Browsing Category

ଓଡିଶା

ଧାନକଟା ମେସିନ୍ ମାଡ଼ି ଯାଇ ନାବାଳକର ମୃତ୍ୟୁ…

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଖଡିଅଣ୍ଟା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଧାନକଟା ମେସିନ୍ ମାଡ଼ି ଯାଇ ଜଣେ ନାବାଳକର ପ୍ରାଣହାନି ଘଟିଛି। ମୃତ ବାଳକ ହେଲେ ଖଡିଅଣ୍ଟା ଗାଁର ସନ୍ନ୍ୟାସୀ ମଳିକଙ୍କ ପୁଅ ଶିବୁଲା ମଳିକ। ଏହି ଘଟଣା ଗତକାଲି

କୋଣାର୍କ ଗସ୍ତରେ ୫ଟି ସଚିବ: ବିଭିନ୍ନ କାମର ଅଗ୍ରଗତି ନେଇ କଲେ ସମୀକ୍ଷା…

ପୁରୀ: ଆଜି ୫ଟି ସଚିବ ଭି କେ ପାଣ୍ଡିଆନ୍ କୋଣାର୍କ ଯାଇ ଚନ୍ଦ୍ରଭାଗା ବେଳାଭୂମିର ବିକାଶ, କୋଣାର୍କ-ଚନ୍ଦ୍ରଭାଗା ରାଜ୍ୟ ରାଜପଥର ସମ୍ପ୍ରସାରଣ ଓ ନୂଆ ରିଂ ରୋଡ କାମ ଅନୁଧ୍ୟାନ କରିଥିଲେ। କାମର ଅଗ୍ରଗତି ସଂପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସଚିବ ଶ୍ରୀ ପାଣ୍ଡିଆନ୍ ସମୀକ୍ଷା କରିଥିଲେ।

ଜୋର ଧରିଲା କୋଶଲ ରାଜ୍ୟ ଦାବି…

ବଲାଙ୍ଗୀର: ପୁଣି ଜୋର ଧରିଲା କୋଶଲ ରାଜ୍ୟ ଦାବି। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ପ୍ରତିଷ୍ଠା ଦାବି ସୁପ୍ରିମକୋର୍ଟଙ୍କ ଦ୍ବାରା ପ୍ରତ୍ୟାଖ୍ୟାତ ହେବା ପରେ ଏବେ କୋଶଲ ରାଜ୍ୟ ଦାବି ହିଁ ଏକମାତ୍ର ବିକଳ୍ପ ବୋଲି କୋଶଲ ରାଜ୍ୟ ସମନ୍ବୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ ମିଶ୍ର

ରାଜ୍ୟରେ ନୂଆ ଭାରିଏଣ୍ଟର ମୁକାବିଲା ପାଇଁ ସମସ୍ତ ବ୍ୟବସ୍ଥା ଅଛି: ସ୍ଵାସ୍ଥ୍ୟ ନିର୍ଦ୍ଦେଶକ…

ଭୁବନେଶ୍ବର: ଚୀନରେ ନୂଆ ଭାରିଏଣ୍ଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ରାଜ୍ୟବାସୀଙ୍କୁ ଆତଙ୍କିତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଏହି ଭାରିଏଣ୍ଟ ଦୁଇ ବର୍ଷ ହେବ ଅଛି। ଯେହେତୁ ଏହା ଚୀନରେ ବଢୁଛି ତେଣୁ ଏହାକୁ ନେଇ ଚର୍ଚ୍ଚା

ଆସନ୍ତା ୨୬ ତାରିଖରେ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତି ତଳେ ୪ ଘଣ୍ଟିଆ ସତ୍ୟାଗ୍ରହ କରିବ ବିଜେପି

ଭୁବନେଶ୍ବର: ମହିଳା ବିରୋଧୀ, ନାରୀ ନିର୍ଯାତନା ଓ ବିଜେଡି ରାଜନୀତିକୁ ଅପରାଧୀକରଣ କରୁଥିବାରୁ ଏହାର ପ୍ରତିବାଦ କରିବ ବିଜେପି। ଏଥିଲାଗି ବିଜେପି ପକ୍ଷରୁ ଆସନ୍ତା ୨୬ ତାରିଖରେ ସବୁ ମଣ୍ଡଳରେ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତି ତଳେ ୪ ଘଣ୍ଟିଆ ସତ୍ୟାଗ୍ରହ କରାଯିବ। ଏନେଇ ସୂଚନା ଦେଇ ରାଜ୍ୟ

