Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଅର୍ଚ୍ଚନା ହନିଟ୍ରାପ ମାମଲା, ୨୨୪୧ ଶହ ପୃଷ୍ଟାର ଚାର୍ଜସିଟ୍ ଦାଖଲ କଲା ଇଡି
ଭୁବନେଶ୍ୱର଼: ବହୁ ଚର୍ଚ୍ଚିତ ହନିଟ୍ରାପ ମାମଲାରେ ଇଡି କୋର୍ଟରେ ୨୨୪୧ ପୃଷ୍ଟାର ଚାର୍ଜସିଟ୍ ଦାଖଲ କରିଛି । ଇଡିର ଏହି ଚାର୍ଜସିଟରେ ମୁଖ୍ୟ ଅଭିଯୁକ୍ତ ଭାବେ ଅର୍ଚ୍ଚନା ନାଗଙ୍କ ନାମ ରହିଛି ।
ଏଥିସହିତ ଅର୍ଚନାଙ୍କ ସମ୍ପତି ୩ କୋଟି ୪୦ ଲକ୍ଷ ଟଙ୍କା ବୋଲି ଆକଳନ କରିଛି ଇଡି । କିଛି!-->!-->!-->…
ଭୁଜାଲିରେ ହାଣି ଲୁଟିନେଲେ ୧୫ ଲକ୍ଷ ଟଙ୍କା
ଢ଼େଙ୍କାନାଳ : ଢେଙ୍କାନାଳ ପରଜଙ୍ଗ ଥାନା ଲୋଧଣୀ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଆଗରୁ ଜଣେ ବ୍ୟବସାୟୀଙ୍କ କର୍ମଚାରୀଙ୍କ ଠାରୁ ୧୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ୩ଜଣ ଦୁର୍ବୁତ୍ତ । ଉକ୍ତ କର୍ମଚାରୀଙ୍କୁ ଦୁର୍ବୃତ୍ତ ମାନେ ଭୁଜାଲିରେ ହାଣି ଟଙ୍କା ଝାମ୍ପି ନେଇଥିଲେ ।
ମିଳିଥିବା ସୂଚନା!-->!-->!-->…
ଅଟୋକୁ ମୁହାଁମୁହିଁ ପିଟିଲା ପିକ୍ ଅପ୍ ଭ୍ୟାନ୍, ୩ ମୃତ
ମୟୁରଭଞ୍ଜ : ଏକ ଅଟୋ ସହ ପିକ୍ଅପ୍ ଭ୍ୟାନ୍ ର ଧକ୍କା ହେବା ଫଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ଦୁଇଜଣ ଗୁରୁତର ଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ବାରିପଦା-ଦେଉଳି ରାସ୍ତାର ବାଙ୍କିଶୋଳ ପାଖରେ ଏକ ଯାତ୍ରୀବାହୀ ଅଟୋ ଓ ମାଲବୋଝେଇ ପିକଅପ୍ ଭ୍ୟାନ!-->…
ସାକ୍ଷୀଗୋପାଳ ନିକଟରେ ଜଳିଗଲା ତୀର୍ଥଯାତ୍ରୀଙ୍କ ବସ୍…
ପିପିଲି: ସାକ୍ଷୀଗୋପାଳ ମନ୍ଦିର ନିକଟ ରେ ଏକ ଯାତ୍ରୀ ବାହି ବସ ଆଜି ହୁତୁହୁତୁ ହୋଇ ଜଳିଯାଇଛି l ବସ୍ ଟି ଉତ୍ତର ପ୍ରଦେଶରୁ ପ୍ରାୟ ୫୦ ରୁ ଅଧିକ ତୀର୍ଥ ଯାତ୍ରୀଙ୍କୁ ନେଇ ଗଙ୍ଗା ସାଗର ବୁଡକୁ ଆସିଥିଲା l ଉକ୍ତ ତୀର୍ଥଯାତ୍ରୀ ବସ ଟି ସାକ୍ଷୀଗୋପାଳ ମନ୍ଦିର ନିକଟରେ ଥିବା ସମୟ ରେ ହଟାତ!-->…
ବସ୍ ଦୁର୍ଘଟଣାରେ କଲେଜ ଛାତ୍ରୀଙ୍କ ମୃତ୍ୟୁ…
ଢ଼େଙ୍କାନାଳ଼ : ଢେଙ୍କାନାଳ ଓଡାପଡା ବ୍ଳକ ଅନ୍ତର୍ଗତ ୫୫ନଂ ଜାତୀୟ ରାଜପଥ ଉପର ବାଘଲୁଣ୍ଡା ଗ୍ରାମ ନିକଟରେ ରୁଙ୍ଗଟା କମ୍ପାନୀ ବସ ଦୁର୍ଘଟଣାରେ କଲେଜ ଛାତ୍ରୀ ଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ରୀ ଜଣଙ୍କ ସମ୍ପକୀୟ ଙ୍କ ସହ ସ୍କୁଟିରେ ବସି କଲେଜ ଯାଉଥିବା ବେଳେ ବସ ସହ ଘଟିଥିଲା ଦୃଘଟଣା!-->…
