Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ପ୍ରଧାନ ଶିକ୍ଷକଙ୍କୁ ମଦ୍ୟପ ବ୍ୟକ୍ତିଙ୍କ ଆକ୍ରମଣ, ମଦ୍ୟପକୁ ଉଲଗ୍ନ କରି ଗଛରେ ବାନ୍ଧିଲେ…
କରଞ୍ଜିଆ : ଶୁକୃଲି ବ୍ଲକ ର ଦେଉଳି ବିଦ୍ୟାଳୟରେ ଏକ ଅଭାନୀୟ ଘଟଣା ଘଟିଯାଇଛି । ମଧ୍ୟାହ୍ନ ଭୋଜନରେ ସମୟରେ ଜଣେ ମଦ୍ୟପ ବ୍ୟକ୍ତି, ପ୍ରଧାନ ଶିକ୍ଷକ ଶିବ ଶଙ୍କର ନାଏକଙ୍କୁ ଆକ୍ରମଣ କରିବା ପରେ ବିଦ୍ୟାଳୟ ପରିସରରେ ଉତ୍ତେଜନା ଦେଖାଯାଇଛି ।
ଏହି ଖବର ଗାଁ ଲୋକମାନେ ଜାଣିବା ପରେ!-->!-->!-->…
ଉତ୍କଳ ବିଶ୍ବବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗର ‘ସୁବର୍ଣ୍ଣ ଜୟନ୍ତୀ‘ ଉଦଘାଟିତ…
ଭୁବନେଶ୍ବର: ପଦାର୍ଥ ବିଜ୍ଞାନ ହେଉଛି ସବୁ ବିଜ୍ଞାନର ଜନନୀ । ପଦାର୍ଥ ବିଜ୍ଞାନର ନୂତନ ଗବେଷଣା ହିଁ ବୌଦ୍ଧିକ ସଂସ୍କୃତିର ବିକାଶ ଏବଂ ଏହା ସମାଜ କଲ୍ୟାଣର ସାଧନ କରିପାରିବ। ଦେଶରେ ବିଜ୍ଞାନ ଏବଂ ନବସୃଜନର ଅଭିବୃଦ୍ଧି ଦିଗରେ ଉତ୍କଳ ବିଶ୍ବବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗର ଏକ ବଡ଼!-->…
ଅଙ୍ଗନବାଡ଼ି କର୍ମୀଙ୍କ ଆନ୍ଦୋଳନ ସାମୟିକ ସ୍ଥଗିତ…
ଭୁବନେଶ୍ବର: ପ୍ରାୟ ଦେଢ଼ ମାସ ଧରି ଲୋୟର ପିଏମ୍ଜିରେ ଚାଲିଥିବା ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କ ଆନ୍ଦୋଳନ ସାମୟିକ ପାଇଁ ସ୍ଥଗିତ ହୋଇଛି। ସରକାରଙ୍କ ସହିତ ଆଲୋଚନା ପରେ ଅଙ୍ଗନବାଡ଼ି କର୍ମୀଙ୍କ ଆନ୍ଦୋଳନ ଫେବ୍ରୁଆରି ୨ୟ ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଆନ୍ଦୋଳନ ସ୍ଥଗିତ!-->…
ଆଉ ବର୍ଷେ ମିଳିବ ମାଗଣା ଚାଉଳ, ୨୦୨୩ ଜାନୁଆରୀ ରୁ ଡିସେମ୍ବର ଯାଏ ମିଳିବ…
ଭୁବନେଶ୍ୱର: ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନୂଆବର୍ଷ ଭେଟି । ହିତାଧିକାରୀଙ୍କୁ ମିଳିବ ଆଉ ବର୍ଷେ ମାଗଣା ଚାଉଳ । ଜାନୁଆରୀରୁ ଆସନ୍ତା ଡିସେମ୍ବର ଯାଏ ଏହି ମାଗଣା ଚାଉଳ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।
!-->!-->!-->…
ଶିଖରଚଣ୍ଡୀ ମନ୍ଦିର ମାଷ୍ଟରପ୍ଲାନକୁ ମଞ୍ଜୁରୀ, ଖର୍ଚ୍ଚ ହେବ ୨୫କୋଟି…
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରସ୍ଥିତ ଶିଖରଚଣ୍ଡୀ ମନ୍ଦିର ଓ ଏହାର ପରିପାଶ୍ୱିର୍କ ଅଂଚଳର ଉନ୍ନୟନ ପାଇଁ ପ୍ରସ୍ତୁତ ମାଷ୍ଟରପ୍ଲାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମଞ୍ଜୁରୀ ପ୍ରଦାନ କରିଛନ୍ତି । ୨୫କୋଟି ଟଙ୍କା ବ୍ୟୟରେ ଶିଖରଚଣ୍ଡୀ ମନ୍ଦିର ଓ ତା’ର ପାଶ୍ୱର୍ବର୍ତ୍ତୀ ମୋଟ!-->…
