Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ସମ୍ବଲପୁରରେ ଓକିଲ ଆନ୍ଦୋଳନ ବେଳେ ଧସ୍ତାଧସ୍ତି ଘଟଣା, ସବୁକିଛି ତଦନ୍ତ କରାଯାଇ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ…
ସମ୍ବଲପୁର: ସମ୍ବଲପୁରରେ ଓକିଲ ଆନ୍ଦୋଳନ ବେଳେ ଧସ୍ତାଧସ୍ତି ଘଟଣାରେ ସମ୍ବଲପୁର ଏସପି ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ। ଏହି ଘଟଣାରେ ଏକ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତକୁ ଚିହ୍ନଟ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସମ୍ବଲପୁରରେ ଓକିଲ!-->…
ରାଜଧାନୀର ବିଭିନ୍ନ ମେଡିସିନ୍ ହୋଲସେଲ ଦୋକାନରେ ଚଢାଉ
ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ବୃଦ୍ଧି ପାଉଛି ନକଲି ଔଷଧ କାରବାର । ଭୁବନେଶ୍ୱରରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ହେଉଛି ଯୋଗାଣ । ୫ ଜଣିଆ ଡ୍ରଗ ସ୍କ୍ବାଡ୍ ଟିମ୍ ଅଶୋକ ନଗର ସମେତ ଭୁବନେଶ୍ବରର ବିଭିନ୍ନ ହୋଲସେଲ ଦୋକାନରେ ଚଢାଉ କରୁଛି । କେବଳ ଓଡ଼ିଶା ନୁହେଁ ଦେଶର ବିଭିନ୍ନ ସ୍ଥାନରେ!-->…
ରାଜଧାନୀରେ ମୋ’ ବସରୁ ପୁଣି ଚୋରି ଅଭିଯୋଗ, ଦମ୍ପତିଙ୍କ ଠାରୁ ୪୨ ହଜାର ଟଙ୍କା ଲୁଟିନେଲ ଦୁର୍ବୃତ୍ତ
ଭୁବନେଶ୍ବର: ରାଜଧାନୀରେ ମୋ’ ବସରୁ ପୁଣି ଚୋରି । ଦମ୍ପତିଙ୍କ ଠାରୁ ୪୨ ହଜାର ଟଙ୍କା ଚୋରି କରିନେଲେ ଦୁର୍ବୃତ୍ତ । ଏହି ଚୋରିର ଶିକାର ହୋଇଛନ୍ତି ନୟାଗଡ଼ ଜିଲ୍ଲାର ବିରଞ୍ଚି ସେଠି । ସେ ଭୁବନେଶ୍ୱର ଭିଏସଏସ ନଗରରେ ରୁହନ୍ତି।
ସେ ବୃତ୍ତିରେ ଜଣେ ଡ୍ରାଇଭର। ବାଣୀବିହାରରୁ!-->!-->!-->…
ଓଡ଼ିଶାର ନୂତନ ଫସଲ ସଂରକ୍ଷଣ ନୀତି ଖୁବ୍ ଶୀଘ୍ର : କୃଷି ସଚିବ
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାକୁ କୃଷି ଉଦ୍ୟୋଗୀ ଜିଲ୍ଲାରେ ପରିଣତ କରିବା ଦିଗରେ ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି କୃଷି ଓ କୃଷକ କଲ୍ୟାଣ, ବୟନ ଶିଳ୍ପ ବିଭାଗ ପ୍ରମୁଖ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ ମତବ୍ୟକ୍ତ କରିଛନ୍ତି। ସୋମବାର ତେନ୍ତୁଳଖୁଣ୍ଟି ବ୍ଲକର!-->…
ଓକିଲ ଆନ୍ଦୋଳନ, ଡିଜିପିଙ୍କୁ ସୁପ୍ରିମକୋର୍ଟ ଭର୍ତ୍ସନା
