Browsing Category

ଓଡିଶା

ବାୟାମିରି ପାହାଡରୁ ପୋତା ହୋଇ ରଖାଯାଇଥବା ବିସ୍ପୋରକ ସାମଗ୍ରୀକୁ ଜବତ କଲା ବିଏସଏଫ

କୋରାପୁଟ : କୋରାପୁଟ ଜିଲ୍ଲା ନାରାୟଣପାଟଣାରୁ ବିସ୍ପୋରକ ଠାବ । ନାରାୟଣପାଟଣା ବ୍ଲଜ ବାଲିପେଟା ନିକଟ ବାୟାମିରି ପାହାଡରୁ ବିସ୍ପୋରକ ଡ୍ରମ ଉଧାର କରି ନଷ୍ଟ କରିଛି ବିଏସଏଫ । ବିଏସଏଫ ପେଟ୍ରୋଲିଂ ପାର୍ଟି ଦ୍ବାରା ଠାବ । ଡ୍ରମ ମଧ୍ୟରେ ମାଟି ତଳେ ପୋତାଯାଇଥିବା ଅବସ୍ଥାରେ ବିସ୍ପୋରକ ଠାବ ।

ପୁରୀରେ ସର୍ବାଧିକ ତାପମାତ୍ରା ରେକର୍ଡ

ଭୁବନେଶ୍ୱର: ରାଜ୍ୟରେ ଅସ୍ୱାଭାବିକ ଭାବେ ତାପମାତ୍ରା ବୃଦ୍ଧି ପାଇଛି। ଅଧିକାଂଶ ସ୍ଥାନରେ ୫ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ରାତି ତାପମାତ୍ରା ବୃଦ୍ଧି ପାଇଛି। ସାମୁଦ୍ରିକ ଉଷ୍ମ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରଭାବରେ ରାଜ୍ୟରେ ଶୀତ କମିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନୀ ଉମାଶଙ୍କର

କିରାସିନି ଢାଳି ନିଆଁ ଲଗାଇ ମହିଳାଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ ଅଭିଯୋଗ, ସ୍ୱାମୀ ଗିରଫ

ବାଙ୍କୀ : ବିବାହର ଛଅ ବର୍ଷ ପରେ ମଧ୍ୟ ଯୌତୁକ ନିର୍ଯାତନା। କଥା କଥାକେ ମାଡ଼ ମାରୁଥିବା ସ୍ୱାମୀ ଶେଷରେ ପାଳଟିଗଲା ରାକ୍ଷାସ। ସବୁଦିନ ରାସ୍ତାରୁ ହଟାଇବା ପାଇଁ ଯୋଜନା ବଦ୍ଧ ଭାବେ ସ୍ୱାମୀ ଓ ସମ୍ପର୍କୀୟ ଦେଢ଼ଶୁର ମିଶି ମାଡ଼ ମାରି ଜୀବନରୁ ମାରି ଦେବା ଉଦେଶ୍ୟରେ ଦେହରେ କିରାସିନି

ଛାତ୍ରଙ୍କୁ ବଞ୍ଚାଇବାକୁ ଯାଇ ନଦୀରେ ବୁଡ଼ି ଗଲେ ଶିକ୍ଷକ

ନୟାଗଡ଼: ନଦୀରେ ଜଣେ ଛାତ୍ର ବୁଡ଼ିଯାଉଥିବା ଦେଖି ନିଜକୁ ଅଟକାଇ ପାରିଲେନି ଶିକ୍ଷକ। ତାଙ୍କୁ ବଞ୍ଚାଇବାକୁ ନଦୀର ଗଭୀର ଜଳକୁ ଡେଇଁ ପଡ଼ିଥିଲେ। ପିଲାଟିର ଜୀବନ ବଞ୍ଚିଗଲା, କିନ୍ତୁ ଶିକ୍ଷକ ଜଣଙ୍କ ବୁଡ଼ି ଗଲେ। ଚାଲିଗଲା ତାଙ୍କ ଜୀବନ। ଏହି ଦୁଃଖଦ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା

ବନ୍ଧୁଙ୍କ ପତ୍ନୀକୁ ନେଇ ପଳାଇବା ପଡ଼ିଲା ମହଙ୍ଗା

ସୋର: ବନ୍ଧୁଙ୍କ ପତ୍ନୀଙ୍କୁ ନେଇ ଫେରାର ହୋଇଯିବା ଜଣେ ବ୍ୟକ୍ତିଙ୍କୁ ଭାରି ମହଙ୍ଗା ପଡ଼ିଛି। ବନ୍ଧୁ ତାଙ୍କୁ ଧରି ହାତଗୋଡ଼ ବାନ୍ଧି ନିସ୍ତୁକ ପିଟିଛନ୍ତି। ଏହାସହ ତାଙ୍କୁ ପୁଲିସ ଜିମାରେ ଦେଇଛନ୍ତି। ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ। ଖନ୍ତାପଡ଼ା ଥାନା ବଡ଼ଗାଁ ଅଞ୍ଚଳର

ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ, ୪ଟି ସ୍ଥାନରେ ଚଢ଼ାଉ

ଭବାନୀପାଟଣା: ଭିଜିଲାନ୍ସ ଜାଲରେ ଭବାନୀପାଟଣା ପୌର ସହକାରୀ ନିର୍ବାହୀ ଯନ୍ତ୍ରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ସମୀର ଠାକୁରଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ସମୀରଙ୍କ ଭବାନୀପାଟଣାସ୍ଥିତ ମହାବୀରପଡ଼ାରେ ଥିବା ତିନି ମହଲା ଘର,

ଜେଲରେ ୨ କଏଦୀଙ୍କ ମଧ୍ୟରେ ମାରପିଟ୍, ଜଣେ ଆହତ

ମାଲକାନଗିରି:ଜେଲରେ ଦୁଇ କଏଦୀଙ୍କ ମଧ୍ୟରେ ମାରପିଟ୍ ହୋଇଛି। ଜଣେ କଏଦୀ ଆକ୍ରମଣରେ ଅନ୍ୟ ଜଣେ କଏଦୀ ଗୁରୁତର ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ମାଲକାନଗିର ସଦର ମହାକୁମାସ୍ଥିତ ଉପ କାରାଗାରରେ। ଆହତ କଏଦୀ ଜଣଙ୍କ ହେଲେ ପ୍ରଶାନ୍ତ କୁଣ୍ଡ। ତାଙ୍କୁ ମାଲକାନଗିରି ଜିଲ୍ଲା ହସପିଟାଲରେ ଭର୍ତ୍ତି

ହକି ବିଶ୍ବକପ୍ ଟ୍ରଫିକୁ ଭଞ୍ଜନଗରରେ ବିପୁଳ ସ୍ଵାଗତ…

ଭଞ୍ଜନଗର, ୨୮/୧୨- ପୁରୁଷ ହକି ବିଶ୍ବକପ୍ ୨୦୨୩ ଆସନ୍ତା ଜାନୁଆରୀ ୧୩ ତାରିଖରୁ ଓଡିଶାରେ ଆରମ୍ଭ ହେବାକୁ ହେଉଛି। ଭୁବନେଶ୍ଵର ଏବଂ ରାଉରକେଲାରେ ୧୩ ରୁ ୨୯ ତାରିଖ ପର୍ଯ୍ୟନ୍ତ ମ୍ୟାଚ ହେବ । ଏଥିରେ ୧୬ ଟି ଦେଶ ଭାଗ ନେଉଛନ୍ତି । ଟୁର୍ଣ୍ଣାମେଣ୍ଟ କିଭଳି ସଫଳ ହେବ ସେଥିପାଇଁ ରାଜ୍ଯ ସରକାରଙ୍କ

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ: ୧୭ଟି ପ୍ରସ୍ତାବ ଉପରେ ମୋହର…

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ରାଜ୍ୟ କ୍ୟାବିନେଟରେ ୧୭ଟି ପ୍ରସ୍ତାବ ଉପରେ ମୋହର ଲାଗିଥିବା ସୂଚନା ମିଳିଛି। ଆଜିର କ୍ୟାବିନେଟ୍‌ ବୈଠକରେ ୟୁପି ସ୍କୁଲ ଶିକ୍ଷକଙ୍କ

ପତ୍ନୀହନ୍ତାକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ କୋର୍ଟ…

କଣ୍ଟାବାଞ୍ଜି : ସ୍ତ୍ରୀର ହତ୍ୟାକାରୀ ସ୍ୱାମୀକୁ ଆଜୀବନ ସଜା। ଯୌତୁକ ପାଇଁ ସ୍ତ୍ରୀ କୁ ହତ୍ୟା କରିଥିବା ଅଭିଯୋଗରେ କଣ୍ଟାବାଞ୍ଜି ଥାନା ଧାମନଡଙ୍ଗା ଗାଁର ସ୍ୱାମୀ ଜୟରାମ ମାଝୀ କୁ ଆଜୀବନ କାରାଦଣ୍ଡ ରାୟ ଦେଲେ କଣ୍ଟାବାଞ୍ଜି ଏଡିଜେ କୋର୍ଟ । କଣ୍ଟାବାଞ୍ଜି ଅତିରିକ୍ତ ଦୌରାଜଜ ହିମାଂଶୁ