Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଗୋବିନ୍ଦ ସାହୁ ଆତ୍ମହତ୍ୟାର ଖୋଳତାଡ,କଣ୍ଟାବାଞ୍ଜି ଜେଲରେ କ୍ରାଇମବ୍ରାଞ୍ଚ ଆଇଜି କରୁଛନ୍ତି ତଦନ୍ତ
କଣ୍ଟାବାଞ୍ଜି: ଗୋବିନ୍ଦ ସାହୁ ଆତ୍ମହତ୍ୟାର ଖୋଳତାଡ । କଣ୍ଟାବାଞ୍ଜି ଉପ କାରାଗାରରେ କ୍ରାଇମ୍ବ୍ରାଞ୍ଚ ଆଇଜି ଅମିତେନ୍ଦ୍ର ନାଥ ସିହ୍ନା । ସେ ଜେଲ୍ ଅନ୍ତେବାସୀ ଓ କର୍ମଚାରୀଙ୍କୁ ପଚରାଉଚରା କରୁଥିବା ସୂଚନା ମିଳିଛି । କେଉଁ ପରିସ୍ଥିତିରେ ଆତ୍ମହତ୍ୟା କଲେ ଗୋବିନ୍ଦ ସାହୁ ? କେଉଁ!-->…
ରାଜଧାନୀରେ ମୋ’ ବସରେ ଲାଗିଲା ନିଆଁ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ତମାଣ୍ଡୋ ଥାନା ସମ୍ମୁଖରେ ଗୁରୁବାର ସକାଳେ ଏକ ମୋ ବସରେ ନିଆଁ ଲାଗିଯାଇଥିଲା। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ବସ୍ରେ କିପରି ନିଆଁ ଲାଗିଲା, ତାହା ଅସ୍ପଷ୍ଟ ରହିଛି।
ବସ୍ଟି ତମାଣ୍ଡୋରୁ ଯାତ୍ରୀମାନଙ୍କୁ ନେଇ ଖୋର୍ଦ୍ଧା!-->!-->!-->…
ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା: ଦୋଷୀକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୨ ହଜାର ଟଙ୍କା ଜରିମାନା
ଫୁଲବାଣୀ : ଏକ ନାବାଳିକା ଶିଶୁ ଅପହରଣ ଓ ଦୁଷ୍କର୍ମ ମାମଲାର ବିଚାର କରି ମାନ୍ୟବର ପକସୋ କୋର୍ଟ ଅଭିଯୁକ୍ତ ଗଣେଶ ବେହେରା ଦଳେଇକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୨ ହଜାର ଟଙ୍କା ଜରିମାନା। ଜରିମାନା ଅନାଦେୟ ଅଧିକ ଏକବର୍ଷ ଛଅ ମାସ ଜେଲ ଦଣ୍ଡ। ରାୟ ଶୁଣାଇଲେ ବିଚାରପତି ସଂଜିତ କୁମାର!-->…
ଗିରଫ ହେଲେ କୁବେର ଗୟା ; ୧୦ କୋଟିରୁ ଅଧିକ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଜବତ
କୋରାପୁଟ : ବନ୍ଧା ହେଲେ କୋଟିପତି ଯୁଗ୍ମ ମ୍ୟାନେଜର । କୋରାପୁଟ ଜିଲ୍ଲା ସୀମାଗୋଡାର ଇଡ୍କଲ ଅମ୍ପାଭାଲି ଲାଇମ ଷ୍ଟୋନ ମାଇନ୍ସର ଯୁଗ୍ମ ମ୍ୟାନେଜର ଗୟା ସାନ୍ତରାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗତ ୨୪ ଘଣ୍ଟା ଧରି ଭିଜିଲାନ୍ସ ସେଲରେ ଅଟକ ଥିଲେ । ୧୦ କୋଟିରୁ ଅଧିକ ଟଙ୍କାର ଆୟ!-->…
ରାଜନଗର ତାଳଚୁଆ ଅଂଚଳରେ ଆୟକର ବିଭାଗର ଚଢ଼ାଉ
ରାଜନଗର : ରାଜନଗର ତାଳଚୁଆ ଅଂଚଳରେ ଆୟକର ବିଭାଗର ବଡ଼ ଚଢ଼ାଉ । ତିନି ଜଣ ପ୍ରମୁଖ ବ୍ୟବସାୟୀଙ୍କ ଘରେ ରେଡ୍୍ ହୋଇଛି । ମଦନ ଦେବନାଥ, ଅମଲ ପ୍ରଧାନ, ସୁଜେସ ମଣ୍ଡଳଙ୍କ ଘରେ ରେଡ କରାଯାଇଛି । ଏହି ଚଢ଼ାଉ ଗତକାଲି ଭୋର ୫ଟାରୁ ଆଜି ପର୍ଯ୍ୟନ୍ତ ଏହି ଚଢ଼ାଉ ଜାରି ରହିଛି ଆୟକର!-->…