ଭୁବନେଶ୍ବର: ଓକିଲ ଆନ୍ଦୋଳନ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କଲେ ସୁପ୍ରିମକୋର୍ଟ। ପୁଲିସ ମହାନିର୍ଦେଶକ ଏବଂ ସମ୍ବଲପୁର ଆଇଜିଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି କୋର୍ଟ। ଓକିଲ ଆନ୍ଦୋଳନ ପ୍ରତିହତ କରିବାରେ ଓଡ଼ିଶା ପୁଲିସ ବିଫଳ। ଏ ନେଇ ପୁଲିସ ମହାନିର୍ଦେଶକ ଏବଂ ଆଇଜି ହାଜର ହେବାକୁ ନିର୍ଦେଶ।
!-->!-->!-->…
ଇଡିରେ ହାଜର ହେଲେ ଚର୍ଚ୍ଚିତ ମିଶ୍ର
ଭୁବନେଶ୍ବର: ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ର ସୋମବାର ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହୋଇଛନ୍ତି। ପୂର୍ବତନ ଆଇଏଫଏସ ଅଭୟକାନ୍ତ ପାଠକଙ୍କ ବିଏମଡବ୍ଲ୍ୟୁ କିଣା ଲିଙ୍କ୍ରେ ଚର୍ଚ୍ଚିତଙ୍କୁ ଇଡି ଜେରା କରିଛି। ହାଜର ହେବା ପାଇଁ ପୂର୍ବରୁ ଚର୍ଚ୍ଚିତଙ୍କୁ ନୋଟିସ୍ କରିଥିଲା!-->…
ଯବାନଙ୍କ ଗୁଳିରେ ୨ ମାଓବାଦୀ ମୃତ୍ୟୁ ଘଟଣା; ଚିହ୍ନଟ ପାଇଁ ଆସିଲେନି କେହି
ଫୁଲବାଣୀ: ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିୟମରେ ଦୁଇଜଣ ମହିଳା ମାଓବାଦୀ ନିହତ ହୋଇଥିବା ବେଳେ ଉଭୟଙ୍କ ଶବକୁ ନେବା ପାଇଁ କିମ୍ବା ଚିହ୍ନଟ ପାଇଁ କେହି ମଧ୍ୟ ଆସିନଥିବା ଦେଖିବାକୁ ମିଳିଛି । ସରକାରୀ ନିୟମ ଅନୁସାରେ ସେମାନଙ୍କ ମୃତଦେହକୁ ଏଫ୍ସିଆଇ ଛକ ନିକଟସ୍ଥ ଏକ!-->…
ଫେରିଗଲେ ହାତୀପଲ
କଟକ: ଜଙ୍ଗଲକୁ ଫେରିଲେ ମହାନଦୀ ପଠାରେ ଥିବା ୧୮ଟିକିଆ ହାତୀପଲ । ଆଜି ସକାଳୁ ସକାଳୁ ନୂଆପାଟଣା ଦେଇ ଆଠଗଡ଼ ବଉଳ ଜଙ୍ଗଲକୁ ହାତୀପଲ ଫେରିଥିବା ଖବର ମିଳିଛି । ହାତୀପଲଙ୍କୁ ଘଉଡାଇବାକୁ ଗତକାଲି ରାତିସାରା ପ୍ରୟାସ କରୁଥିଲେ ବନକର୍ମଚାରୀ । ବନକର୍ମଚାରୀଙ୍କ ଉଦ୍ୟମ ସଫଳ ହେବା ସହ ହାତୀପଲ!-->…
ପରିତ୍ୟକ୍ତ କୂଅରୁ ମିଳିଲା କାର୍ ସହିତ ୪ ଜଣଙ୍କ ମୃତଦେହ
ଉମରକୋଟ: ବାହାଘର ଭୋଜି ଖାଇ ଫେରିବାବେଳେ ୪ ଜଣଙ୍କୁ ଅପହରଣ ଘଟଣାରେ ଏକ ପରିତ୍ୟକ୍ତ କୂଅରୁ ମିଳିଲା କାର। ରାସ୍ତା ପାର୍ଶ୍ୱରେ ଥିବା କୂଅ ଭିତରେ କାର୍ ପଶିଯାଇଛି। ଟାୟାର ଫାଟି ଯାଇଥିବାରୁ ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି। କାର ଭିତରେ ରହିଛି ୪ ଜଣଙ୍କ ମୃତଦେହ। ଉଦ୍ଧାର ପରେ!-->…
ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନାଙ୍କ ପରଲୋକ
ଯାଜପୁର: ଯାଜପୁରର ପୂର୍ବତନ ସାଂସଦ ତଥା ବିଜେପି ନେତା ମୋହନ ଜେନାଙ୍କ ପରଲୋକ। ସେ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ସେଠାରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୩ବର୍ଷ ବୟସ ହୋଇଥିଲା। ସେ କିଡନୀ,!-->…