ବିଜେପି ଉପରେ ହମଲା କଲେ ଦେବୀ ମିଶ୍ର, ସୁର ରାଉତରାୟ କହିଲେ, କେବଳ ଅଭିନୟ…

ଭୁବନେଶ୍ବର: ରାଜ୍ୟରେ ବଢୁଥିବା ମହିଳା ହିଂସା ଓ ନେତା ମନ୍ତ୍ରୀମାନଙ୍କ ଅପରାଧରେ ସମ୍ପୃକ୍ତି ପ୍ରସଙ୍ଗକୁ ନେଇ ୨୬ ତାରିଖରେ ବିଜେପିର ସତ୍ୟାଗ୍ରହକୁ ନେଇ ବିଜେଡି ଉପସଭାପତି ଦେବୀ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ରାଜନୈତିକ ଦଳ ଭାବେ ବିଜେପି ତାର କାର୍ଯ୍ୟକ୍ରମ କରିପାରେ।

ଗୋବିନ୍ଦ ସାହୁ ମୃତ୍ୟୁ ଘଟଣା: ମହାଲିଙ୍ଗ କଲେଜରୁ ରେଜିଷ୍ଟାର ଓ ମୃତକଙ୍କ ଘରୁ ନୋଟ୍‌ବୁକ୍‌ ଜବତ…

ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମହାଲିଙ୍ଗସ୍ଥିତ ସନ୍‌ସାଇନ୍‌ ପବ୍ଲିକ୍‌ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ମୃତ୍ୟୁକୁ ନେଇ ସନ୍ଦେହ ବଢିଚାଲିଛି। ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଛି ନା ମୃତ୍ୟୁ ପଛରେ ଆଉ

ଆଜିଠୁ ଗୋପାଳପୁର ବେଳାଭୂମି ମହୋତ୍ସବ…

ବ୍ରହ୍ମପୁର : ଆଜିଠାରୁ ଆରମ୍ଭ ହେଉଛି ଗୋପାଳପୁର ବେଳାଭୂମି ମହୋତ୍ସବ। ୨୮ ତାରିଖ ଯାଏ ଏହି ମହୋତ୍ସବ ଚାଲିବ। ଏହି ମହୋତ୍ସବରେ ବଲିଉଡ ଓଲିଉଡ କଳାକାରଙ୍କର ସମାଗମ ହୋଇଥାଏ। କରୋନାର ଦୁଇ ବର୍ଷ ପରେ ଆୟୋଜନ ହୋଇଥିବାରୁ ପ୍ରବଳ ଭିଡ଼ ହୋଇପାରେ। ଭିଡ଼ ନିୟନ୍ତ୍ରଣ ପାଇଁ ୪୦ଟି ସିସିଟିଭି

ଜେଲ୍‌ରୁ ହସ୍ପିଟାଲ୍ ଯିବା ବେଳେ ବଞ୍ଚିଥିଲେ ଗୋବିନ୍ଦ… !

ବଲାଙ୍ଗିର : କଣ୍ଟାବାଞ୍ଜି ଉପ-କାରାଗାରରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯିବା ବେଳେ ଗୋବିନ୍ଦ ସାହୁ ବଞ୍ଚିଥିଲେ। ତାଙ୍କର ନିଃଶ୍ୱାସ ପ୍ରଶ୍ୱାସ ଚାଲିଥିଲା। ଆଜି ଗଣମାଧ୍ୟମ ଆଗରେ ଏହି କଥା କହିଛନ୍ତି ଗୋବିନ୍ଦଙ୍କ ଓକିଲ ଦୁର୍ଗାମୋହନ ପାଢ଼ୀ। ସେ କହିଛନ୍ତି, ଘଟଣା

୨୪୫ କୋଟି ଟଙ୍କାର ଗଞ୍ଜେଇରେ ନିଆଁ ଲଗାଇଲା ପୁଲିସ…

ବିଶାଖାପାଟଣା : ଜବତ ହୋଇଥିବା ୨୪୫ କୋଟି ଟଙ୍କାର ଗଞ୍ଜେଇ ପୋଡ଼ିଦେଲା ଆନ୍ଧ୍ରପ୍ରଦେଶ ପୁଲିସ୍‌। କଡ଼ା ସୁରକ୍ଷା ବଳୟ ଭିତରେ ଆଜି ଗଞ୍ଜେଇକୁ ପୋଡ଼ି ଦିଆଯାଇଛି। ପୁଲିସ୍‌ର ଏପରି ଉଦ୍ୟମକୁ ଆନ୍ଧ୍ରର ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି। ଆନ୍ଧ୍ର ପୁଲିସ୍‌ର କହିବା ଅନୁସାରେ ଗତ ୮ ମାସରେ ଆଲୁରୀ