Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
କମିଶନରେଟ ପୋଲିସର ମାଞ୍ଜା ସୂତା ଉପରେ ଚଢ଼ାଉ
କଟକ: କଟକ ପୁରିଘାଟ ଥାନା ଅଞ୍ଚଳରେ କମିଶନରେଟ ପୋଲିସର ମାଞ୍ଜା ସୂତା ଉପରେ ଚଢ଼ାଉ। ଏଭଳି ସୂତା ବିକ୍ରି ଓ ମାଞ୍ଜା ସୂତା ଲଗାଇ ଗୁଡି ଉଡାକୁ ବେଆଇନ କରିଛନ୍ତି ଓଡିଶା ହାଇକୋର୍ଟ। କଟକ ସହରରେ ଗୁଡ଼ି ଉଡ଼ା କାହା ପାଇଁ ଖେଳ ଥିବାବେଳେ କାହା ପାଇଁ କାଳ ସାବ୍ଯସ୍ତ ହୋଇଛି । ବିଗତ!-->…
ଶୀତରେ ଥରୁଛି ସାରା ଓଡ଼ିଶା, ୯ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ…
ଭୁବନେଶ୍ୱର : ଜାଡ଼ରେ ଜଡ଼ସଡ଼ ଓଡ଼ିଶା । ହାଡ଼ ଭଙ୍ଗା ଶୀତରେ ଥରୁଛି ସାରା ରାଜ୍ୟ । ଆଜିଠୁ ଦୁଇ ଦିନ ଶୀତ ଲହରୀ । କିଛି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଶୀତ ଲହରୀ ଜାରି ରହିବ । ଅନେକ ସ୍ଥାନରେ ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ଯାଏ ହ୍ରାସ ପାଇବ ରାତି ତାପମାତ୍ରା । ଶୀତ ଲହରି ନେଇ ଆଜି!-->…
ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ସଚିବ ତଥା ଓରମାସ୍ ସିଇଓଙ୍କ ରାଉରକେଲା ଗସ୍ତ…
ଭଞ୍ଜ ଭବନ ପଡ଼ିଆରେ ହେବାକୁ ଥିବା ସରସ ମେଳା ପାଇଁ ପ୍ରସ୍ତୁତି ସମୀକ୍ଷା
ରାଉରକେଲା,: ୭ ଜାନୁଆରି ୨୦୨୩: ହକି ବିଶ୍ୱକପକୁ ଦୃଷ୍ଟିରେ ରଖି ରାଉରକେଲା ସହରରେ ପ୍ରଥମ ଥର ପାଇଁ ସରସ ମେଳା ଆୟୋଜନ କରାଯାଉଛି। ଏଥିପାଇଁ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ଅତିରିକ୍ତ!-->!-->!-->!-->!-->…
ଓଡ଼ିଶା ଅବକାରୀ ବିଭାଗକୁ ମିଳିଲା ସମ୍ମାନଜନକ ଡିଜିଟାଲ ଇଣ୍ଡିଆ ଗୋଲ୍ଡ ଆୱାର୍ଡ ସମ୍ମାନ…
ଓଡ଼ିଶା ଅବକାରୀ ବିଭାଗକୁ ସମ୍ମାନଜନକ ଡିଜିଟାଲ ଇଣ୍ଡିଆ ଗୋଲ୍ଡ ଆୱାର୍ଡ ସମ୍ମାନ। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ରାଜ୍ୟ ସରକାରଙ୍କ ପ୍ରମୁଖ ସଚିବ ସୁଶୀଲ କୁମାର ଲୋହାନୀ ଏହି ପୁରସ୍କାର!-->…
ସ୍ବାଭିମାନ ଅଂଚଳରୁ ‘ଘରେ ଘରେ ପୁଷ୍ଟି’ ପ୍ରୟାସର ଶୁଭାରମ୍ଭ…
ମାଲକାନଗିରି/ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଂଚଳର ଘରେ ଘରେ ପୁଷ୍ଟି ପ୍ରୟାସର ଶୁଭ ଆରମ୍ଭ ହୋଇଯାଇଛି। ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳର ଯନ୍ତାପାଇ ଠାରେ ମୁଖ୍ୟ ଅତିଥି ଭାବେ କୃଷି ମନ୍ତ୍ରୀ ରଣେଦ୍ର ପ୍ରତାପ ସ୍ୱାଇଁ ଯୋଗ ଦେଇଥିବା ବେଳେ!-->…
