Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଡିଲ୍ ବେଳେ ମାଡିବସିଲା ଏସଟିଏଫ ଟିମ, ମହାବଳ ବାଘ ଛାଲ ଜବତ ସହ ଜଣେ ଗିରଫ
ମୟୂରଭଞ୍ଜ: ଏସଟିଏଫ ଟିମକୁ ଵଡ ସଫଳତା। ବାରିପଦା ବନଖଣ୍ଡ ଅନ୍ତର୍ଗତ ଉଦଳା ରେଞ୍ଜର ବିସିପୁର ଗାଁ ନିକଟରୁ ଜନୈକ ବେପାରୀଙ୍କ ସମେତ ମହାବଳବାଘ ଚମଡା ଜବତ କରିଛି। ପୂର୍ବତନ ବନ୍ୟପ୍ରାଣୀ ସଂରକ୍ଷକ ଭାନୁମିତ୍ର ଆଚାର୍ଯ୍ୟଙ୍କ ସୂଚନା ମୁତାବକ ଭୁବନେଶ୍ୱରରୁ ଆସିଥିବା ଏହି ଏସଟିଏଫ ଟିମ ଗତକାଲି!-->…
ରାଜଧାନୀରେ ଚାଞ୍ଚଲ୍ୟ: ଜନ୍ମଦିନ ପାର୍ଟିରେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୩ ଗିରଫ
ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ବର୍ଥ ଡେ ପାର୍ଟିରେ ମହିଳା ଗଣଦୁଷ୍କର୍ମ ଅଭିଯୋଗ । ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଞ୍ଚଳର ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା । ଅଭିଯୋଗ ହୋଇଛି ସୋମବାର ସନ୍ଧ୍ୟାରେ ଧିରିକୁଟ ବସ୍ତି!-->…
ଆଉ ୨ଦିନ ଘନ କୁହୁଡ଼ି, ୧୯ରୁ ତାପମାତ୍ରା ବଢିବା ସହ ମେଘୁଆ ପାଗ ହେବାର ସମ୍ଭାବନା
ଭୁବନେଶ୍ୱର: ଆଉ ଦୁଇ ଦିନ ଘନ କୁହୁଡ଼ି। ଦକ୍ଷିଣ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଘନ କୁହୁଡ଼ି ପଡିବ। ଆଗାମୀ ଦୁଇ ଦିନ ତାପାମତ୍ରାରେ ବିଶେଷ ପରିବର୍ତ୍ତନ ହେବନି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଗତକାଲି ରାଜଧାନୀ ସମେତ କଟକ, ଚାନ୍ଦବାଲି ପାରାଦୀପ ଓ!-->…
ସୃଷ୍ଟି ହେଲା ଲଘୁଚାପ, ୧୫ ତାରିଖ ସକାଳେ ଅବପାତରେ ପରିଣତ ହେବ
ସୃଷ୍ଟି ହେଲା ଲଘୁଚାପ। ବାତ୍ୟା ପରେ ରାଜ୍ୟରେ ପ୍ରଭାବିତ ହେଉଛି ଶୀତ। ପୂର୍ବ କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ ପୂର୍ବ ଆରବ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଉତ୍ତର କେରଳ ଓ କର୍ଣ୍ଣାଟକ ଉପକୂଳରେ ଏହି ଲଘୁଚାପ ସକ୍ରିୟ ରହିଛି । ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ!-->…
ପେନସନ୍ ଓ ପ୍ରମୋଶନ ଅଦାଲତ ଖୁବଶୀଘ୍ର, ଖୋଲିବ ହେଲ୍ପଡେସ୍କ
ଭୁବନେଶ୍ୱର: ସରକାରୀ ଚାକିରିଆ ମାନଙ୍କ ନିମନ୍ତେ ଖୁସି ଖବର। ବିଭିନ୍ନ ପଦବୀରେ ସରକାରୀ ଚାକିରିଆ ଭାବେ କାର୍ୟ୍ୟରତ ଅଧିକାରୀ ଓ କର୍ମଚାରୀମାନଙ୍କ ନୀୟମାନୁଯାୟୀ ସମୟ ଭିତ୍ତିକ ପଦୋନ୍ନତି ଏବଂ ଚାକିରୀରୁ ଅବସର ଗ୍ରହଣ ପରେ ସହଜରେ ସେମାନଙ୍କୁ ପେନସନ ପ୍ରଦାନ ନିମନ୍ତେ ବର୍ତ୍ତମାନ ରାଜ୍ୟ!-->…
