଼ିବ କୁହୁଡ଼ି…
ଭୁବନେଶ୍ୱର : ଆଜିଠୁ କମିବ ଶୀତ, ବଢ଼ିବ କୁହୁଡ଼ି। ଲୋକଙ୍କୁ ମିଳିବ ଆଶ୍ୱସ୍ତି। ୩ ଦିନର ହାଡ଼ ଭଙ୍ଗା ଥଣ୍ଡା ପରେ ରାଜ୍ୟବାସୀଙ୍କୁ ଏବେ ସାମାନ୍ୟ ଆଶ୍ୱସ୍ତି ମିଳିବ। ଉତ୍ତର ଦିଗରୁ ଆସୁଥିବା ଥଣ୍ଡା ଶୁଷ୍କ ବାୟୁର ପ୍ରବାହ କମିବା ଆରମ୍ଭ ହୋଇଥିବାବେଳେ ରାଜ୍ୟକୁ ଏବେ ଜଳୀୟବାଷ୍ପପୂର୍ଣ୍ଣ!-->…
ରାଉରକେଲାରେ ଜିଲ୍ଲାସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା : ଭାଗନେଲେ ୬୫୬ ଜଣ ପ୍ରତିଯୋଗୀ…
ସୁନ୍ଦରଗଡ଼ /ରାଉରକେଲା : ହକି ବିଶ୍ୱକପ୍ ପାଇଁ ସୁନ୍ଦରଗଡ଼ ଜିଲ୍ଲାବ୍ୟାପୀ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା କରାଯାଉଛି। ଏହି ଅବସରରେ ରାଉରକେଲାର ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମଠାରେ ଚାଲିଥିବା ଜିଲ୍ଲାସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ସୋମବାର ଦିନ!-->!-->!-->…
କମିସନରେଟ୍ ପୋଲିସର ୧୫ତମ ପ୍ରତିଷ୍ଠା ଦିବସରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟରେ ୩୦ ଟି ନୂଆ ଥାନା ଉଦଘାଟିତ…
ଭୁବନେଶ୍ୱର : ରାଜ୍ୟରେ ୩୦ଟି ନୂଆ ଥାନା ଉଦ୍ଘାଟିତ ହୋଇଛି। ଭୁବନେଶ୍ୱର ମୈତ୍ରୀବିହାର ସହ ରାଜ୍ୟର ୩୦ଟି ଥାନାର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୈତ୍ରୀବିହାର ଥାନା ଉଦ୍ଘାଟନୀ ସମାରୋହରେ ରାଜ୍ୟ ଗୃହ ମନ୍ତ୍ରୀ ତୁଷାର କାନ୍ତି ବେହେରା, ପୋଲିସ ଡିଜି ସୁନୀଲ!-->…
ଏପ୍ରିଲରୁ ଶିକ୍ଷା ବର୍ଷ ଆରମ୍ଭ, ପଠାଗଲା ପାଠ୍ୟପୁସ୍ତକ…
ଭୁବନେଶ୍ୱର: କୋଭିଡ଼ ପରେ ଶିକ୍ଷା କ୍ଷେତ୍ରକୁ ସ୍ୱାଭାବିକ ଟ୍ରାକ୍କୁ ଫେରାଇ ଆଣିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଏଥିନିମନ୍ତେ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ । ଚଳିତ ବର୍ଷ ଏପ୍ରିଲରୁ ଶିକ୍ଷା ବର୍ଷ ଆରମ୍ଭ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଥିବା ବେଳେ!-->…