Browsing Category

ଓଡିଶା

ପ୍ରଶାସନର ଉପସ୍ଥିତିରେ ମାଟିରେ ମିଶିଲା ୧୬୦ ମିଟର ଉଚ୍ଚତାର ଚିମିନି

ଢେଙ୍କାନାଳ: ମାଟିରେ ମିଶିଲା ୧୬୦ ମିଟର ଉଚ୍ଚତାର ଚିମିନି । ପ୍ରଶାସନର ଉପସ୍ଥିତିରେ ଭାଙ୍ଗିଲା ଚିମିନି । ଢେଙ୍କାନାଳ ମେରାମଣ୍ଡଳୀ କୁରୁଣ୍ଡି ଗାଁରେ ଥିବା ଲାନକୋ କମ୍ପାନୀର ୧୬୦ ମିଟର ଉଚ୍ଚତା ଓ ୧୮ ମିଟର ବ୍ୟାସାର୍ଦ୍ଧ ବିଶିଷ୍ଟ ବିଶାଳକାୟ ଚିମିନି ମାଟିରେ ମିଶିଛି । କମ୍ପାନି

୫ ବର୍ଷ ପରେ ଶରୀରରୁ ବାହାରିଲା ଗୁଳି

ରାଜନଗର: ୫ ବର୍ଷ ପରେ ଶରୀରରୁ ବାହାରିଲା ଗୁଳି । ଆଶ୍ଚର୍ଯ୍ୟର କଥା ହାତ ଗୁଳି ବିଦ୍ଧ ହୋଇ ରହିଥିବା ନେଇ ସମ୍ପୃକ୍ତ ବ୍ୟକ୍ତି ଜାଣି ନଥିଲେ । କଟକ ବଡ଼ ମେଡିକାଲରେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ଗାଁର ବିଚିତ୍ର ମଲ୍ଲିକଙ୍କ ବାମ ହାତରୁ ଗୁଳି କଢାଯାଇଛି। ୨୦୧୭ ମସିହାରେ ସେପ୍ଟେମ୍ବର ୨୨

ପାଞ୍ଚ ଦିନ ପରେ ମିଳିଲା ନୟାଗଡ଼ର ଅମ୍ରିତ ପାତ୍ରଙ୍କ ପତ୍ତା, କୁରାଳ ଗାଁର ସୁଣ୍ଢି ସାହିରୁ ବନ୍ଦ ଘର ଭିତରୁ ଉଦ୍ଧାର

ନୟାଗଡ: ଉଦ୍ଧାର ହେଲା ନିଖୋଜ ଅମ୍ରିତ। ପାଞ୍ଚ ଦିନ ପରେ ମିଳିଲା ନୟାଗଡ଼ର ଅମ୍ରିତ ପାତ୍ରଙ୍କ ପତ୍ତା। କୁରାଳ ଗାଁର ଶୁଣ୍ଢି ସାହିର ଟୁକୁ ପଣ୍ଡାଙ୍କ ବନ୍ଦ ଘର ଭିତରୁ ଉଦ୍ଧାର କରାଯାଇଛି। ତାଲା ଭାଙ୍ଗି ଘର ଭିତରୁ ଅମ୍ରିତକୁ ବାହାର କରିଛନ୍ତି ଗ୍ରାମବାସୀ। ଅମ୍ରିତଙ୍କୁ ଉଦ୍ଧାର ପରେ ପୋଲିସକୁ

ବିଶ୍ୱ ଶାନ୍ତି ଓ ବିଶ୍ୱ ଭାତୃତ୍ୱର ପ୍ରଚାର ଏକମାତ୍ର ଲକ୍ଷ: ରାସେଶ୍ୱରୀ ଦେବୀ ଜୀ

ଭୁବନେଶ୍ୱର: ଓଡ଼ିଶା ଫେରିଲେ ପ୍ରବଚକ ରାସେଶ୍ୱରୀ ଦେବୀ ଜୀ । ବିଦେଶରେ ବସୁଧୈବ କୁଟୁମ୍ବକମ ବାର୍ତ୍ତା ବାଣ୍ଟିବା ସହ ବିଶ୍ୱ ଶାନ୍ତି ଓ ବିଶ୍ୱ ଭାତୃତ୍ୱର ପ୍ରଚାର ଏକମାତ୍ର ଲକ୍ଷ ବୋଲି କହିଛନ୍ତି । ବିଦେଶ ଯାତ୍ରା କରି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ରାସେଶ୍ୱରୀଙ୍କୁ ସ୍ୱାଗତ

ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡି ଛାତ୍ର ମୃତ

କେନ୍ଦୁଝର: ପାଣିରେ ବୁଡି ଛାତ୍ର ମୃତ । ମୃତକ ହେଉଛନ୍ତି କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ମଛାଳ ଗାଁର ନିହାର ରଞ୍ଜନ । ସାଙ୍ଗ ମାନଙ୍କ ସହ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ବୁଡିଯାଇଥିଲେ ନିହାର । ଅନେକ ସମୟ ଖୋଜାଖୋଜି କରି ଗାଁ ଲୋକ ନପାଇବାରୁ ଅଗ୍ନିଶମ ବାହିନୀକୁ ଖବର

ସେଲ୍‌ଫି ନେବା ବେଳେ ପାଣିରେ ଗୋଡ଼ ଖସିଯିବାରୁ ଯୁବକ ନିଖୋଜ

ସୁନ୍ଦରଗଡ଼: ସେଲଫି ହେଲା କାଳ। ମୋବାଇଲରେ ସେଲଫି ନେଉ ନେଉ ପାଣିରେ ଗୋଡ଼ ଖସିଯିବାରୁ ଯୁବକ ନିଖୋଜ। ଆଜି ସୁନ୍ଦରଗଡ଼ ତଳସରା କାନକୁଣ୍ଡ ପିକନିକ୍ ସ୍ପଟରେ ଏଭଳି ଅଘଟଣ ଘଟିଛି। ନିଖୋଜ ଯୁବକଙ୍କ ନାମ ସୋମେଶ ମଲ୍ଲିକ। ସୂଚନା ମୁତାବକ, ରାଉରକେଲାର ସେକ୍ଟର-୧୫ ଅଞ୍ଚଳରୁ ୪ ଜଣ ସାଙ୍ଗ ଆଜି

ପୁଲିସ ଇନଫର୍ମର ସନ୍ଦେହରେ ଜଣକୁ ଗୁଳି କରି ହତ୍ୟା

ଫୁଲବାଣୀ: ପୁଲିସ ଇନଫର୍ମର ସନ୍ଦେହରେ ଜଣକୁ ଗୁଳି କରି ହତ୍ୟା କଲେ ମାଓବାଦୀ। କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅନ୍ତର୍ଗତ ବଣ୍ଡାପିପିଲିର ହାଟପଦା ପଛ ପଟି ଜଙ୍ଗଲରେ ଆଜି ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ଜଣକ ବଣ୍ଡାପିପିଲି ଗ୍ରାମର ରମେଶ ନାୟକ ବୋଲି ଜଣାପଡ଼ିଛି। ମୃତଦେହ ପଡ଼ିଥିବା ସ୍ଥାନରୁ

ବ୍ୟବସାୟୀଙ୍କୁ ଅପହରଣ ପରେ ହତ୍ୟା! ଘାଟିରୁ ମିଳିଲା ମୃତଦେହ

ଭଞ୍ଜନଗର: ୫ ଦିନ ହେଲା ଭଞ୍ଜନଗରର ଜଣେ ବ୍ୟବସାୟୀ ନିଖୋଜ ଥିବା ବେଳେ ରବିବାର ତାଙ୍କ କ୍ଷତାକ୍ତ ମୃତଦେହ ମିଳିଛି। ଦାରିଙ୍ଗବାଡ଼ି ଘାଟିରୁ ତାଙ୍କ ମୃତଦେହ ମିଳିଥିବା ବେଳେ ପୁଲିସ୍ ସେଠାରେ ପହଞ୍ଚି ତଦନ୍ତ କରିଛି। ମୃତ ବ୍ୟବସାୟୀଙ୍କ ନାଁ ହିତେନ ସ୍ୱାଇଁ। ଭଞ୍ଜନଗର ଷ୍ଟେଟ୍ ବ୍ୟାଙ୍କ ଛକ

ସମ୍ବଲପୁରର ଆଉ ୩ ଆଇନଜୀବୀ ଗିରଫ

ସମ୍ବଲପୁର: ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ସମ୍ବଲପୁରରେ ହୋଇଥିବା ଆନ୍ଦୋଳନ ଓ ଭଙ୍ଗାରୁଜା ଘଟଣାରେ ଆଉ ୩ ଜଣ ଆଇନଜୀବୀଙ୍କୁ ଗିରଫ କରିଛି ପୁଲିସ୍‌। ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ଆଇନଜୀବୀ ଅଛନ୍ତି। ଗିରଫ ଆଇନଜୀବୀମାନେ ହେଉଛନ୍ତି- ବିଷ୍ଣୁପ୍ରିୟା ଭୋଇ, ସେବତୀ ବନ୍‌ଛୋର ଏବଂ ମିଲନ୍