ତାଳଚେରରେ ନିର୍ମାଣାଧୀନ ସାର କାରଖାନାର ସମୀକ୍ଷା କଲେ ଦୁଇ କେନ୍ଦ୍ରମନ୍ତ୍ରୀ…
ତାଳଚେର: ତାଳଚେରରେ ଦୁଇ କେନ୍ଦ୍ରମନ୍ତ୍ରୀ। କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଓ ଧର୍ମେନ୍ଦ୍ର ପ୍ରଧାନ ତାଳଚେର ଗସ୍ତରେ ଆସି ଏଫସିଆଇ ସ୍ଥିତ ସିଆଇଏସ୍ଏଫ୍ ପଡିଆରେ ଓହ୍ଲାଇ ତାଳଚେର ସାର କାରଖାନା ପରିଦର୍ଶନ କରିଛନ୍ତି। ଟିଏଫଏଲର ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା!-->…
ଡ୍ୟୁଟି ସମୟ ପରିବର୍ତ୍ତନ କରିବାକୁ କହିବାରୁ ବରିଷ୍ଠ ଅଧିକାରୀଙ୍କ ମାଡ଼, କର୍ମଚାରୀ ଗୁରୁତର…
ଟିଟିଲାଗଡ ; ଉପରିସ୍ଥ ଅଧିକାରୀଙ୍କ ମାଡ଼ରେ କର୍ମଚାରୀ ଆହତ। ଡ୍ୟୁଟି ସମୟ ପରିବର୍ତ୍ତନ କରିବାକୁ ଗୁହାରି କରିବାରୁ ମାଡ଼ ଖାଇ ଗୁରୁତର ହୋଇଛନ୍ତି ଜଣେ କର୍ମଚାରୀ । ବଲାଙ୍ଗୀର ଜିଲ୍ଲା ବଡ଼ମାଳ ଗୋଳାବାରୁଦ କାରଖାନା ପରିସରରେ ରହିଥିବା ଅଗ୍ନିଶ୍ରମ ବିଭାଗର ଅଧିକାରୀ ତୁଳସୀ ଦୋରା ନିଜ!-->…
ମଦ୍ୟପ ଡ୍ରାଇଭର ଆମ୍ବୁଲାନ୍ସ ଚଳାଇବା ବେଳେ କାବୁ କଲେ ଗାଁ ଲୋକ…
ବେଗୁନିଆ: ସାହି ଭିତରେ ମଦ୍ୟପ ଉନ୍ମତ୍ତ କାଣ୍ଡ। ମଦ ପିଇ ଏକ ଆମ୍ବୁଲାନ୍ସ ଡ୍ରାଇଭର ସାହି ଭିତରେ ଏଣେ ତେଣେ ଧକ୍କା ଦେବା ସହିତ ଏକ ଟ୍ରାକ୍ଟରକୁ ଧକ୍କା ଦେଇଛି ହେଲେ ଅଳ୍ପକେ ବର୍ତ୍ତିଯାଇଛି ଅନେକ ଧନ ଜୀବ । ଘଟଣାଟି ଘଟିଛି ଗତରାତିର ବେଗୁନିଆ ଗଁପୁର ଗାଁରେ। ବେଗୁନିଆ ଗଁପୁର ଗାଁର!-->…
ଆଉ ଦୁଇଦିନ ଜାଡ଼ରେ ଥରିବ ସାରା ରାଜ୍ୟ: ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରି କମିବ
ଭୁବନେଶ୍ୱ: ଜାଡ଼ରେ ଆହୁରି ଦୁଇ ଦିନ ଥରିବ ରାଜ୍ୟର ଅଧିକାଂଶ ଜିଲ୍ଲା। ରାତିର ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ କମିବ। ଆଜି ଓ ଆସନ୍ତାକାଲି କିଛି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପାଣିପାଗ କେନ୍ଦ୍ର ଜାରି କରିଥିବା!-->…
ଅନୁପସ୍ଥିତ ରହୁଥିବା ଶିକ୍ଷକମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଜାରି ରହିବ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର: ଶିକ୍ଷକ ଭାବେ ନିଯୁକ୍ତି ପାଇ ବି ଦୀର୍ଘ ଦିନ ହେଲା ସ୍କୁଲ ମାଟି ମାଡ଼ୁ ନାହାନ୍ତି। ଏପରି ଶିକ୍ଷକଙ୍କୁ ଟାର୍ଗେଟ କରିଛି ଶିକ୍ଷା ବିଭାଗ । ଏଯାବତ ପ୍ରାୟ ୪୦ ଜଣ ଶିକ୍ଷକ ନିଲମ୍ବିତ ହୋଇ ସାରି ଥିବା ବେଳେ ଆଉ ୯୬ ଶିକ୍ଷକଙ୍କ ତାଲିକା ପ୍ରସ୍ତୁତ କରିଛି ଶିକ୍ଷା ବିଭାଗ ।!-->…