ଓକିଲଙ୍କ ଧର୍ମଘଟ ସ୍ଥଗିତ
ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ହୋଇଥିବା ଓକିଲଙ୍କ ଧର୍ମଘଟ ଆଜି ସନ୍ଧ୍ୟାରେ ସ୍ଥଗିତ ହୋଇଛି। ପଶ୍ଚିମ ଓଡ଼ିଶା କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଓ ସମସ୍ତ ବାର ଆସୋସିଏସନ୍ ପକ୍ଷରୁ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସୁପ୍ରିମକୋର୍ଟଙ୍କ!-->…
ଦ୍ବିତୀୟ ଥର ପାଇଁ ରିମାଣ୍ଡରେ ଯିବେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ
ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଦ୍ବିତୀୟ ଥର ପାଇଁ ରିମାଣ୍ଡରେ ଯିବେ। ଏଥି ସହିତ ତାଙ୍କର ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କୁ ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରିମାଣ୍ଡରେ ନେବ। ଇଡି ପକ୍ଷରୁ ହୋଇଥିବା ରିମାଣ୍ଡ ଆବେଦନକୁ ଖୋର୍ଦ୍ଧା ଓ ଜିଲ୍ଲା ଜଜ୍ କୋର୍ଟ ଗ୍ରହଣ କରିଛନ୍ତି।!-->…
ବାରବାଟୀରେ ଦୃଷ୍ଟିବାଧିତ ଟ୍ବେଣ୍ଟି-୨୦ ବିଶ୍ବକପ: ବାଂଲାଦେଶକୁ ୭ ୱିକେଟ୍ରେ ହରାଇଲା ଭାରତ
କଟକ: ବାରବାଟୀରେ ମଙ୍ଗଳବାର ଦୃଷ୍ଟିବାଧିତ ବିଶ୍ବକପ ଟି-ଟ୍ବେଣ୍ଟି କ୍ରିକେଟ ମ୍ୟାଚ ଖେଳାଯାଇଛି। ଏହି ମ୍ୟାଚ୍ରେ ବାଂଲାଦେଶକୁ ଭାରତ ୭ୱିକେଟରେ ପରାସ୍ତ କରିଛି। ଟି ଦୁର୍ଗା ରାଓଙ୍କ ଧୂଆଁଧାର ୭୩ରନ୍ ବଳରେ ଏହି ଚିତାକର୍ଷକ ମ୍ୟାଚକୁ ଜିତି ନେଇଛି ଭାରତ। ପ୍ରାରମ୍ଭିକ ଯୋଡିରେ ଓଡ଼ିଆ ଷ୍ଟାର!-->…
ସମ୍ବଲପୁର କୋର୍ଟରେ ଭଙ୍ଗାରୁଜା: ଗିରଫ ହୋଇଥିବା ଓକିଲଙ୍କ ସଂଖ୍ୟା ୧୭କୁ ବୃଦ୍ଧି
ସମ୍ବଲପୁର: ସମ୍ବଲପୁରରେ ଆଇନ୍ଜୀବୀଙ୍କ ଆନ୍ଦୋଳନ ଜାରି ରହିଛି। ଓଡ଼ିଶା ପୁଲିସକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ସମ୍ବଲପୁର ପୁଲିସ ଆକ୍ସନ ମୋଡରେ ଥିବା ଜଣାପଡ଼ିଛି। ସମ୍ବଲପୁର କୋର୍ଟ ପରିସର ପୁଲିସ ଛାଉଣୀରେ ପରିଣତ ହୋଇଛି। ଏଯାବତ ୧୭ ଜଣ ଆଇନଜୀବୀ ଗିରଫ ହୋଇସାରିଛନ୍ତି। କୋର୍ଟ!-->…
୪ କୋଟି ଟଙ୍କା ଠକେଇ ଅଭିଯୋଗରେ ‘ବାସ୍ତବ ଇଣ୍ଡିଆ’ର ସଭାପତି ଓ ସଂପାଦକ ଗିରଫ
ଭୁବନେଶ୍ୱର: ୪ କୋଟି ଟଙ୍କା ଠକେଇ ଅଭିଯୋଗରେ ବାସ୍ତବ ଇଣ୍ଡିଆର ସଭାପତି ଓ ସଂପାଦକଙ୍କୁ ଗିରଫ କରାଯାଇଛି। ଗତ ୧୧ ତାରିଖରେ ଉଭୟଙ୍କୁ ରାଞ୍ଚିରୁ ଗିରଫ କରାଯାଇଥିଲା। ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା ଗିରଫ କରି ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିଛି। ଦୁଇ ଅଭିଯୁକ୍ତ ହେଲେ ବାସ୍ତବ ଇଣ୍ଡିଆର!-->…