କାୟା ମେଲାଉଛି କରୋନା: ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବାକୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ
କାୟା ମେଲାଉଛି କରୋନା । ଫେରିଛି ମାସ୍କ । ପାର୍ଲାମେଣ୍ଟ ଅଧିବେଶନରେ ବାଚସ୍ପତି, ଉପରାଷ୍ଟ୍ରପତି, ସାଂସଦ, ମନ୍ତ୍ରୀ ମାସ୍କ ପିନ୍ଧିଥିବା ନଜର ଆସିଛନ୍ତି । ସେହିପରି ଆଜିଠୁ ମାସ୍କ ପିନ୍ଧିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାଲେଶ୍ୱର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ, ଫାଇଟ୍ ଟି!-->…
BF.7 ଚିହ୍ନଟ ପରେ ବଢ଼ିଲା ଚିନ୍ତା, ଆସନ୍ତାକାଲି ବସୁଛି ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ
ଭୁବନେଶ୍ୱର: ଓଡ଼ିଶାରେ କରୋନାର ମାରାତ୍ମକ ଚୀନ୍ ଭାରିଆଣ୍ଟ BF.7 ଚିହ୍ନଟ ପରେ ବଢ଼ିଲା ଚିନ୍ତା । ଆକ୍ସନ ମୋଡକୁ ଆସିଛନ୍ତି ରାଜ୍ୟ ସରକାର । ଆସନ୍ତାକାଲି ବସୁଛି ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ। ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଦିନ ୧୨ଟା ୩୦ରେ ବୈଠକ ବସିବ ।!-->…
ଓମଫେଡ୍ ଦୋକାନକୁ ବିଏମସିର ଚେତାବନୀ: ବିକ୍ରି କରିପାରିବେ ନାହିଁ ପାନ ଗୁଟଖା
ଭୁବନେଶ୍ୱର: ବିଏମସିର ଓମଫେଡ୍ ଦୋକାନ ( ଷ୍ଟଲ) ଙ୍କୁ ଚେତାବନୀ । ଦୋକାନରେ ପାନ ଗୁଟଖା ବିକ୍ରି ପାଇଁ ବାରଣ । ଅମାନିଆ ହୋଇ ବିକ୍ରି କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଓମିଫେଡ ଯେଉଁ ଦୋକାନ ଗୁଡ଼ିକ ଅଛି ସେହି ଉଦ୍ଦେଶ୍ୟରେ କାମ କରାଯାଉ । ପ୍ରତ୍ୟେକ ଦୋକାନୀ ନିଜ ୫ ମିଟର ଏରିଆକୁ!-->…
ଭିଜିଲାନ୍ସ ଜାଲରେ ଉପଜିଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ
ପୁରୀ: ପୁରୀ ଉପଜିଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ ଜିତୁ ରଞ୍ଜନ ଛାଟୋଇ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଚନ୍ଦନପୁରର ଜଣେ ବ୍ୟକ୍ତିଙ୍କଠାରୁ ଜମି କିସମ ପରିବର୍ତ୍ତନ ପାଇଁ ୫୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଧରିଛି ଭିଜିଲାନ୍ସ।
ଏଥିସହ!-->!-->!-->…
ରାଜ୍ୟ ଫରେନସିକ ଲ୍ୟାବକୁ ଗଲା ଗୋବିନ୍ଦଙ୍କ ଚିଠି
ଭୁବନେଶ୍ୱର: ବଲାଙ୍ଗୀର କଣ୍ଟାବାଞ୍ଜି ଜେଲରେ ଆତ୍ମହତ୍ୟା କରିଥିବା ଗୋବିନ୍ଦ ସାହୁର ପକେଟରୁ ଜବତ ହୋଇଥିବା ଲଫାପା ରାଜ୍ୟ ଫରେନସିକ ଲ୍ୟାବକୁ ଯାଇଛି। ଲଫାପାରେ କଣ ଲେଖାହୋଇଛି ତାହା ଯଦିଓ ଜଣାପଡିନି କିନ୍ତୁ ଏହାକୁ ସୁଇସାଇଡାଲ ନୋଟ୍ ବୋଲି କୁହାଯାଉଛି। ବିଶେଷଜ୍ଞ ଟିମ୍ ଚିଠିରେ ପ୍ରଥମେ!-->…