୨.୫ ଲକ୍ଷ ମିଶନ ଶକ୍ତି ଗ୍ରୁପଙ୍କ ବ୍ୟାଙ୍କ ଖାତାକୁ ଗଲା ୧୨୫ କୋଟି…
ଭୁବନେଶ୍ବର: ଆହୁରି ସୁଦୃଢ଼ ହେବ ମିଶନ ଶକ୍ତି । ସ୍ୱୟଂ ସହାୟକ ଗୋଷ୍ଠୀ ମାଆମାନଙ୍କର ବିକାଶ ପାଇଁ ସରକାର ଆଉ ପାଦେ ଆଗେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନ କନଭେନ ସେଣ୍ଟରରୁ ମିଶନ ଶକ୍ତି ଗ୍ରୁପମାନଙ୍କୁ ୧୨୫ କୋଟି ଟଙ୍କାର ସୁଧ ରିହାତି ପ୍ରଦାନ!-->…
କୋଟିଏରୁ ଅଧିକ ଟଙ୍କାର ବ୍ରାଉନ୍ସୁଗର ଜବତ, ଜଣେ ଗିରଫ…
ଭୁବନେଶ୍ୱର: ଭୁବନେଶ୍ୱର କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଜଣେ ବ୍ରାଉନସୁଗର ବେପାରୀକୁ ଗିରଫ କରିଛି। ତା’ଠାରୁ ୧ କିଲୋ ୧୯୦ ଗ୍ରାମ ବ୍ରାଉନ୍ସୁଗର ଜବତ କରାଯାଇଥିବା ବେଳେ ଏହାର ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି।
ଗିରଫ ବ୍ରାଉନ୍ସୁଗର ବେପାରୀର ନାଁ ହରପ୍ରସାଦ ପୃଷ୍ଟି!-->!-->!-->…
ଭୁବନେଶ୍ୱର Embassy କ୍ଲବ ସମ୍ମୁଖରେ ଭଙ୍ଗାରୁଜା ଘଟଣା: ୩୪ ଜଣଙ୍କୁ ଗିରଫ
ଭୁବନେଶ୍ୱର: କିଛି ଦିନ ବ୍ୟବଧାନ ପରେ ପୁଣି ଥରେ ରାଜଧାନୀର ଛାତି ଉପରେ ଆତଙ୍କରାଜ ଖେଳାଇଲେ ଦଳେ ଯୁବକ । ଏକ ବାର୍ରେ ପ୍ରବେଶ ଅନୁମତି ନ ମିଳିବାରୁ ତାଣ୍ଡବ ରଚାଇଲେ। ଏକ ବସ୍ ସମେତ ଅନ୍ୟ କିଛି ଗାଡ଼ିରେ ଆସି ବ୍ୟାପକ ଭଙ୍ଗାରୁଜା କଲେ। ଚନ୍ଦ୍ରଶେଖରପୁର ଥାନାଠାରୁ ମାତ୍ର ଅଳ୍ପ ଦୂରରେ ଏହି!-->…
ରୋଗୀଙ୍କ ମୃତଦେହକୁ ସତ୍କାର କଲେ ଡାକ୍ତର…
ସମ୍ବଲପୁର: ସମାଜରେ ଦିନକୁ ଦିନ ହଜି ଯାଉଛି ମାନବିକତା। ଯାହାର ଅନେକ ଘଟଣା ପ୍ରତିଦିନ ଆମ ଆଖପାଖରେ ଦେଖିବାକୁ ମିଳୁଛି। ହେଲେ ସମାଜରେ ଏମିତି ଲୋକବି ଅଛନ୍ତି ଯିଏ ନିସ୍ବାର୍ଥପର ଭାବେ ସେବା କରିଚାଲିଛନ୍ତି। ଏମିତି ଜଣେ ମଣିଷ ହେଉଛନ୍ତି ଡାକ୍ତର ଶଙ୍କର ରାମଚନ୍ଦାନି। ଯିଏ ମାନବ ସେବାକୁ ହିଁ!-->…
ଭିଜିଲାନ୍ସ ଜାଲରେ ରାୟଗଡାର ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ
କଟକ: ଭିଜିଲାନ୍ସ ଜାଲରେ ରାୟଗଡା ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ। ଲାଞ୍ଚ ଟଙ୍କା ନେଇ ବାଇକରେ ଯାଉଥିବାବେଳେ କିଶୋର ଚନ୍ଦ୍ର ନାୟକଙ୍କୁ ଧରିଲା ଭିଜିଲାନ୍ସ। ତାଙ୍କ ନିକଟରୁ ନଗଦ ୧୧ ଲକ୍ଷ ୩୪ ହଜାର ୫୬୦ ଟଙ୍କା ଜବତ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୩ଟି ସ୍ଥାନରେ!-->…