ଟ୍ରକ ଧକ୍କାରେ କଲେଜ ଛାତ୍ରୀ ମୃତ, ଘଟଣାସ୍ଥଳରେ ଉତ୍ତେଜନା
ସମ୍ବଲପୁର : ଟ୍ରକ ଧକ୍କାରେ କଲେଜ ଛାତ୍ରୀ ମୃତ । ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କଲେଜ ଯାଉଥିବା ବେଳେ ଏକ ଟ୍ରକ ଧକ୍କାରେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ରୀ ଜଣକ ହେଲେ ପଦାର କଲୋନୀର ସୋନାଲ ଭଗତ । ଦୁର୍ଘଟଣା ପରେ ଟ୍ରକଟି ଦ୍ରୁତ ଗତିରେ!-->…
ଚେତାଶୂନ୍ୟ ଅବସ୍ଥାରେ ମିଳିଲେ ହାତଗୋଡ ବନ୍ଧା ଥିବା ନାବାଳିକା କଲେଜ ଛାତ୍ରୀ
ସାଲେପୁର: ଆବର୍ଜନା ଗୃହ ଭିତରେ ହାତଗୋଡ ବନ୍ଧା ଅବସ୍ଥାରେ ପଡ଼ିଥିଲେ କଲେଜ ଛାତ୍ରୀ। ସ୍ଥାନୀୟ ଲୋକ ଓ କଲେଜ ଛାତ୍ରଛାତ୍ରୀ ତାଙ୍କୁ ଉଦ୍ଧାର କରି କଟକ ବଡ଼ ମେଡ଼ିକାଲ୍ରେ ଭର୍ତ୍ତି କରିଛନ୍ତି। ତାଙ୍କୁ କିଏ ଓ କାହିଁକି ଏପରି ଅବସ୍ଥାରେ ବାନ୍ଧି ଫିଙ୍ଗି ଦେଲା? ତାହା ବର୍ତ୍ତମାନ ସୁଦ୍ଧା!-->…
ଡାକ୍ତରାଣୀ ଶୁଭଶ୍ରୀ ମୃତ୍ଯୁ ଘଟଣା: ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ, ବିଷକ୍ରିୟାରୁ ହୋଇଛି ଶୁଭଶ୍ରୀଙ୍କ ମୃତ୍ୟୁ!
କେନ୍ଦୁଝର: ଯୋଡା ଡାକ୍ତରାଣୀ ଶୁଭଶ୍ରୀ କର ମୃତ୍ୟୁ ମାମଲା । ଆସିଲା ଶୁଭଶ୍ରୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ । ବିଷଜନିତ ମୃତ୍ୟୁ ହୋଇଥିବା ପ୍ରାଥମିକ ରିପୋର୍ଟରୁ ସୂଚନା ମିଳିଛି । ଫରେନସିକ୍ ଲ୍ୟାବ ରିପୋର୍ଟ ପରେ ପ୍ରକୃତ କାରଣ ଜଣାପଡିବ । ଫରେନସିକ ଲ୍ୟାବ ଏ ନେଇ ନମୁନା ପଠାଯାଇଛି ।!-->…
ମାର୍ଚ୍ଚରେ ଆସିପାରେ ଚତୁର୍ଥ ଲହର : ସ୍ୱାସ୍ଥ୍ୟ ବିଭାଗ
ଭୁବନେଶ୍ୱର: ମାର୍ଚ୍ଚ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ଆସିପାରେ ଚତୁର୍ଥ ଲହର। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଡାକ୍ତର ଅଜିତ ମହାନ୍ତି।
ସେ କହିଛନ୍ତି, ୨୪ ଘଣ୍ଟାରେ ଚୀନରେ ୩ ଲକ୍ଷରୁ ଅଧିକ ଓ ଭାରତରେ ୧୭୩ ନୂଆ କେସ୍ ଚିହ୍ନଟ ହୋଇଛି। ଓଡ଼ିଶାରେ ଗତ!-->!-->!-->…
ଆସନ୍ତା ୫ରେ ଅନ୍ତର୍ଜାତୀୟ ବିର୍ସାମୁଣ୍ଡା ହକି ଷ୍ଟାଡିୟମର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ
ରାଉରକେଲା : ଆସନ୍ତା ୫ ତାରିଖରେ ଲୋକାର୍ପଣ ହେବ ଅନ୍ତର୍ଜାତୀୟ ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ଗସ୍ତ କରି ହକି ଷ୍ଟାଡିୟମକୁ ଉଦ୍ଘାଟନ କରିବେ । ‘ମୋ ବସ୍ ସେବା’କୁ ମଧ୍ୟ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ସରିଛି ସମସ୍ତ!-->…